Breaking News

ବଦଳୁଛି ପିଲାଙ୍କ କ୍ୟାରିୟର୍‌ ପସନ୍ଦ: ଇଞ୍ଜିନିୟରିଂ ଛାଡ଼ି ସିଭିଲ୍‌ ସର୍ଭିସ୍‌ ମୁହାଁ

କେଶବ ପାଣି ଭୁବନେଶ୍ୱର: ଗୋଟିଏ ସମୟ ଥିଲା ଯୁକ୍ତ୨ ପାଠପଢ଼ା ଶେଷ କରିବା କ୍ଷଣି ମେଧାବୀ ପିଲାମାନେ ଇଞ୍ଜିନିୟରିଂରେ କ୍ୟାରିୟର୍‌ କରୁଥିଲେ। ମେକାନିକାଲ୍‌ ଇଞ୍ଜିନିୟରିଂ, ସିଭିଲ୍‌ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପରି ପାଠ୍ୟକ୍ରମରେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ…

ବାଲିଯାତ୍ରା ଉଦ୍‌ଘାଟନ କରିପାରନ୍ତି ମୋଦୀ

କଟକ: ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟନୀ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରାଶାସନିକ ସ୍ତରରେ ବି ଏଥିପାଇଁ ଏକପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି। ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ରାଉରକେଲା ଗସ୍ତରେ ଆସୁଥିବାରୁ…

ହେଲିକପ୍ଟର୍‌ରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ: ‘ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦିଅ’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ହେଲିକପ୍ଟରରେ ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ସଂଧ୍ୟାରେ ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରେ ସ୍ଥିତି ସମୀକ୍ଷା କରିଛନ୍ତି। ଏହାସହ ସମସ୍ତ ଜିଲ୍ଲାପାଳଙ୍କୁ ନଭେମ୍ବର ୨ ତାରିଖ ସୁଦ୍ଧା କ୍ଷୟକ୍ଷତି…

ପେଡ୍ରୋ ସାଞ୍ଚେଜଙ୍କ ସହ ଗୁଜୁରାଟରେ ରୋଡ୍‌ ସୋ’ କଲେ ମୋଦୀ

ଗାନ୍ଧୀନଗର: ସୋମବାର ଦିନ ବଦୋଦରାରେ ପହଞ୍ଚିଛନ୍ତି ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍। ଏହି ଅବସରରେ ଗୁଜରାଟର ବଦୋଦରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରୋଡ୍‌ ସୋ’ କରିଥିବାର ନଜର ଆସିଛନ୍ତି। ବଦୋଦରାରେ ପ୍ରଧାନମନ୍ତ୍ରୀଙ୍କ ସହ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ…

ନିଖୋଜର ୪ ମାସ ପରେ ମହିଳାଙ୍କ ଶବ ଉଦ୍ଧାର: ଜିମ୍‌ ଟ୍ରେନର୍‌ ଗିରଫ

କାନପୁର: ୪ ମାସ ପୂର୍ବେ କାନପୁରର ଜଣେ ବ୍ୟବସାୟୀଙ୍କ ପତ୍ନୀ ନିଖୋଜ ହୋଇଯାଇଥିଲେ। ମହିଳାଙ୍କ ମୃତ ଦେହକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଏକ କ୍ଲବ ପାଖରୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଜଣେ ଜିମ୍‌ ଟ୍ରେନରକୁ ଗିରଫ କରାଯାଇଛି। ମହିଳାଙ୍କୁ ହତ୍ୟା କରିବା ପରେ ‘ଦୃଶ୍ୟମ୍‌’…

ରିଟର୍ଣ୍ଣରେ ସୁନାକୁ ଟପିଯିବ ରୁପା: କେଜି ୧,୨୫,୦୦୦ ଟଙ୍କା ହେବ

ନୂଆଦିଲ୍ଲୀ: ନିବେଶକମାନଙ୍କୁ ରିଟର୍ଣ୍ଣ ଦେବାରେ ପାରମ୍ପରିକ ମୂଲ୍ୟବାନ ଧାତୁ ସୁନାକୁ ରୁପା ଏଥର ଅତିକ୍ରମ କରିଯିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ୨୦୨୪ରେ ରୁପା ୪୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇସାରିଲାଣି। ଏହାର କେଜି ପିଛା ଦାମ୍ ସର୍ବଭାରତୀୟ ସ୍ତରରେ ଏକ ଲକ୍ଷ ଟଙ୍କା ସ୍ତର…

ଟ୍ରେନ ଲାଇନରୁ ଆରଏସପି କର୍ମଚାରୀଙ୍କ ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ପରିସର ଟ୍ରେନ ଲାଇନ ପାର୍ଶ୍ଵରୁ ଜଣେ କର୍ମଚାରୀଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ପଡ଼ିଥିବା ଶବ ଉଦ୍ଧାର ହୋଇଛି l ମୃତକ ହେଲେ ସେକ୍ଟର ୪ଡି ବ୍ଲକର ବାସୁଦେବ ପ୍ରଧାନ(୫୦)l ସେ ଆରଏସପି ହେଭି ମେଣ୍ଟେନାନ୍ସ ଇଲେକ୍ଟ୍ରିକାଲ ( ଏଚଏମଇ ) ବିଭାଗର ମାଷ୍ଟର…

ବଢ଼ିଚାଲିଛି ଝାରପଡ଼ା ଜେଲ୍‌ ବିଭ୍ରାଟ: ତଦନ୍ତ ରିପୋର୍ଟ ଉପରେ ଡିଜିଙ୍କ ତନାଘନା

ଭୁବନେଶ୍ବର: ଗ୍ୟାଙ୍ଗ୍‌ଵାର୍‌, କଏଦୀ ମୃତ୍ୟୁ, ସେଲ୍‌ ଭିତରେ ସ୍ମାର୍ଟଫୋନ୍‌ରେ ଭିଡିଓ ସୁଟ୍, ଜେଲର୍‌ ଓ ୱାର୍ଡରଙ୍କୁ କଏଦୀଙ୍କ ଆକ୍ରମଣ ଭଳି ବିଭ୍ରାଟ ସବୁକୁ ଝାରପଡ଼ା ଜେଲ୍‌ କର୍ତ୍ତୃପକ୍ଷ ଅଡ଼ୁଆରେ। ଦିନକୁ ଦିନ ବିଭିନ୍ନ ପ୍ରକାରର ନୂଆନୂଆ ବିଭ୍ରାଟ ଦେଖିବାକୁ ମିଳିଛି। ସ୍ଥିତି ଏମିତି…

ଖୁବ୍‌ଶୀଘ୍ର ଏଲ୍‌ଏସି ପାଟ୍ରୋଲିଂ: ଜୟଶଙ୍କର

ନୂଆଦିଲ୍ଲୀ: ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ସ୍ଥିତି ୨୦୨୦ ପୂର୍ବବସ୍ଥାକୁ ଫେରିବ। ଚୀନ ସହ ସୀମା ପ୍ରସଙ୍ଗରେ ସମାଧାନ ପରେ ଏଲ୍‌ଏସିରେ ପାଟ୍ରୋଲିଂ ଆରମ୍ଭ ହେବ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି। ମୁମ୍ବାଇ ଠାରେ ଏକ ସାମ୍ବାଦିକ…

ଶସ୍ତା ହେବ ଅଶୋଧିତ ତେଲ, ଦାମ୍‌ ୭୦ ଡଲାର ପର୍ଯ୍ୟନ୍ତ ଖସିବ

ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ୍‌ ମଧ୍ୟରେ ଚାଲିଥିବା ଉତ୍ତେଜନା ଦ୍ବାରା ତୈଳ ଭିତ୍ତିଭୂମିରେ କୌଣସି କ୍ଷତି ହୋଇନାହିଁ। ‌ତେଣୁ ଖୁବ୍‌ଶୀଘ୍ର ଅଶୋଧିତ ତୈଳ ଶସ୍ତା ହେବା ଆଶା କରାଯାଉଛି। ବ୍ରେଣ୍ଟ କ୍ରୁଡ୍‌ ଓ ୟୁଏସ୍‌ ୱେଷ୍ଟ ଟେକ୍ସାସ୍ ଇଣ୍ଟରମେଡିଏଡ୍‌ କ୍ରୁଡ୍‌ର ଦାମ୍‌ କମ୍ ହେବାର…