Breaking News

୧୫ ହଜାର ହେକ୍ଟର ଜମିରେ ହେବ ଆଳୁଚାଷ,ଏନ୍‌ଏସ୍‌ସି ଅନୁବନ୍ଧିତ ଫାର୍ମ ଯୋଗାଇବ ବିହନ

ଭୁବନେଶ୍ୱର,୩୦/୧୧: ରାଜ୍ୟରେ ଲାଗି ରହିଛି ଆଳୁ ସମସ୍ୟା । ଖୁବଶୀଘ୍ର ରାଜ୍ୟରେ ତ୍ୱରାନ୍ୱିତ ହେବ ଆଳୁ ଚାଷ । ପ୍ରଥମ ଥର ପାଇଁ ୧୫,୦୨୩ ହେକ୍ଟର ଜମିରେ ଚାଷ ହେବ । ସେଥିପାଇଁ ୧ ଲକ୍ଷ ୨ ହଜାର ୯୬୪ କ୍ୱିଣ୍ଟାଲ ଉନ୍ନତମାନର ଆଳୁ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇଛି । ଅଦ୍ୟାବଧି ୫,୬୪୯ ହେକ୍ଟର…

ସିଏମ୍‌ସିର ମଶା ମୁକାବିଲା ଭେଳିକି: କାଟୁ କରୁନି ଟିଫା ମେସିନ୍‌ର ଧୂଆଁ, ଡ୍ରେନ୍‌ରେ ତେଲ ଛିଞ୍ଚିବ ଡ୍ରୋନ୍‌

କଟକ,୩୦/୧୧: ବୁସ୍‌ କଟିଂ ହେଲାନି, ମଶା ତେଲ ପଡ଼ିଲା ତଥାପି ପ୍ରଭାବ ପଡ଼ିଲାନି । ଏବେ ମଶାଙ୍କୁ ଘଉଡ଼ାଇବାକୁ ସକାଳେ ବୁଲୁଥିବା ଟିଫା ମେସିନ୍‌ର ଧୂଆଁ ବି କାଟୁଦେଉନି । ଏଭଳି ସ୍ଥିତିରେ ଏବେ ପୁଣି ମଶାଙ୍କୁ ମାରିବାକୁ ନୂଆ ଯୋଜନା କାର୍ଯ୍ୟକ୍ଷମ କରି ଚକ୍‌ମା ଦେବାକୁ ଯାଉଛି କଟକ ମହାନଗର…

ବାରିପଦାରେ ସିରିଜ୍ ଦୁର୍ଘଟଣା: ୪ ମୃତ, ୩ ଗୁରୁତର

ବାରିପଦା ୩୦/୧୧: ତିରିଂ ଥାନା ବଡ଼ ଡ଼ାଳିମା ଛକ ଏବଂ ବହଳଦା ଥାନା ଅନ୍ତର୍ଗତ ବାଗଡେଗାରେ ନିକଟରେ ସିରିଜ ଦୁର୍ଘଟଣା। ଗୋଟିଏ ଟ୍ରକ୍‌ ଦୁଇଟି ପୃଥକ୍‌ ସ୍ଥାନରେ ଦେଇଛି ଧକ୍କା। ଦୁର୍ଘଟଣାରେ ୪ ଜଣ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ…

ଫେଲ୍ ମାରିଛି ସରକାରୀ ଯୋଜନା, ମୁଖ୍ୟସ୍ରୋତକୁ ଆସୁନାହାନ୍ତି କିନ୍ନର

ଭୁବନେଶ୍ବର,୩୦/୧୧: କିନ୍ନରମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା କଲେ । ଏଥିରୁ ଅଧା ବୋଝ ବିଏମ୍‌ସି ମୁଣ୍ଡକୁ ନେଲା । କେଉଁଠି ଟିକଟ୍‌ କାଟିବା ଲାଗି ତ କେଉଁଠି ବିଏମ୍‌ସି ଗାଡ଼ିରେ ବୁଲି ଅଳିଆ ଉଠାଇବା ଲାଗି ବିଭିନ୍ନ ଉପାୟରେ କିନ୍ନରମାନଙ୍କୁ ନିଯୁକ୍ତି ସୁଯୋଗ…

ବିଶ୍ୱ ଚେସ୍‌ ଚାମ୍ପିଅନସିପ୍: ଗୁକେଶ-ଲିରେନ୍‌ ଚତୁର୍ଥ ରାଉଣ୍ଡ୍‌ ଡ୍ର’,୨-୨ରେ ସ୍ଥିତି ବରାବର

ସିଙ୍ଗାପୁର,୩୦/୧୧: ଡିଫେଣ୍ଡିଂ ଚାମ୍ପିଅନ୍‌ ଚୀନର ଡିଙ୍ଗ୍‌ ଲିରେନ୍‌ ଓ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶଙ୍କ ମଧ୍ୟରେ ଚାଲିଥିବା ବିଶ୍ୱ ଚେସ୍‌ ଚାମ୍ପିଅନସିପ୍‌ ମୁକାବିଲା ସଂଘର୍ଷପୂର୍ଣ୍ଣ ହୋଇଛି । ଗୋଟିଏ ଦିନର ବିଶ୍ରାମ ପରେ ଆଜି ଉଭୟଙ୍କ ମଧ୍ୟରେ ଚତୁର୍ଥ ରାଉଣ୍ଡ୍‌ ଖେଳାଯାଇଥିଲା…

ଦୀର୍ଘ ସାମୁଦ୍ରିକ ବେଳାଭୂମିର ଫାଇଦା ଉଠାଇପାରୁନି ଓଡ଼ିଶା, ନଡ଼ିଆ ଚାଷୀଙ୍କ ଅଣ୍ଟା ମୋଡ଼ି ଦେଉଛି ପ୍ରତିବର୍ଷ ବାତ୍ୟା

କଟକ, ୩୦/୧୧ (ଜଗନ୍ନାଥ ରାଉତ) : ୪୮୦ କିମି ଦୀର୍ଘ ସାମୁଦ୍ରିକ ବେଳାଭୂମି । ୮ଟି ଜିଲ୍ଲାକୁ ଲାଗି ରହିଛି ସମୁଦ୍ର । ନଡ଼ିଆ ଚାଷ ପାଇଁ ସବୁଠୁ ଉତ୍କୃଷ୍ଟ ପରିବେଶ । ଅନୁକୂଳ ପରିବେଶ ପାଇଁ ହିଁ ଦିନେ ଓଡ଼ିଶା ନଡ଼ିଆ ତଥା ପଇଡ଼ରେ ବଳକା ରାଜ୍ୟ ଥିଲା । ଅନ୍ୟ ରାଜ୍ୟକୁ ଓଡ଼ିଶାରୁ ନଡ଼ିଆ ରତ୍ପାନୀ…

ଚୋର ବୋଲି ଭାବି ମଦ୍ୟପ ବରଯାତ୍ରୀଙ୍କୁ ନିସ୍ତୁକ ମାଡ଼

ଦେଓରିଆ: ବୁଧବାର ରାତିରେ ଉତ୍ତରପ୍ରଦେଶର ଗୋରଖପୁରର ପଡୋଶୀ ଦେଓରିଆ ଜିଲ୍ଲାରେ ଏକ ବିବାହ ଉତ୍ସବରେ ଦେଖିବାକୁ ମିଳିଛି ହାଇ ଭୋଲ୍‌ଟେଜ୍‌ ଡ୍ରାମା। ବର ପକ୍ଷର ଜଣେ ବ୍ୟକ୍ତିଙ୍କୁ ଝିଅ ଘର‌ ଲୋକ ଭୁଲ୍‌ରେ ଚୋର ବୋଲି ଭାବି ନିସ୍ତୁକ ମାଡ଼ ମାରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।…

ବିବାହ ବନ୍ଧନରେ ବାନ୍ଧି ହେଲେ ୪୭ ବର୍ଷୀୟ ’ବାହୁବଳୀ’ ଫେମ୍‌ ସୁବାରାଜୁ

ବିବାହ ବନ୍ଧନରେ ବାନ୍ଧି ହେଲେ ୪୭ ବର୍ଷୀୟ ’ବାହୁବଳୀ’ ଫେମ୍‌ ସୁବାରାଜୁ ମୁମ୍ବାଇ: ୪୭ ବ‌ର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜଣାଶୁଣା ତେଲୁଗୁ ଷ୍ଟାର୍‌ ତଥା ‘ବାହୁବଳୀ’ ଫେମ୍‌ ସୁବାରାଜୁ। ସେ ତାଙ୍କ ‌ସୋସିଆଲ୍‌ ମିଡିଆରେ ନବବିବାହିତ କନ୍ୟାଙ୍କ ସହ ଫଟୋ ପୋଷ୍ଟ୍‌ କରି…

ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କ ସହ ଆଖିବୁଜିଲେ ଦୁଇ ବଳଦ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ୧୪୩ନଂ ଜାତୀୟ ରାଜପଥ ଧରଣୀଧରପାଲି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କ ସହ ଦୁଇ ବଳଦର ମୃତ୍ୟୁ ହୋଇଛିl ମୃତକ ହେଲେ କନ୍ତସରା ଗ୍ରାମର କଂସାଳି ପାତ୍ରl ବଣାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି l ମାମଲା ରୁଜୁ କରି…

ବେଦାନ୍ତ ଲିମିଟେଡ୍‌କୁ ପ୍ଲାଟିନମ୍‌ ପୁରସ୍କାର

ନୂଆଦିଲ୍ଲୀ,୩୦।୧୧: ବେଦାନ୍ତ ଲିମିଟେଡ୍‌କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି) ଦ୍ୱାରା ଆୟୋଜିତ ୬ଷ୍ଠ ଆଇସିସି ଜାତୀୟ ବୃତ୍ତିଗତ ସ୍ବାସ୍ଥ୍ୟ ‘ଇସ୍ପାତ ଏବଂ ଖଣି କ୍ଷେତ୍ର’ ସମ୍ମାନ ବର୍ଗରେ କମ୍ପାନୀକୁ ପ୍ଲାଟିନମ୍‌…