Breaking News

କୁଆଖାଇରେ ହେବ ୱାଟର୍‌ଫ୍ରଣ୍ଟ୍‌, ଟ୍ୱିନ୍‌ସିଟିବାସୀଙ୍କ ପାଇଁ ଆକର୍ଷଣ ସାଜିବ

ଭୁବନେଶ୍ୱର,୨୯/୧୧: ଭୁବନେଶ୍ୱର ଉପକଣ୍ଠ ପାଣ୍ଡରା ନିକଟରେ ଥିବା କୁଆଖାଇ ନଦୀକୂଳରେ ନିର୍ମାଣ ହେବ ୱାଟର୍‌ଫ୍ରଣ୍ଟ୍‌ । ଏହି ପ୍ରକଳ୍ପ ପାଇଁ ପ୍ରସ୍ତାବ ରହିଛି । ଗୁରୁବାର ବିଧାନସଭାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, ଗୁଜରାଟ ସାବରମତୀରେ ରହିଛି ଭାରତର…

ବଦଳିଲା ‘ଛାବା’ର ରିଲିଜ୍‌ ତାରିଖ, ନୂଆ ଡେଟ୍‌ ସେୟାର କଲେ ତରନ ଆଦର୍ଶ

ମୁମ୍ବାଇ ୨୯/୧୧: ଭିକି କୌଶଲଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ‘ଛାବା’କୁ ନେଇ ବଲିଉଡ୍‌ରେ ଖାସ୍‌ ହଲଚଲ । ଅଲ୍ଲୁ ଅର୍ଜୁନ୍‌ ଷ୍ଟାରର୍‌ ‘ପୁଷ୍ପା-୨’ ସହ ଫିଲ୍ମଟି ରିଲିଜ୍‌ ହେବା ଖବର ଆସିବା ପରଠୁ ‘ଛାବା’ର ବକ୍ସ ଅଫିସ୍‌ କଲେକ୍ସନ୍‌କୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହେଉଛି । କାରଣ ଅଲ୍ଲୁଙ୍କ…

କାର୍‌ରୁ ମିଳିଲା ନଗଦ ଟଙ୍କା ସହ ରୁପା ଇଟା, ୨ ଗିରଫ

ଖଲ୍ଲିକୋଟ, ୨୯/୧୧: ଜିଏସଟି ଫାଙ୍କି ବ୍ରହ୍ମପୁରରୁ କୋଲକାତାକୁ ରୁପା ଇଟା ଚାଲାଣ ବେଳେ ଧରିଲା ଖଲ୍ଲିକୋଟ ପୋଲିସ । ଚେକିଂ ବେଳେ ଗୋଟିଏ କାରରୁ ୭୩ ଟି ରୁପା ଇଟା ସହିତ ନଗଦ ପାଞ୍ଚ ଲକ୍ଷ ୪୨ ହଜାର ୬୦୦ଟଙ୍କା ଜବତ କଲା ପୋଲିସ । ରୁପା ଇଟାର ଆନୁମାନିକ ମୂଲ୍ୟ ୭୫ ଲକ୍ଷ ଟଙ୍କା ବୋଲି ଜଣା…

ପୁରୀ ତଟରେ ପାଳନ ହେବ ନୌସେନା ଦିବସ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ ବରିଷ୍ଠ ଅଧିକାରୀ

ପୁରୀ, ୨୯/୧୧ : ନୌସେନା ଦିବସ ପାଳନ ପୂର୍ବରୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ। ନୌସେନାର ବରିଷ୍ଠ ଅଧିକାରୀମାନେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଛନ୍ତି। ନୌସେନାର ବରିଷ୍ଠ ଅଧିକାରୀ ଶ୍ରୀମନ୍ଦିର ଯାଇ ପ୍ରଥମ ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କୁ ପ୍ରଦାନ କରିଛନ୍ତି। ଆଇଏନଏସ୍ କଳିଙ୍ଗର ଅଫିସର ପ୍ରଦୀପ…

କ୍ରିକେଟରୁ ସନ୍ନ୍ୟାସ ନେଲେ ଦ୍ରୁତ ବୋଲର ସିଦ୍ଧାର୍ଥ କୌଲ

ନୂଆଦିଲ୍ଲୀ,୨୯/୧୧: ଦ୍ରୁତ ବୋଲର ସିଦ୍ଧାର୍ଥ କୌଲ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । କ୍ୟାରିୟରରେ ୩ଟି ଦିନିକିଆ ଏବଂ ୩ଟି ଟି-ଟ୍ୱେଣ୍ଟି ଖେଳିବାର ସୁଯୋଗ ପାଇଥିଲେ । ଟି-ଟ୍ୱେଣ୍ଟିରେ କେବଳ ୪ଟି ୱିକେଟ୍‌ ପାଇଥିଲେ । ବିରାଟ କୋହଲିଙ୍କ ନେତୃତ୍ୱରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌…

ବିଳମ୍ୱିତ ରାତିରେ ଲୁଟ୍‌, ଘରେ ପଶି ସୁନା ଗହଣା ସହ ଦାମୀ ଜିନିଷ ଲୁଟିନେଲେ ଦୁର୍ବୃତ୍ତ

ଟାଙ୍ଗି, ୨୯/୧୧: ଘରେ କେହି ନଥିବା ବେଳେ କଳା କନା ବୁଲାଇଲେ ଦୁର୍ବୃତ୍ତ। ଘରେ ପଶି ଲୁଟିନେଲେ ସମସ୍ତ ସୁନା ଗହଣା, ଟଙ୍କା ପଇସା ଏବଂ ଦାମୀ ଆସବାବପତ୍ର । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନ ଦେଉଳସାହି ଗାଁର ଶ୍ୱେତ ବାରିକ , ହରଷ ବାରିକ , ଜୟକୃଷ୍ଣ ବାରିକ , ବସନ୍ତ ବାରିକ , ଶରତ…

ଦିଦି ଦେବେନି ଆଳୁ ! ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତରେ ଦୁଇ ଦିନ ହେଲା ଅଟକିଛି ଶହ ଶହ ଆଳୁ ଟ୍ରକ

କନକ ବ୍ୟୁରୋ : ପଶ୍ଚିମବଙ୍ଗରୁ ଆସୁନି ଆଳୁ ଗାଡ଼ି । କୌଣସି ରାଜ୍ୟକୁ ଆଳୁ ଦେବାକୁ ମନା କରିଦେଇଛନ୍ତି ପଶ୍ଚିମବଙ୍ଗ ସରକାର । ଓଡିଶା ସୀମାରେ ଠିଆ ହୋଇଛି ଆଳୁ ଗାଡ଼ି । ହେଲେ ରାଜ୍ୟକୁ ପ୍ରବେଶ କରୁନି । ଯାହା ଆଗାମୀ ଦିନରେ ଆଳୁ ସଙ୍କଟ ଆଶଙ୍କା ସୃଷ୍ଟି କରିଛି । ଏପଟେ କିନ୍ତୁ ରାଜ୍ୟ ସରକାର…

ଖଲ୍ଲିକୋଟରେ ବ୍ୟାପକ ରୁପା ଜବତ; ୮୮ କେଜିରୁ ଅଧିକ ରୁପା, ୫ ଲକ୍ଷରୁ ଅଧିକ ଟଙ୍କା ସହ ୨ ଗିରଫ

କନକ ବ୍ୟୁରୋ : ଗଞ୍ଜାମ ଖଲ୍ଲିକୋଟରେ ଚୋରା ଚାଲାଣବେଳେ ବିପୁଳ ପରିମାଣର ରୁପା ଜବତ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥ ଗୁରୁପଲ୍ଲି ଟୋଲ ଗେଟ୍ ନିକଟରେ ଯାଞ୍ଚବେଳେ ଏକ କାରରୁ ୮୮ କେଜିର ରୁପା ଓ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି । ରୁପାର ମୂଲ୍ୟ ୩୨ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ…

ଘରେ ପଶି ଯୁବକଙ୍କୁ ଗୁଳିମାଡ଼

ଅନୁଗୋଳ,୨୯।୧୧: ଅନୁଗୋଳ ଜିଲା ବାଗଡ଼ିଆ ଥାନା ବାଗଡିଆ ଗାଁରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଜଣେ ବ୍ୟକ୍ତି ଘର ଭିତରେ ପଶି ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି। ଗୁଳିଟି ଯୁବକଙ୍କ ଗୋଡରେ ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ…

ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ପୋଡ଼ି ପାଉଁଶ ହେଲା ୫୦ କ୍ୱିଣ୍ଟାଲରୁ ଅଧିକ ଧାନ

କେସିଙ୍ଗା,୨୯ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ପଞ୍ଚାୟତ ଅନ୍ତର୍ଗତ ତହର୍ଶି ଗ୍ରାମର ଜନ୍ମସି ନାଏକଙ୍କ ଧାନ ଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବାରୁ ପ୍ରାୟ ୫୦ କ୍ୱିଣ୍ଟାଲରୁ ଊଦ୍ଧର୍‌ବ ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଶୁକ୍ରବାର ଭୋର୍‌ରୁ ନିଜ ଧାନ…