Breaking News

ଗତ ୩ ବର୍ଷରେ ଯାଇଛି ୨୩୩ ଦାଦନଙ୍କ ଜୀବନ: ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ

ଭୁବନେଶ୍ବର: ଗତ ୩ ବର୍ଷରେ ଯାଇଛି ୨୩୩ ଦାଦନଙ୍କ ଜୀବନ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସେ କହିଛନ୍ତି, ବିଗତ ଦିନରେ ବଢିଛି ଦାଦନ ସମସ୍ୟା। ସେହି ସମସ୍ୟା ଏବେ ଗଞ୍ଜାମ ଜିଲ୍ଲାରେ ସବାଧିକ ହୋଇଛି। ଦାଦନ ସମସ୍ୟା ପରେ ଏବେ ଏବେ ଗଞ୍ଜାମ…

ଭାରତର ସହଯୋଗ ଲୋଡିଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ପକ୍ଷରୁ ଭାରତ ସହଯୋଗ ଲୋଡ଼ାଯାଇଛି। ଭାରତ ଏବଂ ତାଲିବାନ ମଧ୍ୟରେ ବନ୍ଧୁତା ନୂଆ ସ୍ତରରେ ପହଞ୍ଚିବାକୁ ଯାଉଛି। ଭାରତ ଏବଂ ତାଲିବାନ ସରକାରଙ୍କ ମଧ୍ୟରେ ରଣନୈତିକ ସହଯୋଗ ମଧ୍ୟ ବୃଦ୍ଧି ପାଇଛି ଯାହା ପୂର୍ବରୁ ସମ୍ଭବ ହେଉ ନ ଥିଲା।…

ଶୀତ ଦିନେ ଗରମ ପାଣିରେ ଗାଧୋଉଛନ୍ତି କି ? ଜାଣନ୍ତୁ ଏହା ଭଲ ନା ଖରାପ

ନୂଆଦିଲ୍ଲୀ,୦୩/୧୨: ଶୀତ ଦିନ ଆସିଲେ ପ୍ରାୟ ସମସ୍ତଙ୍କର ଗାଧୋଇବା ନେଇ ଚିନ୍ତା ବଢିଥାଏ । ଥଣ୍ଡା ପାଣିରେ ଗଧୋଇବା ମୁସ୍କିଲ ହୋଇପଡିଥାଏ । ତେଣୁ ପ୍ରାୟ ସମସ୍ତେ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରିଥାନ୍ତି । ତେବେ ଜାଣିଛନ୍ତି କି ଶୀତ ଦିନେ ଗରମ ପାଣିରେ ଗାଧୋଇଲେ ସ୍ବାସ୍ଥ୍ୟ ଉପରେ କଣ…

ଶ୍ୱାସ ରୋଗୀଙ୍କ ପାଇଁ ଯନ୍ତ୍ରଣାଦାୟକ ଶୀତଦିନ, ଜାଣନ୍ତୁ ଏହାର ଲକ୍ଷଣ ଓ ଚିକିତ୍ସା

ଭୁବନେଶ୍ୱର ୦୩/୧୨: ଶୀତଦିନ ଆଜ୍‌ମା(ଶ୍ୱାସ) ରୋଗୀଙ୍କ ପାଇଁ ଯନ୍ତ୍ରଣାଦାୟକ । ତେଣୁ ଶୀତ ଆସିବା କ୍ଷଣି ଏହି ରୋଗୀମାନେ ବିଶେଷ ସତର୍କ ହେବା ଜରୁରି । ଶ୍ୱାସନଳୀ ଭିତରେ ପ୍ରଦାହ ଜନିତ ସମସ୍ୟା ଦେଖାଦେଲେ ଶ୍ୱାସନଳୀ ସାମୟିକ ଭାବେ ସଙ୍କୁଚିତ ହୋଇଯାଏ । ଫଳରେ ଶ୍ୱାସକ୍ରିୟାରେ ଅସୁବିଧା ସୃଷ୍ଟି…

୨୨ରେ ବିବାହ ବନ୍ଧନରେ ବାନ୍ଧି ହେବେ ପିଭି ସିନ୍ଧୁ, ଭେଙ୍କଟ ଦତ୍ତ ସାଇଙ୍କ ସହ ନେବେ ସାତଫେରା ‌

ନୂଆଦିଲ୍ଲୀ,୦୩/୧୨: ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଆସନ୍ତା ୨୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ବେହାକୁ ଯାଉଛନ୍ତି । ସେ ହାଇଦ୍ରାବାଦର ଭେଙ୍କଟ ଦତ୍ତ ସାଇଙ୍କୁ ବିବାହ କରିବେ । ଉଦୟପୁରରେ ବିବାହ ଉତ୍ସବ ଆୟୋଜିତ ହେବ। ସିନ୍ଧୁ ଓ ସାଇଙ୍କ…

ଜାନୁଆରୀ ୨୮ରୁ ଜାତୀୟ କ୍ରୀଡ଼ା, ୩୬ କ୍ରୀଡ଼ା ଇଭେଣ୍ଟରେ ଭାଗ ନେବେ ୧୦୦୦ରୁ ଅଧିକ ଆଥଲେଟ୍

ନୂଆଦିଲ୍ଲୀ,୦୩/୧୨: ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ପକ୍ଷରୁ ୩୮ତମ ଜାତୀୟ କ୍ରୀଡ଼ା ପାଇଁ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି। ଏଥର ଉତ୍ତରାଖଣ୍ଡ ଏହି ମର୍ଯ୍ୟାଦାଜନକ କ୍ରୀଡ଼ା ଆୟୋଜନ କରିବ । ଆସନ୍ତା ବର୍ଷ ଜାନୁଆରୀ ୨୮ରୁ କ୍ରୀଡ଼ା ଆରମ୍ଭ ହୋଇ ଫେବ୍ରୁଆରୀ ୧୪ ତାରିଖରେ ଶେଷ ହେବ । ଦେଶର…

ମହଙ୍ଗା ହେବ କୋଲ୍ଡ ଡ୍ରିଙ୍କସ, ସିଗାରେଟ ଓ ତମାଖୁ, ୩୫% ଜିଏସଟି ଲଗାଇବାକୁ ସୁପାରିଶ୍

ନୂଆଦିଲ୍ଲୀ,୦୩/୧୨: ସିଗାରେଟ, ତମାଖୁ ସେବନ କରୁଥିବା ଲୋକଙ୍କ ପକେଟ୍ ହୋଇଯିବ ଖାଲି । ଆଗାମୀ ଦିନରେ ସେମାନଙ୍କ ଖର୍ଚ୍ଚ ବଢିବାକୁ ଯାଉଛି । ଏହି ଜିନିଷ ଉପରେ ଜିଏସଟି ବଢିବ । ଜିଏସଟି କାଉନସିଲ ବୈଠକ ପୂର୍ବରୁ ମନ୍ତ୍ରୀଙ୍କ ମଧ୍ୟରେ ବସିଥିବା ଏକ ବୈଠକରେ ତମାଖୁ ସାମଗ୍ରୀ ଉପରେ ୨୮%ରୁ ବଢି…

ପୋଲାଭରମ ପ୍ରକଳ୍ପରେ ବୁଡ଼ିବ ମାଲକାନଗିରିର ୨୦୦ରୁ ଅଧିକ ଗାଁ, ଆଜି ଦିଲ୍ଲୀ ଯାଇ ଫେରାଦ ହେବ ବିଜେଡି ଟିମ୍‌

ଭୁବନେଶ୍ୱର,୦୩/୧୨: ପୋଲାଭରମ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଗାଁ ବୁଡ଼ିଯିବ । ପ୍ରକଳ୍ପର ବର୍ଦ୍ଧିତ ଜଳଧାରଣ କ୍ଷମତା ଯୋଗୁ ମାଲକାନଗିରି ଅଞ୍ଚଳ ସାଙ୍ଘାତିକ ପ୍ରଭାବିତ ହେବ । ଏହା ବିରୋଧରେ କେନ୍ଦ୍ରୀୟ ଜଳ କମିଶନ(ସିଡବ୍ଲୁସି) ସମେତ ପ୍ରକଳ୍ପ ସମ୍ବନ୍ଧୀୟ…

ଯୌନ କର୍ମୀଙ୍କୁ ଅଧିକାର ଦେଇଥିବା ପ୍ରଥମ ଦେଶ: ମିଳିବ ମାତୃତ୍ୱ ଛୁଟି, ସ୍ୱାସ୍ଥ୍ୟ ବୀମା, ଭତ୍ତା

ନୂଆଦିଲ୍ଲୀ ୦୩/୧୨: ବିଶ୍ୱରେ ପ୍ରଥମ । ଯୌନ କର୍ମୀଙ୍କୁ ମାତୃତ୍ୱ ଛୁଟି, ଭତ୍ତା, ସ୍ୱାସ୍ଥ୍ୟ ବୀମା ଓ ଅସୁସ୍ଥତା ଜନିତ ଛୁଟି ସମେତ ଅନେକ ଅଧିକାର ପ୍ରଦାନ ଲାଗି ଘୋଷଣା କରିଛି ବେଲ୍‌ଜିୟମ୍‌ । ଏହି ନିୟମ ଜରିଆରେ ଯୌନ କର୍ମୀଙ୍କୁ ଅନ୍ୟ କର୍ମଚାରୀଙ୍କ ଭଳି ରୋଜଗାର ଓ ସୁରକ୍ଷା ପ୍ରଦାନ…

ସାଟେଲାଇଟ୍‌ ଭିଡ଼ରୁ ମହାକାଶରେ ଟ୍ରାଫିକ୍‌ ଜାମ୍‌ , ପୃଥିବୀକୁ ପରିକ୍ରମା କରୁଛନ୍ତି ୧୪,୦୦୦ରୁ ଅଧିକ ସାଟେଲାଇଟ୍‌

ନୂଆଦିଲ୍ଲୀ ୦୩/୧୨: ମହାକାଶରେ ଟ୍ରାଫିକ୍‌ ଜାମ୍‌ । ପୃଥିବୀର ନିମ୍ନ କକ୍ଷରେ ବୃଦ୍ଧି ପାଉଥିବା ଭିଡ଼ ମହାକାଶ ଗତିବିଧିର ସ୍ଥାୟୀତ୍ୱ ପ୍ରତି ବଡ଼ ବିପଦ ଭାବେ ଉଭା ହୋଇଛି । ଏ ମାମଲାରେ ଅନ୍ତର୍ଜାତୀୟ ସହଯୋଗ ବିନା ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଖୁବ୍‌ଶୀଘ୍ର ଅନୁପଯୋଗୀ ହୋଇଯିବ ବୋଲି…