Breaking News

ଗୋଟିଏ ଦିନ ବଢ଼ିଲା ବାଲିଯାତ୍ରା: ସୋନୁଙ୍କ ସଂଗୀତ ଶୁଣିବାକୁ ପଡ଼ିଆରେ ଜନସମୁଦ୍ର

କଟକ: ମଙ୍ଗଳବାର ସନ୍ଧ୍ୟାରେ ବାଲିଯାତ୍ରା ତଳ ପଡ଼ିଆ ପାଲଟିଥିଲା ଜନସମୁଦ୍ର। ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ ଥିଲେ ସାଂସ୍କୃତିକ ମଞ୍ଚର ମୁଖ୍ୟ ଆକର୍ଷଣ। ସୋନୁଙ୍କ ସଂଗୀତର ତାଳେତାଳେ ଲୋକ ଝୁମି ଉଠିଥିଲେ। କିନ୍ତୁ ଧୀରେ ଧୀରେ ସ୍ଥିତି ଏମିତି ହୋଇଥିଲା ଯେ ଯିଏ ଯେଉଁଠି ଛିଡ଼ା…

ଜାଣନ୍ତୁ ଆଜିର ରାଶିଫଳ

ମେଷ: ମହତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ କରିବାକୁ ଭାବୁଥିଲେ ତାହା ପୂରା ହୋଇଯିବ। ଓକିଲଙ୍କ ଲାଗି ଦିନଟି ବହୁତ ଭଲ। ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିପାରେ। ଘର ସଜାଇବା କାମ କରାଇବେ। ବୃଷ: ପୂର୍ବ କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ଘରକୁ ଅଚାନକ କୌଣସି ବନ୍ଧୁ ଆସିବେ। ଆପଣଙ୍କର ସବୁ…

ଆଖିରେ ଆଣ୍ଟିବାୟୋଟିକ୍‌ ଡ୍ରପ୍‌ ପକାଉଥିଲେ…

ଆଖି ହେଉଛି ଆମର ଏକ ମୂଲ୍ୟବାନ ପ୍ରତ୍ୟଙ୍ଗ। ଆଖି ଲାଲ୍‌ ପଡ଼ିଯିବା, ପାଣି ଝରିବା, ଫୁଲିଯିବା ଓ କୁଣ୍ଡାଇହେବା ସଂକ୍ରମଣର ଲକ୍ଷଣ ହୋଇପାରେ। ଏଭଳି ଲକ୍ଷଣ ପରିଲକ୍ଷିତ ହେଲେ ତୁରନ୍ତ ଚକ୍ଷୁ ଚିକିତ୍ସକଙ୍କୁ ଦେଖାଇବା ଜରୁରି। ଚିକିତ୍ସା ସ୍ବରୂପ ଡାକ୍ତର ସାଧାରଣତଃ ଆଖିରେ ଆଣ୍ଟିବାୟୋଟିକ୍‌…

ସିକିଲ୍‌ସେଲ୍‌ ରୋଗର ‘ଦକ୍ଷତା କେନ୍ଦ୍ର’ ତାଲିକାରେ ଏସ୍‌ସିବି

ଭୁବନେଶ୍ବର: ସିକିଲ୍‌ସେଲ୍‌ ରୋଗର ଚିହ୍ନଟ ଓ ଚିକିତ୍ସା ସହ ଗବେଷଣା ପାଇଁ କେନ୍ଦ୍ର ସରକାର ଦେଶରେ ୬ଟି ଦକ୍ଷତା କେନ୍ଦ୍ର(ସେଣ୍ଟର ଅଫ କମ୍ପିଟାନ୍‌ସ) ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ୬ଟି ରାଜ୍ୟରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ଓଡ଼ିଶାର ଏସ୍‌ସିବି…

କୋଏମ୍ବାଟୁର୍‌ରେ ଛାତ ଭୁଶୁଡ଼ି ଦାଦନ ମୃତ: ଗଞ୍ଜାମରେ ୧୧ ମାସରେ ୪୩ ମୃତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଅସରନ୍ତି ଦାଦନ ଯନ୍ତ୍ରଣା। ଗତ ୧୭ରେ ତାମିଲନାଡ଼ୁର କୋଏମ୍ବାଟୁର ସହରରେ ଛାତ ଭୁଶୁଡ଼ି ଜଗନ୍ନାଥପ୍ରସାଦ ବ୍ଲକ୍‌ର ତାରସିଂ ପଞ୍ଚାୟତ ତୋଲଡ଼ି ଗ୍ରାମର ଟିକି ନାୟକଙ୍କ ମୃତ୍ୟୁ ହୋଇଛି। ସେହିପରି କୋକଳବା ପଞ୍ଚାୟତର ପିଣ୍ଟୁ ନାୟକ ଗୁରୁତର ହୋଇଥିବା ବେଳେ ତାଙ୍କୁ…

ଦିନକୁ କେତେ ମିଠା ଖାଇବେ?

ଆମର ଅଧିକାଂଶ ଖାଦ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ‘ଚିନି’। ସମଗ୍ର ସ୍ବାସ୍ଥ୍ୟ ଉପରେ ଏହି ଉପାଦାନର ଉଲ୍ଲେଖନୀୟ ଅବଦାନ ରହିଛି। ଯଦିଓ ଏହା ଆମର ଖାଦ୍ୟ ଓ ପାନୀୟକୁ ମଧୁର ସ୍ବାଦ ଦେଇଥାଏ, ତେବେ ମାତ୍ରାଧିକ ଚିନି ଖାଇବା ଦ୍ବାରା ମୋଟାପଣ, ମଧୁମେହ, ହୃଦ୍‌ରୋଗ ଓ ଦନ୍ତରୋଗ ପରି ଅନେକ…

୩୭୦ ଟ୍ରେନ୍‌ରେ ଯୋଡ଼ାହେବ ଏକ ହଜାର ସାଧାରଣ ଶ୍ରେଣୀ ବଗି: ଦୈନିକ ଅତିରିକ୍ତ ଏକ ଲକ୍ଷ ଯାତ୍ରୀ ଉପକୃତ ହେବେ

ଭୁବନେଶ୍ବର: ଗତ ତିନି ମାସ ମଧ୍ୟରେ ରେଳବାଇ ପକ୍ଷରୁ ବିଭିନ୍ନ ଟ୍ରେନରେ ସାଧାରଣ ଶ୍ରେଣୀ(ଜିଏସ୍‌)ର ପ୍ରାୟ ୬୦୦ ନୂତନ ଅତିରିକ୍ତ କୋଚ୍ ଯୋଡ଼ିଛି। କେବଳ ସେତିକି ନୁହେଁ, ନଭେମ୍ବର ଶେଷ ସୁଦ୍ଧା ପ୍ରାୟ ୩୭୦ ନିୟମିତ ଟ୍ରେନରେ ଏକ ହଜାରରୁ ଅଧିକ ଜିଏସ୍‌ କୋଚ୍ ସଂଯୋଗ କରିବାକୁ ଲକ୍ଷ୍ୟ…

କରୀନାଙ୍କ ଉଜ୍ଜ୍ବଳ ତ୍ବଚାର ରହସ୍ୟ

ଅଭିନେତ୍ରୀ କରୀନା କପୁରଙ୍କ ଯୁବସୁଲଭ ଠାଣି ଓ ନିଖୁଣ ତଥା ଉଜ୍ଜ୍ବଳ ତ୍ବଚା ତାଙ୍କୁ ସୌନ୍ଦର୍ଯ୍ୟର ଦେବୀପ୍ରତିମା ଭାବେ ଗଢ଼ି ତୋଳିଛି। ସରଳ ଖାଦ୍ୟ ଅଭ୍ୟାସ ଓ ନିୟମିତ ଚର୍ମର ଯତ୍ନ ହେତୁ ତାଙ୍କର ଏପରି କାଳଜୟୀ ଉଜ୍ଜ୍ବଳତା ଜାରି ରହିଛି ବୋଲି ସେ ଦର୍ଶାଇଥାନ୍ତି। ‘ଭଗ୍‌ ଇଣ୍ଡିଆ’ ସହିତ…

ରେଳଧାରଣା କଡ଼ରେ ସ୍କୁଲ୍‌ଛାତ୍ରଙ୍କ ଖଟି

ଚନ୍ଦ୍ରଶେଖରପୁର: ମଞ୍ଚେଶ୍ବର ରେଳ ‌ଷ୍ଟେସନ୍ ରେଳଧାରଣା କଡ଼ ଏବେ ପାଲଟିଛି କିଛି ଅମାନିଆ ଛାତ୍ରଛାତ୍ରୀଙ୍କ ଖଟିସ୍ଥଳ। ପ୍ରତିଦିନ ମଧ୍ୟାହ୍ନ ‌ଓ ଅପରାହ୍ଣରେ ସ୍ଥାନୀୟ ଶିକ୍ଷାନୁଷ୍ଠାନର କିଛି ଛାତ୍ର ଏହି ରେଳଧାରଣା କଡ଼କୁ ଯାଇ ଖଟି କରୁଛନ୍ତି। କେବେ ରେଳଧାରଣାରେ ରିଲସ୍ କରୁଛନ୍ତି ତ ପୁଣି…

‘ପୋଷାକ ପିଛା ବିଇଓଙ୍କ ପିସି ୮୦ ଟଙ୍କା’

ନବରଙ୍ଗପୁର: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିଜ ଜିଲ୍ଲା‌ରେ ସ୍କୁଲ ୟୁନିଫର୍ମ ଯୋଗାଣରେ ବଡ଼ ଦୁର୍ନୀତି ହୋଇଛି। ଜଣେ ପିଲା ପିଛା ବିଇଓଙ୍କ ପିସି ୮୦ଟଙ୍କା। ନବରଙ୍ଗପୁର ଜିଲ୍ଲାରେ ୫କୋଟି ଟଙ୍କାର ଦୁର୍ନୀତି ହୋଇଛି। ନିଜେ ମନ୍ତ୍ରୀ ୧୫ଲକ୍ଷ ଟଙ୍କା ନେଇଛନ୍ତି ବୋଲି ନିଜ…