Breaking News

ରାହୁଲଙ୍କ ସମ୍ଭଲ ଗସ୍ତ ଯୋଜନାକୁ ଝଟ୍‌କା

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ସମ୍ଭଲ ଯାତ୍ରା ପାଇଁ ଯୋଜନା କରିଥିଲେ। କିନ୍ତୁ ରାହୁଲଙ୍କୁ ଏବେ ତାଙ୍କର ଏହି ଗସ୍ତକୁ ନେଇ ପୁଣି ଥରେ ବିଚାର କରିବାକୁ ପଡ଼ିବ। କାରଣ ସମ୍ଭଲରେ ବାହାର ଲୋକଙ୍କ ପ୍ରବେଶ ଉପରେ ଉତ୍ତରପ୍ରଦେଶ ପ୍ରଶାସନ କଟକଣା ଲଗାଇଛନ୍ତି। ଆସନ୍ତା…

ରାଷ୍ଟ୍ରପତି କେଉଁଠି କେଉଁ କାର୍ଯ୍ୟକ୍ରମରେ ଯୋଗଦେବେ? ‌ସଂକ୍ଷେପରେ ଜାଣନ୍ତୁ

ଭୁବନେଶ୍ବର: ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଐତିହାସିକ ଓଡ଼ିଶା ଗସ୍ତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି। ମହାମହିମ ଶ୍ରୀମତୀ ମୁର୍ମୁ ରାଜ୍ୟରେ ୫ ଦିନ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଐତିହାସିକ ଦିବସକୁ ସ୍ମରଣୀୟ ରଖିବା ପାଇଁ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ…

ଦକ୍ଷିଣ କୋରିଆରେ ସାମରିକ ଆଇନ ଲାଗୁ: ନିଷ୍ପତ୍ତି ବିରୋଧରେ ସଂସଦରେ ଭୋଟ୍

ସିଓଲ: ଦକ୍ଷିଣ କୋରିଆରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ସାମରିକ ଆଇନ ଲାଗୁ ହୋଇଛି। ଦକ୍ଷିଣ କୋରିଆର ସୁରକ୍ଷା ପ୍ରସଙ୍ଗ ଏବଂ ଉତ୍ତର କୋରିଆର କେତେକ ନୀତିକୁ ବିରୋଧୀ ଦଳଙ୍କ ସମର୍ଥନ ନେଇ ସରକାର ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର ମତଭେଦ ସୃଷ୍ଟି ହୋଇଛି। ସଂସଦରେ ଶାସକ ଓ ବିରୋଧୀ…

ତ୍ରିପୁରା ହୋଟେଲ ସଂଘର ନିଷ୍ପତ୍ତି: ବାଂଲାଦେଶୀଙ୍କୁ ମିଳିବନି ଖାଦ୍ୟ ଓ ଆଶ୍ରୟ

ଅଗରତାଲା: ତ୍ରିପୁରାର ହୋଟେଲ ଓ ରେସ୍ତୋରାଁ ମାଲିକମାନେ ବାଂଲାଦେଶୀ ଯାତ୍ରୀମାନଙ୍କୁ ଖାଦ୍ୟ ଓ ରୁମ୍ ପ୍ରଦାନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହିଂସାକୁ ନେଇ ଅଲ୍ ତ୍ରିପୁରା ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ୍ (ଏଟିଆର୍‌ଓଏ) ଏକ ଜରୁରୀ ବୈଠକରେ ଏହି…

ଶେଖ୍ ହସିନାଙ୍କ ବିସ୍ଫୋରକ ବୟାନ: ବାଂଲାଦେଶ ଗଣହତ୍ୟାର ମାଷ୍ଟରମାଇଣ୍ଡ ମହମ୍ମଦ ୟୁନୁସ

ନୂଆଦିଲ୍ଲୀ: ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ବିରୋଧରେ ଗଣହତ୍ୟା ଓ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବା ଅଭିଯୋଗ ଆଣିଛନ୍ତି ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ନ୍ୟୁୟର୍କରେ ଆୱାମୀ ଲିଗ୍‌ର ଏକ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରି ହସିନା ମନ୍ଦିର,…

ମୋର ନିଷ୍ପତ୍ତି ହିଁ ଦଳ ପାଇଁ ଚୂଡ଼ାନ୍ତ: ମମତା ବାନାର୍ଜୀ

କୋଲକାତା: ମୁଁ ବର୍ତ୍ତମାନ ବଞ୍ଚିଛି। ‌ମୋର ନିଷ୍ପତ୍ତି ହିଁ ଦଳ ପାଇଁ ଅନ୍ତିମ ନିଷ୍ପତ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତୃଣମୂଳ କଂଗ୍ରେସର ବିଧାୟକ ଦଳ ବୈଠକରେ କହିଛନ୍ତି। ଆଜି ବିଧାନସଭା ଭବନର ନୌସାଦ୍‌ ଅଲ୍ଲୀ ପ୍ରକୋଷ୍ଠରେ ଟିଏମ୍‌ସି ବିଧାୟକଙ୍କ ବୈଠକ…

ଶୀତ ଅଧିବେଶନ: ୬ ଦିନ ପରେ ଗୃହ କାର୍ଯ୍ୟ ସ୍ବାଭାବିକ

ନୂଆଦିଲ୍ଲୀ: ଆଦାନୀ, ମଣିପୁର ଏବଂ ସମ୍ଭଲ ହିଂସା ପ୍ରସଙ୍ଗରେ ସଂସଦରେ ଶୀତ ଅଧିବେଶନର ପ୍ରଥମ ୬ ଦିନର କାର୍ଯ୍ୟ ଧୋଇଯିବା ପରେ ଆଜି ଉଭୟ ଗୃହରେ ସ୍ବାଭାବିକ କାର୍ଯ୍ୟ ହୋଇଛି। ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଇଣ୍ଡି ମେଣ୍ଟର ନେତାମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ନୋଟିସ୍‌…

ହମାସକୁ ଟ୍ରମ୍ପଙ୍କ ବଡ଼ ଚେତାବନୀ: କେବେ ଦେଇନଥିବା ଭୟାନକ ଶାସ୍ତି ଦେବୁ

ୱାସିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଗାଜା ଆତଙ୍କବାଦୀଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ସେ ଦାୟିତ୍ୱ ଗ୍ରହଣ କରିବା ବେଳକୁ ବନ୍ଦୀମାନଙ୍କୁ ମୁକ୍ତ କରାଯାଇ ନ ଥାଏ ତେବେ ଭୟାନକ ପରିଣାମ ଭୋଗିବାକୁ ପଡ଼ିବ। ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ…

ମହାରାଷ୍ଟ୍ରରେ ଶପଥ ସମାରୋହ ପାଇଁ ଜୋରଦାର ପ୍ରସ୍ତୁତି: ସିନ୍ଦେଙ୍କୁ ଭେଟିଲେ ଫଡ଼ନାବିସ

ମୁମ୍ବାଇ: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ମୁମ୍ବାଇର ଆଜାଦ ମଇଦାନରେ ଜୋରଦାର ପ୍ରସ୍ତୁତି ଚାଲିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଭାବେ କିଏ ଶପଥ ନେବେ ସେ ଅଡ଼ୁଆ ଏଯାଏଁ ତୁଟିନି। ମହାୟୁତି ମେଣ୍ଟରେ ୩ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଏଯାବତ…

ସମାଜର ପ୍ରଗତି ଓ ଦୁର୍ଗତି

ସମୟକ୍ରମେ ସମାଜରେ ପରିବର୍ତ୍ତନ ଘଟିଥାଏ। ଏହି ପରିବର୍ତ୍ତନ ସମ୍ପର୍କରେ ସମାଜଶାସ୍ତ୍ରରୁ ବାସ୍ତବ ଆକଳନ କରି ହେବ। ଫରାସୀ ଚିନ୍ତକ ଅଗଷ୍ଟ କମ୍‌ଟେ (୧୭୯୮-୧୮୫୭)ଙ୍କୁ ସମାଜଶାସ୍ତ୍ରର ଜନକ (ଫାଦର ଅଫ୍‌ ସୋସିଓଲଜି) ଭାବେ ନାମିତ କରାଯାଇଛି। ୧୮୩୦ରେ ପ୍ରଣୀତ ଏହି ଶାସ୍ତ୍ରରେ କମ୍‌ଟେ ଉଲ୍ଲେଖ…