Breaking News

ଓଡିଶା ଖାଦ୍ୟ ଅଧିକାର ଅଭିଯାନ ପକ୍ଷରୁ ମନ୍ତ୍ରୀଙ୍କୁ ଚିଠି , ମାଗଣା ରାସନରେ ସାମିଲ କର ଡାଲି, ତେଲ

ଭୁବନେଶ୍ୱର,୦୪/୧୨: ସାଧାରଣ ତଥା ଆର୍ଥିକ ପଛୁଆ ବର୍ଗର ଜନତାଙ୍କ ହିତ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ସେଥି ମଧ୍ୟରୁ ରାସନ କାର୍ଡ ହେଉଛି ଏକ ପ୍ରମୁଖ ଯୋଜନା । ଏହା ଦ୍ବାରା ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ଅନୁଯାୟୀ ଗରିବ ଲୋକଙ୍କୁ ମାଗଣା ରାସନ…

ଦୁର୍ଗାଦେବୀରେ ୩୫୦୦ ବର୍ଷ ପୂର୍ବରୁ ଗଢ଼ି ଉଠିଥିଲା ଜନବସତି, ଚାଉଳ ବ୍ୟବହାର ଜାଣିଥିଲେ ଲୋକେ

ବାଲେଶ୍ୱର, ୦୪/୧୨ (ଆଲୋକ କୁମାର ବାରିକ୍‌): ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ର ଦୁର୍ଗାଦେବୀ ପଞ୍ଚାୟତ । ଏଠାରେ ଗଢ଼ି ଉଠିଥିଲା ହରପ୍ପାର ପରବର୍ତ୍ତୀ ସଭ୍ୟତା । ଦୁଇ ବର୍ଷ ପୂର୍ବେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ ପରେ ଏହି ବିରଳ ସଭ୍ୟତା ଆବିଷ୍କୃତ ହୋଇଛି । ଏହି ସଭ୍ୟତା ଉପରେ ଦେଶ…

ଶୈଶବରେ ଯନ୍ତ୍ରଣାର ପାହାଡ଼, ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି ପେଟ

ଜୟପୁର, ୦୪/୧୨ : ଶୈଶବରେ ମାଡ଼ିବସିଛି ଯନ୍ତ୍ରଣା। ଅସ୍ୱାଭାବିକ ଭାବେ ବଢ଼ିଚାଲିଛି ପେଟର ଆକାର । ଦିନରାତି ଯନ୍ତ୍ରଣାରେ ଛଟପଟ ହେଉଛି ୮ ବର୍ଷର ସୁଦର୍ଶନ ପୂଜାରୀ । ସ୍କୁଲ ଯାଇପାରୁନଥିବାରୁ ୪ ମାସ ହେଲା ବନ୍ଦ ହୋଇଯାଇଛି ପାଠପଢା । ଚିକିତ୍ସା ପାଇଁ ବିପିଏଲ୍‌ ପରିବାର ପାଖରେ ଅର୍ଥ ନାହିଁ।…

ରାଜଧାନୀରେ ମାଡ଼ି ବସିଛନ୍ତି ୫ଶହ ଏକର, ସୁହାଉଛି ସରକାରଙ୍କ ନରମ ଆଭିମୁଖ୍ୟ

ଭୁବନେଶ୍ୱର, ୦୪/୧୨ : ରାଜଧାନୀ ଛାତି ଉପରେ ଜମି ଅମୂଲ ମୂଲ। ଏକ ବର୍ଗଫୁଟ ଜମିର ଦାମ୍‌ ୪ରୁ ୮ ହଜାର ଟଙ୍କା ଯାଏ ଯାଉଛି। କିନ୍ତୁ ସରକାରୀ ଜମିରୁ ୪୯୬.୦୪୫ ଏକର ଜମି ଜବରଦଖଲକାରୀ ହଡ଼ପ କରିଛନ୍ତି । ମାସେ କି ଦୁଇ ମାସ ନୁହେଁ, ବର୍ଷ ବର୍ଷ ଧରି କବଜାରେ ରଖିଛନ୍ତି । ସରକାର ମାମଲା କରିଦେଇ…

ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ

କଟକ, ୦୪/୧୨: ଖଇରା ପୋଲ ନିକଟରୁ ଧରାପଡ଼ିଲା ଗୋମାଂସ ବୋଝେଇ କଣ୍ଟେନର । ଗାଡ଼ି ଭିତରେ ପାଖାପାଖି ୧୮ ଟନ୍ ଗୋମାଂସ ଥିବା ଅନୁମାନ କରାଯାଉଛି। କଟକ ଜିଲ୍ଲା ଜଗତପୁର ଖଇରା ପୋଲ ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଏକ ଦଶ ଚକିଆ କଣ୍ଟେନରଟି ସାଲେପୁର ରାସ୍ତା ଆଡୁ ଗୋମାଂସ ନେଇ…

କିରୋସିନି ଢାଳି ଆତ୍ମହତ୍ୟା କରିବା ଘଟଣା । ଛୁଆ ପରେ ଆଖି ବୁଜିଲା ମାଆ ।

କନକ ବ୍ୟୁରୋ: ଜଗତପୁର ଥାନା ଅନ୍ତର୍ଗତ ଅତୋଡ଼ା ଗାଁରେ ଶିଶୁ ଓ ମାଆ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ଘଟଣା । ଶିଶୁ କନ୍ୟା ପରେ ଡାକ୍ତରଖାନାରେ ମାଆର ବି ମୃତ୍ୟୁ ହୋଇଛି। କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମାଆର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ…

ଶ୍ରୀଜୀଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି, ରାଜ୍ୟ ଏବଂ ଦେଶର ମଙ୍ଗଳ ପ୍ରାର୍ଥନା କଲେ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ସମୟରେ ସେ ରାଜ୍ୟ ଏବଂ ଦେଶର ମଙ୍ଗଳ ପ୍ରାର୍ଥନା କରିଛନ୍ତି। ଏନେଇ ରାଷ୍ଟ୍ରପତି କହିଛନ୍ତି, “ଜଗନ୍ନାଥଙ୍କ ଦର୍ଶନ କରି ରାଜ୍ୟ ଏବଂ ଦେଶର ମଙ୍ଗଳ ପାଇଁ ପ୍ରାର୍ଥନା କଲି । ରାଜ୍ୟର ଲୋକ, ଦେଶର ଲୋକ ଖୁସିରେ…

ବେଆଇନ୍ ଗୋଚାଲାଣ ବେଳେ ୮୦ ଗୋରୁ ଉଦ୍ଧାର, ଟ୍ରକ୍ ଚାଳକକୁ ଧରିଲା ବିନିକା ପୁଲିସ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁଲିସକୁ ବଡ଼ ସଫଳତା I ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ବ୍ରିଜ ଦେଇ ସମ୍ବଲପୁର ପଟରୁ ପଶ୍ଚିମବଙ୍ଗକୁ ଦୁଇଟି ୧୬ ଚକିଆ ଟ୍ରକରେ ୮୦ ଗୋରୁ ଚାଲାଣ ହେଉଥିଲା I ହେଲେ ଖବର ପାଇ ମହାନଦୀ ବ୍ରିଜରୁ ଏଇ ଦୁଇଟି ଯାକ ଟ୍ରକକୁ ବିନିକା ପୁଲିସ…

ସୁଖବୀର ସିଂଙ୍କ ଉପରକୁ ଗୁଳି ଚଳାଇଥିଲା ପୂର୍ବତନ ଆତଙ୍କବାଦୀ

ଅମୃତସର: ବୁଧବାର ଅମୃତସରର ସ୍ବର୍ଣ୍ଣ ମନ୍ଦିର ପ୍ରବେଶ ପଥରେ ଶିରୋମଣି ଅକାଲୀ ଦଳର ନେତା ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳି ଚାଳନା ହୋଇଥିଲା। ଏବେ ଜାଣିବାକୁ ମିଳିଛି ଯେ ତାଙ୍କ ଉପରକୁ ପୂର୍ବତନ ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ଆତଙ୍କବାଦୀ ଗୁଳି ଚଳାଇଥିଲେ। ନାରାୟଣ ସିଂ…

ଲଢୁଆ ଖେଳ

ଉପଲବ୍‌ଧ ସୂଚନା ଅନୁସାରେ କେନ୍ଦ୍ର ସରକାର ଅକ୍‌ଟୋବର ସୁଦ୍ଧା ବଜେଟ୍‌ରେ ଆକଳନ କରାଯାଇଥିବା ରାଜସ୍ବ ରାଶିର ୫୩.୭ ଶତାଂଶ ସଂଗ୍ରହ କରିପାରିଥିଲେ, ଯାହା ଗତ ବିତ୍ତ ବର୍ଷ ତୁଳନାରେ ପ୍ରାୟ ୫ ଶତାଂଶ କମ୍ ଥିଲା। ସରକାରୀ ବ୍ୟୟରେ ତେଣୁ ସୀମାହୀନ ଭାବରେ ବୃଦ୍ଧି ଘଟି ଚାଲିବା ସମ୍ଭବ ନୁହେଁ।…