Breaking News

୫୦ ଦିନରେ ଅନୁପମ-ଅନୁଭବଙ୍କ ‘କର୍ମ’ ୭ କୋଟିର ନୂଆ ରେକର୍ଡ

ଭୁବନେଶ୍ବର: ଅମୀୟ ପଟ୍ଟନାୟକ ପ୍ରଡକ୍ସନ ନିବେଦିତ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ସୁପର୍‌ଷ୍ଟାର୍‌ ଅନୁଭବ ମହାନ୍ତିଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ‘କର୍ମ’ ୫୦ ଦିନରେ ପହଞ୍ଚିଛି। ତେବେ ଏହି ଫିଲ୍ମଟି ଏବେ ବି ଓଡ଼ିଶାର ପ୍ରାୟ ୪୦ଟି ପ୍ରେକ୍ଷାଳୟରେ ହାଉସ୍‌ଫୁଲ୍‌ ଚାଲିଛି। ଏହି ୫୦ ଦିନରେ…

ଆଦାନୀ ହରାଇଲେ ୪,୬୪,୨୩୬ କୋଟି: ହିଣ୍ଡେନବର୍ଗ ପାଇଁ ହରାଇଥିଲେ ୧୨,୬୬,୧୭୭ କୋଟି

ମୁମ୍ବାଇ: ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନି ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକାର ଆଇନ ବିଭାଗ ଲାଞ୍ଚ କାରବାର ଅଭିଯୋଗ କରିବା ପରେ କମ୍ପାନିକୁ ବିପୁଳ କ୍ଷତି ସହିବାକୁ ପଡ଼ିଛି। ଗ୍ରୁପ୍ ପକ୍ଷରୁ ବୁଧବାର କୁହାଯାଇଛି ଯେ ଏହି ଅଭିଯୋଗ ହେବା ପରେ ଷ୍ଟକ୍ ବଜାରରେ କମ୍ପାନି ୪,୬୪,୨୩୬ କୋଟି…

ବିସ୍ମୟ ବାଳିକା ତନ୍ବୀଙ୍କ ବଡ଼ ଲକ୍ଷ୍ୟ: ‘ଅଲିମ୍ପିକ୍ସ ସ୍ବପ୍ନ ସବୁଦିନ ଦେଖିଥାଏ’

ଦେବାଶିଷ ସୁନ୍ଦରାୟ ଭୁବନେଶ୍ବର: ପିଭି ସିନ୍ଧୁଙ୍କ ଭଳି ପ୍ରତିଭା, ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବାର ପ୍ରତିଶ୍ରୁତି। ବ୍ୟାଡ୍‌ମିଣ୍ଟନ୍‌ ‌କୋର୍ଟର ବିସ୍ମୟ ଓଡ଼ିଆ ବାଳିକା ତନ୍ବୀ ପତ୍ରୀ ଜାତୀୟ ସୀମା ସରହଦ ପାର ହୋଇ ଏସୀୟସ୍ତରରେ ସଫଳତାର ଅନନ୍ୟ ଇତିହାସ ରଚିଛନ୍ତି। ଚୀନ୍‌ରୁ ଯେଉଁ…

ଭଣଭଣ ହେଲେଣି ମଶା: ସାନ୍ଦ୍ରତା ୭୦ ଛୁଇଁଲା

ଭୁବନେଶ୍ବର: ରାଜଧାନୀରେ ମଶା ଅସ୍ତବ୍ୟସ୍ତ କଲେଣି। ଦିନ ହେଉ ବା ରାତି ଘରେ ରହି ହେଉନି। କାନ ପାଖରେ ଭଣ ଭଣ ହେଉଛନ୍ତି। ଦେହ ହାତ କାମୁଡ଼ି ଫୁଲାଇ ଦେଉଛନ୍ତି। ସ୍ଥିତି ଏମିତି ଯେ ମଶା ଧୂଆଁ(ରିପେଲାଣ୍ଟ)କୁ ବି ମାନୁ ନାହାନ୍ତି। ମଶାମରା ରୢାକେଟ୍ ବିନା ଘରେ ବସିବା ଅସମ୍ଭବ ହେଲାଣି।…

ପକ୍ଷୀ ପ୍ରେମ ଓ ସମାଜସେବା ସତ୍ୟଙ୍କ ବ୍ରତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସତ୍ୟ ନାରାୟଣ ପଣ୍ଡା। ପକ୍ଷୀ ପ୍ରେମୀ ଓ ସମାଜସେବା ପାଇଁ ସେ ବେଶ ପରିଚିତ। ଜିଲ୍ଲାରେ ଆଗଧାଡିର ସମାଜସେବୀମାନଙ୍କ ମଧ୍ୟରୁ ସତ୍ୟଙ୍କୁ ଲୋକେ ମନେ ପକାନ୍ତି। ଗରିବ,ନିଷ୍ପେସିତ ତଥା ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇବା ସହ ବିଭିନ୍ନ ବିଷୟରେ ସମସ୍ୟା…

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ରାଞ୍ଚି: ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଇଣ୍ଡିଆ ସହଯୋଗୀ ଦଳକୁ ଏକ ନିର୍ଣ୍ଣାୟକ ବିଜୟରେ ପହଞ୍ଚାଇବା ପରେ ହେମନ୍ତ ସୋରେନ ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଝାଡ଼ଖଣ୍ଡରେ ଜେଏମ୍ଏମ୍ ନେତୃତ୍ବାଧୀନ ମେଣ୍ଟ ଲଗାତାର…

ରବିନାଙ୍କ ମଖାନା ସ୍ନାକ୍‌

ନବମ ଦଶକର ଗ୍ଲାମର୍‌ କ୍ବିନ୍‌ ରବିନା ଟଣ୍ଡନ ଆଜି ବି ନିଜ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ଚର୍ଚ୍ଚିତା। ୫୨ ବର୍ଷ ବୟସରେ ବି ସେ ଆକର୍ଷଣୀୟ ଦେଖିଯିବା କୌଣସି ଚମତ୍କାରଠାରୁ କମ୍‌ ନ‌ୁହେଁ। ନିକଟରେ ଏକ ସାକ୍ଷାତ୍‌କାରରେ ସେ ନିଜ ସୌନ୍ଦର୍ଯ୍ୟର ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ଏଭଳି…

ପାଟି ଘା’ର ଘରୋଇ ଉପଚାର

ବେଳେବେଳେ ପାଟି ଭିତରେ ଛୋଟ ଛୋଟ ଘା’ ହୋଇଯାଏ, ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ। ସାଧାରଣତଃ ଗାଲ ଭିତର ପାଖ, ମାଢ଼ି, ଜିଭ ଓ ଭିତର ଓଠରେ ଏଭଳି ଘା’ ହୁଏ। ଫ‌ଳରେ ଖାଇ ହୁଏ ନାହିଁ। ଏଭଳି ଛୋଟ ଛୋଟ ଘା’କୁ ମାଉଥ୍‌ ଅଲ୍‌ସର୍‌ କୁହାଯାଏ। ପାଟି ଘା’ ବିଭିନ୍ନ କାରଣରୁ ହୋଇପାରେ।…

ଆୟୁର୍ବେଦ ରୋଗର ମୂଳ କାରଣକୁ ଭଲ କରିଥାଏ

 ନିକଟରେ ପୂର୍ବତନ କ୍ରି‌କେଟର୍‌ ନବଜୋତ ସିଂହ ସିଦ୍ଧୁ ଦାବି କରିଛନ୍ତି ଯେ ‌ଲେମ୍ବୁପାଣି, କଞ୍ଚା ହଳଦୀ, ନିମ୍ବପତ୍ର ଓ ପରିବା ଜୁସ୍‌ ଆଦି ଖାଇ ତାଙ୍କ ପତ୍ନୀ ଷ୍ଟେଜ୍‌-୪ ସ୍ତନ କର୍କଟରୁ ମୁକ୍ତ ହୋଇଛନ୍ତି? ତାଙ୍କର ଏହି ଦାବି କେତେ ଦୂର ଗ୍ରହଣୀୟ? ଆୟୁର୍ବେଦ ଚିକିତ୍ସା ବିଜ୍ଞାନ ୫ ହଜାର…

ମିଥାନଲ୍‌ ବିଷକ୍ରିୟାର ବ୍ୟବଚ୍ଛେଦ

ମଦ ଏକ ମୃଦୁ ବିଷ ବୋଲି ସମସ୍ତେ ଜାଣନ୍ତି। ମଦ୍ୟପାନର ଦୀର୍ଘକାଳୀନ କୁପ୍ରଭାବ ସ୍ବରୂପ ବ୍ୟାଧିରେ ପଡ଼ି ବହୁ ଲୋକ ଅଳ୍ପ ବୟସରେ ମୃତ୍ୟୁବରଣ କରୁଛନ୍ତି। ତା’ ସତ୍ତ୍ବେ ପାର୍ଟି ହେଉ କି ଭୋଜିଭାତ, ନୂଆବର୍ଷ ପାଳନ ହେଉ କି ପିକ୍‌ନିକ୍‌, ସବୁଠି ମଦ ଆସର ଜମୁଛି। କିନ୍ତୁ ମଦର ଭ୍ରମ ସୃଷ୍ଟି…