Breaking News

ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲଦଣ୍ଡ, ଲକ୍ଷେ ୫ ହଜାର ଟଙ୍କାର ଜରିମାନା

ଫୁଲବାଣୀ, ୫/୧୨ : ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲଦଣ୍ଡ। ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ପୋକ୍ସୋ କୋର୍ଟ ବିଚାରପତି ଏକ ମାମଲାର ବିଚାର କରି ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହ ଦୋଷୀକୁ ୧ ଲକ୍ଷ ୫ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।…

ଲାଲ୍‌ବାହିନୀର ବର୍ବର କାଣ୍ଡ, ୨ ପୂର୍ବତନ ସରପଞ୍ଚଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି, ୦୫/୧୨ : ଲାଲ୍‌ବାହିନୀର ବର୍ବର କାଣ୍ଡ। ଶୁଣିଲେନି ଝିଅର ଗୁହାରୀ। ଅପହରଣ କରି ବାପାକୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନାନୁଯାୟୀ, ଜାଙ୍ଗଲା ଥାନା ଅନ୍ତର୍ଗତ ଭୈରବଗଡ ପଞ୍ଚାୟତର…

ବ୍ରିଜ ନିର୍ମାଣ ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକ ମୃତ, ଜଣେ ଆହତ

ଭାପୁର,୦୫/୧୨: ଶାସନ ପଞ୍ଚାୟତର ଟିକିରିପଡା ଠାରୁ ପଦ୍ମାବତୀ ଲକ୍ଷ୍ମଣ ନାଳ ସ°ଯୋଗ ପାଇଁ ସେତୁ ନିର୍ମାଣ ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ମୃତ ଶ୍ରମିକ ସୁନ୍ଦରଗଡ ଜିଲ୍ଲା ଲିଠିକଟା ବ୍ଲକ ଅନ୍ତର୍ଗତ ଲହଦର ଗ୍ରାମର ସୁକୁରା…

ଅନ୍‌ଲାଇନ୍ ଗେମ୍ ଖେଳରେ ହାରିବା ପରେ ଜୀବନ ହାରିଦେଲେ ଯୁବକ, ତଦନ୍ତ କରୁଛି ପୋଲିସ

ଭୁବନେଶ୍ୱର ୦୫/୧୨: ଅନ୍‌ଲାଇନ୍ ଗେମ୍ ଖେଳିବା ହେଲା କାଳ। ଗେମ୍ ଖେଳରେ ହାରିବା ପରେ ଜୀବନ ହାରିଦେଲେ ପୁରୁଣା ଭୁବନେଶ୍ୱର ବଡୁ ସାହିର ଯୁବକ ଶଶାଙ୍କ ଶତପଥୀ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କଲା ପୋଲିସ। ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ଲିଙ୍ଗଥାନା ପୋଲିସ।…

ଲଗେଜ ବ୍ୟାଗରେ ନେଉଥିଲେ ୫୮ କେଜି ରୁପା, ରେଲ୍‌ଓ୍ବେ ଷ୍ଟେଶନରେ ପଡ଼ିଲେ ଧରା

ରାଉରକେଲା,୫।୧୨(ସଙ୍ଗୀତା ଜେନା): ରାଉରକେଲା ରେଳ ଷ୍ଟେଶନ ପରିସରରୁ ଯାଞ୍ଚ ସମୟରେ ବିପୁଳ ପରିମାଣର ରୁପା ଜବତ ହୋଇ ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟକୁ ହସ୍ତାନ୍ତର କରାଯାଇଛି। ଏଥିସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ବ୍ୟକ୍ତି ଜଣଙ୍କ ତାଙ୍କ ଲଗେଜ ବ୍ୟାଗରେ ପ୍ରାୟ ୫୮ କେଜି ରୁପା ଧରି…

ଭାରତରେ ମନ୍ଦିର ସଂସ୍କୃତି

କୌଣସି ଏକ ହିନ୍ଦୁ ମନ୍ଦିର ଦର୍ଶନକଲେ ମନରେ ଆଧ୍ୟାତ୍ମିକ ଭାବର ବିକାଶ ଘଟେ। ଇତିହାସ, ଭୂଗୋଳ, ରାଜନୀତି ଏବଂ ଅର୍ଥନୀତିରେ ବି ମନ୍ଦିର ଏକ ବିଷୟ ହୋଇପାରେ। ପ୍ରଥମେ ଇତିହାସରୁ ଆରମ୍ଭ କରିବା। ଆମ ଭିତରୁ କେତେଜଣ ପଚାରନ୍ତି, କିଏ ମନ୍ଦିର ନିର୍ମାଣ କରିଥିଲେ? ମନ୍ଦିର ସମ୍ପର୍କିତ ପୁରାଣରୁ…

ଓୟୁଏଟିରେ କୃଷି ଇଞ୍ଜିନିୟରିଂ ଶିକ୍ଷା

ଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ୧୯୬୨ ମସିହାରେ ପ୍ରତିଷ୍ଠା ହେବା ପରଠାରୁ ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନିରନ୍ତର ପ୍ରଚେଷ୍ଟା ଜାରିରଖିଛି ଏବଂ ରାଜ୍ୟରେ ଚାଷୀମାନଙ୍କର ଉନ୍ନତିରେ ସହାୟକ ହୋଇପାରିଛି। ବିଶ୍ୱବିଦ୍ୟାଳୟରେ କୃଷି, ଉଦ୍ୟାନ, କୃଷି ଯାନ୍ତ୍ରିକ, ପଶୁପାଳନ,…

ଆଦିବାସୀ ଓ ଆମ୍ବଟାକୁଆ

ଦାରିଙ୍ଗବାଡ଼ି ବ୍ଲକର ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗ୍ରାମରେ ଅନୁସୂଚିତ ଜନଜାତିର ଦୁଇଜଣ ସ୍ତ୍ରୀ ଲୋକ ଆମ୍ବଟାକୁଆକୁ ରୋଷେଇ କରି ଖାଇ ମୃତ୍ୟୁବରଣ କଲେ ଓ ୬ ଜଣ ଅସୁସ୍ଥ ହେବାର ଖବର ରାଜ୍ୟବାସୀଙ୍କୁ ଚିନ୍ତାଗ୍ରସ୍ତ କରାଇଛି। ସେଥିରୁ ଜଣେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ…

ପରଦାକୁ ଆସିଲା ପୁଷ୍ପା-୨: ଭାଙ୍ଗିବ ରେକର୍ଡ

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବହୁ ଚର୍ଚ୍ଚିତ ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା-୨’ ଆଜି ରିଲିଜ ହେବାକୁ ଯାଉଛି। ହେଲେ ରିଲିଜ ହେବା ପୂର୍ବରୁ ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିବ ବୋଲି କେତେକ ସିନେ ସମୀକ୍ଷକ ଆକଳନ କରିସାରିଲେଣି। କେବଳ ସେତିକି ନୁହେଁ, ଏହାର ସଫଳତାକୁ ନେଇ…

ଅବସର ଘୋଷଣା କରି ଶୁଟିଂସେଟ୍‌କୁ ଫେରିଲେ ବିକ୍ରାନ୍ତ, ଫ୍ୟାନ୍ସ ତାଜୁବ

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତା ବିକ୍ରାନ୍ତ ମେସି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ୪ଦିନ ପୂର୍ବରୁ ସେ ଅଭିନୟରୁ ବିରତି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନୟରୁ ବିରତି ନେଉଛନ୍ତି ବୋଲି ସେ କହିଥିଲେ। କିନ୍ତୁ ଲୋକମାନେ ଏହାକୁ…