Breaking News

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଏସିଏଫଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଏସିଏଫ୍ ରେବତୀ ରମଣ ଯୋଶୀ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନ ଓ କାର୍ଯ୍ୟଳୟ ସମେତ ୯ଟି ସ୍ଥାନରେ ଚଢ଼ାଉ କରୁଛି। ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି…

ଡକ୍ଟର ବି ଆର୍ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜଧାନୀରେ ସମ୍ବିଧାନ ପ୍ରଣେତା ଡକ୍ଟର ବି ଆର୍ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଡକ୍ଟର ବି ଆର୍ ଆମ୍ବେଦକରଙ୍କ ୬୮ତମ ଶ୍ରାଦ୍ଧ ଦିବସ ଅବସରରେ ସେ ଆଜି ସକାଳେ ରାଜଧାନୀର ଏଜି ଛକରେ ଥିବା ବି ଆର୍ ଆମ୍ବେଦକରଙ୍କ…

ବିଧାନସଭାରେ ଉଠିଲା ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗ: ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର: ପୁଣି ଆଜି ଗୃହରେ ଉଠିଛି ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗ। କଂଗ୍ରେସ ବିଧାୟକମାନେ ଏହି ପ୍ରସଙ୍ଗରେ ଆଲୋଚନା ଲାଗି ଦାବି କରିଥିଲେ। କିନ୍ତୁ ଏହାକୁ ବାଚସ୍ପତି ଅଗ୍ରାହ୍ୟ କରିଥିଲେ। ଏହାପରେ ବାଚସ୍ପତିଙ୍କ ପୋଡିୟମ୍ ପାଖକୁ ଆସି ବିରୋଧୀ କଂଗ୍ରେସ ବିଧାୟକମାନେ ନାରାବାଜି ସହ…

ଆସନ୍ତାକାଲି ଓଡ଼ିଶାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି। ଏଣେ ୯ ତାରିଖରେ ଦଳର ରାଜ୍ୟସଭା ପ୍ରାର୍ଥୀ ନାମାଙ୍କନ ଭରିବେ। ଏନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ତେଣେ ସେ ରାଜ୍ୟସଭା ରେସରେ ନାହାନ୍ତି ବୋଲି ସ୍ପଷ୍ଟ ଭାବେ ଆଜି ରାଜ୍ୟ ବିଜେପି ସଭାପତି…

ଦାବି ପୂରଣ ପାଇଁ ଆଜି ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ କୃଷକ, ଦିନ ୧ଟାରେ ଆରମ୍ଭ ହେବ ଆନ୍ଦୋଳନ

ନୂଆଦିଲ୍ଲୀ: ଦୀର୍ଘ ୮ମାସ ଧରି ଶମ୍ଭୁ ସୀମା (ପଞ୍ଜାବ-ହରିୟାଣା ସୀମା)ରେ ବିରୋଧ କରୁଥିବା କୃଷକମାନେ ଆଜି ପୁଣିଥରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଏଥର କୃଷକମାନେ 'ଦିଲ୍ଲୀ ଚଲୋ' ଆନ୍ଦୋଳନରେ ଟ୍ରାକ୍ଟର-ଟ୍ରଲିକୁ ସାମିଲ ନକରି ଚାଲି ଚାଲି ଆନ୍ଦୋଳନ କରିବେ । ଏହି ଆନ୍ଦୋଳନକୁ ଦୃଷ୍ଟିରେ…

ଡିସେମ୍ବର ୬କୁ ସ୍ଥାନୀୟ ଛୁଟି ଘୋଷଣା କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ନେତା ଦେବେନ୍ଦ୍ର ଫଡନାବିସ୍ ମୁଖ୍ୟମନ୍ତ୍ରୀ ଭାବେ ଗତକାଲି ଶପଥ ଗ୍ରହଣ କରିଛନ୍ତି। ଏଣେ ଆଜି ଡିସେମ୍ବର ୬କୁ ମୁମ୍ବାଇ ଏବଂ ଉପାନ୍ତ ଅଞ୍ଚଳ ପାଇଁ ରାଜ୍ୟ ସରକ‌ାର ଛୁଟି ଘୋଷଣା କରିଛନ୍ତି। ଆଜି ଚୈତ୍ୟ ଭୂମିରେ ଡକ୍ଟର ବି.ଆର. ଆମ୍ବେଦକରଙ୍କୁ…

ମହାରାଷ୍ଟ୍ରରେ ମହାୟୁତି ସରକାର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଫଡ଼ନାବିସ

ମୁମ୍ବାଇ: ବରିଷ୍ଠ ବି‌ଜେପି ନେତା‌ ଦେବେନ୍ଦ୍ର ଫଡ଼ନାବିସ ଆଜି ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୁମ୍ବାଇର ଆଜାଦ ମଇଦାନରେ ଆୟୋଜିତ ବିଶାଳ ଶପଥ ଗ୍ରହଣ ଉତ୍ସବ‌ କାର୍ଯ୍ୟକ୍ରମରେ ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ ଫଡ଼ନାବିସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…

ଖୁସି ନାହାନ୍ତି ସିନ୍ଦେ, ଗୃହ ବିଭାଗ ପାଇଁ ଜିଦ୍‌

ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିବା ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମହାୟୁତିର ତିନି ଦଳ ପାଇଁ ଏହା ଖୁସିର ଦିନ ଥିବା ବେଳେ ସିନ୍ଦେଙ୍କ ଚେହେରାରେ ଆଜି ଖୁସି ଦେଖିବାକୁ…

ବାବା ସିଦ୍ଦିକିଙ୍କ ପୂର୍ବରୁ ସଲ୍‌ମାନଙ୍କୁ ହତ୍ୟା ଯୋଜନା କରିଥିଲା ସୁଟର୍‌

ମୁମ୍ବାଇ: ପ୍ରାୟ ଦୁଇ ମାସ ତଳେ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ସୁଟର୍‌ମାନେ ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ବାବା ସିଦ୍ଦିକି ହତ୍ୟା ମାମଲାରେ ଜେରା ବେଳେ ଅଭିଯୁକ୍ତମାନେ ଏହା ପ୍ରକାଶ କରିଛନ୍ତି। ଅକ୍ଟୋବର ୧୨ରେ ମୁମ୍ବାଇରେ ଥିବା ପୁଅ ଜିଶାନ…

‘ପୁଷ୍ପା-୨’ ଦେଖିବାକୁ ଦଳାଚକଟା ଜଣେ ମହିଳା ମୃତ, ଅନେକ ଆହତ

ହାଇଦ୍ରାବାଦ: ଚଳଚ୍ଚିତ୍ର ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଅଭି‌ନୀତ ‘ପୁଷ୍ପା-୨’ ରିଲିଜ୍‌ ହୋଇଛି। ହାଇଦ୍ରାବାଦରେ ଏକ ସିନେମା ହଲରେ ରିଲିଜ୍‌ ସମୟରେ ଗତକାଲି ଅଭିନେତା ଅଲ୍ଲୁ ଅର୍ଜୁନ୍‌ ଉପସ୍ଥିତ ଥିଲେ। ଅଭିନେତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିବା ବେଳେ ଦଳାଚକଟାରେ ଜଣେ ମହିଳାଙ୍କ…