Breaking News

ତଳ ପାହାଚ

ଲଙ୍ଗ୍‌ୱେଙ୍କ ଅନୁସାରେ ମହିଳାଙ୍କର ସଶକ୍ତୀକରଣ ଆରମ୍ଭ ହୁଏ ଯେତେବେଳେ ସେମାନେ ପୁରୁଷଙ୍କ ଇଲାକାରେ ପ୍ରବେଶ କରି ସମ୍ବଳର ବ୍ୟବହାର ତାଙ୍କ ପହୁଞ୍ଚ ଭିତରକୁ ଆସେ; ସଶକ୍ତୀକରଣ ଦୃଢ଼ତର ହୁଏ ଯେତେବେଳେ ପୁରୁଷଙ୍କ ସହିତ ନାରୀଙ୍କର ସମାନ ଅଧିକାର ସମ୍ବନ୍ଧରେ ସମାଜରେ ବ୍ୟାପକ ସଚେତନତା ସୃଷ୍ଟି…

କେଉଁଟି ଭୁଲ୍‌, କେଉଁଟି ଠିକ୍‌

ବସନ୍ତ କୁମାର ଚୌଧୁରୀ ମେଡିକାଲ କଲେଜଗୁଡ଼ିକରେ ପଢ଼ିବା ପାଇଁ ଗଲା ମେ ମାସ ୫ ତାରିଖରେ ଆୟୋଜିତ ଏକକ ପ୍ରବେଶିକା ପରୀକ୍ଷା ‘ନିଟ୍‌’ ବିଭିନ୍ନ ବିଭ୍ରାଟ କାରଣରୁ ବିବାଦୀୟ ହୋଇ ଉଠିଥିଲା। ତହିଁରୁ ଗୋଟିଏ ଥିଲା କେତେକ ପ୍ରଶ୍ନର ଉତ୍ତରକୁ ନେଇ ସୃଷ୍ଟ ଦ୍ବନ୍ଦ୍ବ। ଏଭଳି ଦ୍ବନ୍ଦ୍ବ ଅନେକ…

କଥାଟିଏ-ଯାଯାବର: ଜୀବନ ଚାଲିଛି ତ ଚାଲିଛି

ଆମେ କେମିତି ବେହୋସ ଭାବେ ଜୀବନକୁ କାଟି ‌େଦଇଥାଉଁ, ସେ ସମ୍ବନ୍ଧରେ ୟୁ.ଜି.କେ. ବୁଝାଇବାକୁ ଯାଇ ଏହି କାହାଣୀଟି କହିଥିଲେ। ଜଣେ ଯୁବକର ଦୁଇଟି ବହୁ ମୂଲ୍ୟବାନ ରତ୍ନ ପଥର ହଜିଗଲା। ସେ ବ୍ୟଥିତ ହୋଇ ତା’ ଗୁରୁଙ୍କ ପାଖକୁ ଆସି ସବୁ କହିଲା। ଗୁରୁ ପଚାରିଲେ- ହଜାଇଲୁ କେଉଁଠି? ଯୁବକ…

ଚମତ୍କାର ୨୪: ୧୦ ଚର୍ଚ୍ଚିତ ହତ୍ୟାକାଣ୍ଡ

୨୦୨୪ ମସିହାରେ ଦେଶର ବିବେକକୁ ଦୋହଲାଇ ଦେବା ଭଳି ଅନେକ ହତ୍ୟା ଅପରାଧ ଘଟିଛି। ଆର୍‌ଜି କର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାଠାରୁ ଆରମ୍ଭ କରି ମହାଲକ୍ଷ୍ମୀ ହତ୍ୟା ଏବଂ ଆମେଥି ଦଳିତ ପରିବାର ହତ୍ୟା ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ବର୍ଷକ ମଧ୍ୟରେ‌ ଦେଶରେ ଘଟିଥିବା ୧୦ଟି ବଡ଼…

ଆଳୁକୁ ଜଳବାୟୁ ପରିବର୍ତ୍ତନ ବିପଦ!

ଚଳିତ ଶତାବ୍ଦୀର ଶେଷ ଆଡ଼କୁ ବିଶ୍ବର ସାଧାରଣ ତାପମାତ୍ରା ଶିଳ୍ପଯୁଗ ପୂର୍ବର ତାପମାତ୍ରା ଠାରୁ ୩.୧ ଡିଗ୍ରି ସେଲ୍‌ସିଅସ୍‌ ଅଧିକ ହୋଇଯିବ ବୋଲି ଆକଳନ କରାଯାଉଛି। ଚୀନୀ କୃଷକମାନେ ସେମାନଙ୍କ ଆଳୁ ଫସଲ ଉତ୍ପାଦନରେ ଏବରୁ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଅନୁଭବ କରୁଥିବା ବେଳେ ୨୧୦୦ ମସିହା…

ପରିବେଶ ଯୋଦ୍ଧା: କଙ୍କଡ଼ାବିଛାଙ୍କ ସୁରକ୍ଷାରେ ସୁଧୀର

ସହର ହେଉ ବା ଗାଁ କିମ୍ବା ଘଞ୍ଚ ଜଙ୍ଗଲ, ସବୁଆଡ଼େ ଭିନ୍ନ ଭିନ୍ନ ପ୍ରଜାତିର କଙ୍କଡ଼ାବିଛା ଦେଖିବାକୁ ମିଳିଥା’ନ୍ତି। କିନ୍ତୁ କେତେ ଜାତିର କଙ୍କଡ଼ାବିଛା ଓଡ଼ିଶାରେ ଅଛନ୍ତି, ସେମାନଙ୍କ ସଂଖ୍ୟା କେତେ, ସେମାନଙ୍କ ପାରିପାର୍ଶ୍ବିକ ବ୍ୟବହାର କେମିତି ଏବଂ ପ୍ରଦୂଷଣ ତଥା ସହରୀକରଣ ଯୋଗୁଁ କେତେ…

ପରିବେଶ ପାଇଁ: ବଦଳିବ ପର୍ଯ୍ୟଟନ ନୀତି!

ଅନିୟନ୍ତ୍ରିତ ପର୍ଯ୍ୟଟକ ଆଗମନ ଏବେ ପରିବେଶବିତ୍‌ଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। କୌଣସି ଅଞ୍ଚଳର ବିକାଶରେ ପର୍ଯ୍ୟଟନ ଶିଳ୍ପର ପ୍ରମୁଖ ଭୂମିକା ରହିଥିବା ବେଳେ ପାରମ୍ପରିକ ପର୍ଯ୍ୟଟନ ନୀତିର ପୁନର୍ବିଚାର କରାଯିବା ଉଚିତ ବୋଲି ବିଶ୍ୱ ସମୁଦାୟ ମତ ଦେଇଛନ୍ତି। କ୍ରମବର୍ଦ୍ଧିଷ୍ଣୁ ଜଳବାୟୁ…

ଟାୟାରରୁ ୩୦ ପ୍ରତିଶତ ଅଣୁପ୍ଳାଷ୍ଟିକ୍‌ ପ୍ରଦୂଷଣ

ଏକ ଆକଳନ ଅନୁଯାୟୀ, ପ୍ରତିବର୍ଷ ବିଶ୍ବବ୍ୟାପୀ ଚଳପ୍ରଚଳ କରୁଥିବା କୋଟି କୋଟି ସଂଖ୍ୟକ ଗାଡ଼ିମୋଟର ଚକରୁ ଘୋରି ହୋଇ ପ୍ରାୟ ୬ ନିୟୁତ କୋଟି ଟନ୍‌ର ଟାୟାର ଟୁକୁରା ଅଣଦେଖା ବର୍ଜ୍ୟ ହୋଇ ପରିବେଶରେ ମିଶୁଛି। ସେଗୁଡ଼ିକ ମାଟି, ପାଣି ଓ ପବନ ସମେତ ଆମ ଖାଦ୍ୟରେ ମିଶି ନାନା ସମସ୍ୟା ସୃଷ୍ଟି…

ବିଜୟଙ୍କ ଗୋଟି ଚାଳନା: ଭାଙ୍ଗିଲା ଦେବୀଙ୍କ ବଡ଼ମ୍ବା ଗଡ଼

କଟକ: କଟକ ରାଜନୀତିରେ ବିଜେପି ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛି। ବିଜେଡିର ହେଭିୱେଟ୍‌ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଗଡ଼ ବଡ଼ମ୍ବା ପଞ୍ଚାୟତ ସମିତିକୁ ନିଜ ଦଖଲକୁ ନେବାରେ ଆଜି ସଫଳ ହୋଇଛି ବିଜେପି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ…

ବଦଳିବ ଜିଡିପି ହିସାବ: ୨୦୨୨-୨୩ ହେବ ନୂଆ ଆଧାର ବର୍ଷ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମୋଟ ଘରୋଇ ଉତ୍ପାଦ (ଜିଡିପି) ହିସାବରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏଥିପାଇଁ ବ୍ୟବହାର କରାଯାଉଥିବା ଆଧାର ବର୍ଷକୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଏଭଳି ଏକ ସମୟରେ ଏହି ପଦକ୍ଷେପ ନିଆଯାଇଛି ଯେତେବେଳେ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ…