Breaking News

ପୁଡ଼ୁଚେରୀରେ ୩୦ବର୍ଷ ମଧ୍ୟରେ ସର୍ବାଧିକ ବର୍ଷା: ଚେନ୍ନାଇରେ ବର୍ଷାଜନିତ କାରଣରୁ ୩ ମୃତ

ଚେନ୍ନାଇ: ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଶନିବାର ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ ଫେଙ୍ଗଲ ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚେନ୍ନାଇରେ ବିଦ୍ୟୁତ୍ ଆଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବଡ଼ ଧରଣର କ୍ଷୟକ୍ଷତି ଖବର…

ଚୀନ୍‌ର ‘ଉଇଘର ଦମନଲୀଳା’ ନେଇ ଜାତିସଂଘରେ ଆଲୋଚନା

ଜେନେଭା: ମିଳିତ ଜାତିସଂଘର ୧୭ତମ ସଂଖ୍ୟାଲଘୁ ଅଧିବେଶନରେ ଉଇଘର ମୁସ୍‌ଲିମ ସଂପ୍ରଦାୟ ଉପରେ ଚୀନର ଦମନଲୀଳା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। ବର୍ଲିନ୍‌ରେ ଥିବା ବିଶ୍ବ ଉଇଘର କଂଗ୍ରେସ (ଡବ୍ଲୁୟୁସି)ର ନିର୍ଦ୍ଦେଶକ ଘେୟୁର କୁର୍ବାନ୍‌ ଏନେଇ ନିଜର ବକ୍ତବ୍ୟ ଉପସ୍ଥାପିତ କରି ଚୀନ୍‌…

ପିସିସି ସଭାପତି ପାଇଁ ୪ଜଣଙ୍କ ନାମ ସୁପାରିସ! ପ୍ରଭାରୀ ନିଯୁକ୍ତି ପରେ ପିସିସି ସଭାପତି ଘୋଷଣା

ନୂଆଦିଲ୍ଲୀ: ଓଡ଼ିଶାରେ କଂଗ୍ରେସର ସ୍ଥିତିକୁ ସଜାଡ଼ିବା ପାଇଁ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଆମୂଳଚୂଳ ପରିବର୍ତ୍ତନ ହେବ। ଏଥି ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି। ଦୁଇ ଦିନ ତଳେ ଏଆଇସିସି ମୁଖ୍ୟାଳୟ‌ରେ ହୋଇଥିବା କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରୁ ଏଭଳି କିଛି ଆଭାସ…

ସଲମାନଙ୍କ ଜନ୍ମଦିନରେ ‘ସିକନ୍ଦର’ର ପ୍ରଥମ ପୋଷ୍ଟର

ମୁମ୍ବାଇ: ଖୁବ୍‌ଶୀଘ୍ର ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ନିଜର ପରବର୍ତ୍ତୀ ବ୍ଲକ୍‌ବଷ୍ଟର ପ୍ରୋଜେକ୍ଟ ‘ସିକନ୍ଦର’ ସହ ନିଜ ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଯାଉଛନ୍ତି। ଏ. ମୁରୁଗଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନଙ୍କ ‘ସିକନ୍ଦର’ ଅବତାରକୁ ଦର୍ଶକମାନେ ଉତ୍ସାହର ସହ…

ପାକିସ୍ତାନକୁ ଘାରିଛି ଭୟ: ହାତରୁ ଯିବ….

ନୂଆଦିଲ୍ଳୀ,୩୦।୧୧: ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆୟୋଜନକୁ ନେଇ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି। ପାକିସ୍ତାନ ଏହି ସମ୍ମାନଜନକ ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରୁଛି। ତେବେ ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ପାଇଁ ଟିମ ଇଣ୍ଡିଆ ପାକିସ୍ତାନ ଯିବ ନାହିଁ ବୋଲି ଘୋଷଣା କରିଛି। ଏଭଳି ପରିସ୍ଥିତିରେ…

ଧମକପୂର୍ଣ୍ଣ ମେଲ ପଛରେ କିଏ? କ୍ରାଇମବ୍ରାଞ୍ଚର ତନାଘନା: ଡିଜିପି କହିଲେ…

ଭୁବନେଶ୍ୱର,୩୦।୧୧: ଭୁବନେଶ୍ୱରରେ ଏବେ ଡିଜିପି ସମ୍ମିଳନୀ ଚାଲିଥିବା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରିଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଏହାକୁ ନେଇ ସମଗ୍ର ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଠଇ ହୋଇଛି। ତେବେ ରାଜଧାନୀ ଭୁବନେଶ୍ୱର ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ବଳୟରେ ଥିବା ବେଳେ…

ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି, ଆମେ ମାଗି ଖିଆ ନୁହଁ ଯଦି ଦବ ତାହେଲେ …. କାହିଁକି ଏମିତି କହିଲେ ଖାଦ୍ୟଯୋଗାଣ…

ଭୁବନେଶ୍ୱର,୩୦।୧୧:ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଯଦି ନିଜ ଆଡୁ ଆଳୁ ପଠାଏ ତେବେ ରାଜ୍ୟ ସରକାର ରଖିବେ। ଓଡ଼ିଶା ନିଜ ଆଡୁ ଆଳୁ ମାଗିବନି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରି ଶନିବାର ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଆମେ ମାଗି…

ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଉଡ଼ିବନି ବିମାନ

ଚେନ୍ନାଇ,୩୦ା୧୧: ଶନିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିମାନ ଉଡ଼ାଣ ବନ୍ଦ ନେଇ ଘୋଷଣା କରାଯାଇଛି। ବାତ୍ୟା ‘ଫେଙ୍ଗାଲ’ ପାଇଁ ଚେନ୍ନାଇରେ ବିମାନ ଉଡ଼ାଣ ଉପରେ ରୋକ୍‌ ଲଗାଯାଇଛି। ଅପରାହ୍ନରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ ଫେଙ୍ଗାଲ। ଏହା କରାଇକାଲ ମହାବଳିପୂରମ ମଧ୍ୟରେ…

ତୀବ୍ର ହେଉଛି ବାତ୍ୟା ‘ଫେଙ୍ଗାଲ’: ପ୍ରବଳ ବର୍ଷା ସାଙ୍ଗକୁ ବହିବ ପବନ, ଆଇଏମ୍‌ଡି ଡିଜି କହିଲେ…

ନୂଆଦିଲ୍ଲୀ,୩୦ା୧୧: ବଙ୍ଗୋପସାଗରରେ ସାଇକ୍ଲୋନ୍‌ ଫେଙ୍ଗାଲ ତୀବ୍ର ହେବାରେ ଲାଗିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଗୁଜବକୁ ବିଶ୍ୱାସ ନ କରି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର।…

ମୁଁ କେବେ ବି ବଲିଉଡ ଫିଲ୍ମ କରିବି ନାହିଁ; ଏଭଳି କାହିଁକି କହିଥିଲେ ଅଲ୍ଲୁ ଅର୍ଜୁନ

ନୂଆଦିଲ୍ଲୀ: ଏବେ ଅନେକ ସାଉଥ ସୁପରଷ୍ଟାରମାନେ ବଲିଉଡରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ସେ ଲେଡି ସୁପରଷ୍ଟାର ନୟନତାରା ହୁଅନ୍ତୁ କିମ୍ବା ରଶ୍ମିକା ମନ୍ଦନା ହୁଅନ୍ତୁ | କିନ୍ତୁ ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଅଲ୍ଲୁ ଅର୍ଜୁନ ଦିନେ ବଲିଉଡ ଫିଲ୍ମରେ କେବେବି କାମ…