Breaking News

୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ

ବିନିକା, ୦୪/୧୧: ବିନିକା ପୋଲିସକୁ ବଡ଼ ସଫଳତା । ଗୋରୁ ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ପୋଲିସ । ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ବ୍ରିଜ ଉପରେ ୨ ଟି ଟ୍ରକ୍‌ରୁ ୮୧ ଗୋରୁ ଉଦ୍ଧାର କରିଛି । ଏହି ଘଟଣାରେ ଜଣେ ଡ୍ରାଇଭର ଫେରାର ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଅଟକ ରଖାଯାଇଛି…

ଚିନ୍ତାମୁକ୍ତ ହେବେ କର୍ମଜୀବୀ, ଶିଶୁଙ୍କ ନୂଆ ଘର ପାଲଟିବ ‘ପାଳନ କେନ୍ଦ୍ର’

କଟକ, ୦୪/୧୨ : ସରକାରୀ କର୍ମଚାରୀ ହୁଅନ୍ତୁ କି ଦିନମଜୁରିଆ-ଏଣିକି କର୍ମକ୍ଷେତ୍ରରେ ଆଉ ସନ୍ତାନଙ୍କ ଚିନ୍ତା ରହିବ ନାହିଁ। କାରଣ କର୍ମକ୍ଷେତ୍ରକୁ ଯିବା ପୂର୍ବରୁ ନିଜ ଶିଶୁସନ୍ତାନଙ୍କୁ ଅଚିନ୍ତାରେ ଛାଡ଼ି ଯାଇପାରିବେ ଅଭିଭାବକମାନେ । ଶିଶୁଙ୍କୁ ପରିବାର ଭଳି ସ୍ନେହ ଦେବା ସହିତ ସେମାନଙ୍କ…

ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର ଗିରଫ

ଜୟପୁର/କଟକ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ତାଙ୍କ ଘର ସମେତ ଛଅଟି ଜାଗାରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କର ଦୁଇଟି ବହୁ…

ଦୁଇ ବର୍ଷ ଭିତରେ ଓଡ଼ିଶାରେ କୁକୁର କାମୁଡ଼ାରେ ଶିକାର ହେଲେଣି ୫ ଲକ୍ଷରୁ ଅଧିକ ଲୋକ

ଭୁବନେଶ୍ବର: ବୁଲା କୁକୁରମାନଙ୍କ ସଂପର୍କରେ ଆଜି ବିଧାନସଭାରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି, ବୁଲା କୁକୁରମାନଙ୍କ ପ୍ରତି ସାବଧାନ ରହନ୍ତୁ। କାରଣ ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷ ବୁଲା କୁକୁର। ବୁଲା କୁକୁରଙ୍କ…

ଖଣି ମାଫିଆଙ୍କ ଆକ୍ରମଣରେ ଗାଁ ସଭାପତି ଗୁରୁତର, ଚାପି ହୋଇ ଅପରେଟର ମୃତ

ଖୋର୍ଦ୍ଧା: ବେଆଇନ ଖଣି ଖନନକୁ ନେଇ କୁମାରବସ୍ତ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି। ଏଠାରେ ଖଣି ମାଫିଆଙ୍କ ଆକ୍ରମଣରେ ଗାଁ ସଭାପତି ସଞ୍ଜୟ ପାଇକରାୟ ଗୁରୁତର ହୋଇଛନ୍ତି। ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଦୁଇଟି ଗାଡ଼ି ପୋଡ଼ି…

ସମ୍ଭଲ ଅଭିମୁଖେ ଯାତ୍ରା ବେଳେ ରାହୁଲ ଓ ପ୍ରିୟଙ୍କାଙ୍କୁ ଅଧାରୁ ଅଟକାଇଲା ପୁଲିସ୍‌

ନୂଆଦିଲ୍ଲୀ:ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ସମ୍ଭଲ ଯାତ୍ରା ପାଇଁ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ବହାରି ଯାଇଥିଲେ ବି ଯାତ୍ରା କରିବାରେ ସଫଳ ହୋଇନାହାନ୍ତି। ଉତ୍ତରପ୍ରଦେଶର ସମ୍ଭଲ ଅଭିମୁଖେ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ…

ଇତିହାସ ରଚିଲା ବାଂଲାଦେଶ: ୧୫ ବର୍ଷ ପରେ କଲା ଏମିତି କାରନାମା

ଆଣ୍ଟିଗୁଆ,୪।୧୨: ୱେଷ୍ଟଇଣ୍ଡିଜରେ ବାଂଲାଦେଶ କ୍ରିକେଟ ଦଳ ଇତିହାସ ସୃଷ୍ଟି କରିଛି। ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶ ୱେଷ୍ଟଇଣ୍ଡିଜକୁ ୧୦୧ ରନରେ ପରାସ୍ତ କରିଛି। ୧୫ ବର୍ଷ ପରେ ୱେଷ୍ଟଇଣ୍ଡିଜରେ ବାଂଲାଦେଶ ଜିତିଛି। ନାହିଦ ରାଣା ଏବଂ ତାଇଜୁଲ ଇସଲାମ ବାଂଲାଦେଶର ଏହି ଐତିହାସିକ ବିଜୟର ହିରୋ…

ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ବଡ଼ ଝଟ୍‌କା, ପ୍ରଥମ ମ୍ୟାଚ ଖେଳିପାରିବେନି ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୪।୧୨: ଆଇପିଏଲ ୨୦୨୫ର ମେଗା ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ସ୍ପଷ୍ଟ କରି ଦେଇଛି ଯେ ଆସନ୍ତା ସିଜନରେ ମଧ୍ୟ ଦଳର କମାଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ରହିବ। କିନ୍ତୁ, ଏହା ପୂର୍ବରୁ ମୁମ୍ବାଇ ପାଇଁ ଏକ ଖରାପ ଖବର ଆସିଛି । ଦଳର ଅଧିନାୟକ ହାର୍ଦ୍ଦିକ ଆସନ୍ତା ସିଜିନର…

ରାଜଧାନୀରେ ଚାଞ୍ଚଲ୍ୟ: ମର୍ନିଂ ଓ୍ବାର୍କରେ ଯାଇଥିଲା ପୁଅ, ମା’-ବାପାଙ୍କ ସହ ଝିଅଙ୍କ ଗଳା କାଟିଦେଲେ…

ନୂଆଦିଲ୍ଲୀ,୪।୧୨: ରାଜଧାନୀ ଦିଲ୍ଲୀରେ ବୁଧବାର ଟ୍ରିପଲ୍‌ ମର୍ଡରକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଦକ୍ଷିଣ ଦିଲ୍ଲୀର ନେବ ସରାୟର ଦେବଲିରେ ସ୍ବାମୀ-ସ୍ତ୍ରୀ ଏବଂ ଝିଅଙ୍କୁ ଛୁରି ଭୂସି ହତ୍ୟା କରାଯାଇଛି। ଘଟଣା ସମୟରେ ପୁଅ ମର୍ନିଂ ଓ୍ବାର୍କରେ ଯାଇଥିଲେ। ସେ ଫେରି ଆସିବା ପରେ ଯାହା ଦେଖିଥିଲେ…

୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ପଦ ମାଗିଲେ ଶିନ୍ଦେ, ଅମିତ ଶାହା ଦେଲେ ଏମିତି ଜବାବ

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ସରକାର ଗଠନର ଫର୍ମୂଲା ପାଖାପାଖି ଫାଇନାଲ ହୋଇଯିବା ଭଳି ନଜର ଆସୁଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ପଦ ପଦବୀକୁ ନେଇ ସସପେନ୍ସ ଜାରି ରହିଛି। ଏନେଇ ଅଫିସିଆଲି ଭାବେ କୌଣସି ସୂଚନା ମିଳିନାହିଁ। ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡି…