Breaking News

ଆଇନଷ୍ଟାଇନ୍‌ ଓ ହକିଙ୍ଗଙ୍କୁ ପଛରେ ପକାଇଲା ୧୦ ବର୍ଷୀୟ ବାଳକର ବୁଦ୍ଧିମତା…

ନୂଆଦିଲ୍ଲୀ ୦୨/୧୨: ବ୍ରିଟେନ୍‌ ନିବାସୀ ଭାରତୀୟ ବଂଶୋଦ୍ଭବ କ୍ରିଶ ଅରୋରା(୧୦) ଏବେ ଚର୍ଚ୍ଚାରେ । ଆଇକ୍ୟୁ ମାମଲାରେ ନିକଟରେ ସେ ଆଲବର୍ଟ ଆଇନଷ୍ଟାଇନ୍‌ ଓ ଷ୍ଟିଫେନ୍‌ ହକିଙ୍ଗଙ୍କୁ ପଛରେ ପକାଇ ଦେଇଛନ୍ତି । ଆଇକ୍ୟୁ ସ୍କୋର ୧୬୨ ହାସଲ କରି ସାରା ବିଶ୍ୱକୁ ଚକିତ କରିଦେଇଛନ୍ତି ସେ । ଏହି…

ଏଥର କୁମ୍ଭମେଳାର ପ୍ରମୁଖ ଆକର୍ଷଣ ଡୋମ୍ ସିଟି, ୧୮ ଫୁଟ ଉପରୁ ମେଳାର ଭବ୍ୟ ଦୃଶ୍ୟ ଦେଖିପାରିବେ ପର୍ଯ୍ୟଟକ

ଲକ୍ଷ୍ନୌ, ୦୨/୧୨ : ପ୍ରୟାଗରାଜରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ୨୦୨୫। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଦେଶ-ବିଦେଶରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସଜେଇ ହେଉଛି ପ୍ରୟାଗରାଜ। କୁମ୍ଭମେଳାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଅଣ୍ଟା…

ପୁରୁଷ ଜୁନିୟର ଏସିଆ କପ୍‌ ହକି: ଦକ୍ଷିଣ କୋରିଆକୁ ହରାଇଲା ଭାରତ, ସେମି ଫାଇନାଲ୍‌ ମାଲେସିଆକୁ ଭେଟିବ

ମସ୍କଟ,୨/୧୨: ପୁରୁଷ ଜୁନିୟର ଏସିଆ କପ୍‌ ହକିରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ପୁଲ୍‌ ପର୍ଯ୍ୟାୟରେ ଅପରାଜେୟ ସହ ସେମି ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୩ ତାରିଖରେ ଖେଳାଯିବାକୁ ଥିବା ସେମି ଫାଇନାଲରେ ମାଲେସିଆକୁ ଭେଟିବ । ସେମିତି ଦ୍ୱିତୀୟ ସେମି ପାକିସ୍ତାନ ଓ ଜାପାନ ମଧ୍ୟରେ…

ମ୍ୟାକ୍ସ ଭର୍ଷ୍ଟାପେନ ଜିତିଲେ କତାର ଗ୍ରାଁପ୍ରି, କ୍ୟାରିୟରରେ ଚତୁର୍ଥ ବିଶ୍ୱ ଟାଇଟଲ ​‌କଲେ ହାସଲ

ଲୁସେନ (କତାର),୦୨/୧୨: ରେଡ୍‌ବୁଲ ଚାଳକ ମ୍ୟାକ୍ସ ଭର୍ଷ୍ଟାପେନ ଚଳିତ ଫର୍ମୁଲା-ୱାନ ସିଜନରେ ଚାମ୍ପିଅନ ହେବା ସହ କ୍ୟାରିୟରରେ ଚତୁର୍ଥ ବିଶ୍ୱ ଟାଇଟଲ ହାସଲ କରିସାରିଛନ୍ତି । ସିଜନର୨୩ତମ ରେସ୍‌ କତାର ଗ୍ରାଁପ୍ରିରେ ସେ ବେଶ ନାଟକୀୟ ଭାବେ ଚାମ୍ପିଅନ ହୋଇଥିଲେ। ମ୍ୟାକଲରେନ ଚାଳକ ଲାଣ୍ଡୋ…

ଦୀର୍ଘଦିନ ଛୁଟିରେ ଥିବା ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର, ୦୨/୧୨ : ୧୯୬ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଦୀର୍ଘଦିନ ଛୁଟିରେ ଥିବାରୁ ଏହି ଡାକ୍ତରଙ୍କ ଉପରେ ଆକ୍ସନ୍ ନିଆଯିବ। ରାଜ୍ୟରେ ୧୯୬ ଜଣ ଡାକ୍ତର ବିଭିନ୍ନ କାରଣ ଦର୍ଶାଇ ଦୀର୍ଘଦିନ ହେଲା ଛୁଟିରେ ଅଛନ୍ତି। ନିୟମ ଅନୁସାରେ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ନେବେ।…

ଗୋରୁ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ: ୨ ଗୋରୁ ମୃତ, ଡ୍ରାଇଭର ଗୁରୁତର

କେନ୍ଦୁଝର,୦୨/୧୨: ବୋଲେରୋରେ ଗୋରୁ ଚାଲାଣ ବେଳେ ଦୁର୍ଘଟଣା ଗ୍ରସ୍ତ ହେଲା ଗାଡ଼ି । ଦ୍ରୁତ ଗତିରେ ଯାଇ ଟ୍ରକ୍ ପଛରେ ପିଟି ହେଲା ବୋଲେରୋ । ଗାଡ଼ିରେ ୬ଟି ଗୋରୁ ଚାଲାଣ ହେଉଥିବା ବେଳେ ଦୁଇଟି ଗୋରୁଙ୍କ ମୃତ୍ୟୁ ହୋଇଛି । ଆଉ ଦୁଇ ଗୋରୁଙ୍କ ସମେତ ଗାଡିର ଡ୍ରାଇଭର ଗୁରୁତର ହୋଇଛନ୍ତି ।…

ଇପିଏଫ୍‌ଓ ଅଟୋକ୍ଲେମ ସେଟଲ୍‌ମେଣ୍ଟ ସୀମା ବୃଦ୍ଧି, ୧ ଲକ୍ଷ ଟଙ୍କା ଯାଏ କରିପାରିବେ କ୍ଲେମ

ନୂଆଦିଲ୍ଲୀ,୦୨/୧୨: ହିତାଧିକାରୀଙ୍କ ସୁବିଧାକୁ ନଜରରେ ରଖି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍‌ଓ) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଇପିଏଫ୍‌ଓ ଅଟୋକ୍ଲେମ ସେଟଲମେଣ୍ଟ ସୀମାକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ହିତାଧିକାରୀ ଏବେ ଅଟୋମେଟେଡ…

ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରି ଉଠିଲା ଘରଦ୍ଵାର

ପାଟଣା, ୦୨/୧୨ : ପୁଣି ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ। ଥରି ଉଠିଲା ଘରଦ୍ଵାର ସହ ଝରକା କବାଟ। କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଏଭଳି ଶବ୍ଦ ଶୁଣିବାକୁ ମିଳିଛି। ଫଳରେ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ସୂଚନାନୁଯାୟୀ, ସୋମବାର ପାଟଣା, ସାହାରପଡା, ଉଖୁଣ୍ଡା, ତୁରୁମୁଙ୍ଗା ଆଦି…

ଲାଲବାହିନୀର ବର୍ବରକାଣ୍ଡ, ମୋବାଇଲ୍ ଟାୱାର ଉଡାଇଦେଲେ ମାଓବାଦୀ

ମାଲକାନଗିରି, ୦୨/୧୨ : ଲାଲବାହିନୀର ବର୍ବରକାଣ୍ଡ। ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲା ମୋରମେଡ ଗ୍ରାମରେ ମାଓହିଂସା। ମୋବାଇଲ୍ ଟାୱାର ଉଡାଇଦେଲେ ମାଓବାଦୀ। ସୂଚନାନୁଯାୟୀ, ବିଜାପୁର ଜିଲ୍ଲା ମୋରମେଡ ଗ୍ରାମରେ ଗତ କିଛି ଦିନ ତଳେ ଏକ ମୋବାଇଲ ଟାୱାର ସେବା ଆରମ୍ଭ ହୋଇଥିଲା।…

ମହାନଦୀକୁ ଡେଇଁ ଆତ୍ମହତ୍ୟା, ମୃତଦେହ ଜବତ କରିବ ପରିଚୟ ଖୋଜୁଛି ପୋଲିସ

କଟକ ୦୨/୧୨: ମହାନଦୀକୁ ଡେଇଁ ଆତ୍ମହତ୍ୟା। ତୁଳସୀପୁର ଆଖଣ୍ଡଳ ମଣି ମନ୍ଦିର ନିକଟରେ ନଦୀକୁ ଡେଇଁ ଆତ୍ମହତ୍ୟା କଲେ ଜଣେ ବ୍ୟକ୍ତି। ନଦୀରୁ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଓ ପୋଲିସ । ପରେ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଥିବା ଜଣାପଡିଛି। ପୋଲିସ ଏକ ଅପମୃତ୍ୟୁ ମାମଲା…