Breaking News

ଦିଲ୍ଳୀ ବାୟୁ ଅବସ୍ଥାରେ ସାମାନ୍ୟ ସୁଧାର: ଗମ୍ଭୀରରୁ ଅତ୍ୟନ୍ତ ଖରାପକୁ ହ୍ରାସ

ନୂଆଦିଲ୍ଲୀ: ଲଗାତର ଆଠ ଦିନ ଦିଲ୍ଲୀର ବାୟୁ ପ୍ରଦୂଷଣ ‘ଗମ୍ଭୀର’ ରହିଥିବା ବେଳେ ଅବସ୍ଥାରେ ସାମାନ୍ୟ ସୁଧାର ଆସିଛି। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଏବେ ‘ଗମ୍ଭୀରରୁ’ ‘ଅତ୍ୟନ୍ତ ଖରାପ’ ବର୍ଗକୁ ଖସିଛି। ସକାଳ ୭ଟା ସୁଦ୍ଧା ଏକ୍ୟୁଆଇ ୩୭୯ ଥିବା ରେକର୍ଡ କରାଯାଇଛି।…

ମଦ ପିଇ ଚାଲିଗଲା ଦାଦା ଓ ପୁତୁରାଙ୍କ ଜୀବନ

କେନ୍ଦ୍ରାପଡ଼ା: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସିରସ୍ତା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ମଦ ପିଇ ଦାଦା ପୁତୁରାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା…

୩ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ୭ ଯାଏ ରହିବେ

ଭୁବନେଶ୍ବର/ ରାଇରଙ୍ଗପୁର/କଳାବାଡ଼ିଆ: ଆସନ୍ତା ମାସ ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଞ୍ଚିବେ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ୩ ତାରିଖରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅବତରଣ କରିବେ ବୋଲି ତାଙ୍କ ଗସ୍ତ ସୂଚୀରୁ ଜଣାପଡ଼ିଛି।…

ଫେବ୍ରୁଆରି ୧୮ରୁ ଯୁକ୍ତ ୨ ଥିଓରି ପରୀକ୍ଷା, ଜାନୁଆରି ୨ରୁ ପ୍ରାକ୍ଟିକାଲ

ଭୁବନେଶ୍ବର: ଯୁକ୍ତ ୨ରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ଅପଡେ୍ଟ ଖବର ଆସିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା-୨୦୨୫ ଆସନ୍ତା ଫେବ୍ରୁଆରିରୁ ଆରମ୍ଭ ହେବ ବୋଲି କୁହାଯାଇଛି। ଯୁକ୍ତ ୨ ବାର୍ଷିକ ପରୀକ୍ଷା ପାଇଁ…

ଶାହଙ୍କ ପରେ କାନାଡା-ଆମେରିକା ଗୁପ୍ତଚର ଏଜେନ୍ସିର ଟାର୍ଗେଟରେ ପିଏମ ମୋଦୀ!

ଅଟୱା: ଖାଲିସ୍ତାନୀଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ କାନାଡା ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରଶ୍ନ ଉଠାଇଛି। ବ୍ରିଟିଶ କଲମ୍ବିଆରେ ଖାଲିସ୍ତାନୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଏବଂ ଏହା ସହିତ ଜଡ଼ିତ ଅନ୍ୟାନ୍ୟ ଷଡ଼ଯନ୍ତ୍ର ବିଷୟରେ ନରେନ୍ଦ୍ର ମୋଦୀଙ୍କ ପାଖରେ ପୂର୍ବରୁ…

ଦଶ ବର୍ଷ ମଧ୍ୟରେ ଭାରତ ୪୦ ନିୟୁତ ପରିବାରଙ୍କୁ ଆବାସ ସୁବିଧା ଦେଇଛି: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀରେ ‘ଦୀର୍ଘସ୍ଥାୟୀ ବିକାଶ ଓ ଇନ୍ଧନ ପରିବର୍ତ୍ତନ’ ପ୍ରସଙ୍ଗରେ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତାକୁ ତିନି ଗୁଣ ଏବଂ ଶକ୍ତି…

ବାଙ୍କେ ବିହାରିଙ୍କ ଦର୍ଶନ ପରେ ଉଡ଼ିଗଲା ଭକ୍ତଙ୍କ ପ୍ରାଣବାୟୁ

ନୂଆଦିଲ୍ଲୀ: ମଥୁରାର ୟେଥିଲ ବାଙ୍କେ ବିହାରି ମନ୍ଦିରରେ ମଙ୍ଗଳବାର ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା। ଭିଡ଼ ହେତୁ ତିନିଜଣ ମହିଳା ଅଚେତ ହୋଇପଡ଼ିଥିବା ବେଳେ ଜଣେ ବୃଦ୍ଧଙ୍କ ଏଥିରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତମଙ୍ଗଳବାର ବାଙ୍କେ ବିହାରି ମନ୍ଦିରରେ ସ୍ବତନ୍ତ୍ର…

‘ପୋଷାକ ପିଛା ବିଇଓଙ୍କ ପିସି ୮୦ ଟଙ୍କା’

ନବରଙ୍ଗପୁର: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିଜ ଜିଲ୍ଲା‌ରେ ସ୍କୁଲ ୟୁନିଫର୍ମ ଯୋଗାଣରେ ବଡ଼ ଦୁର୍ନୀତି ହୋଇଛି। ଜଣେ ପିଲା ପିଛା ବିଇଓଙ୍କ ପିସି ୮୦ଟଙ୍କା। ନବରଙ୍ଗପୁର ଜିଲ୍ଲାରେ ୫କୋଟି ଟଙ୍କାର ଦୁର୍ନୀତି ହୋଇଛି। ନିଜେ ମନ୍ତ୍ରୀ ୧୫ଲକ୍ଷ ଟଙ୍କା ନେଇଛନ୍ତି ବୋଲି ନିଜ…

ହାତୀ ମୃତ୍ୟୁ ଘଟଣା: ନିଜଆଡ଼ୁ ମାମଲା କରି ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ: ରାଜ୍ୟରେ ହାତୀ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସମ୍ବଲପୁର ଫରେଷ୍ଟ ସର୍କଲ୍‌ର ରେଢାଖୋଲ ଡିଭିଜନ୍‌ ଅଧୀନ ନାକଟିଦେଉଳ ରେଞ୍ଜରେ ବିଦ୍ୟୁତ୍‌ ଆଘାତରେ ତିନି ହାତୀଙ୍କ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛନ୍ତି। ମୁଖ୍ୟ…

ରାଜ୍ୟ ପୁଲିସ ମହାସଂଘ ନିର୍ବାଚନ ଫଳ ଘୋଷିତ: ଅନିଲ ସଭାପତି

କଟକ: ରାଜ୍ୟ ହାବିଲଦାର, କନେଷ୍ଟବଳ ଓ ସିପାହି ମହାସଂଘର ନିର୍ବାଚନ ଫଳାଫଳ ଆଜି ଘୋଷାଣ ହୋଇଛି। ଅନିଲ କୁମାର ଷେଣ୍ଢ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଅନିଲଙ୍କ ପ୍ୟାନେଲର ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ମହାସଂଘର ସଭାପତି ଭାବେ ଶ୍ରୀ ଷେଣ୍ଢ ୧୨୭ ଭୋଟରେ ବିଜୟୀ…