Breaking News

5ଟି ସଚିବଙ୍କ କେନ୍ଦୁଝର ଗସ୍ତ: ଭୀମ କୁଣ୍ଡକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକାଶ କରାଯିବ, 175 କୋଟି…

ଚମ୍ପୁଆ ରେ ଏକ ମାସ ଭିତରେ Drink from tap ଯୋଜନା କାର୍ଯ୍ୟକାରି ହେବ  ଚମ୍ପୁଆ ରେ ଚଳିତ ବର୍ଷ Rural mega piped supply କାର୍ଯ୍ୟ ଶେଷ ହେବ  ରାଜ୍ୟର ସବୁଠାରୁ ଦୀର୍ଘ 2980mt ଯୋଡା flyover ଆଗାମୀ ଡିସେମ୍ବର ସୁଦ୍ଧା ଶେଷ ହେବ ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ର ବିକାଶ…

ଭାବି ଶ୍ବଶୁରଙ୍କ ସର୍ତ୍ତ ଶୁଣି କନ୍ୟାକୁ ନ ନେଇ ଖସିପଳାଇଲା ବର

ଝାନ୍ସୀ: ଝିଅଟିଏ ହେଲେ କିଭଳି ତାହାର ବିବାହ କରି ଶାଶୂଘରକୁ ପଠାଇବେ, ଏହା ସବୁ ବାପାଙ୍କର ସ୍ବପ୍ନ ଥାଏ । ଜିଇଁ ଥାଉ ଥାଉ ଝିଅର ବିବାହ ଦାୟିତ୍ୱ କିଭଳି ସମ୍ପନ୍ନ କରିବେ, ସେ ବିଷୟରେ ଝିଅର ବାପଟିଏ ସବୁଠାରୁ ଅଧିକ ଚିନ୍ତା କରିଥାଏ। କିନ୍ତୁ ଉତ୍ତରପ୍ରଦେଶର ଝାନ୍ସୀରେ ବିବାହ ସମୟରେ ଏକ…

ସଞ୍ଜୟଙ୍କ ନାଁରେ ଥାନାରେ ଏତଲା ଦେଲେ ପ୍ରକୃତି

ଭୁବନେଶ୍ବର : ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ କାଷ୍ଟିଂ କାଉଚ୍ ଅଭିଯୋଗକୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ପ୍ରଯୋଜକ ସଞ୍ଜୟ ନାୟକଙ୍କ ମଧ୍ୟରେ ଲାଗିରହିଥିବା ମୁହାମୁହିଁ ସ୍ଥିତି, ଘନେଇବାରେ ଲାଗିଛି।…

ଜିରା ଦରରେ ​ରେକର୍ଡ ବୃଦ୍ଧି: ବର୍ଷକରେ ବଢ଼ିଲାଣି ୫ଶହ; କିଲୋ ୭ଶହ ଟଙ୍କା

କଟକ : ଖୋଲା ବଜାରରେ ଜିରା କିଲୋ ୭୦୦ ଟଙ୍କା ଛୁଇଁଛି। ଗଲାବର୍ଷ ଏହି ସମୟରେ ଜିରା କିଲୋ ୨୦୦ ଟଙ୍କା ଥିବା ବେଳେ ବର୍ଷକ ଭିତରେ ଜିରା କିଲୋ ପିଛା ୫୦୦ ଟଙ୍କା ବୃଦ୍ଧି ପାଇଛି। ଏହି କାରଣରୁ ମାଲଗୋଦାମରେ ମାସକୁ ଜିରା ବିକ୍ରି ୬୦ ଟନ୍ ହ୍ରାସ ପାଇଛି। ଏଭଳି ମୂଲ୍ୟ ବୃଦ୍ଧି ଯୋଗୁ ଗ୍ରାହକ…

ଇଣ୍ଟର କଣ୍ଟିନେଣ୍ଟାଲ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କଲା ଭାରତ

ଭୁବନେଶ୍ୱର:  କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଟର କଣ୍ଟିନେଣ୍ଟାଲ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତ । ଶୁକ୍ରବାର ଭାରତ ତା’ର ପ୍ରଥମ ମ୍ୟାଚରେ ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କରିଛି । ପୂରା ମ୍ୟାଚରେ ମଙ୍ଗୋଲିଆ ଉପରେ ଦବଦବା କାଏମ ରଖିଥିଲା…

ଶୋଇ-ଶୋଇ ଯୁବତୀ ବନିଗଲେ ଲକ୍ଷପତି, ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ପରିବାର ଲୋକେ

ଭୁବନେଶ୍ୱର: ଆମ ଚାରିପାଖରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଶୋଇବାର ସୁଯୋଗ ପାଇଲେ ଦିନକୁ ୧୫ ଘଣ୍ଟାରୁ ଅଧିକ ଶୋଇପଡିବେ। ହେଲେ ଏହି ଅଭ୍ୟାସ ଜଣେ ଯୁବତୀଙ୍କୁ ଆଜି ଲକ୍ଷପତି କରିଦେଇଛି । ଯେତେବେଳେ ଏକ ଗଦି କମ୍ପାନୀ ଭାରତର ପ୍ରଥମ ଶୋଇବା ଚାମ୍ପିଅନ୍ ଆୟୋଜନ କରିଥିଲା ସେତେବେଳେ ଏହି…

ନୃତ୍ୟ ପରିବେଷଣ ପରେ ମଞ୍ଚରେ ଟଳିପଡିଲେ ମାଲେସୀୟ ନୃତ୍ୟଗୁରୁ

ଭୁବନେଶ୍ବର: ସ୍ଥାନୀୟ ବରଗଡ଼ ଥାନାଞ୍ଚଳରେ ଥିବା ଭଞ୍ଜ କଳା ମଣ୍ଡପରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଲେସିଆରୁ ନୃତ୍ୟ ପରିବେଷଣ କରିବାକୁ ଆସିଥିବା ଭରତ ନାଟ୍ୟମର ନୃତ୍ୟଗୁରୁ ଶ୍ରୀଗଣେଶନ ପ୍ରଥମ ପର୍ଯ୍ୟାୟ ନୃତ୍ୟ ପରେ ମଞ୍ଚରେ ଟଳି ପଡିଛନ୍ତି। ଭଞ୍ଜକଳା ମଣ୍ଡପରେ ୩…

ଭାରତରେ ବଢ଼ୁଛି ମଧୁମେହ ରୋଗ: ଦେଶରେ ଏବେ ୧୦ କୋଟିରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ୱର: ଦେଶରେ ବଢ଼ୁଛି ମଧୁମେହ ରୋଗୀଙ୍କ ସଂଖ୍ୟା । ଏବେ ଦେଶରେ ୧୦ କୋଟିରୁ ଅଧିକ ଡାଇବେଟିସରେ ଆକ୍ରାନ୍ତ ଅଛନ୍ତି । ଏନେଇ ଆଇସିଏମଆର ସତର୍କ କରାଇ ଦେଇଛି । ଦେଶରେ ୪ବର୍ଷରେ ବଢ଼ିଛି ୪୪ ପ୍ରତିଶତ ରୋଗୀଙ୍କ ସଂଖ୍ୟ । ପ୍ରସିଦ୍ଧ ସ୍ୱାସ୍ଥ୍ୟ ଜର୍ଣ୍ଣାଲ “ଲାନସେଟ’ରେ ଏନେଇ ରିପୋର୍ଟ ପ୍ରକାଶ…

ମନ୍ତ୍ରୀଙ୍କ ପରେ ସଚିବ ବଦଳିଲେ: ଅରବିନ୍ଦ ଅଗ୍ରୱାଲ ନୂଆ ଉଚ୍ଚଶିକ୍ଷା ସଚିବ

ଭୁବନେଶ୍ୱର:  ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିଲେ । ରୋହିତଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୁପାରିଶ କରିଥିଲେ । ଗତବର୍ଷ ଜୁନ ମାସରେ ରୋହିତଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ…

ଉଚ୍ଚଶିକ୍ଷା ବିଭାଗରେ ଖରାପ ପ୍ରଦର୍ଶନ : ବାଦ୍ ପଡିଲେ ମନ୍ତ୍ରୀ ରୋହିତ ପୂଜାରୀ, ଅତିରିକ୍ତ ଦାୟିତ୍ୱ ନେଲେ ଅତନୁ…

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗରେ ଖରାପ ପ୍ରଦର୍ଶନ ଲାଗି ରାଜ୍ୟ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ରୋହିତ ପୂଜାରୀଙ୍କୁ ବାଦ ଦେବାକୁ ମୁଖ୍ୟମନ୍ତ୍ରୀ ସୁପାରିଶ କରିଛନ୍ତି । ଏ ସଂପର୍କରେ ରାଜ୍ୟପାଳଙ୍କୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…