Breaking News

ପୁରୀ ସମୁଦ୍ରରେ ଶକ୍ତି ପ୍ରଦର୍ଶନ କଲା ନୌସେନା

ପୁରୀ: ନୌସେନା ଦିବସରେ ନୌବୀରମାନେ ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଅପରେସନ୍ କୌଶଳ ଦେଖାଇଛନ୍ତି। ନୌସେନାର ନୌବୀରମାନେ ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛନ୍ତି। ଭାରତୀୟ ନୈସନାର ଦକ୍ଷତାକୁ ଉପରେ ପୂରା ବିଶ୍ବବାସୀ ନଜର ରଖିଛନ୍ତି। ଜଳଭାଗରେ ବମ୍‌…

ଭାଜପାର ‘କଇଁଛ ଚାଲ୍‌’, ୧୪ ଦିନରେ ବଦଳିଗଲା ମହାରାଷ୍ଟ୍ରର ମିଜାଜ!

ମୁମ୍ବାଇ,୪।୧୨: ଏକ ପ୍ରବାଦ ଅଛି ଯେ ରାଜନୀତିରେ ଏକ ସପ୍ତାହ ଦୀର୍ଘ ସମୟ ବୋଲି ବିବେଚନା କରାଯାଏ, କିନ୍ତୁ ରାଜନୀତିର ପ୍ରତ୍ୟେକ ଆଲୋଚନାକୁ ଭାଙ୍ଗି ଦେଇଥିବା ଭାଜପା ମଧ୍ୟ ଏହି ଧାରଣାକୁ ବଦଳାଇ ଦେଇଛି। ୨୩ ନଭେମ୍ବରରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଆସିଥିଲା। ସେହି ଦିନ ଏହା ସ୍ପଷ୍ଟ…

ଭାଜପାକୁ କଡ଼ା ଚେତାବନୀ ଦେଲେ ଧନଖର, ସମୟ ଅଛି ସୁଧୁରିଯାଅ…

ନୂଆଦିଲ୍ଲୀ,୪।୧୨:କୃଷକ ଆନ୍ଦୋଳନ ଭିତରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ଏପରି ବୟାନ ଦେଇଛନ୍ତି ଯାହାକୁ ନେଇ ରାଜନୈତିକ ପାରା ଶିଖର ଛୁଇଁଚି। ଧନଖର କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ଉଠାଇଛନ୍ତି। ଏଥିସହ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଟାର୍ଗେଟ କରିଛନ୍ତି। ଏକ…

ଗାଜିପୁର ସୀମାରେ ପୋଲିସକୁ ରାହୁଲ କହିଲେ, ଆପଣଙ୍କ ଗାଡ଼ିରେ ପଛେ ନେଇ ଯାଆନ୍ତୁ, ମୋତେ ଯିବାକୁ ଦିଅନ୍ତୁ

ନୂଆଦିଲ୍ଲୀ,୪।୧୨: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ସମ୍ଭଲ ଯାଉଛନ୍ତି। ସେପଟେ ପୋଲିସ ତାଙ୍କୁ ଗାଜିପୁର ସୀମାରେ ଅଟକାଇଛି। ରାହୁଲଙ୍କ ସହ ତାଙ୍କ ଭଉଣୀ ତଥା ୱାୟନାଡ ଏମପି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଅଛନ୍ତି। ସେପଟେ ପୋଲିସ ରାହୁଲ ଏବଂ ପ୍ରିୟଙ୍କାଙ୍କୁ…

ବଢିବ ଭାଜପାର ଟେନସନ, ନିର୍ବାଚନ ହାରିବା ପରେ ଉଦ୍ଧବଙ୍କ ନୂଆ ପ୍ଲାନ

ମୁମ୍ବାଇ,୪।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଉଦ୍ଧବ ଠାକରେଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ଏବଂ ତାଙ୍କ ଦଳ ମାତ୍ର ୨୦ ଟି ଆସନ ଜିତିବାରେ ସଫଳ ହୋଇଥିଲା। ତେବେ ବର୍ତ୍ତମାନ ଲାଗୁଛି ଯେ ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ ବିଧାନସଭା ନିର୍ବାଚନର ଦୁଃଖ ଭୁଲିଯାଇ…

ନିର୍ବାଚନ ପରେ ରାହୁଲଙ୍କୁ ବଡ଼ ଝଟ୍‌କା ଦେଲେ ଉଦ୍ଧବ, କହିଲେ…

ମୁମ୍ବାଇ,୪।୧୨: ନିକଟରେ ହୋଇଥିବା ମହାରାଷ୍ଟ୍ର ନିର୍ବାଚନରେ ମହାବିକାଶ ଅଗାଡିର ଶୋଚନୀୟ ପରାଜୟ ହୋଇଥିବାବେଳେ ମହାୟୁତି ପ୍ରଚଣ୍ଡ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ଏମଭିଏକୁ ବଡ଼ ଝଟ୍‌କର ଲାଗିଛି। ଫଳାଫଳ ଏପରି ରହିଛି କି, ଦଳ ବିରୋଧୀ ଦଳ ହେବାକୁ ସଂଖ୍ୟା ଜୁଟାଇ ପାରିନାହିଁ।…

ସାତ ଜନ୍ମର ସାଥୀ ହେବେ ନାଗା ଚୈତନ୍ୟ ଓ ଶୋଭିତା ଧୂଲିପାଲ, ଯୋଗ ଦେବେ ଖାସ ଅତିଥି

ମୁମ୍ବାଇ,୦୪/୧୨: ସାତ ଜନ୍ମର ସାଥୀ ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଓ ଅଭିନେତ୍ରୀ ଶୋଭିତା ଧୂଲିପାଲ । ପାରମ୍ପାରିକ ରୀତିନୀତି ଅନୁଯାୟୀ ଦମ୍ପତି କରିବେ ବିବାହ । ଏନେଇ ବିବାହ ପୂର୍ବର ରୀତିନୀତି ଆରମ୍ଭ ହୋଇଯାଇଛି । ଏହା ବ୍ୟତୀତ ବିବାହ କାର୍ଯ୍ୟକ୍ରମ ପ୍ରାୟ ୮ ଘଣ୍ଟା…

ଏବେ ସ୍ବଦେଶୀ ଷ୍ଟାଇଲରେ ଏୟାରଷ୍ଟ୍ରାଇକ କରିବେ ଭାରତୀୟ ସେନା; ସୈନ୍ୟ ଶିବିରରେ ସାମିଲ ହେବାକୁ ଯାଉଛି ନାଗାସ୍ତ୍ର-୧

ନୂଆଦିଲ୍ଲୀ,୦୪/୧୨: ସ୍ୱଦେଶୀ ଆତ୍ମଘାତୀ ଡ୍ରୋନ୍ ପ୍ରଣାଳୀ 'ନାଗସ୍ତ୍ର -୧' ସହିତ ସେନା ବର୍ତ୍ତମାନ ଶତ୍ରୁକୁ ଆଗ ଅପେକ୍ଷା ଅଧିକ ସଠିକ୍ ଭାବରେ ଟାର୍ଗେଟ କରିବାରେ ସକ୍ଷମ ହେବ। ନାଗପୁରର ସୋଲାର ଇଣ୍ଡଷ୍ଟ୍ରିଜ୍ ଏହାକୁ ବିକଶିତ କରି ୪୮୦ ନାଗସ୍ତ୍ର -୧ କୁ ସେନାକୁ ହସ୍ତାନ୍ତର କରିଛି।…

ଆୟୁର୍ବେଦ ଚିକିତ୍ସା ପଦ୍ଧତିକୁ ଆପଣାଉଛନ୍ତି ଦେଶ ବିଦେଶ : ରାଷ୍ଟ୍ରପତି

ପୁରୀ,୦୪/୧୨: କ୍ଷେତ୍ରମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛି ଶ୍ରୀକ୍ଷେତ୍ର ପୁରୀ । ଦେବତାଙ୍କ ମଧ୍ୟରେ ରାଜା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ସାରା ବିଶ୍ବରେ ପ୍ରମୁଖ ତୀର୍ଥ କ୍ଷେତ୍ର ଭାବେ ପରିଚୟ ପାଇଛି ପୁରୀ । ସେ ବିଶ୍ବର ଜଗନ୍ନାଥ । ଯୋଗଯୁକ୍ତ ହୋଇ ରୋଗମୁକ୍ତ ହୋଇପାରିବା । ଦେଶ…

କଳାକୃତିରେ ନୌସେନା ଜାହାଜ

ପୁରୀ, ୦୪/୧୨ : ପ୍ରଥମ ଥର ପାଇଁ ଓଡ଼ିଶାରେ ନୌସେନା ଦିବସ ପାଳନ ହେଉଛି । ଏନେଇ ଉତ୍ସାହ ଶୀର୍ଷରେ ପହଞ୍ଚିଛି । ବିଭିନ୍ନ କଳାକୃତି ପ୍ରସ୍ତୁତ କରି ନୌସେନା ଦିବସକୁ ଶୁଭେଚ୍ଛା ଜଣାଇଛନ୍ତି କଳାକାରମାନେ । ପୁରୀର ଶାଶ୍ୱତ ରଞ୍ଜନ ସାହୁ (୨୧ ବର୍ଷ) ଦିଆସିଲି କାଠିରେ ନୌସେନା ବୁଡ଼ା ଜାହାଜର…