Breaking News

୧୫ ବର୍ଷରୁ କମ ଓଡ଼ିଶା ମହିଳା କ୍ରିକେଟ୍‌ ଦଳରେ ସ୍ଥାନ ପାଇଲେ ରୋମି ପି ମଲ୍ଲିକ

ବୈଶିଙ୍ଗା: ଦିନକୁଦିନ ମହିଳା କ୍ରିକେଟର କ୍ରେଜ୍‌ ବଢିଚାଲିଥିବା ବେଳେ ଏଦିଗରେ ମୟୂରଭଞ୍ଜ ଜିଲ୍ଲା ଏକ ମାଇଲଖୁଣ୍ଟ ସ୍ଥାପନ କରିବାରେ ସଫଳ ହୋଇଛି l ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ଆମ୍ବଗଡିଆ ପଞ୍ଚାୟତର ମନ୍ତ୍ରୀଡାହି ଗ୍ରାମର ରମେଶ ମଲ୍ଲିକ ଓ କଳ୍ପନା ସ୍ବାଇଁଙ୍କ କନ୍ୟା ରୋମି…

ଏଲ୍‌ଆଇସି ‌ହିନ୍ଦୀ ୱେବସାଇଟ୍‌କୁ ତାମିଲନାଡ଼ୁରେ ବିରୋଧ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବୀମା କମ୍ପାନି ଏଲଆଇସିର ୱେବସାଇଟ୍‌ ହିନ୍ଦୀରେ ଆସିବା କାରଣରୁ ତାମିଲନାଡ଼ୁର ନେତାମାନେ ଏହାକୁ ଜୋରଦାର ବିରୋଧ କରିଛନ୍ତି। ଏହା ସେମାନଙ୍କ ଉପରେ ଭାଷାଗତ ଅତ୍ୟାଚାର। ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ପାଇଁ ସେମାନେ ଦାବି କରିଛନ୍ତି। ତେବେ ଏହି ବିବାଦ…

ଏଆର୍‌ ରହମାନଙ୍କୁ ଛାଡ଼ପତ୍ର ଦେଲେ ତାଙ୍କ ପତ୍ନୀ ସାଇରା ବାନୁ

ମୁମ୍ବାଇ: ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଏଆର୍‌ ରହମାନଙ୍କୁ ତାଙ୍କ ପତ୍ନୀ ସାଇରା ବାନୁ ଛାଡ଼ପତ୍ର ଦେଇଛନ୍ତି। ଆଜି ରାତି ଏକ ପ୍ରେସ୍‌ ବାର୍ତ୍ତାରେ ସାଇରା ଏହି ସୂଚନା ଦେଇଛନ୍ତି। ୨୯ ବର୍ଷ ତଳେ ରହମାନ ଓ ସାଇରାଙ୍କ ମଧ୍ୟରେ ବିବାହ ହୋଇଥିଲା। ଗତ କିଛି ଦିନ ହେଲା ସେମାନଙ୍କ…

୯ ଦିନର ଶିଶୁକନ୍ୟା ୨୦ହଜାରରେ ବିକ୍ରି: ଷ୍ଟାମ୍ପ୍‌ ପେପର୍‌ରେ ଦସ୍ତଖତ କରି ନେଲେ ଆନ୍ଧ୍ର ଦମ୍ପତି

ରାୟଗଡ଼ା: ଦାରିଦ୍ର୍ୟ ଯୋଗୁ ସାମଗ୍ରୀ ଭଳି ବିକ୍ରି ହୋଇଗଲା ୯ଦିନର ଶିଶୁକନ୍ୟା। ଜନ୍ମକଲା ବାପା, ମା’ ଦର କଷିଲେ ମାତ୍ର ୨୦ହଜାର ଟଙ୍କା। ଷ୍ଟାମ୍ପ ପେପରରେ ଦସ୍ତଖତ କରି ଶିଶୁକନ୍ୟାକୁ ନେଇ ଯାଇଛନ୍ତି ଆନ୍ଧ୍ରର ଦମ୍ପତି। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡ଼ା ବସ୍ତିର ଏହି…

‘ଇଚ୍ଛା ଥିଲା ଜଗନ୍ନାଥଙ୍କୁ ଦର୍ଶନ କରିବି’

ଭୁବନେଶ୍ୱର: ସୁପର୍‌ହିଟ୍‌ ଫିଲ୍ମ ‘ଗଦର୍‌: ଏକ୍‌ ପ୍ରେମକଥା’ ଓ ‘ଗଦର୍‌ ୨’ରେ ତାରା ସିଂହର ପୁଅ ‘ଜିତେ’ ହେଉ ଅଥବା ‘ଜିନିଅସ୍‌’‌ର ବାସୁଦେବ ଶାସ୍ତ୍ରୀ, ସବୁଥିରେ ନିଜର ଅଭିନୟର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି ବଲିଉଡ ଅଭିନେତା ଉତ୍କର୍ଷ ଶର୍ମା। ଚଳନ୍ତି ସମୟର ଜଣେ ପ୍ରତିଭାବାନ ଅଭିନେତା…

ସିକିଲ୍‌ସେଲ୍‌ ରୋଗର ‘ଦକ୍ଷତା କେନ୍ଦ୍ର’ ତାଲିକାରେ ଏସ୍‌ସିବି

ଭୁବନେଶ୍ବର: ସିକିଲ୍‌ସେଲ୍‌ ରୋଗର ଚିହ୍ନଟ ଓ ଚିକିତ୍ସା ସହ ଗବେଷଣା ପାଇଁ କେନ୍ଦ୍ର ସରକାର ଦେଶରେ ୬ଟି ଦକ୍ଷତା କେନ୍ଦ୍ର(ସେଣ୍ଟର ଅଫ କମ୍ପିଟାନ୍‌ସ) ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ୬ଟି ରାଜ୍ୟରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ଓଡ଼ିଶାର ଏସ୍‌ସିବି…

ବାଲିପାଟଣାରେ ମାଙ୍କଡ଼ ଆତଙ୍କ: ଧରିବାରେ ବନ ବିଭାଗ ବିଫଳ, ୩ ଗୁରୁତର

ବାଲିପାଟଣା: କିଛି ଦିନ ହେଲା ରାଜଧାନୀ ଉପକଣ୍ଠ ବାଲିପାଟଣାରେ ପାଗଳ ମାଙ୍କଡ଼ ଆତଙ୍କ ଖେଳାଇଛି | ମାଙ୍କଡ଼ କାମୁଡାରେ ବହୁ ଲୋକ ଲହୁଲୁହାଣ ହୋଇ ଗୁରୁତର ହେଲେଣି | ସ୍ଥାନୀୟ ଅଞ୍ଚଳରେ ମାଙ୍କଡ଼ ଆତଙ୍କ ଖେଳି ଯାଇଛି | ଲୋକେ ଘରେ ତାଟି କବାଟ ବନ୍ଦ ରଖୁଛନ୍ତି | ମାଙ୍କଡ଼ ମଣିଷଙ୍କ କଙ୍କାଳକୁ…

ବାଲେଶ୍ବରରେ ଚାଞ୍ଚଲ୍ୟ: ପୋଲ ନିକଟରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ସହର ଉପକଣ୍ଠ ଏକ ପୋଲ ନିକଟରୁ ଆଜି ସକାଳେ ୨ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଅନ୍ୟ ୨ଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି। ୨ ମୃତକ ହେଲେ ସଦର ଥାନା କାସିମାବାଦର ରକି ଟୁଡୁ ଓ ବିକାଶ…

୫୦% କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ସ୍ତର ଉଦ୍‌ବେଗଜନକ ବୃଦ୍ଧି ମଧ୍ୟରେ ଆମ୍ ଆଦମୀ ପାର୍ଟି (ଆପ୍‌) ସରକାର ୫୦କ୍% କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। "ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାର ସରକାରୀ କାର୍ଯ୍ୟାଳୟରେ ଘରୁ କାର୍ଯ୍ୟ କରିବା ବା ୱାର୍କ ଫ୍ରମ୍‌…

ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରହୀଙ୍କ ଘର ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରୁଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦୁଇ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଯାଞ୍ଚ…