Breaking News

ଗୁରୁବାରର ଗାଥା

କେବଳ ମାର୍ଗଶିର ମାସର ଗୁରୁବାର ନୁହେଁ; ସବୁ ଗୁରୁବାର ଲକ୍ଷ୍ମୀଙ୍କର ବାର। ଏହା ସପ୍ତାହର ପଞ୍ଚମ ବାର। ସପ୍ତାହର ପ୍ରଥମ ବାର ‘ରବି’ ସୂର୍ଯ୍ୟଙ୍କ ଅନୁସାରେ ହୋଇଥିବା ବେଳେ, ‘ସୋମ’ ଚନ୍ଦ୍ରଙ୍କ ଅନୁସାରେ ଏବଂ ‘ମଙ୍ଗଳ’ ଓ ‘ବୁଧ’ ଯଥାକ୍ରମେ ମଙ୍ଗଳ ଓ ବୁଧ ଗ୍ରହଙ୍କ ଅନୁସାରେ ହୋଇଛି।…

ଲକ୍ଷ୍ମୀବ୍ରତ ବି ପୁରୁଷଙ୍କ ବ୍ରତ

ସାଧାରଣରେ ଗୋଟିଏ ଧାରଣା ରହିଆସିଛି ଯେ ଲକ୍ଷ୍ମୀବ୍ରତ କରିବାର ଅଧିକାର କେବଳ ନାରୀଙ୍କର। କାରଣ, ସୁଦଶାବ୍ରତ, ଗୁରୁପଞ୍ଚମୀ ବ୍ରତ ଆଦି କେବଳ ନାରୀମାନେ ପାଳନ କରିବା ଦେଖାଯାଇଥାଏ। କିନ୍ତୁ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ଅନୁସାରେ, ଏ ବ୍ରତ କେବଳ ନାରୀଙ୍କର ନୁହେଁ। ଦେବରାଜ ଇନ୍ଦ୍ର ଏହି…

ଚମତ୍କାର ୨୪:

୨୦୨୪ ଲୋକସଭା ନିର୍ବାଚନରେ ଦେଶ ଏନ୍‌ଡିଏ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଐତିହାସିକ ତୃତୀୟ ପାଳି ପାଇଁ କ୍ଷମତାସୀନ କରିଛି। ତେବେ ଏହି ନିର୍ବାଚନରେ ବିରୋଧୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି ଏବଂ ଏନ୍‌ଡିଏର ସଂଖ୍ୟାଗରିଷ୍ଠତା ହ୍ରାସ କରି ଭୋଟର୍‌ମାନେ ସ୍ପଷ୍ଟ ବାର୍ତ୍ତା ଦେବାରେ ବିଫଳ…

ରାଜ୍ୟରେ ୧୨ ନୂଆ ବନ୍ଦର: ସୁବର୍ଣ୍ଣରେଖା ବନ୍ଦର କାମ ଚାଲିଛି

ଭୁବନେଶ୍ବର: ରାଜ୍ୟରେ ପାରାଦୀପ, ଧାମରା ଓ ଗୋପାଳପୁରରେ ତିନିଟି ବନ୍ଦର କାର୍ଯ୍ୟକ୍ଷମ ରହିଛି। ଆଉ ୧୨ଟି ବନ୍ଦର ପ୍ରତିଷ୍ଠା କରିବା ଲାଗି ପ୍ରକ୍ରିୟା ଜାରି ରହିଛି ବୋଲି ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ…

୫ ଦିନରେ ସେନ୍‌ସେକ୍ସ ବଢ଼ିଲା ୨୭୦୦ ପଏଣ୍ଟ: ଫେରିଲେ ବିଦେଶୀ ନିବେଶକ

ମୁମ୍ବାଇ: ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ଦ୍ବିତୀୟ ତ୍ରୈମାସିକରେ ୫.୪ ପ୍ରତିଶତ ଭଳି ନିମ୍ନସ୍ତରକୁ ଖସିଯିବା ଷ୍ଟକ୍ ବଜାର କାରବାରକୁ କୌଣସି ପ୍ରକାରରେ ପ୍ରଭାବିତ କରିନାହିଁ। ଗତ ପ‌ାଞ୍ଚଟି କାରବାର ଦିନରେ ସେନ୍‌ସେକ୍ସ ୨୭୦୦ ପଏଣ୍ଟ ବୃଦ୍ଧି ହୋଇଛି। ଏଥି ସହିତ ପୁଣି ଥରେ ଏହା ୮୧…

ଆଇଆଇଟିରେ ଚାକିରି ବର୍ଷା: ଅଧିକ ସୁବିଧା, ମୋଟା ଅଙ୍କର ଦରମା

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାଠପଢ଼ାର ପ୍ରମୁଖ ଅନୁଷ୍ଠାନ ଆଇଆଇଟିଗୁଡ଼ିକରେ ଚାକିରି ବର୍ଷା ହେଉଛି। ଗତବର୍ଷର ଖରାପ ସ୍ଥିତି ଏଥର ସମ୍ପୂର୍ଣ୍ଣ ବଦଳିଯାଇଛି। ଛାତ୍ରଛାତ୍ରୀଙ୍କୁ ଆଉ ଚାକିରି ପାଇଁ ସଂଘର୍ଷ କରିବାକୁ ପଡ଼ୁନି। ଦେଶବିଦେଶର ବହୁ ନାମୀଦାମୀ କମ୍ପାନି ପିଲାମାନଙ୍କୁ ଚାକିରି ଦେବାକୁ…

ଦେବଗଡ଼, କେନ୍ଦୁଝରରେ ସୁନା ଠାବ

ଭୁବନେଶ୍ବର: ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ସୁନା ଥିବାର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୂଚନା ଦେଇଛନ୍ତି। ବ୍ୟାପକ ଅନୁସନ୍ଧାନ ଜାରି ରହିଥିବାରୁ ଏହି ଅଞ୍ଚଳରେ ସୁନା ଗଚ୍ଛିତ ଥିବା ଜଣାପଡ଼ିଛି ବୋଲି ସେ କହିଛନ୍ତି। ଦେବଗଡ଼ ଜିଲ୍ଲାର…

୫ ବର୍ଷର ଓଏମ୍‌ସି ଦେଇଛି ୬୩୯୩ କୋଟି ଲାଭାଂଶ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପାଞ୍ଚ ବର୍ଷରେ ୬୩୯୩ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇ କହିଛନ୍ତି ଯେ ୨୦୧୯-୨୦ରେ ଏହା ଲାଭାଂଶ ବାବଦରେ ୨୫୦ କୋଟି…

ଖଣି ଅଂଚଳର ଆର୍ଥିକ ବିକାଶ ପାଇଁ ୧୨୦୦ କୋଟି ଖର୍ଚ୍ଚ କରିବ ବେଦାନ୍ତ

ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ୍ ମାଲିକାନାରେ ଥିବା ସିଜିମାଳି ବକ୍ସାଇଟ୍ ଖଣି ଓଡ଼ିଶାର କଳାହାଣ୍ଡି ଓ ରାୟଗଡ଼ାର ବିକାଶ ପ୍ରକ୍ରିୟାର ଗତିକୁ ତ୍ୱରାନ୍ୱିତ କରିବାକୁ ବଡ଼ ନିବେଶ ଯୋଜନା କରିଛି । ବେଦାନ୍ତ ଲାଞ୍ଜିଗଡ଼ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି (ଏଲପିଡିଏଏଫ୍) ଏବଂ ରାୟଗଡ଼ା ଓ…

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ୍ ଆଜିଠୁ: ଫୋକସ୍‌ରେ ଭାରତର ବ୍ୟାଟିଂକ୍ରମ, ଅଷ୍ଟ୍ରେଲିଆ ବ୍ୟାଟର୍‌ଙ୍କ ଫର୍ମ

ଆଡିଲେଡ୍: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ଦିବା-ରାତ୍ର ଟେଷ୍ଟ୍ ଶୁକ୍ରବାରଠାରୁ ସ୍ଥାନୀୟ ଆଡିଲେଡ୍‌ ଓଭାଲରେ ଖେଳାଯିବ। ଗୋଲାପି ବଲ୍‌ରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଭାରତୀୟ ବ୍ୟାଟିଂକ୍ରମ ଏବଂ ଅଷ୍ଟ୍ରେଲିଆ ବ୍ୟାଟର୍‌ଙ୍କ ଫର୍ମ ଉପରେ ସମସ୍ତଙ୍କ…