Breaking News

ରାଜ୍ୟରେ ଲକ୍ଷେ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ: କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ବର: ରାଜ୍ୟରେ ଲକ୍ଷେ ୭୭ ହଜାର ୬୮ ମୃତ ହିତାଧିକାରୀଙ୍କୁ ଏଯାଏ ଚିହ୍ନଟ କରାଗଲାଣି। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଚାଲୁ ରହିଥିବା କେୱାଇସି ପ୍ରକ୍ରିୟାରୁ ଚିହ୍ନଟ ପରେ ମୃତ ହିତାଧିକାରୀଙ୍କ ବାବଦରେ ଏହି…

ଚାଷୀଙ୍କ ପଞ୍ଜିକରଣ କମିବା ନେଇ ଅନୁଧ୍ୟାନ କରାଯାଉଛି: ମନ୍ତ୍ରୀ ପ୍ରଦୀପ ବଳସାମନ୍ତ

ଭୁବନେଶ୍ବର: ଧାନରେ ବୋନସ୍ ୮୦୦ ଟଙ୍କା ଦେବା ପାଇଁ ସରକାରଙ୍କ ଘୋଷଣା ସତ୍ତ୍ୱେ କମିଲା ଚାଷୀଙ୍କ ପଞ୍ଜିକରଣ କମିଛି। ଏନେଇ ଆଜି ବିଧାନସଭାରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ଏ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ଗତବର୍ଷ ୨୦୨୩-୨୪ ଆର୍ଥିକ ବର୍ଷରେ ୧୭ ଲକ୍ଷ ୭୨ ହଜାର ୩୪୭…

୨୨ହଜାର ହେକ୍ଟର ଜମିରୁ ଉତ୍ପାଦିତ ପନିପରିବା ରଖିବା ପାଇଁ ନାହିଁ ଶୀତଳଭଣ୍ଡାର

କୋରାପୁଟ: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ୨୨ହଜାର ହେକ୍ଟରରେ ପନିପରିବା ସହ ଅନ୍ୟାନ୍ୟ ଚାଷ ହେଉଛି। ତେବେ ଉତ୍ପାଦିତ ପନିପରିବା, ଆଳୁ, ପିଆଜ, ତେନ୍ତୁଳି, କନ୍ଧମୂଳ, ହଳଦୀ, କିମ୍ବା ଆମ୍ବ ସହ ଅନ୍ୟାନ୍ୟ ଫଳ ଦୀର୍ଘ ଦିନ ଧରି ସାଇତି ରଖିବା ଲାଗି ଶୀତଳଭଣ୍ଡାରର ସୁବିଧା ନାହିଁ।…

ମସଲା ମିସନରେ ଗୋଲମରିଚ ଚାଷ: ଲକ୍ଷ୍ୟ ୯୦୦ଏକର, କାର୍ଯ୍ୟକାରୀ ୩୦୦

କୋରାପୁଟ: କୋରାପୁଟ କଫି ପରି ବଜାରରେ ଗୋଲମରିଚର ଚାହିଦା ଢେର ରହିଛି। କଫି ପରି ଜିଲ୍ଲାରେ ବହୁଳ ଭାବେ ଧଳା ଓ କଳା ଗୋଲମରିଚ ଚାଷ ହେଉଛି। ଜିଲ୍ଲା‌ରେ ୨୦୨୪-୨୫ଆର୍ଥିକ ବର୍ଷରେ ୫୦୦ଏକରରେ ଚାଷ ହୋଇଛି। ଉଦ୍ୟାନ ବିଭାଗ ମସଲା ମିସନରେ ୯୦୦ଏକର ଜମିରେ ଗୋଲମରିଚ ଚାଷ କରିବାର ଲକ୍ଷ୍ୟ…

ଚିନ୍ମୟ ଦାସଙ୍କ ଗିରଫଦାରୀକୁ ନିନ୍ଦା: ଅନ୍ତର୍ଜାତୀୟ ସମୁଦାୟ ହସ୍ତକ୍ଷେପ କରିବାକୁ ଆହ୍ବାନ

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାର ସେଠାକାର ଇସ୍କନ- ପୁଣ୍ଡରିକ ଧାମର ମହନ୍ତ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରିବା ନେଇ ବିଶ୍ବବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି।ଏହି ଘଟଣାରେ ଇସ୍କନ୍‌ ସମେତ ସମଗ୍ର ବିଶ୍ବର ହିନ୍ଦୁ ସଂଗଠନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଜି…

ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ବର୍ବରତା: ଗ୍ରେନେଡ୍ ମାଡ଼ରେ ଜଣେ ମୃତ, ୧୦ ଆହତ

ଢାକା: ବାଂଲାଦେଶରେ ଇସ୍କନ ମହନ୍ତ ଚିନ୍ମୟ କୃଷ୍ଣ ଦାସ ଗିରଫ ହେବା ପରେ ଏହାର ଜୋର୍‌ଦାର ପ୍ରତିବାଦ କରି ହିନ୍ଦୁମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚଟୋଗ୍ରାମର ଏକ ଅଦାଲତ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ଜାମିନ ଆବେଦନ ଖାରଜ କରି ତାଙ୍କୁ ଜେଲ୍ ପଠାଇବାକୁ ନିର୍ଦ୍ଦେଶ ଦେବାପରେ ହଜାର…

ସଡ଼କ ଦୁର୍ଘଟଣାରେ ୫ ଡାକ୍ତର ସମେତ ୬ ମୃତ; ଜଣେ ଗୁରୁତର ଆହତ

କନୌଜ: ଉତ୍ତରପ୍ରଦେଶର କନୌଜ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ଟ୍ରକ୍‌ ଓ କାର୍‌ ଧକ୍କା ହୋଇ ୬ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୫ ଜଣ ଡାକ୍ତର ଥିବା ସୂଚନା ରହିିଛି। ଡାକ୍ତରମାନେ ଯାଉଥିବା ଏକ କାର ଟ୍ରକ ସହ ମୁହାଁମୁହିଁ ଧକ୍କା…

ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତିଷ୍ଠାନରେ ନିଆଁ; ଦେବାଦେବୀଙ୍କ ଅଳଙ୍କାର ଚୋରି

ଢାକା: ବାଂଲାଦେଶରେ କମୁନି ହିନ୍ଦୁଙ୍କ ଉପରେ ଅତ୍ୟାଚାର । ଇସ୍କନ ପୂଜାରୀ ଚିନ୍ମୟ ଦାସ ଗିରଫ ହେବା ପରେ ଅନେକ ଜାଗାରେ ହିନ୍ଦୁମାନଙ୍କ ଉପରେ କରା ଯାଇଚି ଆକ୍ରମଣ। ମନ୍ଦିର ଉପରେ ଟେକା ପଥର ଫିଙ୍ଗା ହେଉ କି ହିନ୍ଦୁ ମାନଙ୍କ ଘରେ ପଶି ସେମାନଙ୍କୁ ବାଡେଇବା ଏହା ଏପର୍ଯ୍ୟନ୍ତ ବି ବନ୍ଦ ହେଇନି ।…

ଆଦାନୀ କିମ୍ବା ତାଙ୍କ ପୁତୁରାଙ୍କ ନାମରେ ଲାଞ୍ଚ ଅଭିଯୋଗ ନାହିଁ : ଆଦାନୀ ଗ୍ରିନ୍‌

ନୂଆଦିଲ୍ଳୀ: ଆମେରିକାର ବୈଦେଶିକ ଦୁର୍ନୀତି ଅଭ୍ୟାସ ଅଧିନିୟମ (ଏଫସିପିଏ) ଉଲ୍ଲଂଘନ ଅଭିଯୋଗରେ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ ବରିଷ୍ଠ କାର୍ଯ୍ୟନିର୍ବାହୀ ଭିନିତ୍‌ ଜୈନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ ବୋଲି ସ୍ପଷ୍ଟ କରି ଏକ ବିବୃତିଜାରି କରିଛି ‘ଆଦାନୀ…

ମୁଖ୍ୟମନ୍ତ୍ରୀ ପଦ ନମିଳିଲେ ବିଜେପି ନିକଟରେ ବଡ଼ ସର୍ତ୍ତ ରଖିବେ ସିନ୍ଦେ!

ମୁମ୍ବାଇ: ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ତାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନଭିସଙ୍କ ମଧ୍ୟରେ ଶୀତଳଯୁଦ୍ଧ ବି ଆରମ୍ଭ ହୋଇଛି । ହେଲେ ଏକନାଥ ସିନ୍ଦେ ତାଙ୍କ ସମର୍ଥକଙ୍କୁ ଦେଇଥିବା ପରାମର୍ଶରୁ ଜଣାପଡୁଛି କି ସେ ମୁଖ୍ୟମନ୍ତ୍ରୀ ଦୌଡରୁ…