Breaking News

ହୋଟେଲ ଓ୍ବେଟରରୁ ସଫଳ ଅଭିନେତା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ କଳାକାରଙ୍କ ମଧ୍ୟରେ ଅଭିନେତା ବୋମନ ଇରାନୀ ଅନ୍ୟତମ। ମଙ୍ଗଳବାର ଏକ ସାକ୍ଷାତ୍‌କାର ଦେଇ ବୋମନ ତାଙ୍କ ନିଜ ଜୀବନର ଅନେକ କାହାଣୀ ସମ୍ପର୍କରେ ପ୍ରଘଟ କରିଛନ୍ତି। ସେ ମୁମ୍ବାଇର ମିଠିବାଇ କଲେଜରୁ ସ୍ନାତକ ପଢ଼ା ସାରି ବୋମନ ମୁମ୍ବାଇର ୫ ତାରକା ତାଜ ମହଲ…

ବନ୍ଦର ବିରୋଧରେ ତେଜୁଛି ଅସନ୍ତୋଷ

ବାଲିଆପାଳ, ୪।୧୨(ଗୋପାଳ ଚନ୍ଦ୍ର ସାହୁ):ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳ ଚଉମୁଖଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପାଇଁ ଚଳିତ ମାସ ୧୭ ତାରିଖ ହେବାକୁ ଥିବା ଜନଶୁଣାଣିରେ ବନ୍ଦରକୁ ବିରୋଧ କରି ଭିଟାମାଟିକୁ ସୁରକ୍ଷା ଦେବା ପାଇଁ ଭିଟାମାଟି ସୁରକ୍ଷା କମିଟି…

୧୦ ବର୍ଷରେ ଦାଦନରେ ମୃତ୍ୟୁବରଣ କରିଛନ୍ତି ୪୦୩: ଏହି ଜିଲାରୁ ସର୍ବାଧିକ

ଭୁବନେଶ୍ୱର,୪ା୧୨(ଅନିଲ ଦାସ):ଓଡ଼ିଶାରୁ ବାହାର ରାଜ୍ୟକୁ ଗତ ୧୦ବର୍ଷରେ ଦାଦନ ଖଟିବାକୁ ଯାଇଥିବା ଲୋକଙ୍କ ମଧ୍ୟରୁ ୪୦୩ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ମଙ୍ଗଳବାର ବିଧାନସଭାରେ ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ…

ଦେବେନ୍ଦ୍ର ଫଡନାବିସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ଶପଥ

ମୁମ୍ବାଇ,୦୪/୧୨: ସବୁ କଳ୍ପନା ଜଳ୍ପନାର ଅନ୍ତ । ଯାହା ଅନୁମାନ କରାଯାଉଥିଲା ତାହା ହେଲା । ମହାରାଷ୍ଟ୍ରକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍ । ବିଜେପି କୋର କମିଟି ବୈଠକରେ ଫଡନାବିସଙ୍କ ନାଁରେ ମୋହର ବାଜିଛି । ତୃତୀୟ ଥର ପାଇଁ…

ବେଲିଭ୍ୟୁ ଛକରେ ଶୋଭାପାଇବ ସ୍ୱର୍ଗତଃ ବାଜପେୟୀଙ୍କ ପ୍ରତିମୂର୍ତ୍ତି, ତିଆରି ଚାଲିଛି ପୂର୍ଣ୍ଣାବୟବ ବ୍ରୋଞ୍ଜ୍‌…

କଟକ, ୦୪/୧୨ : ସହରରେ ପ୍ରଥମ ଥର ପାଇଁ ଶୋଭାପାଇବ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ୍‌ ପ୍ରତିମୂର୍ତ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କଟକରେ ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ ଦ୍ୱାରା ଏହାକୁ ତିଆରି…

ଆତ୍ମସାତ୍‌

ପ୍ରାଚୀନ କାଳରେ ଜଣେ ସାଧୁ ଥିଲେ। ଶୈଶବାବସ୍ଥାରୁ ଏକ ଅଦ୍ଭୁତ ଭାବନା ତାଙ୍କ ମନରେ ଉଦ୍ରେକ ହେଲା- ପ୍ରୟାଗ ତୀର୍ଥର କୁମ୍ଭମେଳାରେ ସେ ଲକ୍ଷେ ସାଧୁସନ୍ଥଙ୍କ ପାଇଁ ଭୋଜନର ବ୍ୟବସ୍ଥା କରିବେ। ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହିତ ପରାମର୍ଶ କ୍ରମେ ତାଙ୍କର ହୃଦ୍‌ବୋଧ ହେଲା ଯେ, ଏତେ ବଡ଼…

ବୁଧବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଅଷ୍ଟମଚନ୍ଦ୍ର ଯୋଗୁ ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଶାରୀରିକ ପୀଡ଼ା ଭୋଗିବେ। ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାତ୍‌ଧାବନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଦ୍ୱିଗୁଣ…

୧୦ ବର୍ଷ ହେବ ଧୋନୀଙ୍କ ସହ କଥା ହେଉନାହାନ୍ତି ହରଭଜନ, ହେଲେ କାହିଁକି ?

ନୂଆଦିଲ୍ଲୀ,୦୪/୧୨: ଗୋଟିଏ ଦଳ ପାଇଁ ଖେଳିଛନ୍ତି । ହେଲ ୧୦ ବର୍ଷ ହେବ ପରସ୍ପର ସହ କଥା ହେଉନାହାଁନ୍ତି । ଟିକେ ଅଜବ ଲାଗୁଥିବ ନିଶ୍ଚୟ । ସମୟ ଥିଲା ମହେନ୍ଦ୍ର ସିଂହ ଧୋନୀଙ୍କ ସବୁଠୁ ବଡ ଅସ୍ତ୍ର ଥିଲେ ହରଭଜଜ ସିଂହ । ଅଫ ସ୍ପିନର ଭଜି ଭାରତକୁ ଏକାଧିକ ମ୍ୟାଚ ଜିତାଇଛନ୍ତି । ଲମ୍ବା ସମୟ…

ଚୀନ୍‌ରେ ମିଳିଲା ନୂଆ ମାନବ ପ୍ରଜାତି, ହୋମୋ ଜୁଲୁଏନ୍‌ସିସ୍‌ର ଥିଲା ବଡ଼ ମୁଣ୍ଡ

ନୂଆଦିଲ୍ଲୀ, ୦୪/୧୨ : ଚୀନ୍‌ରେ ବଡ଼ ମୁଣ୍ଡବିଶିଷ୍ଟ ଏକ ନୂଆ ମାନବ ପ୍ରଜାତି ଆବିଷ୍କୃତ ହୋଇଛି। ଏହାର ନାଁ ‘ହୋମୋ ଜୁଲୁଏନ୍‌ସିସ୍‌ । ଅର୍ଥାତ୍‌ ବଡ଼ ମୁଣ୍ଡ । ଚୀନ୍‌ରେ ୩ ଲକ୍ଷରୁ ୫୦ ହଜାର ବର୍ଷ ମଧ୍ୟରେ ଏହି ପ୍ରଜାତି ବାସ କରୁଥିଲେ । ମାନବ ବିକାଶ ହୋମୋ ସାପିଅନ୍‌ଙ୍କଠୁ ହୋଇଛି, ଯିଏ ପ୍ରାୟ…

କମେଡ଼ିଆନ ସୁନୀଲ ପାଲ୍ ନିଖୋଜ! କହିଲେ ନିଖୋଜ ନୁହଁ ହୋଇଥିଲା ଅପହରଣ..

ମୁମ୍ବାଇ,୦୪/୧୨: ଜଣାଶୁଣା କମେଡ଼ିଆନ ସୁନୀଲ ପାଲ୍ ନିଖୋଜ । ଗତ ୨୪ ଘଣ୍ଟା ଧରି ମିଳୁନଥିଲା କୌଣଲି ପତ୍ତା। ଯାହାକୁ ନେଇ ତାଙ୍କ ପତ୍ନୀ ମୁମ୍ବାଇର ସାଂତାକ୍ରୁଜ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଯାହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ପୋଲିସ…