Breaking News

ଭାରତରେ ବାୟୁ ପ୍ରଦୂଷଣ: ‘୨୦ ବର୍ଷରେ ୨୫ଲକ୍ଷ ଲୋକଙ୍କ ମୃତ୍ୟୁ’

ନୂଆଦିଲ୍ଲୀ: ଲାନସେଟ୍‌ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ୨୦୦୦ରୁ ୨୦୧୯ ମଧ୍ୟରେ ଦୁଇ ଦଶନ୍ଧିରେ ଚାଷଜମିରେ ନଡ଼ାପୋଡ଼ି, ଜଙ୍ଗଲ ନିଆଁ ଏବଂ ମାନବକୃତ ନିଆଁ ଆଦି ଯୋଗୁ ସୃଷ୍ଟ ବାୟୁପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଭାରତରେ ଅତି କମ୍‌ରେ ୨.୫ ନିୟୁତ (୨୫ ଲକ୍ଷ) ଲୋକଙ୍କ ମୃତ୍ୟୁ…

ଆସିବେ ମୋଦୀ : ଭୁବନେଶ୍ବରରେ ଟ୍ରାଫିକ୍ କଟକଣା

କନକ ବ୍ୟୁରୋ : ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭୁବନେଶ୍ବର ଆସୁଥିବାରୁ ରାଜଧାନୀରେ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ । ଦିନ ଗୋଟିଏ ୨୫ରେ ପହଂଚିବେ ଅମିତ ଶାହା । ୪ଟା ୨୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଂଚିବେ । ଏଥିପାଇଁ ଦିନ…

ଧାନ ଅମଳ ସମୟରେ ଚାଷୀଙ୍କ ଚିନ୍ତା ପାଲଟିଛି ବର୍ଷା; ପାଚିଲା ଧାନକୁ ତରତର ସାଇତି ରଖୁଛି ଚାଷୀ

କନକ ବ୍ୟୁରୋ : ବର୍ଷାକୁ ନେଇ ଚିନ୍ତାରେ ଚାଷୀ । ଧାନ ଅମଳ ସମୟରେ ବର୍ଷା କାରଣରୁ ଚାଷୀ ମାନେ ଏବେ ଚିନ୍ତାରେ ପଡିଛନ୍ତି । ବାଲେଶ୍ୱର ସୋର ଅଞ୍ଚଳର ବିଭିନ୍ନ ସ୍ଥାନରେ ଏବେ ଧାନକଟା ଚାଲିଛି । ହେଲେ ଆଜି ସକାଳୁ ଝିପିଝିପି ବର୍ଷା ଚାଷୀର ମୁଣ୍ଡବ୍ୟଥାର କାରଣ ପାଲଟିଛି । ସକାଳୁ ସକାଳୁ ବର୍ଷା…

ଆଜି ଆସିବ ସମ୍ଭାଲ ଘଟଣାର ସୁପ୍ରିମ ରାୟ । ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର କରିବେ ଶୁଣାଣି

କନକ ବ୍ୟୁରୋ : ଆଜି ଆସିବ ସମ୍ଭାଲ ଘଟଣାର ସୁପ୍ରିମ ରାୟ । ଜାମା ମସଜିଦ କମିଟି ନିମ୍ନ ଅଦାଲତଙ୍କ ସର୍ଭେ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି । ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ସମ୍ଭାଲ ମସଜିଦ୍ ବିବାଦ ମାମଲାରେ…

ବାଂଲାଦେଶ ରାଜନୈତିକ ସଂକଟକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ଶେଖ୍ ହସିନା । ଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କୁ ଆକ୍ରମଣ,…

କନକ ବ୍ୟୁରୋ : ଦୀର୍ଘ ଦିନର ନିରବତା ପରେ ମୁହଁ ଖୋଲିଲେ ବାଂଳାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହିସିନା । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶଦ୍ରୋହ ଅଭିଯୋଗରେ ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ତାଙ୍କୁ…

‘କମନ୍‌ ସିଲ୍‌’ ନିଖୋଜ: କୌଣସି ଚୁକ୍ତିନାମାରେ ଲାଗୁନି

ଭୁବନେଶ୍ବର: ସରକାର ହସ୍ତକ୍ଷେପ କରିବେନି। ଲୋକ ପ୍ରତିନିଧିମାନେ ନିର୍ବାଚିତ ହୋଇ ଆସିବେ। ସୁଖରେ ସହାବସ୍ଥାନ ପାଇଁ ନିଜେ ନିଜ ସହରକୁ ଗଢ଼ିବେ, ନିଷ୍ପତ୍ତି ନେବେ। ଏଭଳି ଉଦ୍ଦେଶ୍ୟ ରଖି ଗଠନ ହୋଇଥିଲା ସ୍ଥାନୀୟ ସ୍ବାୟତ୍ତ ଶାସନ। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଏଭଳି ଆଦର୍ଶର ଅନ୍ୟତମ…

କଥାଟିଏ-ଯାଯାବର: ବୈରାଗ୍ୟ ତତ୍ତ୍ବ

ଜଣେ ସାଧୁ ଥିଲେ। ସ୍ବଭାବତଃ ସେ ଥିଲେ ଜଣେ ଯାଯାବର। ସାରା ଜୀବନ ସେ ଏଣେତେଣେ ଘୂରି ବୁଲୁଥିଲେ। ଦିନକର ଘଟନା। ସେ ଯେଉଁ ରାଜ୍ୟ ଭିତର ଦେଇ ଯାଉଥିଲେ, ତା’ର ରାଜା ଥିଲେ ଭାରୀ ଧର୍ମପରାୟଣ। ସାଧୁ ସନ୍ଥମାନଙ୍କୁ ସେ ଆଦର କରୁଥିଲେ। ସାଧୁଙ୍କ ସହିତ ତାଙ୍କର ସାକ୍ଷାତ ହୋଇଗଲା। ସେ ତାଙ୍କୁ ନିଜ…

ସରସ ରସ: ମନ ଜାଣେ କ୍ଳେଶ

ସୁଭାଷ ପଟ୍ଟନାୟକ “କାଁଟୋ ମୈଁ ଗୁଜାର ଦେତା ହୈ ଗୁଲାବ୍ ଜୀନ୍ଦଗି ଅପନି/କୌନ୍ କହତା ହୈ ଫୁଲୋଁ କି ଜୀନ୍ଦଗି ମୈଁ ଗମ୍ ନହିଁ ହୋତେ..”। ସୁନ୍ଦର ଫୁଲଟିଏ। ଦେଖିଲେ ଖୁସିରେ ମନ ଭରିଉଠେ। ଏପରି କୋମଳ ଫୁଲଟିର ଜୀବନରେ ମଧ୍ୟ ବେଦନା ଅଛି। କିଏ କହେ ଫୁଲର ଦୁଃଖ ନାହିଁ? ଏଡ଼େ ସୁନ୍ଦର ଗୋଲାପ…

ଟଳମାନ ପୃଥିବୀ

ଜଳ ଲାଗି ଯୁଦ୍ଧ, ସଂଘର୍ଷ, ଅଶାନ୍ତି ଓ ରାଜନୀତି ସୃଷ୍ଟି କରିବେ କେବଳ ସେହିମାନେ ଯେଉଁମାନେ ଜଳର ପ୍ରାଚୁର୍ଯ୍ୟ ଭିତରେ ଥାଇ ତାହାକୁ ପର୍ଯ୍ୟାପ୍ତ ଭାବେ ଉପଭୋଗ କରିବେ, ବିବେକ ଦଂଶନର ସାମାନ୍ୟ ଶିକାର ନ ହୋଇ ତା’ର ଅପଚୟ କରିବେ, ଏଣେ ଜଳର କିଞ୍ଚିତ୍‌ ଅଭାବରେ ଘୋର ଉଦ୍‌ବିଗ୍ନ ଓ ତୀବ୍ର…

ଡିଜିଟାଲ୍ ଆରେଷ୍ଟ ଭୟ ଦେଖାଇ ଲୁଟିନେଲେ କୋଟିଏ

କଟକ: ଡିଜିଟାଲ୍ ଆରେଷ୍ଟ ଭୟ ଦେଖାଇ ଜଣେ ବରିଷ୍ଠ ନାଗରିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏକକାଳୀନ କୋଟିଏ ଟଙ୍କା ଲୁଟି ନେଇଛନ୍ତି ସାଇବର୍ ଅପରାଧୀ। ଏହି ଘଟଣାରେ ସଂପୃକ୍ତ ଅବଦୁଲ ସଲିମ୍ (୩୩) ଏବେ କ୍ରାଇମବ୍ରାଞ୍ଚ ହାବୁଡ଼ରେ ପଡ଼ିଛି। ତେଲେଙ୍ଗାନା ନିଜାମାବାଦ ନିକଟ ୟାଲାମ୍ମାଗୁଟ୍ଟାର ବାସିନ୍ଦା…