Breaking News

ପକ୍ଷାଘାତର ଶିକାର ହୋଇଛି କଂଗ୍ରେସ : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର: ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ତିନୋଟି ଖରାପ ତତ୍ତ୍ବ କଂଗ୍ରେସ ଠାରେ ଦେଖିବାକୁ ମିଳୁଛି। ତାହା ହେଲା ଦେଶ ବିରୋଧୀ, ବିକାଶ ବିରୋଧୀ ଓ ଲୋକ ବିରୋଧୀ ତତ୍ତ୍ବ। ଏସବୁ ବିଲକ୍ଷଣ ପାଇଁ ସାରା ଦେଶରେ…

ସାଇକ୍ଲୋନ୍ ଫେଙ୍ଗାଲ୍ ପାଇଁ ବିମାନ ଓ ରେଳ ଚଳାଚଳ ବ୍ୟାହାତ

ଚେନ୍ନାଇ: ବଙ୍ଗୋପସାଗରରେ ସାଇକ୍ଲୋନ୍ ଫେଙ୍ଗାଲ୍ ତୀବ୍ର ହେବା ସହ ପୁଡୁଚେରୀ ନିକଟରେ ଅବତରଣ ଆଡକୁ ମୁହାଁଇଥିବାରୁ ତାମିଲନାଡୁ କର୍ତ୍ତୃପକ୍ଷ ଜରୁରୀ ପରାମର୍ଶ ପତ୍ର ଜାରି କରିଛନ୍ତି। ଏହାସହିତ ପ୍ରମୁଖ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଆଜି ଅପରାହ୍ନରେ କରାଇକାଲ ଏବଂ…

ବାରଣାସୀର ରେଳ ଷ୍ଟେସନ୍‌ରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୨୦୦ ଗାଡ଼ି

ବାରଣାସୀ: ଶନିବାର ପୂର୍ବାହ୍ନରେ ଉତ୍ତରପ୍ରଦେଶର ବାରଣାସୀର କ୍ୟାଣ୍ଟ ରେଳ ଷ୍ଟେସନର ଗାଡି ପାର୍କିଂ ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଅତି କମରେ ୨୦୦ଟି ଦୁଇ ଚକିଆ ଯାନରେ ନିଆଁ ଲାଗିଯାଇଛି। ଅଗ୍ନିଶମ ବାହିନୀ ଏବଂ ପୁଲିସ ବିଭାଗର ଅଧିକାରୀମାନେ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି।…

ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ଵର, ୩୦/୧୧ : ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ। ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢାଇଲେ ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ପୋଷଣ ସ୍କିମରେ ସରକାର ଖର୍ଚ୍ଚ ବଢାଇଛନ୍ତି। ରବିବାର ଠାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ୭.୬୪…

ବାଘ ଛାଲ ଜବତ, ଦେଶୀ ବନ୍ଧୁକ ସହ ଦୁଇ ଗିରଫ

ଫୁଲବାଣୀ/ଜି.ଉଦୟଗିରି,୩୦/୧୧: ଫୁଲବାଣୀ ବନବିଭାଗ ଦ୍ବାରା ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହିତ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି । ଗିରଫ ହୋଇଥିବା ଯୁବକ ଜି.ଉଦୟଗିରି ଥାନା ପୁକୁଲୁଙ୍ଗିଆ ପଞ୍ଚାୟତ ମଲାନସୁଗା ଗ୍ରାମର ଭବାନୀ ଶଙ୍କର ପ୍ରଧାନ…

ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା, ହେମଗିର ତହସିଲଦାର ନିଲମ୍ଵିତ

ସୁନ୍ଦରଗଡ଼, ୩୧/୧୧ : ତହସିଲଦାରଙ୍କୁ ମହଙ୍ଗା ପଡ଼ିଲା ଲୋକଙ୍କୁ ଦୁଃବ୍ୟବହାର ଏବଂ କାର୍ଯ୍ୟରେ ଅବହେଳା। ନିଲମ୍ବିତ ହେଲେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ତହସିଲଦାର ଲାବଣ୍ୟନ୍ଦୁ ମହାନ୍ତି। ନିୟମିତ ଭାବେ ଅଫିସକୁ ନଆସିବା, ତହସିଲକୁ ଆସୁଥିବା ଲୋକଙ୍କୁ ଦଃବ୍ୟବହାର ପ୍ରଦର୍ଶନ କରିବା ପାଇଁ ତାଙ୍କୁ…

ବିବାହ ଋତୁ ପାଇଁ ଫୁଲ ଅମୂଲ ମୂଲ, ଗୋଲାପ ଫୁଲ ଗୋଟା ୩୦ ରୁ ୪୦

ଭୁବନେଶ୍ବର,୩୦/୧୧: ଚାଲିଛି ବିବାହ ଋତୁ ।ଆଉ ଏଥିପାଇଁ ଚଳଚଞ୍ଚଳ ହୋଇଯାଇଛି ଫୁଲ ବଜାର । କିଏ ବାହାଘର ମଣ୍ଡପ ସଜେଇବା ପାଇଁ ଫୁଲର ବରାଦି ଦେଲେଣି ତ ଆଉ କିଏ ଗାଡ଼ି ସଜେଇଇବା ପାଇଁ । ତେବେ ବର୍ତ୍ତମାନ ଫୁଲର ଚାହିଦା ବେଶ ଥିବା ବେଳେ ବୃଦ୍ଧି ପାଇଛି ଏହାର ମୂଲ୍ୟ । ଚାହିଦା ଅନୁଯାୟୀ ବଜାରରେ…

୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ ସୁଗାର ଜବତ, ଜଣେ ଗିରଫ

ଯାଜପୁର, ୩୦/୧୧: ଚାଲୁଣିଆ ସାହିରୁ ୩୫ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କଲା ଅବକାରୀ ବିଭାଗ । ଏହି ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ହୋଇଥିବା ଯୁବକ ଜଣକ ଟାଉନ ଅଞ୍ଚଳର ରଞ୍ଜନ କୁମାର ପାତ୍ର (୨୮) ବୋଲି ଜଣା ପଡ଼ିଛି । ଯାଜପୁର ଟାଉନ୍‌ ଅଞ୍ଚଳର ଚାଲୁଣିଆ ସାହିରେ ଏଭଳି ଘଟଣା ଘଟିଛି…

ଆତଙ୍କୀ ପନ୍ନୁର ଆକ୍ରମଣ ଧମକ ପରେ ବଢିଲା ଟେନସନ୍ : ବିମାନ ବନ୍ଦର ବାହାରୁ ସନ୍ଦିଗ୍ଧ ବ୍ୟାଗ୍ ଚିହ୍ନଟ, ସାମ୍ବାଦିକ…

ଭୁବନେଶ୍ଵର, ୩୦/୧୧ : ଖଲିସ୍ତାନୀ ଉଗ୍ରବାଦୀ ପନ୍ନୁର ଆକ୍ରମଣ ଧମକ ପରେ ବଢିଲା ଟେନସନ୍। ଭୁବନେଶ୍ଵର ବିମାନ ବନ୍ଦର ବାହାରୁ ଚିହ୍ନଟ ହେଲା ସନ୍ଦିଗ୍ଧ ବ୍ୟାଗ୍। ଏକ ନୀଳ ରଙ୍ଗର ବ୍ୟାଗ୍ ଚିହ୍ନଟ ହୋଇଛି। ଏହି ବ୍ୟାଗ୍‌ଟି କେଉଁଠୁ ଆସିଲା କିଏ ଛାଡି ଯାଇଛି ତାହା ଜଣାପଡ଼ି ନାହିଁ। ଘଟଣାସ୍ଥଳରେ…

କୋଲକାତାରେ ବାଂଲାଦେଶୀଙ୍କୁ ଚିକିତ୍ସା ମନା, ନିଷ୍ପତ୍ତି ନେଲା ଏହି ହସ୍ପିଟାଲ

ନୂଆଦିଲ୍ଲୀ,୩୦/୧୧: କୋଲକାତାରେ ବାଂଲାଦେଶୀଙ୍କୁ ଚିକିତ୍ସା ମନା । ବାଂଲାଦେଶ ନାଗରରିକଙ୍କ ଚିକିତ୍ସା ନ କରିବା ପାଇଁ ନିଷ୍ପତ୍ତି ନେଇଛି ମାଣିକତଲା ସ୍ଥିତ ଜେଏନ ରାଏ ହସ୍ପିଟାଲ । ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଏବଂ ଭାରତର ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଯୋଗୁଁ…