Breaking News

ଆଡିଲେଡ୍ ପାଇଁ ଅଙ୍କକଷା ଆରମ୍ଭ: ରୋହିତ ଫେରିବା ପରେ ସୁଖଦ ଦ୍ବନ୍ଦ୍ବ

ନୂଆଦିଲ୍ଲୀ: ପର୍ଥ ଟେଷ୍ଟ୍‌ରେ ଭାରତର ଦମ୍‌ଦାର ବିଜୟ ପରେ ଏବେ ଆଡିଲେଡ୍‌ରେ ଭାରତକୁ ଆହୁରି ମଜବୁତ୍‌ କରିବା ପାଇଁ ଦଳ ସହିତ ଯୋଗଦେଇସାରିଛନ୍ତି ଅଧିନାୟକ ରୋହିତ ଶର୍ମା। ଦେବଦତ୍ତ ପଡ଼ିକଲଙ୍କ ସ୍ଥାନରେ ରୋହିତ ଖେଳିବା ସ୍ପଷ୍ଟ ହୋଇଛି। ଯଶସ୍ବୀ ଜୟସ୍ବାଲ୍‌ଙ୍କ ସହିତ ରୋହିତ ପାଳି ଆରମ୍ଭ…

ବିଶ୍ବ କ୍ୟାଡେଟ୍‌ ଚେସ୍‌: ସାତ୍ତ୍ବିକ ଉପବିଜେତା

ଭୁବନେଶ୍ବର: ଇଟାଲୀ‌ରେ ଆୟୋଜିତ ୮ ବର୍ଷରୁ କମ୍‌ ଫିଡେ ବିଶ୍ବ କ୍ୟାଡେଟ୍‌ ଚେସ୍‌ରେ ଭୁବନେଶ୍ବରର ସାତ୍ତ୍ବିକ ସ୍ବାଇଁ ଉପବିଜେତା ହୋଇଛନ୍ତି। ୧୧ ରାଉଣ୍ଡରୁ ସାତ୍ତ୍ବିକ ୯ ପଏଣ୍ଟ ପାଇଥିଲେ। ତାଙ୍କ ବ୍ୟତୀତ ଭାରତର ଅନ୍ୟତମ ଖେଳାଳି ଦିବିଥ ରେଡ୍ଡୀ ୯ ପଏଣ୍ଟରେ ପ୍ରଥମ ଓ ଚୀନ୍‌ର ଗୁଓ…

ଚାମ୍ପିଅନ୍ସ ଟ୍ରଫି ଭାଗ୍ୟ ନିର୍ଦ୍ଧାରଣ ୨୯ରେ

ଦୁବାଇ: ଆସନ୍ତାବର୍ଷ ପ୍ରାରମ୍ଭରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫିକୁ ନେଇ ସୃଷ୍ଟି ‌ହୋଇଥିବା ଗତିରୋଧ ଦୂର କରିବା ଲାଗି ଆସନ୍ତା ୨୯ ତାରିଖରେ ଆଇସିସି ବୋର୍ଡ ବୈଠକ ବସିବ। ଏଥି‌ରେ ଏହି ପ୍ରତିଯୋଗିତାର ଭାଗ୍ୟ ଆପାତତଃ ନିର୍ଦ୍ଧାରିତ ହେବ। ଆୟୋଜକ ପାକିସ୍ତାନ ନିଜ ଦେଶରେ ସବୁ…

ଶ୍ରୀୟଙ୍କାଙ୍କ ଭଳି ପରିଶ୍ରମୀ ଦେଖିନି, ଅଲିମ୍ପିକ୍ସ କୋଟା ତାଙ୍କ ଆତ୍ମବିଶ୍ବାସ ବଢ଼ାଇଛି: ଦୀପାଳି ଦେଶପାଣ୍ଡେ

ସୁରେଶ ସ୍ବାଇଁ ଭୁବନେଶ୍ବର: ଭାରତୀୟ ବଂଧୁଚାଳନା ଦୁନିଆର ଆଦ୍ୟ ସଫଳତାର ଅନ୍ୟତମ ବିନ୍ଧାଣୀ ହେଉଛନ୍ତି ଅର୍ଜୁନ ପୁରସ୍କାର ବିଜୟିନୀ ଅଲିମ୍ପିଆନ୍‌ ଦୀପାଳି ଦେଶପାଣ୍ଡେ। ସଫଳ ଖେଳ ଜୀବନ‌ ପରେ ୫୫ ବର୍ଷୀୟା ଦୀପାଳି ଏବେ ଜଣେ ଆଗ ଧାଡ଼ିର ପ୍ରଶିକ୍ଷକ। ୨୦୦୪ ବୁସାନ ଏସୀୟ କ୍ରୀଡ଼ାରେ ରୌପ୍ୟ…

୧୨,୧୫୬ କୋଟିର ଅତିରିକ୍ତ ବଜେଟ୍‌: ମହାପ୍ରଭୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ବିଧାନସଭାରେ ୧୨,୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଚଳିତ ଆର୍ଥିକ ବର୍ଷ (୨୦୨୪-୨୫) ଲାଗି ରାଜ୍ୟ ସରକାର ମୂଳ ବଜେଟ୍‌ରେ୨.୬୫ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। ତେବେ ଅସମ୍ପୂର୍ଣ୍ଣ ପ୍ରକଳ୍ପ…

ସ୍ବେରେଜ୍‌ ଯନ୍ତ୍ରଣା: ଦୁର୍ଗନ୍ଧରେ ଫାଟିପଡ଼ୁଛି, ଘରେ ପଶିଯାଉଛି ପାଇଖାନା ଆବର୍ଜନା

ଭୁବନେଶ୍ବର: ଭୁବନେଶ୍ବରରେ ସ୍ବେରେଜ୍‌ ବ୍ୟବସ୍ଥା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। କେଉଁଠି ରାତି ଅଧିଆ ରାସ୍ତା ତାଡ଼ି ଦିଆଯାଉଛି, ଆଉ କେଉଁଠି ପାଇପ୍‌ ଫାଟି ରାସ୍ତା ଉପରେ ଆବର୍ଜନା ଭାସୁଛି। ଅଧିକାରୀ ବଦଳୁଛନ୍ତି, ହେଲେ ବର୍ଷ ବର୍ଷ ଧରି ଏହି ସମସ୍ୟା ସମାଧାନ ହୋଇ ପାରୁ ନାହିଁ। ତେବେ…

ଗୋଆ ଆଇଏଫ୍ଏଫ୍‌ଆଇରେ ‘ରଂଗଶୁର’ ଟ୍ରେଲର୍‌

ଭୁବନେଶ୍ବର: ଏଇ କିଛିଦିନ ହେବ ଓଡ଼ିଆ ଚଳଚିତ୍ର ପ୍ରତି ଲୋକଙ୍କର ରୁଚି ବଢିବା ସହିତ ଏହା ଭଲ ବ୍ୟବସାୟ ବି କରୁଛି। ଏବେ ଭିନ୍ନ ଓ ବାସ୍ତବବାଦୀ କାହାଣୀ ପ୍ରତି ଉଭୟ ଦର୍ଶକ ଓ ନିର୍ମାତାମାନଙ୍କର ରୁଚି ବଢ଼ୁଛି। ଆଗକୁ ଆହୁରି ଭଲ ଭଲ ଓଡ଼ିଆ ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଥିବେ ବେଳେ ଅନ୍ତର୍ଜାତୀୟ…

ସମ୍ବିଧାନ ଦିବସ ପାଳିତ: ସମ୍ବିଧାନକୁ ଶତପ୍ରତିଶତ କାର୍ଯ୍ୟକାରୀ କରିବାକୁ ଦାବି

ଭୁବନେଶ୍ବର: ମୂଳନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ଭାରତ ସମ୍ବିଧାନର ହୀରକ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ୭୫ତମ ସମ୍ବିଧାନ ଦିବସ ଅବସରରେ ସଂଗଠନର କର୍ମକର୍ତ୍ତାମାନେ ୧୭ ଦଫା ଦାବି ନେଇ ମାଷ୍ଟର କ୍ୟାଣ୍ଟିନ ଛକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଲୋୟର…

ରବି ରାୟଙ୍କ ଜୟନ୍ତୀ ସମାରୋହ: ‘ଛାତ୍ରନେତା ସୃଷ୍ଟି ନ ହେଲେ ଗଣତନ୍ତ୍ର ପ୍ରତି ବିପଦ’

ବାଲିପାଟଣା: ଛାତ୍ରନେତା ସୃଷ୍ଟି ନ ହେଲେ ଗଣତନ୍ତ୍ର ପ୍ରତି ବିପଦ ଦେଖାଦେବ। ରବି ରାୟଙ୍କ ଭଳି ଜନନେତା ତିଆରି ହୋଇପାରିବେ ନାହିଁ। ତେଣୁ ସରକାର କୌଣସି ପରିସ୍ଥିତିରେ ବି ଛାତ୍ର ରାଜନୀତିକୁ ଅଚଳ କରିବା ଦିଗରେ ପଦକ୍ଷେପ ନେବା ଉଚିତ ନୁହେଁ। ଛାତ୍ର ରାଜନୀତିକୁ ସରକାର ସବୁବେଳେ…

ଚନ୍ଦକା ପରିବେଶ ପର୍ଯ୍ୟଟନ: ଖର୍ଚ୍ଚ ତୁଳନାରେ ଆୟ ହେଉନି

ଭୁବନେଶ୍ବର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ପରିବେଶ ପର୍ଯ୍ୟଟନ ବିକାଶ କରିବାକୁ ରାଜ୍ୟ ସରକାର ୨କୋଟି ୪୨ଲକ୍ଷ ୧୩ହଜାର ୨୨୪ ଟଙ୍କା ଖର୍ଚ୍ଚ କରିଛନ୍ତି। କଟେଜ୍‌ଗୁଡ଼ିକର ବିକାଶ, ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ନୂଆ ଗାଡ଼ି କିଣିବା, ପ୍ରଚାର ପ୍ରସାର ପାଇଁ ସାଇନ୍‌ଏଜ୍‌ ଲଗାଇବା, ଜେଟି ଓ ବୋଟ୍‌…