Breaking News

ବାହୁଦା ନଦୀଶଯ୍ୟାରୁ ଆନ୍ଧ୍ରକୁ ବେଆଇନ ବାଲି ଚୋରାଚାଲାଣ: ଖୋଲା ଚ୍ୟାଲେଞ୍ଜ ଦେଇ ମାଫିଆ…

ଦିଗପହଣ୍ଡି, ୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଦିଗପହଣ୍ଡି ବ୍ଲକ ଅଧୀନ ବିଭିନ୍ନ ଗ୍ରାମଦେଇ ବହି ଯାଉଥିବା ବାହୁଦା ନଦୀଶଯ୍ୟାରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ବାଲିମାଫିଆଙ୍କ ରାଜୁତି ଚାଲିଛି। ଖଣି ବିଭାଗକୁ ଖୋଲା…

କେନ୍ଦୁଝର ଜୁନିୟର ଖଣି ଅଧିକାରୀ ପଦ୍ମନାଭ ହୋତା ଗିରଫ :ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ।

କନକବ୍ୟୁରୋ : ଗିରଫ ହେଲେ କେନ୍ଦୁଝରର ଜୁନିଅର ଖଣି ଅଧିକାରୀ ପଦ୍ମନାଭ ହୋତା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମନାଭଙ୍କୁ ବାନ୍ଧିଛି ଭିଜିଲାନ୍ସ । ତାଙ୍କର ବିଭିନ୍ନ ଠିକଣାରେ ଚଢାଉ ବେଳେ ଭୁବନେଶ୍ବରରେ ୩ଟି ବହୁତଳ ପ୍ରାସାଦ, ୫ ହଜାର ୮୦୦ ବର୍ଗଫୁଟର ଗୋଟିଏ ୪ ମହଲା କୋଠାଘର,…

ଅକ୍ସନରେ ଅନସୋଲ୍ଡ: ଟି-୨୦ରେ କଲେ ବିସ୍ଫୋରକ ଶତକ, ଭାଙ୍ଗିଦେଲେ କ୍ରିସ ଗେଲଙ୍କ ରେକର୍ଡ

କନକ ବ୍ୟୁରୋ: ନିକଟରେ ଶେଷ ହୋଇଛି ଆଇପିଏଲ ୨୦୨୫ର ମେଗା ଅକ୍ସନ । ଖେଳାଳି କିଣାବିକାରେ କିଛି ଖେଳାଳିଙ୍କ ଭାଗ୍ୟ ଖୋଲିଥିବା ବେଳେ ଆଉ କିଛି ଖେଳାଳି ନିରାଶ ହୋଇଛନ୍ତି । ଆଜି ଆମେ ଏମିତି ଜଣେ ଖେଳାଳିଙ୍କ କଥା କହିବୁ ଯିଏ ଆଇପିଏଲ ମେଗା ଅକ୍ସନରେ ଅନସୋଲ୍ଡ ରହିଥିଲେ । ହେଲେ ଟି-୨୦ କ୍ରିକେଟରେ…

ଇଣ୍ଡିଗୋ ଏୟାରଲାଇନ୍ସର ଘୋଷଣା : ଜାନୁୟାରୀ ୧ରୁ ଉଡିବ ୫ ନୂଆ ବିମାନ

କନକବ୍ୟୁରୋ : ଭୁବନେଶ୍ବର ବିମାନବନ୍ଦରରୁ ନୂଆବର୍ଷରେ ଉଡ଼ିବ ୫ଟି ନୂଆ ବିମାନ । ଇଣ୍ଡିଗୋ ଏୟାରଲାଇନ୍ସ ତରଫରୁ ଏହି ସେବା ଜାନୁୟାରୀ ୧ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ ତରଫରୁ ଏହା ଜାନୁୟାରୀ ୩ରୁ ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଗୋ ବିମାନ ସପ୍ତାହକୁ ୪ଥର…

ଗୃହରେ ବିରୋଧୀଙ୍କ ପ୍ରସଙ୍ଗ : ‘ରାଜ୍ୟରେ ସୁରକ୍ଷିତ ନାହାନ୍ତି ମହିଳା , ନାବାଳିକା ‘ । ଆଇନମନ୍ତ୍ରୀଙ୍କ ଉତ୍ତର ସରକାର…

କନକବ୍ୟୁରୋ : ରାଜ୍ୟରେ ନାବାଳିକା ଓ ମହିଳା ମାନେ ଅସୁରକ୍ଷିତ ଏ ନେଇ ଗୃହରେ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ । ଏଥିସହ ସେ କହିଛନ୍ତି କଟକ, ଭୁବନେଶ୍ୱର ,କୁଚିଣ୍ଡା , ବଙ୍ଗୋମୁଣ୍ଡା ସମତେ ରାଜ୍ୟରେ ବିଭିନ୍ନ ଅଂଚଳରେ ଘଟୁଛି ମହିଳା ମାନେ ନାହାନ୍ତି ସୁରକ୍ଷିତ ବଢୁଛି ଦୁଷ୍କର୍ମ । ଏଥିସହ…

ଗିଜର ବିସ୍ଫୋରଣରେ ନବବଧୂଙ୍କ ମୃତ୍ୟୁ: ୫ଦିନ ତଳେ ହୋଇଥିଲା ବିବାହ

ନୂଆଦିଲ୍ଲୀ: ସମୟସମୟରେ ମଣିଷ ଜୀବନ ପାଣି ଫଟକା ଭଳି ହୋଇଥାଏ ବୋଲି ଲୋକଙ୍କ ମୁଖରୁ ଶୁଣିବାକୁ ମିଳିଥାଏ। ବାସ୍ତବରେ ବି ଦେଖିବାକୁ ଗଲେ ମଣିଷ ଜୀବନଟା ପାଣି ଫଟକା। କେତେବେଳେ ଯେ ଏହି ଶରୀରରୁ ଆତ୍ମାଛାଡ଼ି ଚାଲିଯିବ ତାହା କେହି କହି ପାରିବେ ନାହିଁ। ନିକଟରେ ଉତ୍ତରପ୍ରଦେଶର ବରେଲିରୁ ଏକ…

ଆବାସ ଯୋଜନାର ନୂଆ ଗାଇଡ୍‌ଲାଇନ୍: ବାଇକ୍‌-ଫ୍ରିଜ୍‌ ଥିଲେ ବି ଘର ମିଳିବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ନୂଆ ଗାଇଡ୍‌ଲାଇନ୍ ଆସିଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଘର ଦେବାକୁ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ କରିଥିବା ନୂଆ ଗାଇଡ୍‌ଲାଇନରେ କେତେକ ନୂଆ ବ୍ୟବସ୍ଥା ଯୋଡ଼ିଛନ୍ତି। ରାଜ୍ୟ ସରକାର ଆବାସ ଘର ପାଇଁ ଲୋକେ ନିଜେ ନିଜ…

ଭଡ଼ା ଘରେ ସେକ୍ସ ରାକେଟ୍: ଚଢଉ କଲା ପୁଲିସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏକ ସେକ୍ସ ରାକେଟ୍‌ର ସନ୍ଧାନ ମିଳିଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ଭଡ଼ା ଘରେ ଏହି ସେକ୍ସ ରାକେଟ ଚାଲିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏନେଇ ପୁଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ପୁଲିସ ପକ୍ଷରୁ ଭଡ଼ା ଘରେ ଚଢଉ କରାଯାଇଥିଲା। ଚଢଉ ବେଳେ…

ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦିନକ ପୂର୍ବରୁ ଆତଙ୍କବାଦୀ ଧମକ

ଭୁବନେଶ୍ବର: ଭୁବନେଶ୍ବରରେ ଆୟୋଜିତ ହେବାକୁଥିବା ଡିଜିପି ସମ୍ମିଳନୀକୁ ଆତଙ୍କବାଦୀ ଧମକ ମିଳିଛି। ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍‌ନୁ ଧମକ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତା ଜାରି କରି ସେ ଧମକ ଦେଇଛନ୍ତି। ସମ୍ମିଳନୀ ପଣ୍ଡ କରିବାକୁ ଭିଡିଓ ବାର୍ତ୍ତାରେ ତାଙ୍କର ଧମକ ମିଳିଛି।…

ତୁମେ ମୋ ଘର ପାଲଟି ଯାଇଛ; ଏଭଳି କହି ରଶ୍ମିକାଙ୍କୁ ପ୍ରଶଂସା କଲେ ଅଲ୍ଲୁ ଅର୍ଜୁନ

ନୂଆଦିଲ୍ଲୀ: ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨: ଦି ରୁଲ୍' ଘୋଷଣା ହେବା ଦିନଠାରୁ ଫିଲ୍ମକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଫିଲ୍ମର ଟିଜର ଓ ଟ୍ରେଲର ରିଲିଜ୍ ହେବା ପରଠାରୁ ଫିଲ୍ମ ରିଲିଜ୍କୁ ନେଇ ଲୋକଙ୍କ ଉତ୍ସାହ ଆହୁରି ବୃଦ୍ଧି ପାଇଛି | ଡିସେମ୍ବର ୫ରେ ଫିଲ୍ମଟି ରିଲିଜ୍ ହେବାକୁ ଥିବା…