Breaking News

ଡିଜିଟାଲ ଶୋଷଣ ମହାମାରୀ

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଚାଇଲ୍ଡ ଫଣ୍ଡ, ଇଣ୍ଡିଆର ମିଳିତ ଉଦ୍ୟମରେ ୱେବ୍‌ ସେଫ୍‌ ଆଣ୍ଡ ୱାଇଜ୍‌ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ପିଲାମାନଙ୍କ ପ୍ରତି ହେଉଥିବା ଡିଜିଟାଲ ଶୋଷଣ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ଏହା ବିରୋଧରେ ଲଢ଼ିବା ପାଇଁ ପରିବାର, ବିଦ୍ୟାଳୟ ଓ…

ମାଡି ଆସୁଛି ଆଉ ଏକ ଭୟଙ୍କର ଭାଇରସ, ଗଲାଣି ୧୫ ଜଣଙ୍କ ଜୀବନ, ୧୭ ଦେଶରେ ଆଲର୍ଟ ଜାରି

ନୂଆଦିଲ୍ଲୀ,୩।୧୨: ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ଦୁନିଆରୁ ଶେଷ ହେବାର ନା ନେଉ ନଥିବା ବେଳେ ଏବେ ନୂଆ ନୂଆ ଭାଇରସ ବ୍ୟାପିବାରେ ଲାଗିଛି। ଆଜିକାଲି ଆଫ୍ରିକୀୟ ଦେଶ ରୁୱାଣ୍ଡାରେ ମାରବର୍ଗ ଜୀବାଣୁ ମାଡିବାରେ ଲାଗିଛି ଏବଂ ଏହି କାରଣରୁ ୧୫ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ମାରବର୍ଗ ଜୀବାଣୁରେ…

ଚାଉଳରେ ପୋକ ଲାଗୁଛି କି? ଆପଣାନ୍ତୁ ଏହି ଟିପ୍ସ

ଚାଉଳରେ ପୋକ ନ ଲାଗିବା ପାଇଁ ସେଥିରେ ବିଭିନ୍ନ ପ୍ରକାର ରାସାୟନିକ ଔଷଧ ରଖାଯାଇଥାଏ। କିନ୍ତୁ ଏହା ବଦଳରେ ଆପଣ ଚାହିଁଲେ ଘରୋଇ ଉପାୟରେ ଚାଉଳକୁ ଅନେକ ଦିନ ସୁରକ୍ଷିତ ରଖିପାରିବେ… ପ୍ରଥମ କଥା ହେଉଛି ଚାଉଳକୁ ଏକ ଶୁଖିଲା ସ୍ଥାନରେ ରଖନ୍ତୁ। ଚାଉଳରେ ପାଣି ଲାଗିଲେ ସେଥିରେ ଶୀଘ୍ର ପୋକ…

ପିଲାମାନଙ୍କୁ ସବୁକ୍ଷେତ୍ରରେ ସଫଳ କରିବାକୁ ଚାହୁଁଥିଲେ….

ପିଲାଙ୍କର ସବୁକ୍ଷେତ୍ରରେ ସଫଳତା ନିମନ୍ତେ ଶିଷ୍ଟାଚାର ଓ ଅନୁଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ପିଲାବେଳୁ ଅଭିଭାବକମାନେ ହିଁ ଏନେଇ ଧ୍ୟାନଦେବା ଦରକାର…. ପିଲାଙ୍କ ବ୍ୟବହାର ଉପରେ ଦୃଷ୍ଟିରଖନ୍ତୁ। ପରିବାରର ସମସ୍ତଙ୍କୁ ସେମାନେ କିଭଳି ବ୍ୟବହାର କରୁଛନ୍ତି ଲକ୍ଷ୍ୟ…

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩ ତାରିଖ

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ନିଶ୍ଚିତ ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଭୁଲ୍‍ ବୁଝାମଣା କାରଣରୁ ଆମତ୍ୀୟ ଖପ୍ପା ହୋଇପାରନ୍ତି। ଆନୁଷ୍ଠାନିକ କାମ, ସଭାସମିତି ଓ ବାଣିଜ୍ୟ, ବ୍ୟବସାୟ ପୂର୍ବବତ୍‍ ଚାଲୁରହିବ। ସମ୍ପର୍କୀୟଙ୍କ ସାହାଯ୍ୟ, ଆର୍ଥିକ ଉନ୍ନତି,…

ରାଜନୈତିକ ସଂକଟ ଭିତରେ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଏକନାଥ ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ଏବେ ଏକ ରହସ୍ୟ ପାଲଟିଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଶିବସେନା ମୁଖ୍ୟ ଏକନାଥ ସିନ୍ଦେ। ନିକଟରେ ସେ ଅସୁସ୍ଥ ଥିବାର କାରଣରୁ ନିଜ ଗାଁକୁ ପଳାଇଥିଲେ। ମାତ୍ର ତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲଖିତ ‌ନହେବାରୁ ତାଙ୍କୁ ଥାନେର ଏକ ଘରୋଇ…

ମଶାମରା ତେଲ କିଣାରେ ଦୁର୍ନୀତି: ଝାରସୁଗୁଡ଼ା ମ୍ୟୁନିସିପାଲଟିରେ ଭିଜିଲାନ୍ସ ଟିମ୍

ଝାରସୁଗୁଡ଼ା: ବିଭିନ୍ନ ଦୁର୍ନୀତିକୁ ନେଇ ଝାରସୁଗୁଡ଼ା ମ୍ୟୁନିସିପାଲଟି ବର୍ଷତମାମ ବିବାଦ ଘେରରେ ରହିଆସୁଛି। ତେବେ ନିକଟରେ ମଶାମରା ତେଲ କିଣାରେ ଦୁର୍ନୀତି ନେଇ ସୂଚନା ଅଧିକାର ଆଇନ ଯୋଗେ ମିଳିଥିବା ତଥ୍ୟ ଅନୁସାରେ ଅଭିଯୋଗ ପରେ ଆଜି ଝାରସୁଗୁଡ଼ା ଭିଜିଲାନ୍ସ ବିଭାଗ ପକ୍ଷରୁ ତନାଘନା ଆରମ୍ଭ…

ବିଶ୍ବପ୍ରସିଦ୍ଧ ତାଜମହଲକୁ ବୋମା ଦ୍ବାରା ଉଡ଼ାଇଦେବାକୁ ଧମକ

ଆଗ୍ରା: ୟୁପିର ଆଗ୍ରାରୁ ଏକ ବଡ ଖବର ସାମ୍ନାକୁ ଆସୁଛି । ଆଗ୍ରାର ବିଶ୍ବପ୍ରସିଦ୍ଧ ତାଜମହଲକୁ ବୋମା ଦ୍ବାରା ଉଡ଼ାଇଦେବାକୁ ଇମେଲ୍ ଜରିଆରେ ଧମକ ମିଳିଛି। ଏସିପି ତାଜ ସିକ୍ୟୁରିଟି ସୟଦ ଅରିବ ଅହମ୍ମଦ କହିଛନ୍ତି ଯେ ପର୍ଯ୍ୟଟନ ବିଭାଗକୁ ଏହି ଇମେଲ ମିଳିଛି। ଏନେଇ ତାଜଗଞ୍ଜ ଥାନାରେ ଏକ ମାମଲା…

ଯମଜ ସନ୍ତାନଙ୍କୁ ଜନ୍ମ ଦେଲେ ‘କୁଣ୍ଡଲି ଭାଗ୍ୟ’ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା

ମୁମ୍ବାଇ: ମା’ ବନିଲେ ଲୋକପ୍ରିୟ ଟେଲି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା। ନଭେମ୍ବର ୨୯ରେ ତାଙ୍କର ପ୍ରସବ ହୋଇଥିବା ବେଳେ ଆଜି ସେ ଏହି ଖୁସି ଖବର ନିଜ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ଶ୍ରଦ୍ଧା ଏକା ସାଙ୍ଗରେ ଗୋଟାଏ ପୁଅ ଓ ଗୋଟାଏ ଝିଅକୁ ଅର୍ଥାତ୍ ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି।…

‘ଅନୁପମା’ ଛାଡ଼ିଲେ ଅନୁଜ କପାଡ଼ିଆ ବନିିଥିବା ଗୌରଭ ଖାନ୍ନା

ମୁମ୍ବାଇ: ‘ଷ୍ଟାର୍‌ ପ୍ଲସ୍‌’ରେ ପ୍ରସାରିତ ଧାରାବାହିକ ‘ଅନୁପମା’କୁ ଗ‌ୋଟାଏ ପରେ ଗୋଟାଏ କଳାକାର ବିଦାୟ ଦେବାରେ ଲାଗିଛନ୍ତି। ଏବେ ସୋ’କୁ ବିଦାୟ ଦେଇଛନ୍ତି ଅନୁଜ କପାଡ଼ିଆ ଭୂମିକା ନିଭାଉଥିବା ଗୌରବ ଖାନ୍ନା। ତେବେ ମୁଖ୍ୟ ନାୟିକା ରୁପାଲୀ ଗାଙ୍ଗୁଲୀଙ୍କ କାରଣରୁ ଜଣେ ପରେ ଜଣେ…