Breaking News

ବ୍ୟାଙ୍କରେ ଆଦାନୀ ଋଣ ସମୀକ୍ଷା ଆରମ୍ଭ: ଷ୍ଟେଟ୍‌ ବ୍ୟାଙ୍କ ଦେଇଛି ୩୩,୮୦୦ କୋଟି

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା ଆଇନ ବିଭାଗ ଲାଞ୍ଚ କାରବାର ଅଭିଯୋଗ ଆଣିବା ପରେ ଭାରତରେ ତାଙ୍କ କମ୍ପାନିଗୁଡ଼ିକୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକର ସମୀକ୍ଷା ଆରମ୍ଭ କରିଛନ୍ତି। ନୂଆ ଋଣ ଦେବା ପୂର୍ବରୁ ଯଥାର୍ଥ ଆକଳନକୁ ଆହୁରି କଡ଼ାକଡ଼ି କରିବାର ଆବଶ୍ୟକତା ରହିଛି ନା…

ପଦ୍ମପାଣିବିହାର ରାସ୍ତା ଦୂରବସ୍ଥା ନେଇ ସାଂସଦଙ୍କୁ ଅଭିଯୋଗ

ଭୁବନେଶ୍ବର: ନୀଳାଦ୍ରିବିହାର ଏଡବ୍ଲୁଏଚ୍‌ଓ କଲୋନି ଓ ପଦ୍ମପାଣି ବିହାର ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ନୀଳାଦ୍ରିବିହାର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ରାସ୍ତା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାସ୍ତା ଦୁରାବସ୍ଥା ନେଇ ସ୍ଥାନୀୟ ବାସିନ୍ଦା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ…

ହାଇକୋର୍ଟରେ କଟକ ସହର ସମସ୍ୟା ମାମଲା: ‘୩୦ ତାରିଖ ସୁଦ୍ଧା ବାଲିଯାତ୍ରା ପଡ଼ିଆ ସ୍ବଚ୍ଛ କର’

କଟକ,୨୯ା୧୧ (କାର୍ତ୍ତିକ ସାହୁ): ଉପର ଓ ତଳ ବାଲିଯାତ୍ରା ପଡ଼ିଆ ପ୍ରଦୂଷିତ। ବାଲିଯାତ୍ରା ସରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ସଫା ହୋଇନି ପଡ଼ିଆ। କୁଢ଼ କୁଢ଼ ଆବର୍ଜନା ପଡିରହିଛି। ଏହାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହେବା ସହ ଜିଲାପାଳ ଓ କଟକ ମହାନଗର ନିଗମ(ସିଏମ୍‌ସି) କମିଶନରଙ୍କ ଉପରେ ଅସନ୍ତୋଷ…

ଆଜିଠାରୁ ଡିଜିପି ସମ୍ମିଳନୀ: ଯୋଗଦେବେ ମୋଦି, ଶାହା

ଭୁବନେଶ୍ୱର,୨୯ା୧୧(ସୂର୍ଯ୍ୟକାନ୍ତ ବେହେରା):ସର୍ବଭାରତୀୟ ୫୯ତମ ଡିଜି-ଆଇଜି ସମ୍ମିଳନୀ ଭୁବନେଶ୍ୱରରେ ଶୁକ୍ରବାର ଆରମ୍ଭ ହୋଇ ଡିସେମ୍ବର ୧ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ। ଏଥିରେ ଯୋଗଦେବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ…

୨୦ ବର୍ଷ ହେଲା ଚାପିରହିଛି ଆର୍‌ଡିସି ତଦନ୍ତ ରିପୋର୍ଟ

ଯାଜପୁର,୨୯ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଏବଂ ବିରଜା ହାଟ ସ୍ଥାନାନ୍ତରଣକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ବିରଜା ହାଟ ପୁରୁଣା ସ୍ଥାନରେ ବସିବା ପାଇଁ ଜିଲା ପ୍ରଶାସନର ଅନୁମତି ବିରୋଧରେ ବିଜେଡି…

ଭିଭିଆଇପିଙ୍କ ରାସ୍ତାରେ ପୁଲିସ ଆଖି

ଭୁବନେଶ୍ବର: ଆସନ୍ତାକାଲିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଡିଜିପି-ଆଇଜି ସମ୍ମିଳନୀ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହିତ ବହୁ ବିଶିଷ୍ଟ ଅଧିକାରୀ ସାମିଲ ହେବେ। ଏଥିପାଇଁ ଭୁବନେଶ୍ୱରରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ସହିତ ଟ୍ରାଫିକ…

ବିଷାକ୍ତ ଖାଦ୍ୟ ଖାଇ ୧୨ ନର୍ସିଂ ଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରର ଶିଶୁପାଳଗଡ଼ ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂ କଲେଜର ୧୦ ଜଣ ଛାତ୍ରୀ ଆଜି ସକାଳୁ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନେ ବିଷାକ୍ତ ଖାଦ୍ୟ ଖାଇ ଥିବାରୁ ଏପରି ସ୍ଥିତି ହୋଇଥିବା ସନ୍ଦେହ କରାଯାଉଛି। ହସ୍ପିଟାଲ ପକ୍ଷରୁ…

ଅସଲି ରାଜା ଆସିଲେ, ଡୁପ୍ଲିକେଟ ରାଜା ପଳେଇଲେ: ବିଧାନସଭାରେ ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯ା୧୧(ସୁନିତ୍‌ ମିଶ୍ର):ବିଧାନସଭାରେ ଓଡ଼ିଶା ସାମଗ୍ରୀ ଓ ସେବା ଟିକସ୍‌ (ଦ୍ୱିତୀୟ ସଂଶୋଧନ) ବିଲ୍‌, ୨୦୨୪ ଉପରେ ଆଲୋଚନା ଚାଲିଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ରଖୁଥାଆନ୍ତି। ଏହି ଅବସରରେ ପୂର୍ବରୁ ଗୃହରେ ବିଜେଡି ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ (ରାଜା…

ଅଙ୍କିତଙ୍କ ୨ କିଡ୍‌ନି ଅକାମୀ: ଆର୍ଥ ଅଭାବ ଯୋଗୁଁ ହୋଇପାରୁନି ଅସ୍ତ୍ରୋପ୍ରଚାର

ମାଲକାନଗିରି: ଅଙ୍କିତ କୁମାର ସାହୁ। ବୟସ ୧୫ ବର୍ଷ। ଯୁକ୍ତ ୨ର ଛାତ୍ର। ବାପା ନାରାୟଣ ସାହୁ ଏବଂ ମା’ ଛବିରାଣୀ ପୃଷ୍ଟିଙ୍କର ଏକମାତ୍ର ପୁଅ ଅଙ୍କିତ। ବାପା ପୋଷ୍ଟ ଅଫିସରେ ପିଅନ ଭାବେ କାମ କରୁଥିବା ବେଳେ ମା‘ ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି। ଅଙ୍କିତ ପିଲାଟି…

ଶୀତଦିନିଆ ହାତୀଗଣନା ରିପୋର୍ଟ: ଢେଙ୍କାନାଳରେ ବଢ଼ିଲେ, ଆଠଗଡ଼ରୁ ଛିଡ଼ିଲେ

ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ଏବେ ୨୧୦୩ଟି ହାତୀ ରହିଛନ୍ତି। ଚିହ୍ନଟ ହୋଇଥିବା ହାତୀଙ୍କ ମଧ୍ୟରେ ମଧ୍ୟରୁ ୫୩୬ଟି ଅଣ୍ଡିରା ଓ ୯୮୩ଟି ମାଈ ହାତୀ ଅଛନ୍ତି। ୫୮୪ଟି ଛୁଆ ହାତୀ ରହିଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜି ପ୍ରକାଶିତ ଶୀତଦିନିଆ ହାତୀ ଗଣନା ରିପୋର୍ଟରେ…