Breaking News

ରାଜ୍ୟ ଅତିଥି ଭବନରେ ଯୋଗ ଶିବିର । ସାମିଲ ହେଲେ ସବୁ ରାଜ୍ୟର ଡିଜିପି ଓ ଆଇଜିପି । ସ୍ବତନ୍ତ୍ର ଡ୍ରେସ କୋଡ ସହ କଲେ ଯୋଗ…

କନକ ବ୍ୟୁରୋ: ଭୁବନେଶ୍ବରରେ ପୁଲିସ ମହାନିର୍ଦ୍ଦେଶକଙ୍କ ମେଳି। ପ୍ରତି ରାଜ୍ୟରୁ ଆସିଥିବା ଡିଜିପି ଓ ଆଇଜିପିଙ୍କୁ ନେଇ ଗତକାଲିଠାରୁ ଆରମ୍ଭ ହୋଇସାରିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଆଜି ଦ୍ବିତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଦେଶବ୍ୟାପୀ ବଢ଼ୁଥିବା ସାଇବର ଅପରାଧ ଓ ଆଧୁନିକ…

ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହେଲା ଗଞ୍ଜାମର ପାଟପୁର ଥାନା । ମୋହନ ମାଝୀ କହିଲେ, ଓଡ଼ିଶା ପାଇଁ ଗୌରବର ବିଷୟ ।

କନକ ବ୍ୟୁରୋ: ଦେଶର ଦ୍ବିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହେଲା ଗଞ୍ଜାମ ଜିଲ୍ଲାର ପାଟପୁର ଥାନା। ଲୋକସେବା ଭବନରେ ଆୟୋଜିତ ଡିଜିପି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପାଟପୁର ଥାନାକୁ ପୁରସ୍କୃତ କରିଛନ୍ତି। ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ପୁରସ୍କାର ଗ୍ରହଣ…

ଉଲ୍‌କା ମାତ୍ର!

ଅଧିକ ମହତ୍ତ୍ବ ଦିଆଗଲେ ପନ୍ନୁନ୍‌ ନିଜକୁ ଏକ ତାରକା ମଣିପାରେ, କିନ୍ତୁ ପ୍ରକୃତରେ ସେ ଏକ ଉଲ୍‌କା ମାତ୍ର, ଯାହା ନିମିଷକ ଲାଗି ଆଲୋକ ଦେଖାଇ ଅବଲୀଳା କ୍ରମେ ଭସ୍ମୀଭୂତ ହୋଇଯିବା ନିଧାର୍ଯ୍ୟ! ଗତ କାଲି ଠାରୁ ଭୁବ‌େନଶ୍ବରରେ ଆରମ୍ଭ ହୋଇଥିବା ପୁଲିସ ମହାନିର୍ଦ୍ଦେଶକମାନଙ୍କ ତିନିଦିନିଆ…

ଗାନ୍ଧୀ ଦୃଷ୍ଟି: ନିଶା ବିରୋଧରେ ନାରୀ ଜାଗୃତି

ଗୌରାଙ୍ଗ ଚରଣ ପରିଡ଼ା ୧୯୩୦ ମସିହା ଏପ୍ରିଲ ୬ ତାରିଖ ‘ନବଜୀବନ’ ପତ୍ରିକାରେ ଭାରତୀୟ ମହିଳାଙ୍କୁ ସମ୍ବୋଧନ କରି ଗାନ୍ଧୀଜୀ ଏକ ପ୍ରବନ୍ଧ ଲେଖିଥିଲେ। ପ୍ରବନ୍ଧର ଶିରୋନାମା ଥିଲା, ‘ଟୁ ଦି ଓମ୍ୟାନ୍।’ ଆଇନ ଅମାନ୍ୟ ଆନ୍ଦୋଳନରେ ମହିଳାଙ୍କ ବିଶେଷ ଭୂମିକା କ’ଣ ହେବ, ସେ ନେଇ ବର୍ଣ୍ଣନା ଥିଲା…

କଥାଟିଏ-ଯାଯାବର: ଉତ୍ତର ପାଇଗଲ

ଯୁବକ ଜଣେ ଗୁରୁଙ୍କୁ ପଚାରିଲା- ମହାଶୟ, ଗୁରୁ କାହିଁକି ଦରକାର? ଗୁରୁ କୌଣସି ଉତ୍ତର ନ ଦେଇ ନଇଁ ପଡ଼ି ଟେଳାଏ ମାଟି ଉଠାଇ ଯୁବକକୁ ଧରାଇ ଦେଲେ ଓ କହିଲେ- ବାବୁ, ଏଇ ମାଟି ଟେଳାଟି ନେଇ ଯାଅ। ପନ୍ଦର ଦିନ ପରେ ୟାକୁ ଧରି ପୁଣି ଆସିବ। ଯୁବକ ମାଟି ଟେଳାକୁ ଏପଟ ସେପଟ କରି ଦେଖିଲା ଏବ˚…

୭୩ ରୁପାଇଟା, ୫.୪୨ ଲକ୍ଷ ଟଙ୍କା ଜବତ: ଜିଏସ୍‌ଟି ଠକେଇ, ୨ ଅଟକ

ଖଲ୍ଲିକୋଟ: ବ୍ରହ୍ମପୁରରୁ ପଶ୍ଚିମବଙ୍ଗକୁ ଜିଏସ୍‌ଟି ଫାଙ୍କି ରୁପାଇଟା ଚାଲାଣ ହେଉଥିଲା। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୁଲିସ କେଶପୁର ଛକଠାରେ ଦୁଇଟି କାର୍‌ରୁ ୭୩ଟି ରୁପାଇଟା ସହ ନଗଦ ୫ଲକ୍ଷ ୪୨ହଜାର ୬୦୦ ଟଙ୍କା ଜବତ କରିଛି। ଜବତ ରୁପାଇଟାର ଆନୁମାନିକ ବଜାର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ…

‘ସ୍କୁଲ୍ ଡାଏରି’ରେ ସସ୍ମିତା

୧୯୯୫ରେ ମୁକ୍ତିଲାଭ କରିଥିବା ସୁବାସ ରାଉତଙ୍କ ପ୍ରଯୋଜିତ ତଥା ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ସୁନା ପଞ୍ଜୁରି’ ଛବିର ଲୋକପ୍ରିୟ ଗୀତ ‘ମୋର ମନ ଉଡ଼ିଯାଏରେ, ମନ ଉଡ଼ିଉଡ଼ି ଯାଏରେ..’ର ଦୃଶ୍ୟକୁ ଟିକେ ମନେପକାନ୍ତୁ। ସେହି ଗୀତଦୃଶ୍ୟରେ ନାୟକ ସିଦ୍ଧାନ୍ତଙ୍କ ସହ ଯେଉଁ ନାୟିକାଙ୍କୁ…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ଅବିନାଶ

ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ୧୦୦୦ରୁ ଅଧିକ ବିଜ୍ଞାପନ ଫିଲ୍ମ ନିର୍ମାଣ କରିଥିବା ନିର୍ଦ୍ଦେଶକ ଅବିନାଶ ନନ୍ଦ ପ୍ରଥମ ଓଡ଼ିଆ ଏଆଇ-ଜେନେରେଟେଡ୍ ମ୍ୟୁଜିକ୍‌ ଭିଡିଓ ‘ତୁ କାହିଁ ଲାଗୁଚୁ ମୋତେ’ ପ୍ରସ୍ତୁତ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଅବିନାଶ ନନ୍ଦଙ୍କ ସହ କାଜଲ…

ଅର୍ଚ୍ଚିତାଙ୍କ ପରେ ଦିବ୍ୟା

କ୍ରମାଗତ ଭାବେ ଟେଲିସିନେମାର ନିର୍ଦ୍ଦେଶନା ଦେଉଥିବା ଓଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଏବେ ‘ନମସ୍ତେ କମଳା ମାଗୋ ୨’ର ନିର୍ମାଣ କରିଛନ୍ତି। ତେବେ ଏହାର ପ୍ରଥମ ଭାଗ ‘ନମସ୍ତେ କମଳା ମାଗୋ’ରେ ମୁଖ୍ୟ ଭୂମିକାରେ ଥିବା ଅର୍ଚ୍ଚିତାଙ୍କୁ କିନ୍ତୁ ଏଥର ନିଆଯାଇନାହିଁ।…

ଅଭିନେତ୍ରୀ ହେବାକୁ ଚାହୁ ନଥିଲେ ରାଶି

ସାଉଥ୍ ସିନେଶିଳ୍ପର ଜଣେ ଲୋକପ୍ରିୟ ଚେହେରା ରାଶି ଖାନ୍ନା ଆଜି ୩୫ ବର୍ଷ ବୟସରେ ପାଦ ଥାପିଛନ୍ତି। ୨୦୧୪ ମସିହାରେ ବିକ୍ରମ କେ କୁମାରଙ୍କ ତେଲୁଗୁ ସିନେମା ‘ମନମ୍‌’ ଜରିଆରେ ଟଲିଉଡ୍‌ରେ ଡେବ୍ୟୁ କରିଥିଲେ ରାଶି। ତା’ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ରାଶି ଜଣେ ସଫଳ ଅଭିନେତ୍ରୀ ହେବା…