Breaking News

୧.୧ ବିଲିୟନ୍‌ ଡଲାର୍‌ ଦାନ କଲେ କୋଟିପତି ନିବେଶକ ୱାରେନ୍‌ ବଫେଟ୍‌

ନୂଆଦିଲ୍ଲୀ: କୋଟିପତି ନିବେଶକ ୱାରେନ୍‌ ବଫେଟ୍‌ ନିଜ ସଂପତ୍ତି ଦାନ କରି ଅନେକ ସମୟରେ ଚର୍ଚ୍ଚାର ପରିସର ଭିତରକୁ ଆସୁଥିବା ବେଳେ ନିକଟରେ ସେ ପୁଣି ଅନେକ ଫାଉଣ୍ଡେସନକୁ ଆଉ ୧.୧ ବିଲିୟନ ଡଲାର୍ ଦାନ କରିଛନ୍ତି। ଏହି ପଦକ୍ଷେପ ତାଙ୍କର ଦୀର୍ଘ ଦିନର ପ୍ରତିବଦ୍ଧତାକୁ ଜାରି ରଖିଛି। ନକିଟରେ…

ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେନି: ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ ବୋଲି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଏବେ ଶିବସେନା କହିଛି ଯେ ଏକନାଥ ସି‌ନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କର‌ିବେ ନାହିଁ। ଶିବସେନାର ବରିଷ୍ଠ ନେତା ସଞ୍ଜୟ ସରସତ୍‌ ଏକ ଗଣମାଧ୍ୟମ ସଂସ୍ଥାକୁ ସୂଚନା ଦେଇ କହିଛନ୍ତି,…

ଦେଶର ସ୍ବତନ୍ତ୍ରତାକୁ ନେଇ କଥା ଉଠିଲେ କାହାକୁ ବି ଛଡ଼ାଯିବନି: ବାଂଲାଦେଶ

ଢାକା: ବାଂଲାଦେଶ ଇସ୍ପନ ପୁଣ୍ଡରୀକ ଧାମ ସାଧୁ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଢାକା‌ ବିମାନ ବନ୍ଦରରେ ଗିରଫ କରାଯିବା ପରେ ଭାରତର ବୟାନକୁ ନେଇ ଏବେ ପ୍ରତିକ୍ରିୟା ପ୍ରକାଶ କରିଛି ବାଂଲାଦେଶ। ‌ଜବାବରେ ବାଂଲାଦେଶର ମହମ୍ମଦ ୟୁନୁସଙ୍କ ଅନ୍ତରିମ ସରକାରରେ ଯୁବା ଏବଂ ଖେଳ ମନ୍ତ୍ରାଳୟର…

ସଂରକ୍ଷଣ ପାଇଁ ଧର୍ମ ପରିବର୍ତ୍ତନ ସମ୍ବିଧାନ ପ୍ରତି ବିଶ୍ୱାସଘାତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ସଂରକ୍ଷଣର ଲାଭ ପାଇବା ପାଇଁ ଧର୍ମ ପରିବର୍ତ୍ତନ କରିବା ସମ୍ବିଧାନର ମୌଳିକ ଭାବନା‌ର ବିରୁଦ୍ଧ ଅଟେ। ଏଥିସହ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ୍ ରଖିଛନ୍ତି। ମାଡ୍ରାସ ହାଇକୋର୍ଟ ଜଣେ…

ସହରୀ ଦରିଦ୍ରଙ୍କ ଉପରେ ଜଳବାୟୁ ପ୍ରଭାବ: ସହୁଛନ୍ତି ସର୍ବାଧିକ କଷଣ ପାଉଛନ୍ତି ସର୍ବନିମ୍ନ ଅନୁଦାନ

ଜଳବାୟୁ ପରିବର୍ତ୍ତନ ସଂକଟକୁ ଉତ୍କଟ କରିବାରେ ଦରିଦ୍ର ଲୋକମାନଙ୍କର ଅବଦାନ ସର୍ବନିମ୍ନ, କିନ୍ତୁ ସେଇମାନେ ହିଁ ତାହାର ସର୍ବାଧିକ କୁପ୍ରଭାବ ଭୋଗ କରୁଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ବିଶ୍ବ ସ୍ତରରେ ବିଭିନ୍ନ ଅନୁଦାନ ପ୍ରକଳ୍ପ କାର୍ଯ୍ୟ କରୁଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଲା…

ଅସୁସ୍ଥ ହୋଇ ଆପୋଲ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଆର୍‌ବିଆଇ ଗଭର୍ଣ୍ଣର

ଚେନ୍ନାଇ: ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଚେନ୍ନାଇର ଆପୋଲ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଆର୍‌ବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ଏସିଡିଟି ଅନୁଭବ କରିବା ପରେ ତାଙ୍କୁ ପର୍ଯ୍ୟବେକ୍ଷଣ ପାଇଁ ଚେନ୍ନାଇର ଆପୋଲୋ…

ୟୁପି ଉପନିର୍ବାଚନ: ନିୟମ ଉଲ୍ଲଂଘନ ଅଭିଯୋଗରେ ୭ ପୁଲିସ ନିଲମ୍ବିତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆଜି ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଭୋଟରଙ୍କ ପରିଚୟପତ୍ର ଯାଞ୍ଚକୁ ନେଇ ବିବାଦ ଉପୁଜିଥିଲା। ନିର୍ବାଚନ ଆୟୋଗ (ଇସି) ନିରପେକ୍ଷ ନିର୍ବାଚନ ପାଇଁ କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିଥିଲେ। ସମାଜବାଦୀ ପାର୍ଟିର ଅଭିଯୋଗ ଆଧାରରେ ଭୋଟର…

ରାହୁଲ ଓ ସୋନିଆଙ୍କ ନିର୍ଦ୍ଦେଶରେ ଦୁର୍ନୀତି: ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ବିଟ୍‌କଏନ୍ ଦୁର୍ନୀତିକୁ ନେଇ ଏନ୍‌ସିପି (ଏସ୍‌ପି) ନେତ୍ରୀ ସୁପ୍ରିୟା ସୁଲେ ଓ କଂଗ୍ରେସ ନେତା ନାନା ପାଟୋଲେଙ୍କ ଉପରେ ଆକ୍ରମଣକୁ ଜୋରଦାର କରିଛି। ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଏହି ଦୁର୍ନୀତି ହୋଇଥିବା ବିଜେପି…

‘ଭୋଟ୍‌ ପାଇଁ ବିଟ୍‌କଏନ୍‌ କ୍ୟାସ୍‌’ ଅଭିଯୋଗ: ସାଂସଦ ସୁପ୍ରିୟାଙ୍କ ଅସ୍ବୀକାର

ମୁମ୍ବାଇ/ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ଆଜି ମତଦାନ ଶେଷ ହୋଇଛି। ତେବେ ମତଦାନର ଠିକ୍‌ ପୂର୍ବରୁ ଏନ୍‌ସିପି (ଶରଦଚନ୍ଦ୍ର ପାୱାର)ଏକ ବଡ଼ ବିବାଦ ଘେରରେ ଫସିଛି। ରାଜ୍ୟରେ ଏମ୍‌ଭିଏ ସରକାର ସମୟର ବିଟ୍‌କଏନ୍‌ ଦୁର୍ନୀତି ଅର୍ଥକୁ ସଂପ୍ରତି ବିଧାନସଭା ନିର୍ବାଚନରେ…

ମହାରାଷ୍ଟ୍ରରେ ୫୮%, ଝାଡ଼ଖଣ୍ଡରେ ୬୭% ମତଦାନ: ଶନିବାର ଭୋଟ୍‌ ଗଣତି

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍‌ ଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଏହି ନିର୍ବାଚନ ଦୁଇ ରାଜ୍ୟର ଶାସକ ଏବଂ ବିରୋଧୀ ରାଜନୈତିକ ମେଣ୍ଟର ଭାଗ୍ୟ ନିର୍ଦ୍ଧାରଣ କରିବ। ଝାଡ଼ଖଣ୍ଡରେ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ…