Breaking News

ସୁଧୁରୁନାହାନ୍ତି ଟ୍ରୁଡୋ: ଭାରତ ବିରୋଧରେ ରଚୁଛନ୍ତି ଷଡଯନ୍ତ୍ର

ନୂଆଦିଲ୍ଲୀ,୨୯।୧୧: ଭାକ୍ୟୁମ୍ବରରେ ଥିବା ଇଣ୍ଡିଆନ କନସୁଲେଟର ଅଧିକାରୀମାନଙ୍କୁ ଅଡିଓ ଏବଂ ଭିଡିଓ ନଜରରେ ରଖାଯିବା ବିଷୟରେ ନିକଟରେ କାନାଡା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ କିର୍ତ୍ତୀବର୍ଦ୍ଧନ ସିଂ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ସଭାକୁ ଏହି ସୂଚନା…

ମହାରାଷ୍ଟ୍ରରେ ସରକାର ଗଠନର ଚିତ୍ର ସ୍ପଷ୍ଟ: ଶିନ୍ଦେ-ଅଜିତ୍‌ଙ୍କ ସହିତ ହେଲା ବଡ଼ ଡିଲ୍‌

ମୁମ୍ବାଇ,୨୯।୧୧: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ରାତିରେ ଭାଜପା ନେତୃତ୍ୱାଧୀନ ମହାୟୁତି ଗଠବନ୍ଧନର ତିନିଟି ରାଜନୈତିକ ଦଳର ନେତାଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ରାଜ୍ୟରେ କ୍ଷମତା ବଣ୍ଟନ ଉପରେ ଆଲୋଚନା କରିଥିଲେ। ଗଠବନ୍ଦନରେ ଜଡିତ ତିନି ଦଳ ମଧ୍ୟରେ କ୍ୟାବିନେଟ ସିଟ…

ଅଧରାତିରେ ଅମିତ ଶାହାଙ୍କୁ ଭେଟିଲେ ଏକନାଥ ଶିନ୍ଦେ: ମୁଖ୍ୟମନ୍ତ୍ରୀ ବଦଳରେ ମାଗିଲେ ଏସବୁ ପଦ

ପୁଣେ,୨୯।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ପ୍ରଚଣ୍ଡ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନାହିଁ। ଅବଶ୍ୟ, ଏହା ନିଶ୍ଚିତ ଯେ, ଏକନାଥ ଶିନ୍ଦେ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଏହା ବଦଳରେ ସେ ବର୍ତ୍ତମାନ ଭାଜପା ହାଇକମାଣ୍ଡଙ୍କ…

ତେଜୁଛି ମନ୍ଦିର-ମସ୍‌ଜିଦ ବିବାଦ:ସମ୍ଭଲ ପରେ ଅଜମେର

ଅଜମେର/ସମ୍ଭଲ/ନୂଆଦିଲ୍ଲୀ,୨୯ା୧୧:ଦରଘା ଶରିଫରେ ସର୍ଭେ କରାଇବା ପାଇଁ ଦାଖଲ ଏକ ଆବେଦନର ଶୁଣାଣି କରି ବୁଧବାର ରାଜସ୍ଥାନର ଅଜମେରସ୍ଥିତ ଏକ କୋର୍ଟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ), ଅଜମେର ଦରଘା କମିଟିକୁ ନୋଟିସ କରିଛନ୍ତି। ହିନ୍ଦୁସେନା…

ସୁକନ୍ୟା ସରୋବର

ଉତ୍ତର ପ୍ରଦେଶର ମୌନ ପୁରୀ ଜିଲାର ସଦର ମହକୁମା ଠାରୁ ୧୮ କି.ମି ଦୂର ଔଚୁ ଗ୍ରାମରେ ରହିଛି ପୁରାଣପ୍ରସିଦ୍ଧ ମହର୍ଷି ଚ୍ୟବନଙ୍କର ପୁରାତନ ଆଶ୍ରମ। ଏହି ଆଶ୍ରମ ପରିସରରେ ଏକ କୁଣ୍ଡ ରହିଛି। ତାହାକୁ ଚ୍ୟବନ କୁଣ୍ଡ, ଦେବକୁଣ୍ଡ ବା ସୁକନ୍ୟା ସରୋବର କୁହାଯାଏ। ‘ମହାଭାରତ’, ‘ଶ୍ରୀମଦ୍‌ଭାଗବତ’,…

ଓଡ଼ିଶାରେ ଟିକସମୁକ୍ତ ହେଲା ‘ଦି ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର

ଭୁବନେଶ୍ୱର,୨୯ା୧୧(ଅନିଲ ଦାସ):ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶା ସରକାର ଟିକସମୁକ୍ତ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏବଂ ରାଜ୍ୟର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହି ସିନେମାକୁ ଓଡ଼ିଶାରେ କରମୁକ୍ତ ଘୋଷଣା କରାଗଲା ବୋଲି…

୪ ଜଣଙ୍କୁ ହତ୍ୟା କରିବା ସହ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଗିରଫ

ହରିଆଣା: ହରିଆଣାର ଭଲସାଦ ଜିଲ୍ଲାରୁ ଜଣେ ଜଘନ୍ୟ ଅପରାଧ ଅଭିଯୁକ୍ତକୁ ଗିରଫ କରାଯାଇଛି। ୨୯ ବର୍ଷୀୟ ଏହି ସିରିୟଲ୍‌ କିଲର୍‌ ନାମରେ ୪ଟି ରାଜ୍ୟର ୪ ଜଣଙ୍କୁ ଟ୍ରେନ୍‌ରେ ହତ୍ୟା କରିବା ସହ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନଭେମ୍ବର ୧୪ ତାରିଖରେ ଉଦଭଡା ରେଳ…

ଓଡ଼ିଶାରେ ୧.୩୭ ଲକ୍ଷ କୋଟିର ପୁଞ୍ଜି ବିନିଯୋଗକୁ ଅନୁମୋଦନ, ସଫଳତା ଦେଲା ଉତ୍କର୍ଷ ଓଡ଼ିଶା ରୋଡ୍‌ ଶୋ’

ଭୁବନେଶ୍ୱର,୨୯ା୧୧(ଅନୁରାଧା ମହାରଣା): ଓଡିଶା ୧.୩୭ ଲକ୍ଷ କୋଟିର ପୁଞ୍ଜି ବିନିଯୋଗ ହାସଲ କରିଛି। ଏହା ଭାରତର ଶିଳ୍ପ ଅଭିବୃଦ୍ଧିକୁ ବୃଦ୍ଧି କରିବା ସହ ବିକାଶଶୀଳ ଭାରତ ପାଇଁ ପଥ ପରିଷ୍କାର କରିବ। ଏହି ପୁଞ୍ଜିବିନିଯୋଗରେ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ଓଡିଶାରେ ୭୪,୦୦୦ରୁ ଅଧିକ ନିଯୁକ୍ତି…

ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳ ବଦଳ

ଭୁବନେଶ୍ୱର,୨୯ା୧୧(ଅନିଲ ଦାସ):ରାଜ୍ୟ ସରକାର ଓଏଏସ୍‌ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମୋଟ ୧୯ଜଣ ଓଏଏସ୍‌ ଅଫିସରଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି। ଏନେଇ ଗୁରୁବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସ୍ବାସ୍ଥ୍ୟ…