Breaking News

ମିଳୁନାହାନ୍ତି ଓକିଲ; ଆର ମାସକୁ ଘୁଞ୍ଚିଲା ଚିନ୍ମୟ ଦାସଙ୍କ ଜାମିନ ଆବେଦନ ଶୁଣାଣି

ଢାକା: ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗତ ସପ୍ତାହରେ ଗିରଫ କରାଯାଇଥିଲା। ଏବେ ତାଙ୍କ ପକ୍ଷରୁ ଲଢୁଥିବା ଓକିଲଙ୍କୁ ଆକ୍ରମଣ କରାଯାଇଛି ବୋଲି ଅଭିଯୋଗ ଆସିଛି। ସେ ତାଙ୍କ ଘରେ ଥିବା ବେ‌ଳେ ଇସଲାମବାଦୀମାନେ ଅତି ନିର୍ମମ ଭାବରେ…

ବିଶ୍ୱର ରହସ୍ୟମୟ ମନ୍ଦିର,ଯେଉଁଠି ହୁଏ ଛାଡପତ୍ର; ମହିଳାଙ୍କୁ ଦିଆଯାଏ ସୁରକ୍ଷା

କନକ ବ୍ୟୁରୋ : ସମଗ୍ର ବିଶ୍ୱରେ ହଜାର ହଜାର ମନ୍ଦିର ରହିଛି,ପ୍ରତ୍ୟେକ ମନ୍ଦିର ସ୍ଥାପନା ପଛରେ ରହିଥାଏ କିମ୍ବଦନ୍ତୀ ଓ କିଛି ରୋଚକ ଇତିହାସ । କିଛି ମନ୍ଦିର ନିଜର ବାସ୍ତୁକଳା ପାଇଁ ଜଣାଶୁଣା ହୋଇଥିବାବେଳେ ଆଉ କିଛି ମନ୍ଦିର ଧାର୍ମିକ ମାନତ୍ୟ ପାଇଁ ମଧ୍ୟ ଜଣାଶୁଣା । ଭାରତରେ ଦେବାଦେବୀଙ୍କ…

ବିଧାନସଭାରେ ଉଠିଲା ‘ଦରମା ଓ ପେନସନ୍ ବୃଦ୍ଧି’ ପ୍ରସଙ୍ଗ । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି…

କନକ ବ୍ୟୁରୋ: ବିଧାନସଭା ଶୂନ୍ୟକାଳରେ ଉଠିଲା ବିଧାୟକମାନଙ୍କର ଦରମା ଓ ପୂର୍ବତନ ବିଧାୟକମାନଙ୍କର ପେନସନ୍ ବୃଦ୍ଧି ପ୍ରସଙ୍ଗ । ଏଥିସହ ବିଧାୟକମାନଙ୍କର ପାଣ୍ଠିକୁ ମଧ୍ୟ ୩ରୁ ୫ କୋଟିକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ବିଧାୟକ । ମଙ୍ଗଳବାର ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା…

କାଲି ଶ୍ରୀକ୍ଷେତ୍ରରୁ ନୌସେନାର ପରାକ୍ରମ ଦେଖିବ ବିଶ୍ୱ ; ଜାରି ହେଲା ଟ୍ରାଫିକ୍ କଟକଣା, ଜାଣନ୍ତୁ କେମିତି ଯିବେ…

କନକ ବ୍ୟୁରୋ: ଆସନ୍ତାକାଲି ପୁରୀରେ ପାଳନ ହେବ ନୌସେନା ଦିବସ । କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୌବୀରଙ୍କ ପରାକ୍ରମ ଦେଖିବାକୁ ଶ୍ରୀକ୍ଷେତ୍ରରେ ଜମିବ ପ୍ରବଳ ଭିଡ଼ । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।…

ବିଧାନସଭାରୁ ଆସିଲା ଚିନ୍ତାଜନକ ଖବର । ୫ ବର୍ଷରେ ଆଖି ବୁଜିଛନ୍ତି ୩୪ କଲରାପତରିଆ ବାଘ । ମନ୍ତ୍ରୀ ରଖିଲେ ପୂରା…

କନକ ବ୍ୟୁରୋ: ବାଘ ମୃତ୍ୟୁ ନେଇ ବିଧାନସଭାରୁ ଆସିଲା ଚିନ୍ତାଜନକ ଖବର । ଗତ ୫ ବର୍ଷ ଭିତରେ ରାଜ୍ୟରେ ଆଖି ବୁଜିଛନ୍ତି ୩୪ କଲରାପତରିଆ । ଏଥିସହ ୧୭ଟି ବାଘ ଶିକାର ଦ୍ୱାରା ଆଖି ବୁଜିଥିବାବେଳେ, ବିଦ୍ୟୁତ ଆଘାତରେ ୩ଟି ଆଉ ରେଳ ଦୁର୍ଘଟଣାରେ ଗୋଟିଏ ବାଘର ମୃତ୍ୟୁ ହେଇଛି । ଏନେଇ ଆଜି…

ଉତ୍ତର ପ୍ରଦେଶରୁ ଆସିଲା ଆଳୁ, ତଥାପି ଦରରେ ଲାଗୁନି ଲଗାମ୍ । ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଦର

କନକ ବ୍ୟୁରୋ : ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ, ପଶ୍ଚିମବଙ୍ଗରେ ତାତି । ଗୋଟିଏ ପଟେ ଆଳୁ ଦରକୁ ନେଇ ଓଡ଼ିଶାରେ ଖାଉଟି ଅସନ୍ତୁଷ୍ଟ । ଅନ୍ୟପଟେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପଶ୍ଚିମବଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଳୁ ବ୍ୟବସାୟୀ । ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ…

ଭିମସାରକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚରମ ବାଣୀ । ସାତ ଦିନ ଭିତରେ ଫାଇନ ସହ ନିୟମ ମାନିବାକୁ ତାଗିଦ୍

କନକ ବ୍ୟୁରୋ : ଭିମସାରକୁ ୭ ଦିନର ମହଲତ ଦେଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ସାତ ଦିନ ଭିତରେ ଫାଇନ ସହ ନିୟମ ମାନିବାକୁ ତାଗିଦ୍ । ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚରମବାଣି । ଜଳ ଓ ବାୟୁ ପ୍ରଦୂଷଣ ଅଧିନିୟମକୁ ଉଲ୍ଲଂଘନ କରିଥିବାରୁ ଗତବର୍ଷ ଭିମସାରକୁ ଫାଇନ କରିଥିଲା…

ଆଜି ସନ୍ଧ୍ୟାରେ ଆସୁଛନ୍ତି ମହାମହିମ । ସ୍ବାଗତ ପାଇଁ ଭୁବନେଶ୍ବରରେ ସ୍ବତନ୍ତ୍ର ପ୍ରସ୍ତୁତି । କଡ଼ା ସୁରକ୍ଷା ବଳୟରେ…

କନକ ବ୍ୟୁରୋ : ଆଜି ଆସୁଛନ୍ତି ମହାମହିମ । ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ଭୁବନେଶ୍ବରରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଆଜି ସନ୍ଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି…

ମହାରାଷ୍ଟ୍ର ରାଜନୀତି: ମୁଖ୍ୟମନ୍ତ୍ରୀ ପାଇଁ ସସପେନ୍ସ ଜାରି । ପର୍ଯ୍ୟବେକ୍ଷକ ରୁପାଣି କହିଲେ, ମୁଖ୍ୟମନ୍ତ୍ରୀ…

କନକବ୍ୟୁରୋ : ମହାରାଷ୍ଟ୍ର ନିର୍ବାଚନ ଫଳାଫଳକୁ ୧୦ ଦିନ ବିତିଲାଣି। କିନ୍ତୁ ଏଯାଏଁ ମୁଖ୍ୟମନ୍ତ୍ରୀ ନାଁରେ ମୋହର ବାଜିପାରୁନି। କିଏ ମୁଖ୍ୟମନ୍ତ୍ରୀ ପଦରେ ବସିବ ତାହାକୁ ନେଇ ଏବେ ବି ସସପେନ୍ସ । ବିଜେପି ମୁଖ୍ୟମନ୍ତ୍ରୀ ଆସନ ହାତେଇବ ଏହା ପ୍ରାୟତଃ ସ୍ପଷ୍ଟ ହୋଇସାରିଛି । ବିଜେପି…

ରାସ୍ତା ପଚାରିବା ଆଳରେ ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ନେଲେ ଦୁର୍ବୃତ୍ତ

ବୈପାରିଗୁଡ଼ା: ଭୋର୍ ସକାଳୁ ବୈପାରିଗୁଡ଼ା ତଳ ସାହିର ଅବସରପ୍ରାପ୍ତ ପୁଲିସ ଏସ୍ଆଇ ରବିନ୍ଦ୍ରନାଥ ଦାସଙ୍କ ପତ୍ନୀ ମଞ୍ଜୁଲତା ଦାସ ସବୁଦିନ ଭଳି ଆଜି ମଧ୍ୟ ଫୁଲ ତୋଳିବା ପାଇଁ ବାହାରିଥିଲେ। ବୀରଖମ୍ବ ସାହିର ଗୀର୍ଜାଘର ନିକଟରେ ଥିବା ଫୁଲ ଗଛରୁ ଫୁଲ ତୋଳୁ ଥିବାବେଳେ ତିନି ଜଣ ଦୁର୍ବୃତ୍ତ କଳା…