Breaking News

ବର୍ଷକରେ ବଢିଛନ୍ତି ମାତ୍ର ୫ ହାତୀ ; ୧୩ ଡିଭିଜନରେ ହାତୀ ସଂଖ୍ୟା ଶୂନ୍

କନକ ବ୍ୟୁରୋ: ଆସିଲା ୨୦୨୪ ହାତୀ ଗଣନା ରିପୋର୍ଟ । ରିପୋର୍ଟ ଅନୁସାରେ, ରାଜ୍ୟରେ ବର୍ଷକରେ ବଢିଛନ୍ତି ମାତ୍ର ୫ ହାତୀ । ରାଜ୍ୟର ୩୮ଟି ଡିଭିଜନରେ ଅଛନ୍ତି ୨୧୦୩ ହାତୀ । ମୋଟ୍ ୩୩୪ ଟି ବଡ଼ ଦନ୍ତା ହାତୀ, ୧୨ ଟି ବଡ଼ ମାଖନା ହାତୀ, ୬୭୮ ଟି ମାଇ ହାତୀ ଓ ୪୦୩ ଟି ହାତୀ ଛୁଆ ଅଛନ୍ତି ।…

ଶୂନ୍ୟକାଳରେ ଉଠିଲା ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ । ଚୋରି ଡକାୟତି ଭଳି ଅପରାଧିକ କାର୍ୟ୍ୟକଳାପ କରୁଛନ୍ତି ।

କନକ ବ୍ୟୁରୋ: ଶୀତ ଅଧିବେଶନର ତୃତୀୟ ଦିନ ଶୂନ୍ୟକାଳରେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ସନାତନ ବିଜୁଳି । ବେଧଡ଼କ ଭାବେ ବାଂଲାଦେଶୀମାନେ ରାଜ୍ୟରେ ପ୍ରବେଶ କରୁଛନ୍ତି । ଏମାନେ ଏଠାକୁ ଆସି ଏମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜମିସ୍ତ୍ରୀ ଓ କାଠ ମିସ୍ତ୍ରୀ…

ଅଭିଯୁକ୍ତ ଘର ଆଗରେ ମୃତଦେହ ; ୮ ମାସ ତଳେ ଯୁବତୀଙ୍କୁ ନେଇ ପଳାଇଥିଲା ଅଭିଯୁକ୍ତ

କନକ ବ୍ୟୁରୋ: ଅପହରଣ କରିଥିବା ଯୁବକଙ୍କ ଘର ଆଗରେ ପଡି ରହିଛି ନିଖୋଜ ନାବାଳିକାଙ୍କ ମୃତଦେହ । ଧାମନଗର ଥାନା ଅଧିନ ଚୁଡାକୁଟି ପଞ୍ଚାୟତର ସୋରିଷଡ଼ିହ ଗାଁରୁ ଆସିଲା ଏପରି ଘଟଣା ଦେଖିବାକୁ ମିଳିଛି । ୮ ମାସ ପୂର୍ବେ ଏହି ଗ୍ରାମର ଗୋଳଖ ସୁତାରଙ୍କ ଝିଅ ଲିଲି ସୁତାରଙ୍କୁ ସେହି ଗ୍ରାମର…

ପୁରୁଣା ସରକାରର ୨୧ ଯୋଜନାର ନାଁ ବଦଳେଇଛି ମୋହନ ସରକାର । ବିଧାନସଭାରେ ପୂରା ତଥ୍ୟ ଦେଲେ ମୁଖ୍ୟମନ୍ତ୍ରୀ । ଦେଖନ୍ତୁ,…

କନକ ବ୍ୟୁରୋ: ରାଜ୍ୟରେ ପୁରୁଣା ସରକାର ଯିବା ପରେ ଏବଂ ନୂଆ ସରକାର ଆସିବା ପରେ ଏ ପର୍ୟ୍ୟନ୍ତ ପୁରୁଣା ନବୀନ ସରକାରର ମୋଟ ୨୧ଟି ଯୋଜନାର ନାମ ପରିବର୍ତ୍ତନ କରିଛି ନୂଆ ସରକାର । ଏ ସଂକ୍ରାନ୍ତରେ ଆଜି ବିଧାନସଭାରୁ ଆସିଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତର । ସୂଚନା…

କାଲି ଅପରାହ୍ନ ୪ଟା୧୫ରେ ଆସିବେ ମୋଦୀ ; ମନ୍ତ୍ରୀ, ବିଧାୟକ, ସାଂସଦ ଓ ଦଳୀୟ ପଦାଧିକାରୀଙ୍କ ସହ ବୈଠକ

କନକ ବ୍ୟୁରୋ: ଆସନ୍ତାକାଲି ଅପରାହ୍ନ ୪ଟା୧୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ । ଏୟାରପୋର୍ଟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଏୟାରପୋର୍ଟରୁ ରାଜଭବନ ଯିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସିବେ ମୋଦୀ । ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ…

ଶୂନ୍ୟକାଳରେ ଉଠିଲା ସୁନ୍ଦରଗଡ଼ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଧାୟକ ।

କନକ ବ୍ୟୁରୋ: “ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ଭାଗ ଭାଗ କରିବାକୁ ଚାହୁଁଛନ୍ତି । ଆମ ସଂସ୍କୃତି ପଶ୍ଚିମ ଓଡିଶା ସହ ଖାପ ଖାଉଛି ଉତ୍ତର ଓଡ଼ିଶା ସହିତ ନୁହଁ । ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ଯେ ସୁନ୍ଦରଗଡ଼ କୁ ଉତ୍ତର ଓଡିଶାରେ ମିଶାଇବା କୌଣସି ନିଷ୍ପତ୍ତି ହୋଇନି ବୋଲି ।“ ଶୀତ…

ଦିଲ୍ଲୀ ପ୍ରଶାନ୍ତ ବିହାରରେ ବୋମା ବିସ୍ପୋରଣ : କାରଣ ଅସ୍ପଷ୍ଟ , ପୋଲିସ ସ୍ୱତନ୍ତ୍ରଟିମର ତଦନ୍ତ ଜାରି

କନକବ୍ୟୁରୋ : ରାଜଧାନୀ ଦିଲ୍ଲୀ ପ୍ରଶାନ୍ତ ବିହାର ଅଞ୍ଚଳରେ ବିସ୍ଫୋରଣ । ଦ୍ବିତୀୟ ଥର ପାଇଁ ଏହି ଅଞ୍ଚଳରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଏବଂ କେଉଁ ପଦାର୍ଥ ପାଇଁ ଏହି ବିସ୍ଫୋରଣ ଘଟିଲା ତାର ତଦନ୍ତ କରାଯାଉଛି ।…

ଶପଥ ନେଲେ ପ୍ରିୟଙ୍କା: ସଂସଦ ଦେଖିଲା ଗାନ୍ଧୀ ପରିବାରର ୩ୟ ମହିଳା ସାଂସଦ

ୱାୟାନାଡ: ​​କେରଳର ୱାୟାନାଡରୁ ବିଜୟୀ ହୋଇଥିବା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ପ୍ରଥମ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ରାଜ୍ୟସଭାରେ ରାବେରେଲି ସାଂସଦ ତଥା ତାଙ୍କ ଭାଇ ରାହୁଲ ଗାନ୍ଧୀ ଏବଂ ରାଜ୍ୟସଭା ସାଂସଦ ମାଆ ସୋନିଆ ଗାନ୍ଧୀଙ୍କ ସହ…

୧୫ ଦିନ ମଧ୍ୟରେ ଶେଷ ହେବ ସୁଭଦ୍ରା ଯାଞ୍ଚ୍: ଶୁକ୍ରବାରଠାରୁ ମାଲକାନଗିରିରେ ଆରମ୍ଭ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯାଇଛି। ତେବେ ଆବେଦନ କରିଥିବା ବହୁ ସଂଖ୍ୟକ ମହିଳାଙ୍କ ବ୍ୟାଙ୍କ ଖାତାରେ ଏପର୍ଯ୍ୟନ୍ତ ଟଙ୍କା ପହଞ୍ଚିନାହିଁ। କେତେକଙ୍କର ଆବେଦନ ସ୍ଥିତି ଅଣ୍ଡର ପ୍ରୋସେସ୍ ଦେଖାଉଥିବାବେଳେ ଅନ୍ୟ କେତେକଙ୍କର କୌଣସି ଜମିଜମା…

ଧାନଗଦାରେ ନିଆଁ ଲଗାଇଲେ ଦୁର୍ବୃତ୍ତ: ୧୦ ଏକର ଚାଷ ଜମିର ଧାନ ପୋଡ଼ି ପାଉଁଶ

ବରଗଡ଼: ଧାନଜମିରୁ କଳେଇ ଆଣି ଖଳାରେ ଗଦାମାରି ରଖାଯାଇଥିଲା। ତେବେ ଏଥିରେ ନିଆଁ ଲାଗି ଧାନଗଦା ଜଳିଯାଇଛି। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ବୀରଜାମ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନିଆଁଲାଗି ଖଳାରେ ଗଦା ମରାଯାଇଥିବା ୧୦ ଏକର ଜମିର ଧାନ ଜଳିଯାଇଛି। ଚାଷୀମାନେ କ୍ଷେତରୁ ଧାନ ଅମଳ କରି…