Breaking News

ତ୍ରିଶୂଳିଆ ଅଞ୍ଚଳରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର

କଟକ: କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ତେବେ ଦୁଷ୍କର୍ମ ଅଭିଯୁକ୍ତ ଫେରାର ମାରିଥିବାର ସୂଚନା ରହିଛି। ତାକୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଏନେଇ କଟକ ଡିସିପି ସୂଚନା ଦେଇଛନ୍ତି। ୬ ବର୍ଷ ଝିଅକୁ ଦୁଷ୍କର୍ମ…

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଟଙ୍କା ବଣ୍ଟନ ଅଭିଯୋଗ: ହାଇଡ୍ରାମା, ବିଜେପି ନେତାଙ୍କ ବିରୋଧରେ ଏତଲା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ଏହା ପୂର୍ବରୁ ମହାରାଷ୍ଟ୍ରରେ ଭୋଟର୍‌ଙ୍କୁ ଟଙ୍କା ବଣ୍ଟନ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି। ଏକ ଆଞ୍ଚଳିକ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବିଜେପି ସାଧାରଣ ସମ୍ପାଦକ ତଥା ପୂର୍ବତନ…

ଝାରଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ଓ ମହାରାଷ୍ଟ୍ରରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି

ନୂଆଦିଲ୍ଳୀ: ମହାରାଷ୍ଟ୍ର ଓ ଝାରଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ‌ହୋଇଯାଇଛି। ଦୁଇ ରାଜ୍ୟରେ ଶାସକ ତଥା ବିରୋଧୀଙ୍କ ମଧ୍ୟରେ ଦେଖିବାକୁ ମିଳିବ ଘମାଘୋସ ଲଢ଼େଇ। ଝାରଖଣ୍ଡରେ ଆଜି ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ…

ଜି-୨୦ ଶିଖର ସମ୍ମିଳନୀ: ମୋଦୀ-ମେଲୋନି ପଞ୍ଚମ ସାକ୍ଷାତ

ରିଓ ଡି ଜେନେରୋ: ବ୍ରାଜିଲର ରିଓ ଡି ଜେନେରୋରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଏହା ହେଉଛି ପଞ୍ଚମ ବୈଠକ।…

ଥଣ୍ଡା ବଢ଼ିବା ସଙ୍ଗେ ସଙ୍ଗେ ବିଷାକ୍ତ ହୋଇଚାଲିଛି ଦିଲ୍ଲୀର ବାୟୁ ଅବସ୍ଥା

ନୂଆଦିଲ୍ଲୀ: ଦିଲ୍ଲୀ‌ରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ବିଭିନ୍ନ ସ୍ଥାନରେ ୫୦୦ ପାର୍‌ କରିିଛି। ଦିନକୁ ଦିନ ସାଙ୍ଗାତିକ ହେବାରେ ଲାଗିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ । ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି । ବିଷାକ୍ତ ବାୟୁ ଯୋଗୁ…

ଝାଡ଼ଖଣ୍ଡର ଦ୍ବିତୀୟ ପର୍ଯ୍ୟାୟ, ମହାରାଷ୍ଟ୍ର ଭୋଟ୍‌ ଆଜି: ୨୩ରେ ଗଣତି

ନୂଆଦିଲ୍ଲୀ: ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଏବଂ ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ମଧ୍ୟରୁ ଅବଶିଷ୍ଟ ୩୮ଟି ଆସନ ପାଇଁ ବୁଧବାର ମତଦାନ ହେବ। ୨୩ ତାରିଖ (ଶନିବାର) ଭୋଟ୍ ଗଣତି ହେବ ଏବଂ ଏହା ସୋମବାରଠାରୁ ଆରମ୍ଭ ହୋଇ ଡିସେମ୍ବର ୨୦ରେ ସରିବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନ ପାଇଁ…

ସୋସିଆଲ ମିଡିଆରେ ଶକ୍ତିକାନ୍ତଙ୍କ ଡିପ୍‌‌ଫେକ୍‌ ଭିଡିଓ

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି ବିଦ୍ୟାର ଦୁରୁପଯୋଗ କରୁଥିବା ବ୍ୟକ୍ତିମାନେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମଧ୍ୟ ଛାଡ଼ିନାହାନ୍ତି। ପୂର୍ବରୁ ଏହି ମନ୍ଦ ତତ୍ତ୍ବମାନେ ଦେଶର ଖ୍ୟାତନାମା ବ୍ୟକ୍ତି ଯଥା ଅଭିନେତ୍ରୀ ଏବଂ ରାଜନେତାମାନଙ୍କୁ ଟାର୍ଗେଟ କରୁଥିଲେ। ସେମାନଙ୍କର…

ସେତୁ କାମ ସରିଲା, ଶେଷ ହେଉନି ଆପ୍ରୋଚ ରାସ୍ତା କାମ

ଚାଷୀଙ୍କ ଜମିରେ ଆପ୍ରୋଚ ରାସ୍ତା ନିର୍ମାଣ, କ୍ଷତିପୂରଣ ନଦେବାରୁ କାମ ବନ୍ଦ ମାଲକାନଗିରି: ସୀମାନ୍ତ ମୋଟୁକୁ ଲାଗି ରହିଛି ସାବେରୀ ନଦୀ। ସାବେରୀ ନଦୀ ଆର ପାରିରେ ରହିଛି ଛତିଶଗଡ଼ର କୋଣ୍ଟା ସହର। ସାବେରୀ ନଦୀ ଉପରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଏକ ସେତୁ ନିର୍ମାଣ କାମ ଦୀର୍ଘ ଦିନ ପରେ କାମ…

ସୁଧ କମାଇବାକୁ ଚାପ ପକାଇଲେ ନିର୍ମଳା

ନୂଆଦିଲ୍ଲୀ: ଦେଶରେ ଦରଦାମ୍‌ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ତାହା ଅଭିବୃଦ୍ଧିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ତେଣୁ ସରକାର ବେଶ୍ ଚିନ୍ତିତ ହୋଇପଡ଼ିଛନ୍ତି। ସେଥିପାଇଁ ସୁଧ କମ୍ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କଗୁଡ଼ିକ ଉପରେ ଚାପ ପ୍ରୟୋଗ…

ନାଗରିକଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଲେ ସ୍ବିଡେନ ଓ ଫିନ୍‌ଲାଣ୍ଡ

ଷ୍ଟକହୋମ: ୟୁକ୍ରେନ୍ ତିନି ବର୍ଷ ଧରି ଚାଲିଥିବା ରୁଷୀୟ ଆକ୍ରମଣ ବିରୋଧରେ ଲଢୁଥିବା ବେଳେ ସ୍ୱିଡେନ ଓ ଫିନଲାଣ୍ଡ ସୋମବାର ନିଜ ନାଗରିକମାନଙ୍କୁ ସମ୍ଭାବ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ସୁଇଡିଶ ସିଭିଲ କଣ୍ଟିଜେନ୍ସ ଏଜେନ୍ସି (ଏମ୍‌ଏସ୍‌ବି)ର ନିର୍ଦ୍ଦେଶକ ମିକାଏଲ…