Breaking News

‘ଶେଷ ଲଫାପା’ ସମ୍ବନ୍ଧରେ

ପରାଗ ଆଚାର୍ଯ୍ୟ କିଛି ଦିନ ତଳେ ‘ଜିଓ ସିନେମା’ରେ ‘ଦି ଲାଷ୍ଟ ଏନ୍‌ଭେଲୋପ୍’ ବା ‘ଶେଷ ଲଫାପା’ ନାମକ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ‘ଲଳିତ କୁମାର ଝା’ଙ୍କ ନିର୍ଦ୍ଦେଶିତ ତେର ମିନିଟ୍ ଅବଧିବିଶିଷ୍ଟ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ବୟସ ଅପରାହ୍‌ଣରେ ନିଜ ଏକମାତ୍ର…

ବିପଦରେ ଶୈଶବ: ୫ ବର୍ଷ ଶିଶୁର ଦାମ୍‌ ୪୦ ହଜାର

ଭୁବନେଶ୍ବର: ମାତ୍ର ୫ ବର୍ଷ ବୟସର ଶିଶୁକନ୍ୟା। ପୂରାପୂରି ମା’ କୋଳ ଛାଡ଼ିନି। କିନ୍ତୁ ବାପାମା’ ବିକିଦେଲେ। ରାଜଧାନୀ ବଜାରରେ ତା’ର ମୂଲ ହେଲା ୪୦ ହଜାର ଟଙ୍କା। ଖୋଦ୍‌ ରାଜଧାନୀରେ ଘଟିଥିବା ଏଭଳି ଅଭାବନୀୟ ଘଟଣା ଆଜି ସାରା ସହରରେ ହଇଚଇ ସୃଷ୍ଟି କରିଛି। ଘଟଣାର ପର୍ଦ୍ଦାଫାସ୍‌ ହେବା ପରେ…

ସାଇବର୍‌ ଠକାମୀ ମାମଲାରେ ଚଢ଼ଉ ବେଳେ ଇଡିକୁ ଆକ୍ରମଣ

ନୂଆଦିଲ୍ଲୀ: ଗୁରୁବାର ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବିଜୱାସାନରେ ସାଇବର ଜାଲିଆତି ମାମଲାରେ ଚଢ଼ଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ଏହି ଆକ୍ରମଣକୁ ନେଇ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ମାମଲା ପଞ୍ଜିକରଣ କରିଛି। ତେବେ ଏହି ଆକ୍ରମଣରେ…

ଗୁଣପୁରରେ ଶିଶୁ ବିକ୍ରି: ସନ୍ଦେହ ଘେରରେ ଡିସିପିୟୁ ଭୂମିକା

ଗୁଣପୁର: ରାୟଗଡ଼ା ଜିଲ୍ଲା ଜେକେପୁର ଅଞ୍ଚଳର ୯ଦିନର ଶିଶୁକନ୍ୟା ବିକ୍ରି ଘଟଣା ମନରୁ ଲିଭିବା ପୂର୍ବରୁ ଗୁଣପୁରରେ ପୁଣି ଏକ ଶିଶୁ ବିକ୍ରି ଘଟଣା ସାମ୍ନାକୁ ଆସିଛି। ଗତ ମାର୍ଚ୍ଚ ମାସରେ ୧୦ଦିନର ଶିଶୁପୁତ୍ରକୁ ବିକ୍ରି କରାଯାଇଥିବା ସୂଚନା ମିଳିଛି। ଗୁଣପୁର ଉପଖଣ୍ଡ ଅଞ୍ଚଳର ଏହି ଘଟଣାରେ…

ଅର୍ଥ ସୂତ୍ର: ଯୁବପିଢ଼ିଙ୍କ ପାଇଁ ସଞ୍ଚୟ ଟିପ୍‌ସ

ପାଠପଢ଼ା ସରିଗଲାଣି ଆଉ ରୋଜଗାର ପାଇଁ ଆପଣ ସଜବାଜ ହେଉଛନ୍ତି କିମ୍ବା ନୂଆନୂଆ ଚାକିରି ଜୀବନ ଆରମ୍ଭ କରିଛନ୍ତି? ଦରମା ହାତକୁ ଆସିଲେ ଆମର ଖର୍ଚ୍ଚ କରିବାର ଇଚ୍ଛା ଓ ଆକାଂକ୍ଷା ବି ବଢ଼ିଯାଏ। ପୋଷାକପତ୍ରଠାରୁ ଆରମ୍ଭ କରି ନାନା ସୌଖୀନ ଜିନିଷ କିଣିବାକୁ ମନ ବଳେ। ହେଲେ ଏସବୁ ଭିତରେ ଆମକୁ…

ହୋଣ୍ଡା ଆଣିଲା ଇଲେକ୍ଟ୍ରିକ୍ ଆକ୍ଟିଭା

ନୂଆଦିଲ୍ଲୀ: ଦେଶର ଅନ୍ୟତମ ବଡ଼ ଦୁଇଚକିଆ ଯାନ ନିର୍ମାତା ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଇଲେକ୍ଟ୍ରିକ୍ ଯାନ (ଇଭି) କ୍ଷେତ୍ରରେ ପ୍ରବେଶ କରିଛି। ଇଭି ଯାତ୍ରାକୁ କମ୍ପାନି ଏହାର ସବୁଠୁ ଲୋକପ୍ରିୟ ମଡେଲ୍‌ ଆକ୍ଟିଭା ସହ ଆରମ୍ଭ କରିଛି। କମ୍ପାନିର ଏହାର ଦୁଇଟି ଇଭି ମଡେଲ୍‌…

ଓଡ଼ିଶାର ୨ଟି ସହ ୯ କୋଇଲା ଖଣି ନିଲାମ

ନୂଆଦିଲ୍ଲୀ: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ବାଣିଜ୍ୟିକ କୋଇଲା ଖଣି ନିଲାମର ଦଶମ ପର୍ଯ୍ୟାୟରେ ୯ଟି ‌ଖଣି ନିଲାମ ହୋଇଛି। ସେଥିରେ ଓଡ଼ିଶାର ଦୁଇଟି କୋଇଲା ଖଣି ରହିଛି। ଓଡ଼ିଶାର ନୂଆ ପାତ୍ରପଡ଼ା ସାଉଥ୍‌ ଖଣିକୁ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ ହାସଲ କରିଛି। ସେଥିରେ ୭୨୦ ନିୟୁତ…

ଭାରତକୁ ଘେର‌ିଲେ ୫ଟି ଦେଶ: ଏମ୍‌ଏସ୍‌ପି କମ୍ ଦର୍ଶାଉଥିବା ଅଭିଯୋଗ

ନୂଆଦିଲ୍ଲୀ: ଗହମ ଓ ଚାଉଳର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‌ପି) କମ୍ ଦର୍ଶାଉଥିବା ନେଇ ପାଞ୍ଚଟି ଦେଶ ଭାରତ ବିରୋଧରେ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ରେ ଅଭିଯୋଗ କରିଛନ୍ତି। ସେହି ଦେଶଗୁଡ଼ିକ ହେଉଛି ଆମେରିକା, ଅଷ୍ଟ୍ରେଲିଆ, କାନାଡା, ଆର୍ଜେଣ୍ଟିନା ଓ ୟୁକ୍ରେନ୍।…

ତିଆରି ହେବ ୨୮୦ କିମି ବେଗର ହାଇସ୍ପିଡ୍‌ ଟ୍ରେନ୍, ଚେନ୍ନାଇରେ ଉତ୍ପାଦନ ହେବ

ନୂଆଦିଲ୍ଲୀ: ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ତିଆରି କରାଯାଇଥିବା ବନ୍ଦେ ଭାରତ ଟ୍ରେନ୍‌ର ସଫଳତା ପରେ ଆଉ ଏକ ହାଇସ୍ପିଡ୍‌ ଟ୍ରେନ୍ ବିକାଶ କରାଯାଉଛି। ତାହାର ଡିଜାଇନ୍ ଓ ଉତ୍ପାଦନ ଚେନ୍ନାଇରେ ହେବ। ଏଥିପାଇଁ ଇଣ୍ଟେଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ଓ ବିଇଏମ୍ଏଲ୍‌ ମଧ୍ୟରେ ସ‌ହଯୋଗିତା…

ତିନି ଗୁଣା ବଢ଼ିଛି ୨୦୦୦, ୫୦୦ ଟଙ୍କିଆ ଜାଲ୍ ନୋଟ୍‌

ନୂଆଦିଲ୍ଲୀ: ‌ଦେଶରେ ୨୦୧୮-୧୯ରୁ ୨୦୨୩-୨୪ ଭିତରେ ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଚାରି ଗୁଣା ବଢ଼ିଥିବା ବେଳେ ୨୦୨୦-୨୧ରୁ ତିନି ବର୍ଷ ଭିତରେ ଜାଲ୍ ୨୦୦୦ ଟଙ୍କିଆ ନୋଟ୍‌ ତିନି ଗୁଣା ବଢ଼ିଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ…