Breaking News

ଉନ୍ନତିକରଣ ହେବ ବରାଳଦେବୀ ମନ୍ଦିର, ସ୍କୁଲ ଓ କଲେଜର ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

କନ୍ଧମାଳବାସୀଙ୍କ ଦୁଃଖ ଏବଂ ସମସ୍ୟା ବୁଝିବା ଲାଗି ପଠାଇଛନ୍ତି ମୁଖ୍ୟମନ୍ତ୍ରୀ :୫ଟି ସଚିବ ଖୁବଶୀଘ୍ର ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ମେଡିକାଲ କଲେଜ ମିଶନ ଶକ୍ତିର ଉନ୍ନତିରେ ଓଡ଼ିଶାର ଉନ୍ନତି ଏସଏଚଜିକୁ ଏସଏମଇରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ଓଡ଼ିଆ IPS ରାଜେଶ ଦାସଙ୍କୁ ତିନି ବର୍ଷ ଜେଲ, ଥିଲେ ତାମିଲନାଡୁର ସ୍ପେଶାଲ ଡିଜିପି

ନୂଆଦିଲ୍ଲୀ :  ଯୌନ ଶୋଷଣ ମାମଲାରେ ତାମିଳନାଡୁ କ୍ୟାଡର ଓଡ଼ିଆ IPS ରାଜେଶ ଦାସଙ୍କୁ ତିନି ବର୍ଷ ଜେଲ । ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜିପିଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ଭିଲ୍ଲୁପୁରମ କୋର୍ଟ । ରାଜେଶ ଦାସ ୧୯୮୯ ବ୍ୟାଚ IPS ଅଫିସର । ମହିଳା IPS ଅଫିସରଙ୍କୁ ଯୌନ…

ମିଜୋରାମରେ ଭୂସ୍ଖଳନ, ଧସିଯାଇଛି ରାସ୍ତା

ଆଇଜଲ: ପ୍ରବଳ ବର୍ଷା ଯୋଗୁ ମିଜୋରାମରେ ଭୂସ୍ଖଳନ ଘଟିଛି। ଜାତୀୟ ରାଜପଥ-୬ରେ ଭୂସ୍ଖଳନ ହେବାରୁ ରାସ୍ତା ଧସିଯାଇଛି। ଉକ୍ତ ରାସ୍ତାଟି ମିଜୋରାମକୁ ଦେଶର ଅନ୍ୟ ଦେଶ ସହିତ ସଂଯୋଗ କରିଥାଏ ବୋଲି ଅଧିକାରୀମାନେ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ଆଇଜଲର ପଶ୍ଚିମ ସୀମାରେ ଥିବା ହଣ୍ଟାର ଅଞ୍ଚଳରେ…

ଧରାପଡ଼ିଗଲା ସ୍ତ୍ରୀର ପରକୀୟା ପ୍ରୀତି, ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା

ଉତ୍ତରପ୍ରଦେଶ : ଅନ୍ୟ ଜଣେ ପୁରୁଷଙ୍କ ସହ ସ୍ତ୍ରୀର ଚାଲିଥିଲା ପରକୀୟା ପ୍ରୀତି। ଏହି ଲୁଚାଛପା ପ୍ରେମ କିନ୍ତୁ ବେଶୀ ଦିନ ତିଷ୍ଠି ପାରିଲା ନାହିଁ। ସ୍ୱାମୀଙ୍କ ହାତରେ ଧରାପଡ଼ିଗଲା ସ୍ତ୍ରୀର ପରକୀୟା ପ୍ରୀତି। ଏହାପରେ ସ୍ୱାମୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକ ସହ ମିଶି…

ବଡ଼ହେବା ସ୍ବପ୍ନ ହେଲା ଚୂର୍‌ମାର୍‌ ଧରାପଡ଼ିଲା ଛାତ୍ରଙ୍କ ଡକାୟତ ଗ୍ୟାଙ୍ଗ୍‌

ସୋରଡ଼ା : ଯୁକ୍ତତିନି ଡିଗ୍ରୀ ପାସ୍ କରିବାପରେ ରାତାରାତି ବଡ଼ଲୋକ ହେବାର ନିଶା ତାଙ୍କ ମନରେ ଘାରିଥିଲା। ଲୁଟ୍ ଦ୍ବାରା ତାଙ୍କର ଏହି ସ୍ବପ୍ନ ପୂରଣ ହେବ ବୋଲି ଭାବି ସୁରତରେ କାମ କରୁଥିବା ତାଙ୍କର ଜଣେ ସହଯୋଗୀ ଉମାଚରଣ ଗୌଡ଼ (୨୩) ଓ କେରଳରେ କାମ କରୁଥିବା ଓ ସନାତନ ଗୌଡ଼ (୨୩)ଙ୍କୁ ଗାଁକୁ…

ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର, ୧୧୨ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଢେଙ୍କାନାଳ ଜିଲା ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ…

ଗୁଜରାଟ ଛୁଇଁଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବିପର୍ଯ୍ୟୟ’, ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ହୋଇଛି ସାଇକ୍ଲୋନର ଲ୍ୟାଣ୍ଡଫଲ…

ଗୁଜରାଟ : ଗୁଜରାଟ ଛୁଇଁଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବିପର୍ଯ୍ୟୟ’ । ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ହୋଇଛି ସାଇକ୍ଲୋନର ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାତ୍ୟାର କେନ୍ଦ୍ରସ୍ଥଳ ବା ଆଖି ଜଖୌ ପୋର୍ଟର ଯେତେ ଯେତେ ନିକଟତର ହେଉଛି, ସେତେ ପ୍ରବଳରୁ ପ୍ରବଳତର ହେବାରେ ଲାଗିଛି ବିପର୍ଯ୍ୟୟ ଭୟାବହତା ।…

ମାଣ୍ଡିଆ ଦେଉଛି ରୋଜଗାର, ମେସିନରେ ପ୍ରସ୍ତୁତ କରି ସ୍ବାବଲମ୍ବୀ ହେଉଛନ୍ତି SHG ମାଆ

ଜୟପୁର: ମାଣ୍ଡିଆ ଉତ୍ପତ୍ତିସ୍ଥଳ କୋରାପୁଟ ଜିଲ୍ଲା । ଏଠାରେ ପ୍ରାୟ ୭୦ ଭାଗ ମାଣ୍ଡିଆ ଚାଷ କରାଯାଇଥାଏ । ପୂର୍ବରୁ ଆଦିବାସୀଙ୍କ ଏହା ପ୍ରମୁଖ ଖାଦ୍ୟ ଥିଲା । କିନ୍ତୁ ଏବେ ମାଣ୍ଡିଆର ମୂଲ୍ୟ ବୃଦ୍ଧି କରି ଏଥିରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇପାରୁଛି । ମାଣ୍ଡିଆ ଚା’ , ବିସ୍କୁଟ,…

ବରଷକେ ଥରେ ଆସିଛି ରଜ, ଘେନି ନୂଆ ସଜବାଜ

ଭୁବନେଶ୍ବର: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ।  ହଁ.. ରଜ ଆସିଛି । ଏଥର ରଜ ଆସିଛି ଦୋଳିରେ, ରଜ ଆସିଛି ମିଠାରେ ଆଉ ଏଥର ରଜ ଆସିଛି ସୁଆଦିଆ ପାନ ଆଉ ପୋଡ ପିଠାରେ । ଆମେ ଓଡିଆ ବର୍ଷକ ବାରମାସରେ ପାଳୁ ତେର ପର୍ବ । ହେଲେ ରଜ କିନ୍ତୁ ତା ଭିତରୁ ଟିକେ ନିଆରା…

ଓଡିଶାର ଭାଷା,ସାହିତ୍ୟ ସଂସ୍କୃତି ଓ ପରମ୍ପରା ସହ ରାଜ୍ୟର ଲୋକକଳା ଓତଃପ୍ରୋତ ଭାବେ ଜଡିତ

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପ ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଘାଟିତ ହୋଇଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ  ଅଶ୍ବିନୀ କୁମାର ପାତ୍ର ଏହାକୁ ଉଦଘାଟନ କରିବା ସହ…