Breaking News

ସରକାରଙ୍କ ରଙ୍ଗ କ’ଣ? ୩ ମାସ ତଳେ ବୋଳା ହୋଇଥିଲା ସବୁଜ

ଗଦାଧର ପଣ୍ଡା ଯାଜପୁର: ସରକାର ବଦଳିଲେ, କୋଠାର ରଙ୍ଗ ବଦଳିଯାଉଛି। ବର୍ଷେ ୬ମାସ ତଳେ କୋଟିକୋଟି ଟଙ୍କା ବ୍ୟୟରେ ବୋଳା ହୋଇଥିବା ରଙ୍ଗ ଉପରେ ପୁଣି ନୂଆ ରଙ୍ଗ ବୋଳାଯାଉଛି। ସତେ ଯେମିତି ସରକାରଙ୍କ ନିର୍ଦ୍ଦିଷ୍ଟ ରଙ୍ଗ ରହିଛି। ଏହି ପ୍ରତିଯୋଗିତା ଭିତରେ ରାଜ୍ୟ ରାଜକୋଷରୁ ହଜାରହଜାର…

ପୁଟିନ୍‌ଙ୍କ ଭୟ ସୃଷ୍ଟିକାରୀ ପଦକ୍ଷେପ: ଅଣ-ପରମାଣୁ ରାଷ୍ଟ୍ର ଉପରେ ପରମାଣୁ ଆକ୍ରମଣ ଅନୁମତି

ମସ୍କୋ: ପରମାଣୁ ଶକ୍ତିମାନଙ୍କଠାରୁ ସମର୍ଥନ ହାସଲ କରି ରୁଷ୍‌ ପାଇଁ ବିପଦର କାରଣ ହୋଇଥିବା ଅଣ-ପରମାଣୁ ରାଷ୍ଟ୍ରମାନଙ୍କ ବିରୋଧରେ ମସ୍କୋ ବହୁତ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଏଭଳି ଅଣ ପରମାଣୁ ରାଷ୍ଟ୍ରମାନଙ୍କ ବିରୋଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବା ସଂକ୍ରାନ୍ତ ପ୍ରସ୍ତାବକୁ…

ରାଜଧାନୀ ରାସ୍ତାକଡ଼ରେ ମିନି ଭାରତ: କମ୍‌ମୂଲ୍ୟରେ ମିଳୁଛି ପୋଷାକ, ଖାଦ୍ୟ ଓ ଅଳଙ୍କାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏକ କ୍ଷୁଦ୍ର ଭାରତ କହିଲେ ଅତ୍ୟୁକ୍ତି ହେବନାହିଁ। ଏଠାରେ ବିଭିନ୍ନ ସ୍ଥାନରୁ, ଭିନ୍ନ ଭିନ୍ନ ଭାଷାଭାଷୀ ଓ ଧର୍ମାବଲମ୍ୱୀ ଲୋକ ବସବାସ କରୁଛନ୍ତି। ପୂର୍ବରୁ ସହରବାସୀ ଅନ୍ୟସ୍ଥାନକୁ ପେଟପାଟଣା ପାଇଁ ଯାଉଥିବା ବେଳେ ବର୍ତ୍ତମାନ ରାଜଧାନୀ ବାହାରର ବ୍ୟବସାୟୀଙ୍କ…

ଭାରତ ଗସ୍ତରେ ଆସିବେ ପୁଟିନ୍‌ ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ପ୍ରଥମ ଗସ୍ତ

ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଖୁବ୍‌ଶୀଘ୍ର ଭାରତ ଗସ୍ତରେ ଆସିବେ ବୋଲି ତାଙ୍କ ପ୍ରେସ୍ ସଚିବ ତଥା କ୍ରେମ୍‌ଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ମଙ୍ଗଳବାର ଘୋଷଣା କରିଛନ୍ତି। ତେବେ ପୁଟିନଙ୍କ ଗସ୍ତ ତାରିଖ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ। ଆମେ ତାରିଖ ଚୂଡ଼ାନ୍ତ କରିବା…

କଥାଟିଏ-ଯାଯାବର: ପ୍ରକୃତ ଦଣ୍ଡ

ଜଣେ ରାଜା ଭାବୁଥିଲେ ଯେ ଅତି କଠୋର ଦଣ୍ତର ବ୍ୟବସ୍ଥା ଜରିଆରେ ରାଜ୍ୟକୁ ଅପରାଧମୁକ୍ତ କରିହେବ। କିନ୍ତୁ ବୃଦ୍ଧ ମହାମନ୍ତ୍ରୀ କହୁଥିଲେ ଯେ ଅପରାଧୀଙ୍କ ହୃଦୟ ପରିବର୍ତ୍ତନ ଘଟାଇ ରାଜ୍ୟରୁ ଅପରାଧ କମାଇ ହେବ। ଥରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଧରା ହୋଇ ବିଚାର ଲାଗି ଆସିଲା। ରାଜା ତା’ର…

ସାମାନ୍ୟ କଥନ: ଜୟନ୍ତ ସାର୍‌ଙ୍କ ସହ ଓ ତାଙ୍କ ପରେ

ପ୍ରୀତୀଶ ଆଚାର୍ଯ୍ୟ ୨୦୧୭ ମସିହାର କଥା। ଥରେ ଭୁବନେଶ୍ବର ବିମାନ ବନ୍ଦରରେ କବି ଜୟନ୍ତ ମହାପାତ୍ର (୧୯୨୮-୨୦୨୩) ଦେଖା ହେଲେ। ସେ କେଉଁ ସାହିତ୍ୟ ସଭାରେ ଯୋଗ ଦେବା ପାଇଁ ବାହାରକୁ ଯାଉଥାନ୍ତି। ମୋତେ ସେ ଚିହ୍ନି ନ ଥିଲେ, ତଥାପି ଏକା ପାଇ ନମସ୍କାର ହେଲି ଏବଂ ଆମ ଅନୁଷ୍ଠାନକୁ ଥରେ ଆସି…

୧୦୦ କୋଟିର ସାଇବର ଠକେଇ ଅଭିଯୁକ୍ତ ଚୀନ୍ ନାଗରିକ ଦିଲ୍ଲୀରୁ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ୧୦୦ କୋଟି ଟଙ୍କାର ସାଇବର ଠକେଇ ମାମଲାରେ ସମ୍ପୃକ୍ତ ଜଣେ ଚୀନ୍ ନାଗରିକଙ୍କୁ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଫାଙ୍ଗ ଚେଞ୍ଜିନ ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ଅନ୍‌ଲାଇନ୍ ଷ୍ଟକ୍ ଟ୍ରେଡିଂ ଦୁର୍ନୀତିରେ ସମ୍ପୃକ୍ତ ଥିଲା। ଜଣେ ପୀଡ଼ିତ ସୁରେଶ…

ବିକଳ୍ପ ବିଶ୍ବ: ‘ହରପ୍ପା’ ସଭ୍ୟତା‌ର ବାଳିକା ନର୍ତ୍ତକୀ

ଭଗବାନପ୍ରକାଶ ପ୍ରାକ୍ ଐତିହାସିକ ଯୁଗର ପୁରୁଣା କଥା। ପୁରୁଣାକୁ ଖୋଜିଲେ, ଖୋଳିଲେ, ବୁଝିଲେ ନୂଆ ନୂଆ ତଥ୍ୟ, ସତ୍ୟ, ମତ, ଅଭିମତ ପଦାକୁ ଆସେ। ସେମିତି ସିନ୍ଧୁ ଉପତ୍ୟକାର ହରପ୍ପା ମହେଞ୍ଜୋଦାରୋ ପ୍ରତ୍ନତାତ୍ତ୍ବିକ ଖୋଦନ ବେଳେ ମିଳିଥିଲା ପ୍ରାୟ ଦଶ ହଜାରରୁ ଅଧିକ ପ୍ରାକ୍ ଐତିହାସିକ…

ତୃତୀୟ ବିଶ୍ବଯୁଦ୍ଧ ଭୟ: ରୁଷ୍‌-ୟୁକ୍ରେନ ଯୁଦ୍ଧର ନୂଆ ପର୍ଯ୍ୟାୟ

ମସ୍କୋ: ୟୁକ୍ରେନ-ରୁଷିଆ ଯୁଦ୍ଧର ୧୦୦୦ ଦିନ ଆଜି ପୂରିଛି ଏବଂ ଏହା ସହ ଯୁଦ୍ଧର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅନୁମୋଦନର ଦୁଇ ଦିନ ପରେ ୟୁକ୍ରେନ ପ୍ରଥମ ଥର ପାଇଁ ରୁଷ୍‌ ଉପରକୁ ଆମେରିକା ନିର୍ମିତ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।…

ବେପରୱା ଜିନ୍?

ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ପଥରେ ଯାହା ଏକ ପ୍ରଧାନ ପ୍ରତିବନ୍ଧକ ରୂପେ ପରିଦୃଷ୍ଟ ହୋଇଥା‌ଏ, ତାହା ହେଲା ଏଥିରେ ସଂପୃକ୍ତ ବିଭିନ୍ନ କର୍ତ୍ତୃପକ୍ଷମାନଙ୍କ ମଧ୍ୟରେ ସମନ୍ବୟର ଅଭାବ। ଉଦାହରଣ ସ୍ବରୂପ ଏ ପର୍ଯ୍ୟନ୍ତ ମାତ୍ର ଚାରିଟି ରାଜ୍ୟରେ ରାଜପଥରେ ଇଲେକ୍ଟ୍ରୋନିକ୍ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା…