Breaking News

ଡିସେମ୍ବର ୫ରେ ରିଲିଜ୍‌ ହେବ ପୁଷ୍ପା-୨: ପ୍ରଥମ ଦିନରେ ୧୦୦ ସୋ

ଭୁବନେଶ୍ବର: ଡିସେମ୍ବର ୫ରେ ରିଲିଜ୍‌ ହେବ ଅଲ୍ଲୁ ଅର୍ଜୁନ୍ ଅଭିନୀତ ବହୁଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା-୨: ଦ ରୁଲ୍‌’। ସାରା ଦେଶରେ ଏହି ଫିଳ୍ମକୁ ନେଇ କ୍ରେଜ୍‌ ବଢ଼ିବାରେ ଲାଗିଛି। ଆଡଭାନ୍ସ ବୁକିଂରେ ହିନ୍ଦୀ ଏବଂ ତେଲୁଗୁ ସିନେମାକୁ ପଛରେ ପକାଇ ଭାରତୀୟ ସିନେମା ଜଗତରେ ନୂଆ କୀର୍ତ୍ତିମାନ…

ଏଫ୍‌ଡିଆଇ ଆଣିବାରେ ଓଡ଼ିଶା ପଛୁଆ: ୫ ବର୍ଷରେ ଆସିଛି ୧୪୫୯ କୋଟି

ଭୁବନେଶ୍ବର: ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆକୃଷ୍ଟ କରିବା କ୍ଷେତ୍ରରେ ଓଡ଼ିଶା ପଛରେ ରହିଯାଇଛି। ଗତ ୫ ବର୍ଷ ମଧ୍ୟରେ ଦେଶକୁ ମୋଟ ୨୬୨୫୩୭.୯ ନିୟୁତ ଡଲାର ଆସିଥିବାବେଳେ ଏଥିରୁ ଓଡ଼ିଶାକୁ ମାତ୍ର ୧୭୨.୩୨ ନିୟୁତ ଡଲାର (୧୪୫୯ କୋଟି ଟଙ୍କା) ଆସିଛି। ଅର୍ଥାତ୍‌ ଗତ ୫ ବର୍ଷ…

ଧାର୍ମିକ ପର୍ଯ୍ୟଟନ ପ୍ରଭାବ: ପୁରୀରେ ଘର ଚାହିଦା ୫୨% ବୃଦ୍ଧି

ଭୁବନେଶ୍ବର: ଧାର୍ମିକ ପର୍ଯ୍ୟଟନର ଦ୍ରୁତ ବିକାଶ ଧାର୍ମିକ ସ୍ଥଳ ଥିବା ସହରଗୁଡ଼ିକରେ ଆବାସିକ ଗୃହର ଚାହିଦା ବଢ଼ାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଥିବା ପୁରୀରେ ମଧ୍ୟ ତାହାର ପ୍ରତିଫଳନ ଦେଖିବାକୁ ମିଳିଛି। ସହରରେ ନିଜର ଘର ଖଣ୍ଡିଏ କିଣିବା ଲାଗି ଲୋକମାନଙ୍କ ଭିତରେ ଆଗ୍ରହ…

ଗାଁଠୁ ସହର ସବୁଠି ଏଟିଏମ୍ କମିଲା: ୫ ବର୍ଷରେ ବଦଳିଗଲା ଚିତ୍ର

ନୂଆଦିଲ୍ଲୀ: ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ଅଟୋମେଟେଡ୍‌ ଟେଲର ମେସିନ୍‌ (ଏଟିଏମ୍‌) ବ୍ୟବହାରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଏଟିଏମ୍ ସଂଖ୍ୟା ହ୍ରାସ ପାଇଛି। ସଂସଦରେ ଉସ୍ଥାପନ କରାଯାଇଥିବା ତଥ୍ୟ ଏହା କହୁଛି। ବର୍ଷକ ପୂର୍ବେ ଦେଶରେ ୨,୫୭,୯୪୦…

ବିଲ୍‌ ଗେଟ୍‌ସଙ୍କ ମନ୍ତବ୍ୟରୁ ଝଡ଼, ଭାରତକୁ କହିଥିଲେ ପରୀକ୍ଷାଗାର

ନୂଆଦିଲ୍ଲୀ: ବିଭିନ୍ନ ପ୍ରକାର ଜିନିଷର ପରୀକ୍ଷା ନିରୀକ୍ଷା କରିବା ଲାଗି ଭାରତକୁ ପରୀକ୍ଷାଗାର ସହ ତୁଳନା କରିଥିବା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କୁ କଡ଼ା ସମାଲୋଚନା କରାଯାଇଛି। ଲିଙ୍କଡ୍‌ଇନ୍‌ର ସହ ପ୍ରତିଷ୍ଠାତା ରେଡ୍‌ ହଫ୍‌ମ୍ୟାନ୍‌ଙ୍କ ସହ ଆଲୋଚନା ବେଳେ ସେ ଏହି…

ଶକ୍ତିକାନ୍ତଙ୍କୁ ନେଇ ଚର୍ଚ୍ଚା ବଢ଼ିଲା, ୧୦ରେ ସରୁଛି କାର୍ଯ୍ୟକାଳ

ମୁମ୍ବାଇ: ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୟମାସର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ହ୍ରାସ ପାଇବା ପରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଉପରେ ଚାପ ବୃଦ୍ଧି ପାଇଛି। ବିଶେଷକରି ଆସନ୍ତା ସପ୍ତାହରେ ତାଙ୍କର ଦ୍ବିତୀୟ ଅବଧିର କାର୍ଯ୍ୟକାଳ ଶେଷ ହେଉଛି। ସରକାର ତାଙ୍କୁ…

ଚମତ୍କାର ୨୪: ଉତ୍‌ଥାନ ପତନ

କମାଲ ଓ କାରନାମାର ଛକାପଞ୍ଝା ଭିତରେ ବିଦାୟ ନେବାକୁ ଯାଉଛି ୨୦୨୪ କ୍ରୀଡ଼ା କ୍ୟାଲେଣ୍ଡର। ନୂଆ ବର୍ଷ, ନୂଆ ଉନ୍ମାଦନା ଏବଂ ନୂଆ ଆଶା, ଆକାଂକ୍ଷା ଭିତରେ ଭାରତୀୟ କ୍ରୀଡ଼ା ଜଗତ ସଫଳତାର ନୂଆ ସ୍ତର ଛୁଇଁବାର ସ୍ବପ୍ନ କ୍ରୀଡ଼ାପ୍ରେମୀଙ୍କ ମନକୁ ଯେତିକି ଉଲ୍ଲସିତ କରୁଛି, ଲକ୍ଷ୍ୟଚ୍ୟୁତ ହେବାର…

ନୂଆ ରେକର୍ଡ ଲକ୍ଷ୍ୟରେ ବିରାଟ, ଯଶସ୍ବୀ: ରୋହିତଙ୍କ ପିଙ୍କ୍‌ ବଲ୍‌ ଅଭ୍ୟାସ ଆରମ୍ଭ

ଆଡିଲେଡ୍: ଅଷ୍ଟ୍ରେଲିଆ ବିପକ୍ଷ ପିଙ୍କ୍‌ ବଲ୍‌ ଟେଷ୍ଟ୍‌ ଲାଗି ଆଡିଲେଡ୍‌ରେ ଭାରତୀୟ ଦଳ ପ୍ରସ୍ତୁତି ଚଳାଇଛି। ଏହି ଟେଷ୍ଟ୍‌ରେ ଭାରତୀୟ ତାରକା ବ୍ୟାଟର୍‌ ବିରାଟ କୋହଲି ଓ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ଲକ୍ଷ୍ୟ‌ରେ ରହିଛନ୍ତି। ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌ରେ ୩୬…

ବ୍ରାଡ୍‌ମ୍ୟାନ୍‌ଙ୍କ ଟୋପି ୨.୧୧ କୋଟିରେ ନିଲାମ

ସିଡ୍‌ନି: ଅଷ୍ଟ୍ରେଲିଆ କିଂବଦନ୍ତି ବ୍ୟାଟର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କ ଐତିହାସିକ ‘ବ୍ୟାଗି ଗ୍ରିନ୍‌’ ଟୋପି ମଙ୍ଗଳବାର ୨୫୦,୦୦୦ ଡଲାର ତଥା ଭାରତୀୟ ମୁଦ୍ରାରେ ୨ କୋଟି ୧୧ଲକ୍ଷ ଟଙ୍କାରେ ନିଲାମ ହୋଇଛି। ବନହାମ୍ସ ଦ୍ବାରା ସିଡ୍‌ନିରେ ହୋଇଥିବା ନିଲାମରେ ଏହାର ମୂଳ ଦଳ ୧୬୦,୦୦୦ ଡଲାର…

ଅଷ୍ଟ୍ରେଲିଆ ଦଳର ଭାରତୀୟ ଅଧିନାୟକ

ଭୁବନେଶ୍ୱର: ଅଷ୍ଟ୍ରେଲିଆ ଦଳର ଭାରତୀୟ ବଂଶୋଦ୍ଭବ ଅଧିନାୟକ ବିଶ୍ବାସ କ୍ୟାଭି ସୈନି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କିଟ୍‍ କ୍ରିକେଟ୍‍ ଷ୍ଟାଡିୟମ୍‌ରେ ଭାରତ-ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଦଳ ମଧ୍ୟରେ ସୋମବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ଜିତାଇବାରେ…