Breaking News

ବିଶ୍ୱବିଦ୍ୟାଳୟର ଉତ୍କର୍ଷ ଚିନ୍ତା

ସତ୍ୟକାମ ମିଶ୍ର ୨୦୨୦ ନୂତନ ଜାତୀୟ ଶିକ୍ଷାନୀତି ବର୍ତ୍ତମାନ ସାରା ଦେଶରେ କାର୍ଯ୍ୟକାରୀ କରାଯାଉଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ନୀତିର ମୂଳ ଉଦ୍ଦେଶ୍ୟ ହେଲା ବିଦ୍ୟାର୍ଥୀମାନଙ୍କୁ ଅତ୍ୟାଧୁନିକ ଜ୍ଞାନ ଆହରଣ କରିବାର ସୁଯୋଗ ଉପଲବ୍‌ଧ କରାଇ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି କରିବା ଓ ବିଷୟ…

କଥାଟିଏ-ଯାଯାବର: କଥାର ଭଲ ଓ ଭେଲ

ଥରେ ମୁଲ୍ଲା ନସିରୁଦ୍ଦିନଙ୍କୁ ଜଣେ ଲୋକ ପଚାରିଲା- ମୁଲ୍ଲା, ତୁମେ ଭାରି ଚିକ୍କଣକୁହା। ସମସ୍ତଙ୍କୁ ମିଠା କଥା କହିବାରେ ଓସ୍ତାଦ। ତୁମେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥିବାରୁ ନିଶ୍ଚିତ ଭାବେ ବହୁ ଲୋକଙ୍କ ଭୁଲ୍‌ କାମ ଦେଖୁଥିବ, କିନ୍ତୁ ତୁମେ କେବେ ତ କାହିଁ କାହାକୁ ହେଲେ ସେଥିଲାଗି…

ଅଧିକ ଶୀତ ଲାଗୁଛି କି?

ଶୀତ ଋତୁ ଆସିବା ସହିତ ଆମ ସମସ୍ତଙ୍କ ପାଇଁ ସ୍ବେଟର୍‌, ଜ୍ୟାକେଟ୍‌ ଓ ସ୍କାର୍ଫ ଆଦି ଶୀତବସ୍ତ୍ରର ପ୍ରାଥମିକତା ବଢ଼ିଯାଇଛି। ଆମମାନଙ୍କ ଭିତରୁ କେହି କେହି ହାଲୁକା ବା ପତଳା ସ୍ବେଟରରେ ଶୀତର ମୁକାବିଲା କରିପାରୁଥିବା ବେଳେ ଅନେକଙ୍କୁ ଅପେକ୍ଷାକୃତ ଅଧିକ ଶୀତ ଅନୁଭୂତ ହୁଏ। ତେବେ ଶରୀର ଏଭଳି…

ସରକାର ଦେଉଥିବା ସମସ୍ତ ଟିକା ଶିଶୁଙ୍କ ପାଇଁ ପର୍ଯ୍ୟାପ୍ତ

 ପୂର୍ବରୁ ନବଜାତଙ୍କୁ ତେଲ ଘଷା ସହ ସେକ ଦିଆଯାଉଥିଲା। ଆଜିକାଲି ଡାକ୍ତରମାନେ ଛୁଆମାନଙ୍କୁ ସେକାସେକି ଓ ତେଲ ଲଗାଇବା ପାଇଁ ମନା କରୁଛନ୍ତି। କାହିଁକି? ସାଧାରଣତଃ ନବଜାତଙ୍କୁ ଆମେ ଉଷୁମ ରଖିବାକୁ କହିଥାଉ। ତେଲ ଲଗା ବା ସେକାସେକିର କୌଣସି ଆବଶ୍ୟକତା ନଥାଏ। ତେଲ ଦ୍ବାରା ଶିଶୁର କୋମଳ…

ଅମୃତଭଣ୍ଡାର ସ୍ବାସ୍ଥ୍ୟପ୍ରଦ ଗୁଣ

ଅମୃତଭଣ୍ଡା ଯୁଗେ ଯୁଗେ ତାହାର ନାମର ସାର୍ଥକତା ପ୍ରଦାନ କରି ଆସିଛି। ତାହାର ସ୍ବାସ୍ଥ୍ୟପ୍ରଦ ଗୁଣ ଯୋଗୁଁ ସମସ୍ତଙ୍କ ପାଇଁ ତାହା ଏକ ପ୍ରିୟ ‘ଫଳ ଆଉ ପରିବା’ର ମାନ୍ୟତା ରଖି ଆସିଛି। ଗର୍ଭବତୀମାନଙ୍କୁ ପ୍ରସବ ପରେ ଜୀର୍ଣ୍ଣକ୍ରିୟାକୁ ସୁଗମ କରିବା ଲାଗି ଅମୃତଭଣ୍ଡାକୁ ପ୍ରଥମ ଫଳ ଭାବରେ…

ମୋଟ ବୟସ ବନାମ ସ୍ବାସ୍ଥ୍ୟ ବୟସ: ମାଂସପେଶୀ କ୍ଷୟହାର କମାଇବା ଜରୁରି

ବିଗତ ଏକ ଶତାବ୍ଦୀ ହେଲା ବିଭିନ୍ନ କାରଣରୁ ଆମର ଜୀବନଧାରଣ କ୍ଷମତା ନାଟକୀୟ ଭାବେ ବୃଦ୍ଧି ପାଇଛି। ତାହାର ପ୍ରମୁଖ କାରଣ ହେଉଛି ପରିମଳ, ସାର୍ବଜନୀନ ସ୍ବାସ୍ଥ୍ୟସେବା ଓ ଔଷଧପତ୍ରରେ ଉନ୍ନତି ଯାହା ବିଶେଷ କରି ଯୁବପିଢ଼ିଙ୍କ ମୃତ୍ୟୁ ହାରକୁ କମାଇଦେଇଛି। ବିଂଶ ଶତାବ୍ଦୀରେ ଏପରି ହାରାହାରି ବୟସ…

ଭିଜିଲାନ୍ସ ଜାଲରେ ଜୟପୁର ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ: ମାତ୍ର ୮ ବର୍ଷ ଚାକିରିରେ କୁବେର

ଜୟପୁର: ଜଣେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ବିଶେଷ କରି ଜଣେ ଯନ୍ତ୍ରୀ ଚାକିରି କରିବାର ମାତ୍ର ଅଳ୍ପ କିଛି ବର୍ଷ ମଧ୍ୟରେ କିଭଳି କୋଟିପତି ହୋଇପାରେ ଆଜି ଭିଜିଲାନ୍‌ସ ଚଢ଼ଉ ପରେ ଜଣାପଡ଼ିଛି। ଏହି ସବୁ ଦୁର୍ନୀତିଗ୍ରସ୍ତ ନିର୍ବିଘ୍ନରେ କରଦାତାଙ୍କ ଅର୍ଥକୁ ଲୁଟୁଛନ୍ତି। ଆୟ ବହିର୍ଭୂତ…

ବାଂଲାଦେଶୀ ପୀଡ଼ିତାଙ୍କ ଚାଞ୍ଚଲ୍ୟକର ବୟାନ: ଗୋପୀ ଘରେ ଆହୁରି ୬ ଅଛନ୍ତି

କଟକ: ବାଂଲାଦେଶ ନାବାଳିକାଙ୍କୁ ଦେହ ବ୍ୟବସାୟରେ ନି‌ୟୋଜିତ କରିବା ଘଟଣାରେ ପୀଡ଼ିତା ମଧୁପାଟଣା ଥାନା ପୁଲିସକୁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। କୋଲକାତାର ଦେହ ଦଲାଲ୍‌ ବାବୁ ଦାସ ପୀଡ଼ିତାଙ୍କୁ ଭୁବନେଶ୍ବରରେ ଗୋପୀ ଜିମାରେ ଛାଡ଼ିଥିଲା। ଗୋପୀ ତାଙ୍କୁ ଲକ୍ଷ୍ମୀସାଗର ଘରେ ରଖିଥିବା ସମୟରେ…

ବିଦ୍ୟୁତ୍‌ ଫାଶରେ ଶିକାର: କଲରାପତରିଆର ମୁଣ୍ଡ କାଟିନେଲେ

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବନାଞ୍ଚଳ ଅନ୍ତର୍ଗତ ସାପୁଆ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ଶିକାର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାୟ ୩ ଦିନରୁ ଅଧିକ ହେବ ସାପୁଆ ସଂରକ୍ଷିତ ଜଙ୍ଗଲର ବୁଢୀଝରି ନିକଟରେ ଉକ୍ତ ବାଘକୁ ଶିକାର କରାଯାଇଥିବା ବେଳେ ଆଜି ସକାଳୁ ବନବିଭାଗ ପାଖରେ ଖବର…

ମରଣଜୟୀ ଗୋକୁଳାନନ୍ଦ ମହାନ୍ତି

ଅଭୟ ଦ୍ୱିବେଦୀ ଗାନ୍ଧୀବାଦୀ ଗୋକୁଳାନନ୍ଦ ମହାନ୍ତି ଥିଲେ ଜଣେ ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ। ପିତା ଉଦୟନାଥ ଥିଲେ ବ୍ରିଟିଶ ଶାସନ କାଳରେ ଜମିଦାର। ପ୍ରାଚୁର୍ଯ୍ୟର ସମ୍ଭାର ଭିତରେ ତାଙ୍କର ଲାଳନପାଳନ ହୋଇଥିଲା। ସେ ଥିଲେ ଖୁବ୍ ମେଧାବୀ ଛାତ୍ର। ୧୯୧୬ ମସିହାରେ ଭଦ୍ରକ ହାଇସ୍କୁଲରୁ ପ୍ରଥମ…