Breaking News

୧୩ ହଜାର ୩୭୩ ପୁଲିସ ପଦବୀ ଖାଲି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ୧୩ ହଜାର ୩୭୩ ପୁଲିସ ପଦବୀ ଖାଲି ପଡ଼ିଛି। ଅଗ୍ନିଶମ ବିଭାଗରେ ପଦବୀ ମଧ୍ୟ ଖାଲି ରହିଛି। ସେହିପରି ହୋମଗାର୍ଡ ପଦବୀ ଖାଲି ପଡ଼ିଛି। ସୋମବାର ବିଧାନସଭାରେ ଗୃହ ବିଭାଗକୁ ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନ ନେଇ ମୁଖ୍ୟମନ୍ତ୍ରୀ…

ଆସିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ସଂପୂର୍ଣ୍ଣ ସୂଚୀ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସୂଚୀ ସାମ୍ନାକୁ ଆସିଛି। ଆସନ୍ତା ୩ ତାରିଖ ମଙ୍ଗଳବାର ଅପରାହ୍ନ ୨ଟା ୩୦ମିନିଟ ସମୟରେ ରାଷ୍ଟ୍ରପତି ଭବନରୁ ବାହାରି ପାଲାମ୍ ବିମାନବନ୍ଦରରୁ ସ୍ବତନ୍ତ୍ର ବାୟୁସେନାର ବିମାନ ଯୋଗେ ବାହାରି ସନ୍ଧ୍ୟା ୫ଟା ସମୟରେ ଭୁବନେଶ୍ୱର ବିଜୁ…

ବିଜେପିରେ ଯୋଗ ଦେଲେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି

ବଡ଼ମ୍ବା/ଭୁବନେଶ୍ବର: ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେପିରେ ଯୋଗ ଦେଇଛନ୍ତି। ସେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଏଥିଲାଗି ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ରଘୁପତି…

ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ. ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ଥାନା ବାଲିଜୋରୀ ଗାଁ ବିଲ ମଝିରେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି। ଏହାକୁ ନେଇ ହତ୍ୟା ସନ୍ଦେହ କରାଯାଉଛି। ମୃତକ ବାଲିଜୋରୀ ଗାଁର ବୀରେନ୍ଦ୍ର ମାଝୀ ବୋଲି ଜଣାପଡ଼ିଛି । ସେ ଗାଁରେ ଟ୍ରାକ୍ଟର ଚଲାଉଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ…

କୃଷକ ପଦଯାତ୍ରା ପୂର୍ବରୁ ଦିଲ୍ଲୀରେ ଭୟଙ୍କର ଟ୍ରାଫିକ୍‌ ଜାମ୍‌

ଲ‌କ୍ଷ୍ନୌ: ଉତ୍ତର ପ୍ରଦେଶର କୃଷକମାନେ ଆଜି ନୋଏଡା ଠାରୁ ଦିଲ୍ଲୀର ସଂସଦ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଏକ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଥିବା ବେଳେ ପ୍ରବଳ ମାତ୍ରାରେ ଟ୍ରାଫିକ୍‌ ଜାମ୍‌ ହୋଇଛି। କୃଷକମାନେ ମଧ୍ୟାହ୍ନ ୧୨ଟାରୁ ସେମାନଙ୍କ ପଦଯାତ୍ରା ଅରମ୍ଭ କରିବେ। ସୋମବାର ସଂସଦ…

କନ୍ନଡ ଅଭିନେତ୍ରୀ ଶୋଭିତା ଶିବନ୍ନାଙ୍କ ଆତ୍ମହତ୍ୟା, ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ

ହାଇଦ୍ରାବାଦ ୦୨/୧୨: କନ୍ନଡ ଅଭିନେତ୍ରୀ ଶୋଭିତା ଶିବନ୍ନାଙ୍କ ମୃତଦେହ ତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଛି । ତାଙ୍କ ମୃତଦେହ ଶ୍ରୀରାମ ନଗର କଲୋନିସ୍ଥିତ ଘର ଭିତରେ ସିଲିଂ ଫ୍ୟାନ୍‌ରେ ଝୁଲୁଥିବା ବେଳେ ପୁଲିସ ଉଦ୍ଧାର କରିଛି । ପ୍ରାଥମିକ ଅନୁସନ୍ଧାନରୁ ସେ ଆତ୍ମହତ୍ୟା…

ମନ୍ଦିରରେ କେକ୍ କାଟି ଅଡୁଆରେ ମେଡଲ, ସମାଲୋଚନା କଲେ ୟୁଜର୍ସ

ଲକ୍ଷ୍ନୌ,୦୨/୧୨: ମନ୍ଦିରରେ ଜନ୍ମଦିନ ପାଳି ଅଡୁଆରେ ପଡିଛନ୍ତି ଜଣେ ମଡେଲ । ବାରଣୀସୀ କାଳ ଭୈରଭ ମନ୍ଦିରରେ ଜନ୍ମଦିନ କେକ୍ କାଟି ବିବାଦରେ ପଡିଛନ୍ତି ଜଣେ ମଡେଲ । ତାଙ୍କ ନାମ ହେଉଛି ମମତା ରାଏ । ମନ୍ଦିର ଭିତରେ କେକ୍ କାଟିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମଡେଲ…

ଥଣ୍ଡା ପବନ ଯୋଗୁଁ ଆର୍ଦ୍ରତା କମୁଛି, ଚମ ଶୁଖିବାରୁ ଦେହ ଫାଟୁଛି

ଭୁବନେଶ୍ୱର ୦୨/୧୨: ଆରମ୍ଭ ହେଲାଣି ଶୀତ । ଦିନ ସାରା ଥଣ୍ଡା ପବନରେ ଦେହ ହାତ ଥରିଯାଉଛି । ରାତି ହେଲେ ତାପମାତ୍ରା ୧୫ରୁ ୧୬ ଡିଗ୍ରୀ ରହୁଛି । ଶୀତ ଓ ଥଣ୍ଡା ପବନ କାରଣରୁ ବାୟୁମଣ୍ଡଳରେ ଆର୍ଦ୍ରତା କମୁଛି । ଫଳରେ ଚର୍ମ ଶୁଷ୍କ ହେବା ସହ ଲୋକଙ୍କ ଦେହ ଫାଟିବା ଆରମ୍ଭ ହେଲାଣି । ଏମିତି କି…

୨୦୨୫ ରେ ହେବ ୨ଟି ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେଉଁ ସମୟରେ ଲାଗିବ…

ନୂଆଦିଲ୍ଲୀ, ୦୨/୧୨: ଆଗକୁ ଆସୁଛି ନୂଆବର୍ଷ । ସମସ୍ତେ ୨୦୨୫ର ଆଗମନକୁ ଚାହିଁ ବସିଛନ୍ତି । ବର୍ଷ ଆରମ୍ଭ ନ ହେଉଣୁ ଚର୍ଚ୍ଚାର ବିଷୟ ହେଲାଣି ଚନ୍ଦ୍ର ଗ୍ରହଣ । କାରଣ ଆସନ୍ତା ବର୍ଷ ଦୁଇଟି ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଯାହା ବିଷୟରେ ଜ୍ୟୋତିର୍ବିଦମାନେ ପୂର୍ବାନୁମାନ କରିଛନ୍ତି । ତେବେ…

ପରିଶ୍ରମ ଅନୁସାରେ ଫଳପ୍ରାପ୍ତ ହେଉନାହିଁ ? ଭାଗ୍ୟ ବଦଳାଇଦେବ ଗୁଜୁରାତିର ଏହି ଉପାୟ

-ଜ୍ୟୋତିଷୀ କହେ, ଧନର ଦେବୀ ମା’ଲକ୍ଷ୍ମୀ ଗୁଜୁରାତି ପ୍ରିୟ । ୫ଟି ସବୁଜ ଗୁଜରାତି ମା’ଙ୍କ ଉଦ୍ଦେଶ୍ୟରେ ଅର୍ପଣ କରି ଆଲମାରୀରେ ରଖିଦିଅନ୍ତୁ । ଏହା ଫଳରେ ମା’ଙ୍କ କୃପା ପ୍ରାପ୍ତ ହୋଇପାରିବେ । ଋଣ ଭାର ଥିଲେ ତାହା ହାଲ୍‌କା ହୋଇଯିବ ଏବଂ ଧନ ଆଗମନର ଦ୍ୱାରା ଉନ୍ମୁକ୍ତ ହୋଇଯିବ । -ଯଦି…