Breaking News

୧୧୬ ବସ୍ତିବାସିନ୍ଦାଙ୍କୁ ମିଳିଲା ଘର

ଭୁବନେଶ୍ବର: ରାଜଧାନୀରେ ୧୧୬ ବସ୍ତି ବାସିନ୍ଦାଙ୍କୁ ମିଳିଲା ଘର। ଇଡିକଲ୍‌ ଅଡିଟୋରିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ହିତାଧିକାରୀଙ୍କୁ ସୁଲଭ ଆବାସ ପ୍ରକଳ୍ପ (ଏଏଚପି)ର ଆବଣ୍ଟନ ପତ୍ର ପ୍ରଦାନ କରିଥିଲେ।…

ଉପଯୁକ୍ତ ସଂରକ୍ଷଣ ଅଭାବରୁ ଆମ୍ବ ଟାକୁଆ ପାଲଟିଯାଏ ବିଷ

 ଆମ୍ବ ଟାକୁଆ ଜାଉ ଖାଇ ୩ ଜଣଙ୍କ ମୃତ୍ୟୁ ଓ ୫ ଜଣଙ୍କ ଅସୁସ୍ଥତା ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଆମ୍ବଟାକୁଆକୁ କ’ଣ ଆମେ ଖାଦ୍ୟ ଭାବେ ଗ୍ରହଣ କରିପାରିବା କି? ଆଜ୍ଞା ହଁ। ଆମ୍ବ ଟାକୁଆକୁ ଖାଦ୍ୟ ଭାବେ ଗ୍ରହଣ କରାଯାଇପାରେ। କାରଣ ଏଥିରେ ୩୨.୩୪%ରୁ ୭୬.୮୧% ଶ୍ବେତସାର, ୬%ରୁ…

କ୍ୟାପିଟାଲ ହସ୍ପିଟାଲରେ ରୋଗୀ କଲ୍ୟାଣ ସମିତି ବୈଠକ: କିଡ୍‌ନି ଡାଇଲିସିସ୍‌ରେ ଏବେ ଖୋର୍ଦ୍ଧା ଜିଲ୍ଲାବାସୀଙ୍କୁ…

ଭୁବନେଶ୍ବର: ରାଜ୍ୟର ସବୁ ଜିଲ୍ଲାରେ କିଡ୍‌ନି ଡାଇଲିସିସ୍‌ କରାଯାଉଛି। ‌ଗୋଟିଏ ସଂସ୍ଥ‌ା ସବୁଠି ଏହି କାର୍ଯ୍ୟ ହାତକୁ ନେଇଛି। ତେବେ କ୍ୟାପିଟାଲ ହସ୍ପିଟାଲକୁ ବାହାର ଜିଲ୍ଲାରୁ କାହିଁକି ଏତେ ଡାଇଲିସିସ୍‌ ରୋଗୀ ଆସୁଛନ୍ତି ବୋଲି ଆଜି କ୍ୟାପିଟାଲ ହସ୍ପିଟାଲରେ ଅନୁଷ୍ଠିତ ରୋଗୀ କଲ୍ୟାଣ…

ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚବିଦ୍ୟାଳୟ : ଲୁହାରଡ୍ ଓ ପାଇପ୍‌ରେ ମାଡ଼

ଖଣ୍ଡଗିରି: ସମସ୍ତେ କଇଁ କଇଁ ହୋଇ କାନ୍ଦୁଥିଲେ। କିଏ କୋହଭରା କଣ୍ଠରେ କାଳରାତିର କାହାଣୀ କହୁଥିଲା ତ ଆଉ କିଏ ଶାରିରୀକ ନିର୍ଯ୍ୟାତନାର ପରବର୍ତ୍ତୀ ଅବସ୍ଥା ସମ୍ପର୍କରେ ବଖାଣୁଥିଲେ। ସମସ୍ତଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ମନ ଭିତରେ ଥିବା ଭୟ। କିଛି ଛାତ୍ର କହିବାକୁ ଚାହୁଥିଲେ…

ରେଳଧାରଣା କଡ଼ରେ ସ୍କୁଲ୍‌ଛାତ୍ରଙ୍କ ଖଟି

ଚନ୍ଦ୍ରଶେଖରପୁର: ମଞ୍ଚେଶ୍ବର ରେଳ ‌ଷ୍ଟେସନ୍ ରେଳଧାରଣା କଡ଼ ଏବେ ପାଲଟିଛି କିଛି ଅମାନିଆ ଛାତ୍ରଛାତ୍ରୀଙ୍କ ଖଟିସ୍ଥଳ। ପ୍ରତିଦିନ ମଧ୍ୟାହ୍ନ ‌ଓ ଅପରାହ୍ଣରେ ସ୍ଥାନୀୟ ଶିକ୍ଷାନୁଷ୍ଠାନର କିଛି ଛାତ୍ର ଏହି ରେଳଧାରଣା କଡ଼କୁ ଯାଇ ଖଟି କରୁଛନ୍ତି। କେବେ ରେଳଧାରଣାରେ ରିଲସ୍ କରୁଛନ୍ତି ତ ପୁଣି…

ପାକସ୍ଥଳୀ କର୍କଟର ପ୍ରାକ୍‌ ସୂଚନା ଓ ଲକ୍ଷଣ

ନଭେମ୍ବର ହେଉଛି ପାକସ୍ଥଳୀ କର୍କଟ ସଚେତନତା ମାସ। ଏହି ଅବସରରେ ପାକସ୍ଥଳୀ କର୍କଟର ପ୍ରାକ୍‌ସୂଚନା ଓ ଲକ୍ଷଣ ସମ୍ପର୍କରେ ଆଲୋଚନା କରିବା। ପାକସ୍ଥଳୀ କର୍କଟ ବା ଗ୍ୟାଷ୍ଟ୍ରିକ୍‌ କ୍ୟାନ୍‌ସର୍‌ ହେଉଛି ଏପରି ଏକ ରୋଗ ଯେଉଁଠି ପାକସ୍ଥଳୀର ଭିତର ପାର୍ଶ୍ବରେ କର୍କଟ କୋଷ ସୃଷ୍ଟି ହୋଇଥାଏ, ଯାହାର…

ଭାରସାମ୍ୟ ହରାଇ ଓଲଟିଲା କାର୍: ଜଣେ ମୃତ, ୨ ଗୁରୁତର

ଯାଜପୁର: ଭାରସାମ୍ୟ ହରାଇ ଓଲଟିଲା କାର୍। ଜଣେ ମୃତ ଓ ୨ଜଣ ଗୁରୁତର। ଯାଜପୁର ଟାଉନରୁ ମଙ୍ଗଳପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଗୋବର୍ଦ୍ଧନପୁର ଫାୟାର ଷ୍ଟେସନ ନିକଟ ହୋଇଛି ଦୁର୍ଘଟଣା। ଦୁଇ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଣେ ସେମାନଙ୍କର ପରିଚୟ…

ଶିରୋମଣି ଅକାଳୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁଖବୀର ସିଂ

ଚଣ୍ଡୀଗଡ଼: ଶିରୋମଣି ଅକାଳୀ ଦଳ ସଭାପତି ସୁଖବୀର ସିଂ ବାଦଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦଳର କାର୍ଯ୍ୟ କମିଟିରେ ସେ ଇସ୍ତଫା ଦେଇଛନ୍ତି। ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଦଳର ନେତା ତଥା କର୍ମୀମାନେ ତାଙ୍କ ପ୍ରତି ବିଶ୍ୱାସ ରଖିଥିବାରୁ ଓ ସବୁବେଳେ ସହଯୋଗ କରିଥିବାରୁ ସେ କୃତଜ୍ଞତା…

ଭାରତର ଚିନ୍ତା ରୋହିତ-ବିରାଟ ନୁହନ୍ତି ବରଂ ଗମ୍ଭୀର: ପର୍ଥ ଟେଷ୍ଟ ପୂର୍ବରୁ ବଡ଼ ବିବୃତି ଦେଲେ କଙ୍ଗାରୁ ଦଳର ପୂର୍ବତନ…

ସିଡ୍‌ନୀ: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ ସିରିଜ୍ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଟିମ୍ ପାଏନ୍ ଏକ ବଡ଼ ବିବୃତି ଦେଇଛନ୍ତି। ସେ କହିଛନ୍ତି, ଭାରତର ସବୁଠାରୁ ବଡ଼ ଚିନ୍ତା ବିରାଟ କୋହଲି କିମ୍ବା ରୋହିତ ଶର୍ମା ନୁହନ୍ତି ବରଂ ସେମାନଙ୍କର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର।…

ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଉଛି ଭାରତ: ଭର୍ତ୍ତୃହରି ମହତାବ

ଭୁବନେଶ୍ୱର: ଭାରତ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଉଛି। ଭାରତକୁ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଓ ବିଶ୍ୱର ପ୍ରମୁଖ ସମୃଦ୍ଧଶାଳୀ ରାଷ୍ଟ୍ର ଭାବରେ ଗଢ଼ି ତୋଳିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ…