Breaking News

ଭାରତ ସହ ସମ୍ପର୍କ: ଯେଉଁଠୁ ଛାଡ଼ିଥିଲେ ସେଇଠୁ ଆରମ୍ଭ କରିବେ ଟ୍ରମ୍ପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଉତ୍ତମ ସମ୍ପର୍କ ରଖିଥିବା ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ହୋଇଥିବା ଅଗ୍ରଗତିକୁ ଆଗକୁ ବଢ଼ାଇବେ ଏବଂ ଭାରତ ସହ ସମ୍ପର୍କକୁ ସୁଦୃଢ଼ କରିବେ ବୋଲି ତାଙ୍କ ଦକ୍ଷିଣ ଏସିଆ ପଏଣ୍ଟ-ପର୍ସନ…

‘ବଟେଙ୍ଗେ ତୋ କଟେଙ୍ଗେ’ ସ୍ଲୋଗାନ୍‌: ଫଡ଼ନାବିସ-ଅଜିତ ପାୱାର ବିବାଦ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ବଟେଙ୍ଗେ ତୋ କଟେଙ୍ଗେ’ ସ୍ଲୋଗାନ୍‌କୁ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ଅଜିତ ପାୱାରଙ୍କ ମଧ୍ୟରେ ବିବାଦ ହୋଇଛି। ଏନ୍‌ସିପି ନେତା ଅଜିତ ପାୱାର ‘ବଟେଙ୍ଗେ ‌ତୋ କଟେଙ୍ଗେ’ ସ୍ଲୋଗାନ୍‌କୁ…

ଶାହଙ୍କ ହେଲିକପ୍ଟର, ବ୍ୟାଗ୍‌ ତଲାସୀ

ମୁମ୍ବାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ‌ ଆଜି ମହାରାଷ୍ଟ୍ରର ହିଙ୍ଗୋଳିରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ସେଠାରେ ନିର୍ବାଚନ କମିସନ ଅଧିକାରୀମାନେ ଶାହଙ୍କ ହେଲିକପ୍ଟର ଏବଂ ବ୍ୟାଗ୍‌ ତଲାସୀ କରିଛନ୍ତି। ନିର୍ବାଚନ ଅଧିକାରୀମାନେ ହେଲିକପ୍ଟରରେ ଶାହଙ୍କ ବ୍ୟାଗ୍‌ ଯାଞ୍ଚ…

ପ୍ରଦୂଷଣ ସଙ୍କଟ: ଦିଲ୍ଲୀରେ କଡ଼ା କଟକଣା, ଏକ୍ୟୁଆଇ ‘ଗୁରୁତର’

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କ୍ରମାଗତ ତୃତୀୟ ଦିନ ପାଇଁ ବାୟୁର ଗୁଣବତ୍ତା ‘ଗୁରୁତର’ ଶ୍ରେଣୀରେ ରହିଥିବା ବେଳେ ଶୁକ୍ରବାର ଏଠାରେ ଋତୁର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର)ରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆର୍‌ଏପି)ର ତୃତୀୟ…

ଦିଲ୍ଲୀରୁ ୯୦୦ କୋଟି, ଗୁଜରାଟରୁ ୨୧୦୦ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ

ନୂଆଦିଲ୍ଲୀ: ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଶୁକ୍ରବାର ଦିନ ଦିଲ୍ଲୀରୁ ୮୦ କି‌ଲୋ‌ଗ୍ରାମରୁ ଊର୍ଦ୍ଧ୍ବ ‌କୋକେନ୍‌ ଜବତ କରିଛି। ଏହାର ମୂଲ୍ୟ ପାଖାପାଖି ୯୦୦ କୋଟି ହେବ। ଆଜି ଏନ୍‌ସିବି, ଭାରତୀୟ ନୌସେନା ଏବଂ ଗୁଜରାଟ ଏଟିଏସ୍‌ ଗୁଜରାଟ ଉପକୂଳରୁ ୭୦୦ କିଲୋଗ୍ରାମ…

ରଣଜୀ ଟ୍ରଫି: ଓଡ଼ିଶାର ସଂଘର୍ଷପୂର୍ଣ୍ଣ ବିଜୟ

ଭୁବନେଶ୍ବର: ସୁମିତ ଶର୍ମାଙ୍କ ଦ୍ବିତୀୟ ୫ ୱିକେଟ୍‌ ବଳରେ ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା ପ୍ରଥମ ବିଜୟ ପାଇଛି। ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଦଳ ୩ ୱିକେଟ୍‌ରେ ମହାରାଷ୍ଟ୍ରକୁ ପରାସ୍ତ କରିଛି। ଏଥିସହିତ ଲଗାତାର ପାଳି ପରାଜୟର ସାମ୍ନା କରି ସମାଲୋଚିତ ହୋଇଥିବା…

ଜାତୀୟ ହକି: ପ୍ରଥମ ଥର ଫାଇନାଲ୍‌ରେ ଓଡ଼ିଶା

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ଦଳ ପ୍ରଥମ ଥର ଲାଗି ଜାତୀୟ ହକି ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚି ରାଜ୍ୟ ପାଇଁ ଗୌରବ ଆଣିଛି। ପୂର୍ବରୁ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୬ରେ କାଂସ୍ୟ ପଦକ ବିଜୟ ଥିଲା। ତାମିଲନାଡ଼ୁରେ ଚାଲିଥିବା ଏହି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଏହି ଦଳ ୪-୨…

ବିଶ୍ବ ଯୁବ ଟିଟି କଣ୍ଟେଣ୍ଡର୍: ସାର୍ଥକଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ଇଟାଲୀରେ ଅନୁଷ୍ଠିତ ବିଶ୍ବ ଟେବୁଲ୍‌ ‌ଟେନିସ୍‌ କଣ୍ଟେଣ୍ଡର୍‌ ଲିଗ୍ନାନୋ-୨୦୨୪ରେ ଓଡ଼ିଆ ପୁଅ ସାର୍ଥକ ଆର୍ଯ୍ୟା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୫ ବର୍ଷରୁ କମ୍ ଏକକ ବର୍ଗରେ ଏହି ସଫଳତା ପାଇ ସାର୍ଥକ ନୂଆ ଇତିହାସ ରଚିଛନ୍ତି। ଫାଇନାଲ୍‌ରେ ସାର୍ଥକ ଇଟାଲୀର ଫ୍ରାନସେସ୍କୋ…

ସୁଧ କମାଇବାକୁ ଚାପ କୌଶଳ: ସୁଧ ନିର୍ଧାରଣରେ ତ୍ରୁଟି କାଢ଼ିଲେ ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହୋଇପଡ଼ିଥିବା ଦରଦାମ୍ ଉପ‌ରେ ଲଗାମ କଷିବାରେ ବିଫଳ ହୋଇଥିବା କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ ଜରିଆରେ କାମ ହାସଲ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ସ୍ଥିତି ଅସମ୍ଭାଳ ହୋଇପଡ଼ିବାରୁ ଚାପ କୌଶଳକୁ ଆପଣାଇଛନ୍ତି ସରକାର। ଦୀର୍ଘଦିନ ପରେ ପ୍ରଥମ ଥର…

ଭାରତ ଆୟୋଜନ କରିପାରେ ଚାମ୍ପିଅନ୍ସ ଟ୍ରଫି!

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ମାମଲା ଏବେ ଏକ ଭିନ୍ନ ମୋଡ଼ ନେଇଛି। ଏହି ଆଇସିସି ଟୁର୍ନାମେଣ୍ଟ ବର୍ତ୍ତମାନ ପାକିସ୍ତାନରେ ନୁହେଁ ବରଂ ଭାରତରେ ଆୟୋଜିତ ହୋଇପାରେ। ଏହି ଅପଡେଟ ଏପରି ଏକ ସମୟରେ ଆସିଛି ଯେତେବେଳେ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି ଏବଂ…