Breaking News

ପ୍ରଜନନ ଦାସୀ?

ଯେହେତୁ ନାରୀମାନଙ୍କୁ ହିଁ ଗର୍ଭଧାରଣର ସଂପୂର୍ଣ୍ଣ ବୋଝ ସହିତ ସନ୍ତାନ ପାଳନର ପ୍ରାୟ ସଂପୂର୍ଣ୍ଣ ବୋଝ ବହନ କରିବାକୁ ହୋଇଥାଏ, ଜାତିକୁ ବିଲୟରୁ ବଞ୍ଚାଇବା ନିମିତ୍ତ ସେମାନଙ୍କର ଏହି ତ୍ୟାଗ ପାଇଁ ସେମାନଙ୍କୁ ଯେତେ କ୍ଷତିପୂରଣ ପ୍ରଦାନ କଲେ ମଧ୍ୟ ତାହା ଯଥେଷ୍ଟ ହେବନାହିଁ। ଭାରତର…

କଥାଟିଏ-ଯାଯାବର: ମା’ ଓ ପୁଅ

କିଶୋର ବୟସର ପୁଅଟି ଏଭଳି ଚଞ୍ଚଳମନା ଓ ଦୁଷ୍ଟ ଥିଲା ଯେ ମା’ ବ୍ୟତିବ୍ୟସ୍ତ ହୋଇ ତାଙ୍କ ଗୁରୁଙ୍କ ପରାମର୍ଶ ଲୋଡ଼ିଲେ। ସେ ପଚାରିଲେ- କୌଣସି ପ୍ରବଚକଙ୍କ ପ୍ରବଚନ ଶୁଣିବାକୁ ତାକୁ ନେଇଯିବି କି? ଗୁରୁ କହିଲେ- ସେଭଳି କର ନାହିଁ। ଏ ବୟସରେ ତାହାର ବିଶେଷ ପ୍ରଭାବ ପଡ଼ିବ ନାହିଁ। ତେଣୁ ଲାଭ…

ବାକୁ ବାକ୍ୟବୀର ନ ହେଉ

ଜିତଶତ୍ରୁ ମହାନ୍ତି ପାଣିପାଗ ପରିବର୍ତ୍ତନଜନିତ ପ୍ରଳୟରୁ ପୃଥିବୀକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ଦ୍ୱାରା ୧୯୯୪ ମସିହାରେ ସ୍ଥାପିତ ହୋଇଥିଲା ସଂଯୁକ୍ତ ରାଷ୍ଟ୍ର ଜଳବାୟୁ ପରିବର୍ତ୍ତନ ଆଲୋଚନା ମଣ୍ଡଳୀ (ୟୁନାଇଟେଡ୍‌ ନେସନ୍‌ସ ଫ୍ରେମ୍‌ଵର୍କ କନ୍‌ଭେନ୍‌ସନ୍‌ ଅନ୍‌…

ମହାରାଷ୍ଟ୍ର ରାଜନୀତିରେ ସିନ୍ଦେଙ୍କ ଆବଶ୍ୟକତା ଶେଷ: ସଞ୍ଜୟ ରାଉତ

ମୁମ୍ବାଇ: ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଗୁରୁବାର ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବରିଷ୍ଠ ନେତା ଏହି…

ଚମତ୍କାର ୨୪: ନୃଶଂସ

ବାଘ ମାରି ମାଂସ ଖାଇଲେ। ମୁଣ୍ଡ କାଟି ସାଙ୍ଗରେ ନେଇଗଲେ। କେଉଁଠି ହାତୀ ମାରି ଦାନ୍ତ ନେଇଗଲେ ତ ଆଉ କେଉଁଠି ବାଘ ହତ୍ୟା କରି ଛାଲ। କଇଁଛ, କୁମ୍ଭୀର, ହରିଣ, ଠେକୁଆ, ମୟୂର କାହାକୁ ବି ଛାଡ଼ିଲେ ନାହିଁ। ୨୦୨୪ରେ ମଣିଷ ଏତେ ନୃଶଂସ ହୋଇଗଲା ଯେ ଯାହା ଦିନେ କଳ୍ପନା କରାଯାଇ ନ ଥିଲା ତାହା…

ନାସା-ଇସ୍ରୋ ମିଳିତ ମିସନ୍‌: ମହାକାଶ ଆଡ଼କୁ ପାଦେ ବଢ଼ିଲେ ଗଗନଯାତ୍ରୀ

ଭାରତର ବହୁପ୍ରତୀକ୍ଷିତ ‘ଗଗନଯାନ’ ଅନ୍ତରୀକ୍ଷ ଅଭିଯାନ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା) ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମିଳିତ ପ୍ରୟାସରେ ଦୁଇ ଭାରତୀୟ ମହାକାଶଚାରୀଙ୍କ ପ୍ରଥମ ଦଫା ତାଲିମ ସଫଳତାର ସହ ଶେଷ ହୋଇଛି। ‘ଇସ୍ରୋ’ ପକ୍ଷରୁ କୁହାଯାଇଛି କି,…

ହୀରାରେ କୋଟି କୋଟି ବର୍ଷ ଗଚ୍ଛିତ ରହିବ ତଥ୍ୟ

ଡାଇମଣ୍ଡ୍‌ ବା ହୀରାକୁ ସାଧାରଣତଃ ଶାଶ୍ବତ ପ୍ରେମର ଏକ ସଂକେତ ଭାବେ ବିଚାର କରାଯାଇଥାଏ। ତେବେ କୌଣସି ସୂଚନା ବା ତଥ୍ୟକୁ ଲକ୍ଷ ଲକ୍ଷ ବର୍ଷ ପାଇଁ ସୁରକ୍ଷିତ ରଖିବାରେ ହୀରାର କ୍ଷମତା ଅଧିକ ବିସ୍ମୟଜନକ। ନିକଟରେ ଗବେଷକମାନେ ଏକ ହୀରା-ଭିତ୍ତିକ ତଥ୍ୟ ସଞ୍ଚୟ ପ୍ରଣାଳୀ ବିକଶିତ କରିଛନ୍ତି,…

ଫୋକସ୍‌ରେ ଗ୍ୟାଜେଟ୍: ହାତଘଣ୍ଟାର ବିକଳ୍ପ ମୁଦିଘଣ୍ଟା

ବିଭିନ୍ନ ପ୍ରକାର ଡିଜିଟାଲ୍‌ ହାତଘଣ୍ଟା ନିର୍ମାଣ କରି ବିଶ୍ବ ବଜାରରେ ସ୍ବତନ୍ତ୍ର ସ୍ଥାନ ଆବୋରି ବସିଥିବା ଜାପାନର କ୍ୟାସିଓ କମ୍ପାନି ନିକଟରେ ପ୍ରଥମ କରି ଏକ ହାତମୁଦି ଆକାରର ଘଣ୍ଟା ବଜାରକୁ ଛାଡ଼ିଛି। କମ୍ପାନି ତାହାର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଉନ୍ମୋଚନ କରିଥିବା…

ଅର୍ଥ ସୂତ୍ର: ଏକାଧିକ ବ୍ୟାଙ୍କ୍‌ ଆକାଉଣ୍ଟର ଭଲମନ୍ଦ

ନିଜର ସବୁ ପୁଞ୍ଜି ଗୋଟିଏ ସ୍ଥାନରେ ଠୁଳ କରି ନରଖିବା ଲାଗି ଅର୍ଥ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି। ଆଗରୁ ଲୋକମାନେ ଗୋ‌ଟିଏ ବ୍ୟାଙ୍କ୍‌ ଆକାଉଣ୍ଟ ରଖୁଥିଲେ। ହେଲେ ‌ଏବେ ଅଧିକାଂଶ ଏକାଧିକ ବ୍ୟାଙ୍କ୍‌ର ଖାତାଧାରକ। ତେବେ ଏକା‌ଧିକ ଆକାଉଣ୍ଟଧାରୀଙ୍କ ପାଇଁ ଟଙ୍କା ସାଇତିବା…

ବିୱାଇଡି ସିଲ୍‌

ସେଡାନ୍‌ ଇଭି ସେଗ୍‌ମେଣ୍ଟ୍‌ରେ ସାମିଲ ହୋଇଛି ବିୱାଇଡିର ସିଲ୍‌ କାର୍‌। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୪୧,୦୦,୦୦୦ ଟଙ୍କା (ଏକ୍ସ ସୋ’ରୁମ୍‌)। ଏଥିରେ ଡବଲ୍‌-ୟୁ ଫ୍ଲୋଟିଂ ଏଲ୍‌ଇଡି ହେଡ୍‌ଲାଇଟ୍‌, ସିଲ୍‌ଭର୍‌-ପ୍ଲେଟେଡ୍‌ ପାନୋ‌ରାମିକ୍‌ ଗ୍ଲାସ୍‌ରୁଫ୍‌, ୬ଟି ଏୟାର୍‌ବ୍ୟାଗ୍‌, ୩୬୦ଂ…