Breaking News

ପ୍ରକୃତିର ଦୁଇ ଅଂଶ

ପ୍ରକୃତି ମହାନ୍‌। ଏହାର ଗୌରବ, ଗରିମା ବିଶ୍ୱବିଦିତ। ଏ ମାଟିର ବାସ୍ନା, ଅସୀମ କାନ୍ତିମୟୀ ପ୍ରକୃତି ମଧ୍ୟରେ ବିଶ୍ୱନିୟନ୍ତାଙ୍କ ସନ୍ଧାନ, ଅରୂପର ମୋହାଚ୍ଛନ୍ନ ବାସ୍ତବ ଅନୁଭବ ହିଁ ମାନବ ଦର୍ଶନ-ତତ୍ତ୍ୱ ଦର୍ଶାଇଥାଏ। ସକଳ ବିଡ଼ମ୍ବନା ଓ ହତାଶ ମଧ୍ୟରେ ଆଶାବାଦ ଓ ଆନନ୍ଦବୋଧ ହିଁ ସକଳ…

ସୋଆ ୟୁନିଭର୍ସିଟିକୁ ‘ଫେମିନା ଆଚିଭର୍ସ ଇଷ୍ଟ ଆଓ୍ବାର୍ଡ’

ଭୁବନେଶ୍ୱର,୨୮।୧୧ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଶିକ୍ଷା ଓ ଅନୁସନ୍ଧାନ (ଏସ୍‌ଓଏ) ବା ସୋଆ ୟୁନିଭର୍ସିଟିକୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସମ୍ମାନ ‘ଫେମିନା ଆଚିଭର୍ସ ଇଷ୍ଟ ଆଓ୍ବାର୍ଡ-୨୦୨୪’ ରେ ସମ୍ମାନିତ କରାଯାଇଛି। ବିଶେଷ କରି ବିଶ୍ୱବିଦ୍ୟାଳୟ ଓ…

ରାଜ୍ୟ ବିଜୁଳି ଚାହିଦାର ୩୦% ପୂରଣ କରିଥାଏ ଓପିଜିସି

ଭୁବନେଶ୍ୱର,୨୮।୧୧:ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ ଲିମିଟେଡ୍‌ (ଓପିଜିସି) ଦ୍ୱାରା ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ବୁଧବାର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।…

ଟ୍ରେଣ୍ଡସ୍‌ର ‘ବ୍ଲାକ୍‌ ଫ୍ରାଇଡେ ସେଲ୍‌’:ମିଳିବ ଜବରଦସ୍ତ ଅଫର୍‌

ଭୁବନେଶ୍ୱର,୨୮।୧୧:ରିଲାଏନ୍ସ ଟ୍ରେଣ୍ଡସ୍‌ର ବହୁ ପ୍ରତୀକ୍ଷିତ ତଥା ଏକ୍ସକ୍ଲୁସିଭ ଡିସ୍‌କାଉଣ୍ଟ ଅଫର ‘ବ୍ଲାକ୍‌ ଫ୍ରାଇଡେ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ନଭେମ୍ବର ୨୮ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ରିଲାଏନ୍ସ ଟ୍ରେଣ୍ଡସ୍‌ରେ ଉପଲବ୍ଧ। ଏହା…

ସୁଭଦ୍ରା’ ଯୋଜନାରେ ଝିଅମାନଙ୍କ ପାଇଁ ଆସିଲା ଖୁସି ଖବର: ଏଣିକି…

ଭୁବନେଶ୍ୱର,୨୮।୧୧: ‘ସୁଭଦ୍ରା’ ଯୋଜନାରେ ଝିଅମାନଙ୍କ ପାଇଁ ଆସିଲା ଖୁସି ଖବର। ୨୧ ବର୍ଷ ପୂରିଥିଲେ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିପାରିବେ । ଯେଉଁମାନଙ୍କୁ ଏହି ମାସରେ ୨୧ ବର୍ଷ ପୂରିଥିବ ସେମାନେ ବି ସୁଭଦ୍ରା ପାଇଁ ଆବେଦନ କରିଲେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି କହିଛନ୍ତି…

୨୯, ୩୦ରେ ବନ୍ଦ ରହିବ ଗୃହ କାର୍ଯ୍ୟ: ବାଚସ୍ପତି

ଭୁବନେଶ୍ୱର,୨୮ା୧୧(ସୁନିତ୍‌ ମିଶ୍ର): ବିଧାନସଭା ଶୀତ ଅଧିବେଶର ଦ୍ୱିତୀୟ ଦିନ ଅପରାହ୍ନ ୪ଟାରେ ଆରମ୍ଭ ହୋଇ ୪ଟା ୭ ପର୍ଯ୍ୟନ୍ତ ଚାଲିବା ପରେ ବାଚସ୍ପତି ସୁରମା ପାଢ଼ୀ ଗୁରୁବାର ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଛନ୍ତି। ଅନ୍ୟପଟେ ଗୃହ କାର୍ଯ୍ୟ ୨୯ ଓ ୩୦ ତାରିଖରେ ବନ୍ଦ ରଖାଯିବ…

ବାଟ ଛାଡ଼ିଲେ ଶିନ୍ଦେ: ଏବେ ମହାରାଷ୍ଟ୍ରରେ ହେବ ଅସଲ ଖେଳ

ମୁମ୍ବାଇ,୨୮ା୧୧:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦ୍ୱିତୀୟ ଦାବିଦାର ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ବିଧାନସଭା ନିର୍ବାଚନ ଫଳ ଆସିବାର ୪ ଦିନ ପରେ ଏହି ଦାବିରୁ ଓହରିଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ନିଷ୍ପତ୍ତି ନେବେ ସେ ତାକୁ ମାନିନେବେ ବୋଲି ବୁଧବାର ଶିନ୍ଦେ…

ଲିଙ୍ଗରାଜ ମନ୍ଦିରରେ ସିଗାରେଟ୍‌ ଟାଣିଲେ

ଭୁବନେଶ୍ୱର,୨୮ା୧୧ (ସୂର୍ଯ୍ୟକାନ୍ତ ବେହେରା): ଲିଙ୍ଗରାଜ ମନ୍ଦିର ପରିସରକୁ ମୋବାଇଲ, ସିଗାରେଟ୍‌ ଭଳି କିଛି ଜିନିଷକୁ ବାରଣ କରାଯାଇଛି। କିନ୍ତୁ ଏହାସତ୍ତ୍ୱେ ମନ୍ଦିର ପରିସରକୁ ମୋବାଇଲ ଯିବା ସହ ସିଗାରେଟ ଯାଉଛି। ମନ୍ଦିରରେ ସୁରକ୍ଷା କର୍ମଚାରୀମାନେ କଡ଼ା ଯାଞ୍ଚ କରୁ ନ ଥିବାରୁ ଏଭଳି ଘଟଣା…

ମାଡିଆସୁଛି ବାତ୍ୟା: ଓଡ଼ିଶାର ୭ ଜିଲାରେ…

ଭୁବନେଶ୍ୱର,୨୮ା୧୧(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛି ଦିନ ଶୀତର ଲହରି ଜାରି ରହିଛି। ମାତ୍ର ଗୁରୁବାର ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଗଞ୍ଜାମ ଓ ଗଜପତି ଜିଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ସେହିପରି ସୁନ୍ଦରଗଡ଼, କେନ୍ଦୁଝରଗଡ଼, କନ୍ଧମାଳ, କଳାହାଣ୍ଡି ଆଦି…

ନର୍ସିଂ କଲେଜ ହଷ୍ଟେଲର୧୦ ଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର,୨୮।୧୧: ଭୁବନେଶ୍ୱରର ଏକ ଘରୋଇ ନର୍ସିଂ କଲେଜ ହଷ୍ଟେଲର୧୦ ଛାତ୍ରୀ ଅସୁସ୍ଥ ହୋଇଯାଇଛନ୍ତି। ରାତିରେ ଖାଇ ସାରିବା ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ସେମାନଙ୍କୁ ଗୁରୁତର ଅବସ୍ଥାରେ ବିଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…