Breaking News

ଘୁ.ଉଦୟଗିରିରେ ୧୦ଡିଗ୍ରି ତଳକୁ ଖସିଲା ପାରଦ, ତାପମାତ୍ରା ୯ଡିଗ୍ରି ରେକର୍ଡ

ଘୁ.ଉଦୟଗିରି: ଚଳିତ ବର୍ଷ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଶୀତ ଋତୁ ଆରମ୍ଭର ଦୀର୍ଘ ଦିନ ବ୍ୟବଧାନ ପରେ ଆଜି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ଘୁ.ଉଦୟଗିରି ଅଞ୍ଚଳରେ। ପାରଦ ୧୦ଡିଗ୍ରି ତଳକୁ ଖସି ଆସିଛି। ଆଜି ଘୁମୁସର ଉଦୟଗିରି ସହରର ତାପମାତ୍ରା ୯ ଡିଗ୍ରି ରେକର୍ଡ କରାଯାଇଛି। ଓଡ଼ିଶାର…

ଝାନ୍ସି ଅଗ୍ନିକାଣ୍ଡ: ଅନ୍ୟ ଶିଶୁଙ୍କୁ ବଞ୍ଚାଇବା ପାଇଁ ନିଜ ନବଜାତକୁ ଭୁଲିଗ‌ଲେ

ଝାନ୍ସି: ନଭେମ୍ବର ୧୫ରାତିରେ ୟୁପିର ଝାନ୍ସିରେ ଥିବା ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ ଏନଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ୧୦ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୬ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ସର୍ଟ ସର୍କିଟ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି।…

ମନ୍ତ୍ରୀ ‌ହେବା ପୂର୍ବରୁ ସଙ୍କଟରେ ମସ୍କ: ପୁଟିନଙ୍କ ସହ ସମ୍ପର୍କ ଯୋଗୁ ଜାତୀୟ ସୁରକ୍ଷା ଉପରେ ପ୍ରଶ୍ନ

ୱାଶିଂଟନ: ଆସନ୍ତା ବର୍ଷ ୨୦୨୫ ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂଆ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି। କିନ୍ତୁ ତାଙ୍କର ନୂତନ ବନ୍ଧୁ ଏଲନ୍ ମସ୍କ ସରକାରରେ ମନ୍ତ୍ରୀ ଭାବେରେ ଯୋଗଦେବା ପୂର୍ବରୁ ସଙ୍କଟରେ ପଡ଼ିଯାଇଥିବା ଜଣାପଡିଛି। କ୍ରମାଗତ ରିପୋର୍ଟ ଆସୁଛି ଯେ…

ବିଦ୍ୟୁତ ସଞ୍ଚରଣ ଏସ୍‌ପିଭି କିଣିଲା ଟାଟା ପାୱାର: ୧୮.୫୬ କୋଟି ଟଙ୍କାର ଡିଲ୍‌

ଭୁବନେଶ୍ବର: ରାଜ୍ୟର ଚାରି ଡିସ୍‌କମ୍‌କୁ ଅଧିଗ୍ରହଣ କରି ପରିଚାଳନା କରୁଥିବା ଟାଟା ପାୱାର ଏକ ବିଦ୍ୟୁତ୍‌ ସଞ୍ଚରଣ ସ୍ପେସାଲ୍‌ ପରପସ୍‌ ଭେଇକିଲ୍ (ଏସ୍‌ପିଭି)କୁ ଅଧିଗ୍ରହଣ କରିଛି। କମ୍ପାନି ଦେଇଥିବା ସୂଚନା ଅନୁସାରେ ଏହା ‘ଇଆର୍‌ଇଏକ୍ସ-ଏକ୍ସଏକ୍ସଏକ୍ସଆଇଏକ୍ସ ପାୱାର ଟ୍ରାନ୍ସମିସନ୍…

ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର: ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଦୁର୍ବ୍ୟବହାର ମାମଲାର ତଦନ୍ତ କରୁଥିବା ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ୨୦୨୫ ଜାନୁଆରି ୩୧ ତାରିଖ ଯାଏ ଏହାକୁ ବୃଦ୍ଧି କରାଯାଇଛି। ଏନେଇ ଆଜି ରାଜ୍ୟ ସରକାରଙ୍କ ଗୃହ ବିଭାଗ…

ପୁଲିସ୍‌ ସାଜି ପୁଲିସ୍‌ ଅଧିକାରୀଙ୍କୁ କଲ୍‌ କରିଥିଲା ସାଇବର୍‌ ଠକ, ତାପରେ…

ମୁମ୍ବାଇ: ନିକଟ ଅତୀତରେ ଭାରତରେ ସାଇବର ଅପରାଧର ମାମଲା ତୀବ୍ର ଭାବରେ ବୃଦ୍ଧି ପାଇଛି। ସାଇବର ଅପରାଧୀମାନେ ଲୋକମାନଙ୍କର କଷ୍ଟ ଉପାର୍ଜିତ ଅର୍ଥରୁ ସେମାନଙ୍କୁ ଠକିବା ପାଇଁ ଅଭିନବ ଉପାୟ ଆପଣେଇ ଥାଆନ୍ତି। ତେବେ ନିକଟରେ କେରଳରେ ଘଟିଥିବା ଏକ ଅପ୍ରତ୍ୟାଶିତ ଘଟଣାରେ ଜଣେ ସାଇବର୍‌ ଠକ୍‌କୁ…

ଭୋଗରାଇରେ ଚାଞ୍ଚଲ୍ୟ: ଖତ ଗଦାରୁ ଲକ୍ଷଲ କ୍ଷ ଟଙ୍କା ଉଦ୍ଧାର

ଭୋଗରାଇ: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ହାଇଦ୍ରାବାଦ ଅଞ୍ଚଳରୁ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କା ବଡ଼ମନ୍ଦାରୁଣୀ ଗ୍ରାମରୁ ଉଦ୍ଧାର ହୋଇଛି। ସୂଚନା ଅନୁସାରେ, ବଡ଼ମନ୍ଦାରୁଣୀ ଗ୍ରାମର ଉମାକାନ୍ତ ବେହେରା ଜ୍ୱାଇଁ ଗୋପାଳ ବେହେରା ହାଇଦ୍ରାବାଦ ଠାରେ ଏଗ୍ରୋ…

ନୂଆଡିହି ଫରେଷ୍ଟରଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ନୁଆଡିହି ଫରେଷ୍ଟର ଛବିଳ ବେହେରାଙ୍କ ଅବହେଳା ମନୋଭାବ କାର୍ଯ୍ୟ, ଅସଭ୍ୟ ବ୍ୟବହାର, ହାତୀ ନ ଘଉଡ଼ାଇବା ଯୋଗୁଁ ଉପଦ୍ରବ, ଉପଦ୍ରବରେ କ୍ଷୟକ୍ଷତିଙ୍କୁ ଅନୁକମ୍ପାମୂଳକ ସହାୟତା ନ ମିଳିବା ଆଦି ଅନେକ ଅଭିଯୋଗ ଆଣି ଗତ ଶୁକ୍ରବାର ରାତିରେ ଏକ ଗଛରେ ବାନ୍ଧି…

ପୁଣି ବାପା ହେଲେ ରୋହିତ୍ ଶର୍ମା, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ରିତିକା !

ନୂଆଦିଲ୍ଲୀ: ପୁଣି ଥରେ ବାପା ହେଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା। ପୂର୍ବରୁ ତାଙ୍କର ଝିଅ ଥିବା ବେ‌ଳେ ଏବେ ସେ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ଏବିଷୟରେ ରୋହିତ ଓ ତାଙ୍କ ପତ୍ନୀ ରିତିକା ସଜଦେହ ଘୋଷଣା କରିନଥି‌ଲେ ବି ଦୁହିଁଙ୍କ ସହ ଜଡ଼ିତ ଜଣେ ସମ୍ପର୍କୀୟଙ୍କ…

ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ

ଢେଙ୍କାନାଳ.ଅନାସ୍ଥାରେ ହାରିଲେ ଢେଙ୍କାନାଳ ସଦର ବ୍ଲକ ଅଧକ୍ଷା। ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ। ରାଜଶ୍ରୀ ନାୟକ। ସଦର ବ୍ଲକ କାର୍ଯ୍ୟାଳୟରେ ଆଜି ଅନାସ୍ଥା ବୈଠକ ତହସିଲଦାର ଲିଟୁସ୍ମିତା ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା.ଦୁଇ ବିଧାୟକଙ୍କ ସମେତ…