Breaking News

କେନ୍ଦ୍ରାପଡ଼ାରେ କାରଖାନା ବାଟ ଖୋଲିଲା: ଆର୍ସେଲର-ମିତ୍ତଲ ନିପନ ଷ୍ଟିଲ୍‌ ପାଇଁ ଜମି ଅଧିଗ୍ରହଣ ନିର୍ଦ୍ଦେଶ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ ଅନ୍ତର୍ଗତ ବଡ଼ଟୁବି ମୌଜାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ବୃହତ୍‌ ଇସ୍ପାତ୍‌ କାରଖାନା ପ୍ରତିଷ୍ଠା ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି। କାରଖାନା ପାଇଁ ଜମି ଅଧିଗ୍ରହଣ କରିବାକୁ…

କଟକ ରେଳ ଷ୍ଟେସନ୍‌ରେ ବିମାନ ବନ୍ଦରର ଭ୍ରମ: ସିଧା ଜାତୀୟ ରାଜପଥକୁ ସଂଯୋଗରେ ପ୍ରଥମ

କଟକ: କଟକ ରେଳଷ୍ଟେସନ ପ୍ଲାଟଫର୍ମ ସିଧାସଳଖ ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ ହେବାକୁ ଯାଉଛି। ଷ୍ଟେସନର ପଛପଟ ଅର୍ଥାତ ଶିଖରପୁର ପଟେ ଶୀତତାପ ନିୟନ୍ତ୍ରିତ ତୃତୀୟ ଗେଟ୍ ଅତ୍ୟାଧୁନିକ ଢଙ୍ଗରେ ଖୋଲିବାକୁ ଯାଉଛି। ଫଳରେ କଟକ ବାହାରୁ ଆସୁଥିବା ରେଳଯାତ୍ରୀଙ୍କୁ ଅଯଥାରେ ସହର ଭିତରେ ପଶିବାକୁ…

ଅଧୁରା ରହିଲା ରାଜାରାଣୀଙ୍କ ପ୍ରେମ

ସମ୍ବଲପୁର: ସମ୍ବଲପୁର ଚିଡ଼ିଆଖାନାରେ କଲରାପତରିଆ ବାଘ ‘ରାଜା’ ଓ ବାଘୁଣୀ ‘ରାଣୀ’ର ମଧୁର ପ୍ରେମ କାହାଣୀ ଅଧୁରା ରହିଗଲା। ବୁଧବାର ରାତିରେ ଆରପାରିକୁ ଚାଲିଗଲା ରାଣୀ। ଏହାସହିତ ପ୍ରାୟ ୪୨ ବର୍ଷ ପରେ ଓଡ଼ିଶାର କୌଣସି ଚିଡ଼ିଆଖାନାରେ କଲରାପତରିଆ ବାଘବଂଶ ବୃଦ୍ଧି ପାଇଁ‌ ଯେଉଁ ଆଶାସଂଚାର…

ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା: କ୍ଷେତରେ ଫିଙ୍ଗିଦେଲେ

ଝାରସୁଗୁଡ଼ା/ ଲଇକେରା: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ କ୍ଷେତରେ ଫିଙ୍ଗିଦେଲେ। ଘଟଣାଟି ଘଟିଛି ଲଇକେରା ଥାନା କୁଲେମୁରା ସାଲେଟିକ୍ରା ଗ୍ରାମରେ। ମୃତକ ହେଉଛନ୍ତି ସେହି ଗ୍ରାମର ରଜତ ରାଜହଂସ(୨୫)। ସୂଚନା ପାଇ ଲଇକେରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ…

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଏସିଏଫଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଏସିଏଫ୍ ରେବତୀ ରମଣ ଯୋଶୀ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନ ଓ କାର୍ଯ୍ୟଳୟ ସମେତ ୯ଟି ସ୍ଥାନରେ ଚଢ଼ାଉ କରୁଛି। ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି…

ଡକ୍ଟର ବି ଆର୍ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜଧାନୀରେ ସମ୍ବିଧାନ ପ୍ରଣେତା ଡକ୍ଟର ବି ଆର୍ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଡକ୍ଟର ବି ଆର୍ ଆମ୍ବେଦକରଙ୍କ ୬୮ତମ ଶ୍ରାଦ୍ଧ ଦିବସ ଅବସରରେ ସେ ଆଜି ସକାଳେ ରାଜଧାନୀର ଏଜି ଛକରେ ଥିବା ବି ଆର୍ ଆମ୍ବେଦକରଙ୍କ…

ବିଧାନସଭାରେ ଉଠିଲା ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗ: ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର: ପୁଣି ଆଜି ଗୃହରେ ଉଠିଛି ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗ। କଂଗ୍ରେସ ବିଧାୟକମାନେ ଏହି ପ୍ରସଙ୍ଗରେ ଆଲୋଚନା ଲାଗି ଦାବି କରିଥିଲେ। କିନ୍ତୁ ଏହାକୁ ବାଚସ୍ପତି ଅଗ୍ରାହ୍ୟ କରିଥିଲେ। ଏହାପରେ ବାଚସ୍ପତିଙ୍କ ପୋଡିୟମ୍ ପାଖକୁ ଆସି ବିରୋଧୀ କଂଗ୍ରେସ ବିଧାୟକମାନେ ନାରାବାଜି ସହ…

ଆସନ୍ତାକାଲି ଓଡ଼ିଶାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି। ଏଣେ ୯ ତାରିଖରେ ଦଳର ରାଜ୍ୟସଭା ପ୍ରାର୍ଥୀ ନାମାଙ୍କନ ଭରିବେ। ଏନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ତେଣେ ସେ ରାଜ୍ୟସଭା ରେସରେ ନାହାନ୍ତି ବୋଲି ସ୍ପଷ୍ଟ ଭାବେ ଆଜି ରାଜ୍ୟ ବିଜେପି ସଭାପତି…

ଦାବି ପୂରଣ ପାଇଁ ଆଜି ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ କୃଷକ, ଦିନ ୧ଟାରେ ଆରମ୍ଭ ହେବ ଆନ୍ଦୋଳନ

ନୂଆଦିଲ୍ଲୀ: ଦୀର୍ଘ ୮ମାସ ଧରି ଶମ୍ଭୁ ସୀମା (ପଞ୍ଜାବ-ହରିୟାଣା ସୀମା)ରେ ବିରୋଧ କରୁଥିବା କୃଷକମାନେ ଆଜି ପୁଣିଥରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଏଥର କୃଷକମାନେ 'ଦିଲ୍ଲୀ ଚଲୋ' ଆନ୍ଦୋଳନରେ ଟ୍ରାକ୍ଟର-ଟ୍ରଲିକୁ ସାମିଲ ନକରି ଚାଲି ଚାଲି ଆନ୍ଦୋଳନ କରିବେ । ଏହି ଆନ୍ଦୋଳନକୁ ଦୃଷ୍ଟିରେ…

ଡିସେମ୍ବର ୬କୁ ସ୍ଥାନୀୟ ଛୁଟି ଘୋଷଣା କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ନେତା ଦେବେନ୍ଦ୍ର ଫଡନାବିସ୍ ମୁଖ୍ୟମନ୍ତ୍ରୀ ଭାବେ ଗତକାଲି ଶପଥ ଗ୍ରହଣ କରିଛନ୍ତି। ଏଣେ ଆଜି ଡିସେମ୍ବର ୬କୁ ମୁମ୍ବାଇ ଏବଂ ଉପାନ୍ତ ଅଞ୍ଚଳ ପାଇଁ ରାଜ୍ୟ ସରକ‌ାର ଛୁଟି ଘୋଷଣା କରିଛନ୍ତି। ଆଜି ଚୈତ୍ୟ ଭୂମିରେ ଡକ୍ଟର ବି.ଆର. ଆମ୍ବେଦକରଙ୍କୁ…