Breaking News

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସୋର ସେକସନ୍‌ ସିଗନାଲ ଜେଇଙ୍କ ଠିକଣାରେ ‘ସିବିଆଇ’ର ଚଢ଼ଉ, ଘର ସିଲ୍‌

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ସିବିଆଇ ଆଜି ସୋର ସେକସନ ସିଗନାଲ ଜୁନିୟର ଇଂଜିନିୟର (ଜେଇ)ଙ୍କ ଭଡ଼ା ଘରେ ଚଢ଼ଉ କରିଛି। ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ କମରପୁରସ୍ଥିତ ସୋର ସେକସନ ସିଗନାଲ ଜେଇ ଅମୀର ଖାନଙ୍କ ଠିକଣାରେ ଆଜି ସିବିଆଇ ଚଢ଼ଉ ପରେ ଘର ସିଲ…

ନୂଆ ନିୟମ…ପରକୀୟା ପ୍ରୀତିରେ ଲିପ୍ତ କର୍ମଚାରୀ ଚାକିରିରୁ ବିଦା ହେବେ !

ବେଜିଂ : ଏଣିକି ଅଫିସ୍‌ରେ ପରକୀୟା ପ୍ରୀତି ରଖିଲେ ଚାକିରିରୁ ବିଦା ହେବେ । କାରଣ ଅଫିସ୍‌ରେ ପରକୀୟ ପ୍ରୀତି, ଅଫିସ୍‌ ବାତାବରଣକୁ ଖରାପ କରିଥାଏ । ଏହାସହ କାମ ମଧ୍ୟ ପ୍ରଭାବିତ ହୋଇଥାଏ । କର୍ମଚାରୀମାନେ କାମ କରିବା ପରିବର୍ତ୍ତେ ଅଯଥା ଆଲୋଚନା ବେଶି କରିଥାନ୍ତି । ଖାଲି ସେତିକି ନୁହେଁ,…

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌: ଭାରତ ବିଜେତା

ଭୁବନେଶ୍ବର : ଭାରତ ଦ୍ବିତୀୟ ଥର ଲାଗି ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ବିଜେତା ହୋଇଛି। ପ୍ରଥମ ଥର ଭୁବନେଶ୍ବରସ୍ଥିତ କଳିଙ୍ଗ ‌ଷ୍ଟାଡିୟମରେ ଖେଳାଯାଇଥିବା ଏହି ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ୧୦୧ ମାନ୍ୟତାପ୍ରାପ୍ତ ଭାରତ ୨-୦ ଗୋଲ୍‌ରେ ନିଜଠୁ…

କୋର୍ଟରେ ହାଜର ହେଲେ ଅମିଷା; ମିଳିଲା ଆଶ୍ବସ୍ତି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ସିନେମାରେ ତାଙ୍କ ଅଭିନୟ ଯାଦୁ ପାଇଁ ଏବେ ବି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ପାଇ ପାରିଛନ୍ତି। ଅମିଷା କିଛିଦିନ ହେବ ଏକ ଠକେଇ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଯେଉଁ କାରଣରୁ ଦିନକୁ ଦିନ ତାଙ୍କ ଅସୁବିଧା ବଢିବାରେ ଲାଗିଛି । ଶନିବାର…

ଓଡ଼ିଶାକୁ ମିଳିଲା ଚତୁର୍ଥ ଜାତୀୟ ଜଳ ପୁରସ୍କାର, ଦେଶର ଶ୍ରେଷ୍ଠ ଜିଲା ଭାବେ ଗଞ୍ଜାମ ଜିଲା ପୁରସ୍କୃତ

ଭୁବନେଶ୍ବର: ଜଳସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ଓଡ଼ିଶାକୁ ଆଜି ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ସମ୍ମାନଜନକ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ପ୍ରଦାନ କରାଯାଇଛି । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ…

କନ୍ଧମାଳର ବିକାଶରେ ଆସିବ ବୈପ୍ଳବିକ ପରିବର୍ତ୍ତନ, ସ୍ୱାସ୍ଥ୍ୟ ସେବାରେ ବଡ ରୂପାନ୍ତର ଆଣିବ ମେଡିକାଲ କଲେଜ

ମେଡିକାଲ କଲେଜରେ ଆସନ୍ତା ବର୍ଷରୁ ପାଠ୍ୟକ୍ରମ ଆରମ୍ଭ ହେବ ମିଶନ ଶକ୍ତି କାଫେରେ ଖାଇଲେ ୫-ଟି ସଚିବ ମହାନଦୀରୁ ପାଣି ଆଣିବା ପାଇଁ ୫୦୦ କୋଟି ଟଙ୍କାର ଟେଣ୍ଡର ୭ ଦିନ ମଧ୍ୟରେ କସମ୍ ପାଇଁ ହେବ ରିଭଲଭିଂ ଫଣ୍ଡ ଦାରିଙ୍ଗବାଡ଼ିରେ ଆମ ହଷ୍ଟିଟାଲ ରୁପାନ୍ତରୀକରଣ ପାଇଁ ୨କୋଟି ୭୦ଲକ୍ଷ…

ଆଦିବାସୀ ବହୁଳ ଗୋଡିବାରୀ ଗାଁରେ ନିଆରା ରଜ ମହୋତ୍ସବ

ଭୁବନେଶ୍ୱର: ପୁରପଲ୍ଲୀ ସବୁଠି ପରମ୍ପରା ମଣ୍ଡିତ ରଜ ମହୋତ୍ସବ। ରଜସ୍ୱଳା, ପ୍ରକୃତିର ଅନବଦ୍ୟ ସୃଷ୍ଟି ସଂରଚନାର ସଂକେତ। ପ୍ରକୃତି ସ୍ଵରୂପିଣୀ ନାରୀ ସମ୍ମାନରେ ଆୟୋଜିତ ହୋଇଥାଏ ଏହି ଗଣପର୍ବ। ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଦିବାସୀ ବହୁଳ ଗୋଡିବାରି ଗାଁ ବାଦ୍ ପଡିନି ଏଥିରୁ। ଏହି…

ପ୍ରାଣବାୟୁ ଉଡିବା ପୂର୍ବରୁ ପ୍ରେମିକାକୁ ଆକୁଳ ନିବେଦନ କରିଥିଲେ ପ୍ରେମିକ ଡିଜେ ଆଜେକ୍ସ

ଭୁବନେଶ୍ୱର: ଭୁବନେଶ୍ବରରେ ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା । ସାମ୍ନାକୁ ଆସିଲା ଆଜେକ୍ସଙ୍କ ମୃତ୍ୟୁ ପୂର୍ବରୁ ଶେଷ ଭିଡ଼ିଓ । ପ୍ରାଣବାୟୁ ଉଡିବା ପୂର୍ବରୁ ପ୍ରେମିକାକୁ ଆକୁଳ ନିବେଦନ । ଛାତି ଫଟାଇ ଚିତ୍କାର କରି କାନ୍ଦିଥିଲେ ଆଜେକ୍ସ । ମୋ ଜୀବନ ଫେରେଇ ଦିଅ । ତମେ ଉପହାର ଦେଇଥିବା ବ୍ଳାକ…

ବଢ଼ିଲା ଗ୍ରୀଷ୍ମ ଛୁଟି: ଜୁନ ୧୯ ନୁହେଁ ୨୧ରେ ଖୋଲିବ ବିଦ୍ୟାଳୟ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଖରା ଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ଯୋଗୁଁ ଗ୍ରୀଷ୍ମ ଛୁଟିକୁ ୨ ଦିନ ବଢ଼ାଇ ଦିଆଯାଇଛି। ଜୁନ ୧୯ ପରିବର୍ତ୍ତୋ ଜୁନ ୨୧ରେ ଖୋଲିବ…

ନକଲି ମହାପ୍ରସାଦ ପ୍ରସ୍ତୁତ-ଭକ୍ତଙ୍କ ବିଶ୍ୱାସ ସହିତ ସାଂଘାତିକ ଖେଳ

ପୁରୀ: ମହାପ୍ରସାଦ ନାଁରେ ଭକ୍ତଙ୍କ ଭାବାବେଗ ସହ ଖେଳ । ଅଣସର ଘରେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏହି ସମୟରେ ପୁରୀ ପର୍ବତୀପୁର ପାଇକ ସାହିରୁ ଆସିଛି ବେଆଇନ ଭାବେ ଅବଢ଼ା ପ୍ରସ୍ତୁତି ଓ ବିକ୍ରି ଅଭିଯୋଗ । ଖବର ପାଇ ଗଣମାଧ୍ୟମ ସେଠାରେ ପହଞ୍ଚିଥିବା ବେଳେ ସାମ୍ବାଦିକଙ୍କୁ ଦେଖି ପ୍ରସ୍ତୁତକାରୀ…