Breaking News

ଅନ୍ତର୍ଜାତୀୟ ମ୍ୟାଚ୍‌ ସମୟରେ ନିଆରା ଦୃଶ୍ୟ: ଲଞ୍ଚ୍‌ବେଳେ ପଡ଼ିଆ ଭିତରେ ପଶି କ୍ରିକେଟ୍‌ ଖେଳିଲେ ଦର୍ଶକ

ଖ୍ରୀଷ୍ଟଚର୍ଚ୍ଚ,୨୮।୧୧: ଇଂଲଣ୍ଡ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ସିରିଜର ପ୍ରଥମ ଟେଷ୍ଟ ଖ୍ରୀଷ୍ଟଚର୍ଚ୍ଚର ହାଗଲି ଓଭାଲରେ ଖେଳାଯାଉଛି। ମ୍ୟାଚର ଗୋଟିଏ ଦିନ ସମାପ୍ତ ହୋଇଛି, ଏହା ପରେ ଆୟୋଜକ ନ୍ୟୁଜିଲାଣ୍ଡ…

ଏଭଳି ହୋଇଥିଲେ ପନ୍ତଙ୍କୁ ୨୭ କୋଟି ବଦଳରେ ମିଳିଥାନ୍ତା ମାତ୍ର ୨୦ କୋଟି, ଏମିତି ବାଜି ପଲଟାଇଦେଲା ଲକ୍ଷ୍ନୌ

ନୂଆଦିଲ୍ଲୀ,୨୮।୧୧: ଆଇପିଏଲ ୨୦୨୨ ମେଗା ନିଲାମରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ରିଷଭ ପନ୍ତଙ୍କୁ କିଣିଥିଲେ। ଏହି ପରି ଭାବେ ଆଇପିଏଲ ଇତିହାସରେ ପନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି। ଲକ୍ଷ୍ନୌ ତାଙ୍କୁ ୨୭ କୋଟିରେ କିଣିଛି। କିନ୍ତୁ ଆପଣ ଜାଣନ୍ତି କି ପୂର୍ବରୁ ପନ୍ତ ମାତ୍ର ୨୦.୭୫ କୋଟି…

ରାଶିଫଳ: ଗୁରୁବାର, ନଭେମ୍ବର ୨୮ ତାରିଖ – Daily Horoscope

ମେଷ ଆଜି ମଙ୍ଗଳଙ୍କ ଦୃଷ୍ଟିରେ ଚନ୍ଦ୍ର ରହୁଥିବାରୁ ଯେମିତି ଭାବୁଥିବେ ତାହା ସମ୍ପନ୍ନ କରିବାରେ ଅସୁବିଧା ହେବନାହିଁ। ଆପଣଙ୍କ କାମରେ ଯୋଗଦେବା ପାଇଁ ଘରକୁ ବନ୍ଧୁମାନେ ଆସିପାରନ୍ତି। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ସଭାସମିତିରେ ନିଜର ସୀମା ଭିତରେ ରହିବା ଭଲ ନତୁବା ସାଧାରଣ କଥାରେ…

ଛାଡପତ୍ର କନଫର୍ମ! ବଚ୍ଚନ ସରନେମ୍‌ ହଟାଇଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ନିକଟରେ ଦୁନିଆର ବହୁ ପ୍ରସିଦ୍ଧ ମହିଳା ସେଲିବ୍ରିଟିଙ୍କ ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୁବାଇରେ ଆୟୋଜିତ ଗ୍ଲୋବାଲ ମହିଳା ଫୋରମ ୨୦୨୪ରେ ସାମିଲ୍‌ ହୋଇଥିଲେ। ୨ଦିନ ଧରି ଚାଲିଥିବା ଦୁବାଇରେ ଏହି ଇଭେଣ୍ଟରୁ ଐଶ୍ୱର୍ଯ୍ୟାଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। କିନ୍ତୁ ଏହି…

ଐଶ୍ୱର୍ଯ୍ୟାଙ୍କୁ ଧନ୍ୟବାଦ ଦେଲେ ଅଭିଷେକ: ଜାଣନ୍ତୁ କାହିଁକି

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ତାଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏକ ସାକ୍ଷାତକାରରେ ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅଭିଷେକ କହିଛନ୍ତି, ଐଶ୍ୱର୍ଯ୍ୟା ମା’ ହେବା ପରେ ନିଜ କ୍ୟାରିୟରରେ ଅନେକ କିଛି ବଳିଦାନ…

କପି କରି ନୟନତାରା ହଟହଟା

ଚେନ୍ନାଇ:ଅଭିନେତ୍ରୀ ନୟନତାରା କପି କରି ହଟହଟା ହୋଇଛନ୍ତି। ଅଭିନେତା ଧନୁଷଙ୍କର ‘ୱଣ୍ଡରବାର ଫିଲ୍ମସ୍‌ ପ୍ରାଇଭେଟ ଲିମିଟେଡ୍‌’ ପକ୍ଷରୁ ବୁଧବାର ତାଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ତାମିଲ ଚଳଚ୍ଚିତ୍ର ‘ନାନୁମ୍‌ ରୋଡି ଧାନ୍‌’ର କିଛି ଭିଜୁଆଲକୁ ନୟନତାରା…

୧୫୦ ଦିନରେ ସରକାରର ମୂଳଦୁଆ ଦୁର୍ବଳ । ଏ ସରକାର କାହା ରିମୋର୍ଟରେ ଚାଲିଛି?

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ‘ଅରୁଣ’ ବାଣ । ଗୁରୁବାର ରାଜ୍ୟରେ ଗତ ୧୫୦ ଦିନ ଭିତରେ ଘଟିଯାଇଥିବା କ୍ରାଇମ୍ ରିପୋର୍ଟକୁ ଦେଖାଇ ସରକାରକୁ ଟାର୍ଗେଟ କରିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ସିଧା ସିଧା ମୋହନ ସରକାରକୁ ତୀର ମାରିବା ସହ, ଅରୁଣ ସାହୁ କହିଛନ୍ତି ଯେ, ଏ ସରକାର ୧୦୦ ଦିନରେ…

ମହାନଦୀ ଜଳ ବିବାଦ; ଛତିଶଗଡ ସରକାର ସହ ଏଯାଏଁ କେବଳ ଅନୌପଚାରିକ ଆଲୋଚନା, ଏଯାଏଁ କରାଯାଇନି ଲିଖିତ ଦାବି ଉପସ୍ଥାପନ ।

କନକ ବ୍ୟୁରୋ: ବିଧାନସଭାରେ ଉଠିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୌପଚାରିକ ସ୍ତରରେ କେବଳ ଆଲୋଚନା କରିଛନ୍ତି । ହେଲେ ଏହି ସମ୍ପର୍କରେ କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି…

ବଢିପାରେ ୱାକଫ୍ ସଂଶୋଧନ ବିଲ୍ ଉପରେ ସଂସଦର ଯୁଗ୍ମ କମିଟିର କାର୍ଯ୍ୟକାଳ । ଆଜି ବି ଗୃହରେ ଆଲୋଚନା ।

କନକ ବ୍ୟୁରୋ: ୱାକଫ୍ ସଂଶୋଧନ ବିଲ୍ ଉପରେ ସଂସଦର ଯୁଗ୍ମ କମିଟିର କାର୍ଯ୍ୟକାଳ ବଜେଟ୍ ଅଧିବେଶନର ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଜେପିସି ବୈଠକରେ କମିଟିର ସଦସ୍ୟମାନଙ୍କ ତରଫରୁ ଅଧ୍ୟକ୍ଷ ଜଗଦମ୍ବିକା ପାଲଙ୍କୁ ପରାମର୍ଶ ଦିଆଯାଇଥିଲା ଯେ, କମିଟିର କାର୍ଯ୍ୟକାଳ ବୃଦ୍ଧି କରାଯାଉ…

ସସପେନ୍ସରେ ଲାଗିଲା ବ୍ରେକ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ରେସରୁ ଓହରିଲେ ଏକନାଥ ସିନ୍ଦେ

କନକ ବ୍ୟୁରୋ : ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ହେବା ଏକପ୍ରକାର ସ୍ପଷ୍ଟ। ମୁଖ୍ୟମନ୍ତ୍ରୀ ଚୟନରେ କୌଣସି ପ୍ରକାର ବାଧା ନୁହଁନ୍ତି ବୋଲି ଶିବସେନା ନେତା ଏକନାଥ ସିନ୍ଦେଙ୍କ ବୟାନ ପରେ ଦେବେନ୍ଦ୍ର ଫଡାନଭିସଙ୍କ ମୁଖ୍ୟମନ୍ତ୍ରୀ ଚୟନ ରାସ୍ତା ଖୋଲିଯାଇଛି।…