Breaking News

ଆଜି ସନ୍ଧ୍ୟା ସୁଦ୍ଧା ଲ୍ୟାଣ୍ଡଫଲ କରିବ ବାତ୍ୟା ‘ବିପର୍ଯ୍ୟୟ’ : ସ୍ଥଳଭାଗ ଛୁଇଁବା ବେଳେ ୧୩୫ କିଲୋମିଟର ବେଗରେ…

ଗୁଜରାଟ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଆଜି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ । ଗୁଜରାଟରେ ଜଖଉ ପୋର୍ଟ ଆଖପାଖରେ ବାତ୍ୟା ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁବା ବେଳେ ଘଣ୍ଟା ପ୍ରତି ପବନର ବେଗ ୧୨୫ରୁ ୧୩୫…

ପୁରୀ ରଥଖଳା ଚଳଚଞ୍ଚଳ: ରଥରେ ଲାଗିଲା ଦୁଆର ବେଢ଼ା

ପୁରୀ : ଆଜି ତିନି ରଥରେ ଋଷି ପଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ହୋଇଛି। ପୋଟଳ ନିମ୍ନ ଭାଗରୁ ତୃତୀୟ ଭୂଇଁ ସେଣି ଚାରି ପାର୍ଶ୍ୱରେ ଦୁଇଟି ଲେଖାଏଁ ୮ଟି ଋଷି ପଟା ବାଡ଼ିଆ ଯାଇଛି। ତିନିରଥର ୪ଟି ଲେଖାଏଁ ‘ଦୁଆର ବେଢ଼ା’ ରଥ ଚାରି ପାର୍ଶ୍ୱରେ ଲାଗିଛି। ଭୋଇ ସର୍ଦାରଙ୍କ ତତ୍ୱାବଧାନରେ ତିନି ରଥର…

ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକ: ସେବା ଓ ସମର୍ପଣ ଭାବ ନେଇ କାମ କର: ମୁଖ୍ୟମନ୍ତ୍ରୀ

ପୁରୀ: ମହାପ୍ରଭୁ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ। ମହାପ୍ରଭୁଙ୍କ ରଥଯାତ୍ରାକୁ ସାରାବିଶ୍ୱ ଅପେକ୍ଷା କରିଥାଏ। ଏଣୁ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଠିକ୍ ସମୟରେ ମହାପ୍ରଭୁଙ୍କ ନୀତି ପାଳନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିସହ ପୁରୀକୁ ଆସୁଥିବା ଭକ୍ତମାନଙ୍କ…

ଆଜି ପହିଲି ରଜ: ଦାେଳି ଓ ପିଠାପଣାରେ ମାହୋଲ ସରଗରମ୍, ମାଂସ ଦୋକାନରେ ଅସମ୍ଭାଳ ଭିଡ଼

ଭୁବନେଶ୍ବର: ଆଜି ପହିଲି ରଜ। ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ପର୍ବ ଧୂମଧାମରେ ପାଳନ କରାଯାଉଛି। ଉପକୂଳ ଓଡ଼ିଶାରେ ଆଜି ରଜ ପାଗ ହୋଇଥିବାରୁ ଏହା ମାହୋଲକୁ ଅଧିକ ସରସ କରିବ ବୋଲି କୁହାଯାଉଛି। ଗତକାଲି ରାତିରେ ଓ ସକାଳେ ଅଳ୍ପ ପରିମାଣର ବର୍ଷା ହୋଇଥିବା ହେତୁ ଗରମ କମ୍ ରହିଛି। ବିଭିନ୍ନ…

ସାହସୀ ଯୁବତୀ ଦେବକୀ ଦିଗାଲ୍: ଯୌତୁକରେ ବାଇକ୍ ମାଗିବାରୁ ଫେରି ଆସିଲେ ବାପଘର

ବାଲିଗୁଡା : ବାଇକ୍ ମାଗିଲା ବର, କନ୍ୟା ଫେରି ଆସିଲା ବାପ ଘର। କହିଲା ଯାହାର ବାଇକ୍ ଦରକାର, ସିଏ ମତେ ବାହାହେବାକୁ ଯୋଗ୍ୟ ନୁହେଁ। ଆଉ ଯଦି ମତେ ବାହା ହେବେ ତାହାଲେ ଆମ ଗାଁକୁ ଆସି ସଭା ମଝିରେ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ଏମିତି ରୋକଠୋକ୍ ଯବାବ ଦେଇ ବାହାଘରର ଦିନକ ପରେ…

ଶିକ୍ଷକ ପ୍ରଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ଓଏସ୍‌ଏସ୍‌ସି ଦ୍ୱାରା ୧୦୮ ପ୍ରଶିକ୍ଷକ ଚୟନ

ଭୁବନେଶ୍ୱର : ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଶିକ୍ଷକ ପ୍ରଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ୧୦୮ ଜଣ ଶିକ୍ଷକ ପ୍ରଶିକ୍ଷକଙ୍କୁ ଉପଯୁକ୍ତ ଚୟନ ପ୍ରକ୍ରିୟା ଆଧାରରେ ଚୟନ କରାଯାଇଛି । ସେମାନଙ୍କୁ…

ଗଠନ ହେବ କଲ୍ୟାଣ ବୋର୍ଡ : ଦୁର୍ଘଟଣାଜନିତ ଡ୍ରାଇଭର/କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ମିଳିବ ୪ ଲକ୍ଷ ଟଙ୍କାର…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା-୨୦୨୩ର ଅନୁମୋଦନ ଏବଂ କଲ୍ୟାଣ ବୋର୍ଡ ଗଠନକୁ ସ୍ୱୀକୃତି ପ୍ରଦାନ କରିବା ପରେ ରାଜ୍ୟ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।…

ବିଜୁଳି ସମସ୍ୟା ଦେଖାଦେଲେ ତୁରନ୍ତ କର ସମାଧାନ, ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ବିଦ୍ୟୁତ କାଟକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ। ହୋଇଛି। ଉକ୍ତ ବୈଠକରେ ବିଜୁଳି ସମସ୍ୟା ନେଇ ଆଲୋଚନା ହୋଇଛି।  ବିଶେଷ କରି କାଳବୈଶାଖୀ ପରେ ପୁନରୁଦ୍ଧାର କାର୍ଯ୍ୟ କିପରି ଶୀଘ୍ର ହୋଇ ପାରିବ ଏବଂ ଯେଉଁଠି ବିଦ୍ୟୁତ ସମସ୍ୟା…

ଘାତକ ସାଜୁଛି ବାୟୁ ପ୍ରଦୂଷଣ, ଅଣନିଃଶ୍ୱାସୀ ହେଉଛନ୍ତି ସହରବାସୀ

ଭୁବନେଶ୍ବର: ଘାତକ ସାଜୁଛି ବାୟୁ ପ୍ରଦୂଷଣ। ଅଣନିଃଶ୍ୱାସୀ ହେଉଛନ୍ତି ସହରବାସୀ। ସଚେତନ ନହେଲେ ଆଗକୁ ଭୟାନକ ହୋଇଯିବ ପରିସ୍ଥିତି। ସହରାଞ୍ଚଳରେ ଖରାପ ହେଉଛି ବାୟୁ ପ୍ରଦୂଷଣର ମାତ୍ର। ସହରବାସୀ ଦୈନଦିନ ଜୀବନଶୈଳୀରେ ପରିବର୍ତ୍ତନ ନକଲେ ଆଗାମୀ ୫ ବର୍ଷ ପରେ ଖୋଲରେ ନିଃଶ୍ୱାସ ନେବା ହୋଇଯିବ…

ଶିଶୁକୁ ଶ୍ରମିକ ଭାବେ ଖଟାଇବା ଦଣ୍ଡନୀୟ ଅପରାଧ

ଭୁବନେଶ୍ୱର: ଶିଶୁକୁ ଶ୍ରମିକ ଭାବେ ଖଟାଇବା ଦଣ୍ଡନୀୟ ଅପରାଧ। ଶିଶୁମାନଙ୍କୁ ସୁସ୍ଥ ବାତାବରଣ ଯୋଗାଇ ଦେବା ଓ ଶିକ୍ଷାକୁ ସୁନିଶ୍ଚିତ କରାଇବା ଜରୁରୀ ବୋଲି ସିସିଡବ୍ଲୁଡି ଓ ଆକ୍ସନ୍ଏଡ୍‌ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ନିଳଚକ୍ର ନଗର ୱାର୍ଡ ନମ୍ବର-୧୬ ଠାରେ ବିଶ୍ୱ…