Breaking News

ସବୁ ଦଳର ବିଧାୟକଙ୍କ ସ୍ବର ସମାନ: ଆମ ଦରମା, ପେନ୍‌ସନ୍ ବଢ଼ାଅ

ଭୁବନେଶ୍ବର: ବଜାର ଦରଦାମ ବଢ଼ିଲାଣି। ଦରମା ଓ ପେନ୍‌ସନରେ ଚଳି ହେଉନି। ନିର୍ବାଚନମଣ୍ଡଳୀରେ ଲୋକଙ୍କ ଆବଶ୍ୟକତା ପୂରଣ କରି ହେଉନି। ତେଣୁ ତୁରନ୍ତ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବଢ଼ାଅ। ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବି ୫ କୋଟି କର। ଆଜି ବିଧାନସଭାରେ ଏହି ଦାବି…

‘ବିସ୍ଥାପିତଙ୍କୁ ଯାହା ପ୍ରତିଶ୍ରୁତି ଦେବୁ, ପୂରଣ କରିବୁ’: ଚଳିତବର୍ଷ ରାସ୍ତା ପାଇଁ ଖର୍ଚ୍ଚ ହେବ ୭୦୦କୋଟି

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସମୟରେ ଜଳଭଣ୍ଡାର, ଶିଳ୍ପ ପାଇଁ ଯେଉଁମାନଙ୍କୁ ବିସ୍ଥାପିତ କରାଯାଇଛି ସେମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ। ତେଣୁ ଆମେ କୌଣସି ପ୍ରକଳ୍ପ ପାଇଁ ଲୋକଙ୍କୁ ବିସ୍ଥାପନ କଲେ ତାଙ୍କୁ ଯାହା ପ୍ରତିଶ୍ରୁତି ଦେବୁ ତାହା ଯେପରି ନିଶ୍ଚିତ ପୂରଣ…

ବିନା ପିସିରେ ପଞ୍ଚାୟତରେ କାମ ହେଉନି: ବିରୋଧୀ

ଭୁବନେଶ୍ବର: ବିଜେଡି ସରକାରକୁ ପିସି ସରକାର ବୋଲି କହୁଥିଲେ। ନିର୍ବାଚନ ପୂର୍ବରୁ ଗାଁ ଗାଁରେ ପ୍ରଚାର କଲେ ବିନା ପିସିରେ କାମ ହେଉନି। କିନ୍ତୁ ଏବେ ବିଜେପି ସରକାରରେ ବ୍ଲକରେ ୩୫% ପିସି ନଦେଲେ କାମ ହେଉନି। ବିଜେପି କାର୍ଯ୍ୟକର୍ତ୍ତାମାନେ ଯେଉଁ କାମ ହେବ ବୋଲି କହୁଛନ୍ତି, ତାହା ହେଉଛି।…

କଳାହାଣ୍ଡି ବିଜେଡିରେ ତେଜିଲା ଗୋଷ୍ଠୀ କନ୍ଦଳ: ପୁଷ୍ପେନ୍ଦ୍ରଙ୍କୁ ହଟାଇବା ପାଇଁ ମୁଖିଆଙ୍କୁ ଭେଟିଲେ ଦିବ୍ୟଶଙ୍କର…

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଗୋଷ୍ଠୀ ମଧ୍ୟରେ କନ୍ଦଳ ତେଜିବା ଘଟଣା ଜିଲ୍ଲା ରାଜନୀତିକୁ ସରଗରମ କରିଛି। ଦିବ୍ୟଶଙ୍କରଙ୍କ ଗୋଷ୍ଠୀ ଗୋବର୍ଦ୍ଧନ ଦାସଙ୍କ ନେତୃତ୍ବରେ…

ବିଲୁପ୍ତ ପ୍ରାୟ ଗୋବିନ୍ଦପାଲ୍ଲୀର ‘ଅଟାଲ‘ ବଇଗଣ

ମାଲକାନଗିରି: ରାଜ୍ୟରେ ସୁନାମ ଅର୍ଜନ କରିଥିବା ଗୋବିନ୍ଦପାଲ୍ଲୀ ଅଞ୍ଚଳର ବିଭିନ୍ନ ପ୍ରଜାତିର ବାଇଗଣ ବର୍ତ୍ତମାନ ଆଉ ଯେତିକି ମିଳିବା କଥା ଆଉ ମିଳୁନି। ଏ ରାସ୍ତା ଦେଇ ଜିଲ୍ଲା ଓ ଜିଲ୍ଲା ବାହାର ଲୋକ ଯିବାବେଳେ ଏ ପ୍ରସିଦ୍ଧ ପ୍ରଜାତିର ସୁସ୍ୱାଦୁ ବାଇଗଣ ଲୋକେ ଜିଲ୍ଲାର ଦ୍ବାରରେ ଥିବା…

ପୁରୀରେ ଚାଞ୍ଚଲ୍ୟ: ପଥର ଛେଚି ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର

ପୁରୀ: ପୁରୀରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି। ଶ୍ରୀସେତୁ ତଳେ ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ପଥର ଛେଚି ହତ୍ୟା କରାଯାଇଛି। ମୃତକ ପୁରୀ ସଦର ଥାନା ଅନ୍ତର୍ଗତ ଖଣ୍ଡିଆବନ୍ଧ ଗାଁର ସୁଦର୍ଶନ ସାହୁ। ତାଙ୍କ ବୟସ ୪୩ ବର୍ଷ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ,…

ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ପୁରୀରେ ପହଞ୍ଚିଛନ୍ତି। ତାଙ୍କ ବିମାନ ସମଙ୍ଗ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଛି। ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀ ସାଂସଦ…

ମାଲକାନଗିରିରେ ମୃଦୁ ଭୁମିକମ୍ପ ଅନୁଭୂତ, କ୍ଷୟକ୍ଷତିର ସୂଚନା ନାହିଁ

ମାଲକାନଗିରି: ମାଲକାନଗିରିରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି। ଆଜି ସକାଳ ୭ଟା ୨୮ ମିନିଟରେ ଅନୁଭୂତ ହୋଇଥିବା ଜଣାଯାଇଛି ।ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟିଥିବାର ସୂଚନା ନାହିଁ। ଏହାର ପ୍ରଭାବ କୋରାପୁଟ ଜିଲ୍ଲାରେ ବି ପରିଲକ୍ଷିତ ହୋଇଛି। ଖାଲି ସେତିକି ନୁହେଁ, ପଡ଼ୋଶୀ ଛତିଶଗଡ଼ର…

ବାଇକକୁ ଧକ୍କା ଦେଲା କାର୍: ଦୁଇ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଜାତୀୟ ରାଜପଥ-୨୬ରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଥିବା ମହଗାଁ ଛକ ଠାରେ ଏକ ବାଇକକୁ କାର୍ ଧକ୍କା ଦେଇଥିଲା। ଏହାଫଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଛି।…

ସାଉଥ୍‌ କୋରିଆରେ ଲାଗୁ ହୋଇ ପୁଣି ଉଚ୍ଛେଦ ହେଲା ସାମରିକ ଆଇନ

ସିଓଲ: ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲ ଦେଶରେ ଜରୁରୀକାଳୀନ ସାମରିକ ଆଇନ ଘୋଷଣା କରିଥିବା ବେଳେ ଆଜି ପୁଣି ତାହାକୁ ଉଚ୍ଛେଦ କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଦକ୍ଷିଣ କୋରିଆରେ ଏକ ନାଟକୀୟ ରାଜନୖତିକ ଅସ୍ଥିରତା ଦେଖାଦେଇଛି। ବିଳମ୍ବିତ ରାତିରେ ଅଧିବେଶନରେ ଉଭୟ…