Breaking News

ଶିକ୍ଷକ ହେବାକୁ ଚାହୁଁଥିଲେ ଆସିଛି ସୁବର୍ଣ୍ଣ ସୁଯୋଗ: ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ବିଦ୍ୟାଳୟରେ ବାହାରିଲା ୩୮୪୮୦…

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ବେରୋଜଗାରୀମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର  । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ସମଗ୍ର ଦେଶରେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲରେ ୩୮,୪୮୦ ପଦବୀ ପାଇଁ ନିଯୁକ୍ତି ବାହାରିଛି । ଏହା ଅଧିନରେ ଟିଚିଂ ଓ ନନ୍-ଟିଚିଂ ପଦରେ ଭର୍ତ୍ତି କରାଯିବ । …

ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏଲ ନିନୋ ସକ୍ରିୟ: ଭାରତର ମୌସୁମୀକୁ କରିପାରେ ଦୁର୍ବଳ, ଚେତାବନୀ ଦେଲେ ବୈଜ୍ଞାନିକ

ଓ୍ବାଶିଂଟନ/ନୂଆଦିଲ୍ଲୀ : ଆମେରିକାର ବୈଜ୍ଞାନିକମାନେ ଏଲ ନିନୋ ଆରମ୍ଭକୁ ନିଶ୍ଚିତ କରିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ ଏହା ପୃଥିବୀର ପାଣିପାଗ ଉପରେ ପ୍ରଭାବ ପକାଇପାରେ ଏବଂ ଭାରତର ମୌସୁମୀକୁ ଦୁର୍ବଳ କରିପାରେ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ପୃଥିବୀର ତାପମାତ୍ରାକୁ ବୃଦ୍ଧି କରିପାରେ ।…

ହାରିଲା ଭାରତ, ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ବିଜେତା

ଲଣ୍ଡନ: ଭାଙ୍ଗିଲା ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ଆଶା। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଟ୍ରଫି ଜିତିବାର ଆଶା ଆଶାରେ ରହିଯାଇଛି । ଲଗାତାର ଦ୍ୱିତୀୟଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ହାରିଛି ଭାରତ। ଭାରତକୁ ୨୦୯ରନର ହରାଇଛି ପାଟ କମିନ୍ସଙ୍କ ନେତୃତ୍ୱାଧୀନ କଙ୍ଗାରୁ ଦଳ। ଏହା…

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା: ସିବିଆଇ ହେପାଜତରେ ୫ ଅଭିଯୁକ୍ତ

ବାଲେଶ୍ୱର: ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡି ଘଟଣା । ସିବିଆଇ ହେପାଜତରେ ୫ ଅଭିଯୁକ୍ତ ଥିବା ସୂଚନା । ବାହାନଗା ଷ୍ଟେସନର ASMଙ୍କ ସହ ୫ଜଣ CBI ହେପାଜତରେ ଥିବା ସୂଚନା । ୪ ସିଗନାଲ କର୍ମଚାରୀଙ୍କୁ ପଚରାଉଚରା ପରେ ହେପାଜତକୁ ସେମାନଙ୍କୁ ନେଇଥିବା ସୂଚନା ମିଳିଛି । CBIର ଅନ୍ୟ ଏକ…

୫ଟି ସଚିବଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ: ଜଳସେଚିତ ହେବ କେନ୍ଦୁଝର ଓ ବାଲେଶ୍ବରର ୬୦ ହଜାର ହେକ୍ଟର ଜମି, ଆଗାମୀ…

ନୂଆ ରୂପରେ ଝଲସିବ ଘଟଗାଁ ମା’ ତାରିଣୀ ପୀଠ ବ୍ରହ୍ମେଶ୍ୱର ଓ ସିତାବିଞ୍ଜି ମନ୍ଦିରର ହେବ ନବକଳେବର ବିକଶିତ ହେବ ଗୁଣ୍ଡିଚାଘାଗି ଜଳପ୍ରପାତ ଓ ଗୋନାସିକା ଗୁପ୍ତଗଙ୍ଗା ସ୍ଥଳୀ ବ୍ରହ୍ମେଶ୍ୱର ଓ ସିତାବିଞ୍ଜି ମନ୍ଦିରର ହେବ ନବକଳେବର ଗୋନାସିକା ଜୁଆଙ୍ଗ ଶିକ୍ଷାନିକେତନରେ ଆରମ୍ଭ ହେବ…

ରଥଯାତ୍ରାବେଳେ ଡ୍ରୋନ ଉଡ଼ାଇବା ମନା, କଟକଣା ଜାରି କଲା ପୁରୀ ପୁଲିସ

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାବେଳେ ଭିଡିଓ ଓ ଫଟୋ ଉଠାଇବା ସମ୍ଭାବନା ଦୃଷ୍ଟିରୁ କଟକଣା ଜାରି କରାଯାଇଛି। ଜଗନ୍ନାଥ ମନ୍ଦିର ରେଡ ଜୋନରେ ଯାଉଥିବାରୁ ଡ୍ରୋନ ଉଡ଼ାଣ ମନାକରାଯାଇଛି। ୩ ରଥ ପାଖରେ ଓ ଗୁଣ୍ଡିଚା ମନ୍ଦିର ପାଖରେ ମଧ୍ୟ ଡ୍ରୋନ ଉଡ଼ାଣ ପାଇଁ ମନା କରାଯାଇଛି। ବିନା…

ବିଳାସପୁରରେ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ, ଟଳିଲା ବଡ ଦୁର୍ଘଟଣା

ବିଳାସପୁର: ଅଳ୍ପକେ ଟଳିଲା ବଡ଼ ରେଳ ଦୁର୍ଘଟଣା। ଛତିଶଗଡ଼ ବିଳାସପୁର ନିକଟରେ ଅଳ୍ପକେ ଟଳିଳା ରେଳ ଦୁର୍ଘଟଣା। ଜୟରାମନଗର ଓ କୋଟମିସୋନାର ମଝିରେ ଘଟିଥାନ୍ତା ଅଘଟଣ। ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଆସୁଥିଲେ। ଉଭୟଙ୍କୁ ଦେଖି ରହିଗଲେ। ଗୋଟିଏ ଟ୍ରାକରେ ଆସୁଥିଲେ ମାଲବାହି ଓ ମେମୁ ଟ୍ରେନ।…

‘ଅଘୋଷିତ ବିଜୁଳି କାଟ୍‌ ବନ୍ଦ ନ ହେଲେ ଆନ୍ଦୋଳନ’

ଭୁବନେଶ୍ୱର : କାଳବୈଶାଖୀରେ ଯେଉଁଠି ୬ ଘଣ୍ଟା ଲାଇନ୍‌ କଟି ଯାଉଛି ସେଠାରେ ବାତ୍ୟା ହେଲେ କି ପ୍ରକାର ପରିସ୍ଥିତି ଉପୁଯିବ? ଗତ ୮ ତାରିଖ ଦିନ ରାଜଧାନୀରେ ବିଜୁଳି ସଂଯୋଗରେ ବିଳମ୍ବକୁ ନେଇ ଉଠିଥିବା ଏଭଳି ପ୍ରଶ୍ନ କେବଳ ରାଜଧାନୀବାସୀଙ୍କୁ ବିଚଳିତ କରିନି ବରଂ ଏହା ଏକ ଜନ ଆନ୍ଦୋଳନର ରୂପ…

ମହାପ୍ରଭୁଙ୍କୁ ଓଷ ଲାଗି: ଅଣସର ଘରେ ଚାଲିଛି ଗୁପ୍ତ ସେବା

ପୁରୀ : ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କ ଅଣସର ପିଣ୍ଡିରେ ଶାସ୍ତ୍ରାନୁମୋଦିତ ଚିକିତ୍ସା ଚାଲିଛି। ବିଶ୍ୱାବସୁ ତଥା ବିଦ୍ୟାପତି ବଂଶଧର(ଦଇତାପତି)ମାନେ ଏହି ଗୁପ୍ତସେବାରେ ଲାଗିଛନ୍ତି। ଗତକାଲି ଶଯ୍ୟାଶାୟୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଜଡିବୁଟିଯୁକ୍ତ ଫୁଲୁରି ତେଲ ଲାଗି କରାଯାଇଥିବା…

ଗୋଷ୍ଠି ସହଭାଗିତା ଏବଂ ଗାରିମା ଯୋଜନାରେ ସ୍ୱରେଜ ଟାଙ୍କିର ସୁରକ୍ଷା ଓ ସଫେଇ ନେଇ ଅତ୍ୟଧିକ ପ୍ରଭାବିତ ହୋଇଥିଲେ…

ଜଳ ସାଥୀ, ୨୪ ଘଣ୍ଟିଆ ଟ୍ୟାପ ପାଣି ଯୋଗାଣ ବିଷୟରେ ଅବଗତ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ସହ ଆଲୋଚନା ଗାରିମା ଯୋଜନାକୁ ପ୍ରଶଂସା : କିନ୍ନରଙ୍କ କାର୍ଯ୍ୟଶୈଳୀର ଅନୁଧ୍ୟାନ କଟକ ମହାନଗର ନିଗମ ବୁଲି କାର୍ଯ୍ୟ ଦେଖିଲେ ଭୁବନେଶ୍ୱର ତାମିଲନାଡୁ ସରକାରଙ୍କ ଏକ ୧୫ ଜଣିଆ…